ସାଟେଲାଇଟ୍ ଚିତ୍ରରେ ବିଶାଳକାୟ ସାପର ଭ୍ରମ
ପ୍ୟାରିସ,୨ା୪: ଫ୍ରାନ୍ସର ଲେ ସରପେଣ୍ଟ ଡି’ଓସେନ ଉପକୂଳରେ ଏକ ବିଶାଳକାୟ ସାପର କଙ୍କାଳ ସଦୃଶ ଚିତ୍ର ଗୁଗଲ୍ ମ୍ୟାନ୍ ସାଟେଲାଇଟ୍ରୁ ଦେଖିବାକୁ ମିଳିଛି। ଏହି ଭାଇରାଲ୍ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବାବେଳେ ଅନେକେ ଏହାକୁ ବିଲୁପ୍ତ ଟିଟାନୋବୋଆ ପ୍ରଜାତିର…
ଆମେରିକା ପ୍ରତିନିଧି ସଭାରେ ଗଞ୍ଜେଇ ବିଲ୍ ଗୃହୀତ
ଓ୍ବାଶିଂଟନ୍,୨।୪: ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ଗଞ୍ଜେଇକୁ ବୈଧ କରିବା ପାଇଁ ଉଦ୍ଦିଷ୍ଟ ଏକ ବିଲ୍କୁ ମଞ୍ଜୁରୀ ଦେଇଛି। ମାରିଜୁଆନା ଅପର୍ଚୁନିଟି ରିଇନ୍ଭେଷ୍ଟମେଣ୍ଟ ଆଣ୍ଡ ଏକ୍ସପଙ୍ଗ୍ମେଣ୍ଟ (ଏମ୍ଓଆର୍ଇ) ଆଇନ ବଳରେ ଦେଶରେ ଗଞ୍ଜେଇ ଉପରେ ଜାରି କଟକଣା ହଟିବ। ବିଲ୍କୁ ହାଉସ୍…
ଆସନ ବଞ୍ଚାଇବାକୁ ଭାରତଠାରୁ ସାହାଯ୍ୟ ମାଗୁଛନ୍ତି ଇମ୍ରାନ: ବିଲାୱଲ
ଇସଲାମାବାଦ,୨ ।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା ଥମିବାର ନାଁ ନେଉନି । ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ଦିଆଯାଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ରବିବାର ହେବ । ଏହା ପୂର୍ବରୁ ଗୁରୁବାର ବିଳମ୍ବିତ ରାତ୍ରିରେ ସେ ଦେଶକୁ…
ଇମ୍ରାନ୍ଙ୍କ ପୂର୍ବରୁ ଭଲ ଥିଲା ପାକ୍
ଇସ୍ଲାମାବାଦ,୨ା୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଆସନ ଟଳମଳ ସ୍ଥିତିରେ ଥିବାବେଳେ ତାଙ୍କ ପୂର୍ବତନ ସ୍ତ୍ରୀ ରେହମ ଖାନ୍ଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଇମ୍ରାନଙ୍କ ଶାସନରେ ଦେଶରେ ଉପୁଜିଥିବା ଜଟିଳ ସ୍ଥିତିକୁ ଦୂର କରିବା ପାଇଁ…
ପାକ୍ ଉପରେ କ୍ଷୁବ୍ଧ ଶକ୍ତିଶାଳୀ ଦେଶ ଭାରତକୁ ସମର୍ଥନ କରୁଛି: ଇମ୍ରାନ୍
ଇସ୍ଲାମାବାଦ,୨ା୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ରବିବାର ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଥିବାବେଳେ ସେଠାର ରାଜନୈତିକ ଅଚଳାବସ୍ଥା ପାଇଁ ସେ ଏକ ଶକ୍ତିଶାଳୀ ଦେଶକୁ ଦାୟୀ କରିଆସୁଛନ୍ତି। ସେ ନିକଟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଭେଟିବାରୁ ଏଥିରେ…
ୟୁକ୍ରେନ୍ର ରୁଷିଆ ଆକ୍ରମଣ
କିଭ୍/ମସ୍କୋ,୨ା୪: ଫେବୃୟାରୀ ୨୪ରେ ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ଆରମ୍ଭ କରିଥିଲା। ସେବେଠୁ ରାଜଧାନୀ କିଭ୍ ସମେତ ଅନେକ ସହରରେ ରୁଷୀୟ ସୈନ୍ୟ ବୋମା, ରକେଟ ଓ କ୍ଷେପଣାସ୍ତ୍ର ମାଡ଼ କରୁଥିବାବେଳେ ୟୁକ୍ରେନୀୟ ସୈନ୍ୟ କେବଳ ଆମତ୍ରକ୍ଷା କରୁଥିଲେ। କିନ୍ତୁ ଏବେ…
ବାୟୁସେନାର ୨ ବିମାନ ଦୁର୍ଘଟଣାଗ୍ରସ୍ତ: ୪ ପାଇଲଟ୍ଙ୍କ ମୃତ୍ୟୁ
ସିଓଲ,୧।୪: ଦକ୍ଷିଣ କୋରିଆ ବାୟୁସେନାର ୨ଟି ବିମାନ ଶୁକ୍ରବାର ପରସ୍ପର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ସେନାର ୪ ଜଣ କର୍ମଚାରୀଙ୍କ (ପାଇଲଟ୍) ମୃତ୍ୟୁ ଘଟିଛି। କୋରିଆ ବାୟୁସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ମୁତାବକ,…
‘ଆମେରିକା ପାକିସ୍ତାନକୁ ଫୋନ୍ କରେନି, ଧମକ କାହିଁକି ଦେବ’
ଇସଲାମାବାଦ,୧।୪: ପାକିସ୍ତାନରେ ଏବେ ରାଜନୈତିକ ସଙ୍କଟ ଚାଲିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗାଦିରୁ ହଟାଇବା ପାଇଁ ବିରୋଧୀ ଲାଗିପଡିଛନ୍ତି। ଏହି ସଙ୍କଟ ମଧ୍ୟରେ ଇମ୍ରାନ ଏକ ସମାବେଶରେ କହିଥିଲେ, ପାକିସ୍ତାନ ସରକାର ଭାଙ୍ଗିବା ପାଇଁ ଅନ୍ତର୍ଜାତୀୟ ଷଡଯନ୍ତ୍ର ଚାଲିଛି। ଏଥିରେ ସେ…
ଆକାଶରେ ପିଟି ହେଲେ ବାୟୁ ସେନାର ଦୁଇ ବିମାନ
ସିଓଲ,୧।୪: ଦକ୍ଷିଣ କୋରିଆ ବାୟୁ ସେନାର ଦୁଇ ଯୁଦ୍ଧ ବିମାନ ଶୁକ୍ରବାର ଟ୍ରେନିଂ ବେଳେ ମଝି ଆକାଶରେ ପରସ୍ପର ସହ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ୩ ପାଇଲଟ୍ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାଟି ସଦର୍ନ…
ରୁଷିଆ ତୈଳ ଡିପୋ ଉପରେ ଆକ୍ରମଣ କଲା ୟୁକ୍ରେନ
କ୍ୱିଭ୍,୧।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦେଢ ମାସରୁ ଅଧିକ ହେବ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ରୁଷିଆ ପଛକୁ ଫେରିବାକୁ ପ୍ରସ୍ତୁତ ନ ଥିବାବେଳେ ୟୁକ୍ରେନ ମଧ୍ୟ ନଇଁବାକୁ ରାଜି ହେଉ ନାହିଁ। ଶୁକ୍ରବାର ୟୁକ୍ରେନ ରୁଷିଆର ତୈଳ ଡିପୋ…
ମଦ ପାଇଁ ଘର ଛାଡି ୧୪ ବର୍ଷ ହେଲା ରହୁଛନ୍ତି ବିମାନବନ୍ଦରରେ
ବେଜିଂ,୧।୪: ମଦ, ସିଗାରେଟ ଛାଡ଼ିଲେ ଘରେ ରହିବୁ। ପରିବାର ଲୋକଙ୍କ ଏଭଳି ଚେତାବନୀ ପରେ ଚାଇନାର ୬୦ ବର୍ଷୀୟ ବୃଦ୍ଧ ଘର ଓ ପରିବାର ଲୋକଙ୍କୁ ଛାଡ଼ି ୧୪ ବର୍ଷ ହେଲା ବେଜିଂ କ୍ୟାପିଟାଲ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ରହୁଛନ୍ତି। ସୂଚନା ଯୋଗ୍ୟ,…
ଆଜି ରୁଷିଆ-ୟୁକ୍ରେନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
କ୍ୱିଭ୍,୧ା୪: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧ ମାସରୁ ଊର୍ଦ୍ଧ୍ୱ ହେବ ଚାଲିଛି। ଏହାକୁ ବନ୍ଦ କରିବା ଏବଂ ସମାଧାନ ପାଇଁ ଏପର୍ଯ୍ୟନ୍ତ ଅନେକଥର ଆଲୋଚନା ହୋଇସାରିଲାଣି। ମାତ୍ର ସମାଧାନର କୌଣସି ରାସ୍ତା ମିଳୁନି। ଉଭୟ ଦେଶର ପ୍ରତିନିଧି ଦଳ ଶୁକ୍ରବାର ଆଉ…

