ଅନ୍ତର୍ଜାତୀୟ

୮୭୪ କାର୍‌ରେ ନିଆଁ ଲଗାଇ ନୂଆବର୍ଷ ପାଳନ…

ପ୍ୟାରିସ୍‌, ୨।୧: ନୂଆବର୍ଷ ପାଳନ ଅବସରରେ ଫ୍ରାନ୍ସ୍‌ରେ ୮୭୪ କାର୍‌ରେ ନିଆଁ ଲଗାଯାଇଛି। ଏଭଳି ପରମ୍ପରା ଏଠାରେ ଗତ ବର୍ଷ ଧରି ପାଳିତ ହୋଇ ଆସୁଛି। ଦେଶର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଗେରାଲ୍ଡ ଡାର୍ମିନିନ୍‌ ଏନେଇ ସୂଚନା ପ୍ରଦାନ କରିଛନ୍ତି। ୨୦୧୯ରେ…

ଫ୍ରାନ୍ସରେ ବେକାବୁ ହେଲାଣି କରୋନା, ବିଶ୍ୱର ସର୍ବାଧିକ ସଂକ୍ରମିତ ଦେଶ ତାଲିକାର ୬ ନମ୍ବରରେ

ପ୍ୟାରିସ,୨ ।୧: ଏବେ ଫ୍ରାନ୍ସରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହୋଇ ଚାଲିଛି । ଶନିବାର ପ୍ରକାଶିତ ସରକାରୀ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ୧୦ ମିଲିୟନରୁ ଅଧିକ ସଂକ୍ରମିତ ଚିହ୍ନଟ ଦେଶ ତାଲିକାର ୬ ନମ୍ବର ସ୍ଥାନରେ ପହଞ୍ଚି ଯାଇଛି ।…

ଆମେରିକା କଲରାଡୋ ଜଙ୍ଗଲରେ ନିଆଁ: ଉଜୁଡିଗଲା ଶହ ଶହ ଘର

ଦେନଭର,୧ ।୧: ଆମେରିକା କଲରାଡୋ ରାଜ୍ୟର ଦେନଭର ଜଙ୍ଗଲରେ ନିଆଁ ଲାଗି ପାଖାପାଖି ୫୮୦ ଘର, ଗୋଟିଏ ହୋଟେଲ ଓ ଏକ ଶପିଂ ମଲ ଜଳି ଯାଇଥିବା ଜଣାପଡିଛି । ଆଖପାଖର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଦେନଭର…

ବହୁ ଚର୍ଚ୍ଚିତ ଆମେରିକା ଅଭିନେତ୍ରୀ ବିଟ୍ଟି ହ୍ୱାଇଟଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ୱାଶିଂଟନ,୧ ।୧: ଆମେରିକା ନାଗରିକଙ୍କୁ ୭ ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ମନୋରଞ୍ଜନ ଦେଉଥିବା ଅଭିନେତ୍ରୀ ବିଟ୍ଟି ହ୍ୱାଇଟଙ୍କର ୯୯ ବର୍ଷ ବୟସରେ ପରଲୋକ ହୋଇଛି । ସେ ତାଙ୍କର ଟେଲିଭିଜନ କ୍ୟାରିୟର ‘ଦ ଗୋଲଡେନ ଗର୍ଲସ’ ଓ ‘ଦ ମେରି…

ଇସ୍ରାଏଲରେ ଚିହ୍ନଟ ହେଲା ‘ଫ୍ଲୋରୋନା’ର ପ୍ରଥମ ସଂକ୍ରମିତ

ଜେରୁଜେଲମ,୧ ।୧: ସାରା ବିଶ୍ୱରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ତାଣ୍ଡବ ରଚୁଛି । ଏପଟେ ଇସ୍ରାଏଲରେ ପ୍ରଥମ ‘ଫ୍ଲୋରୋନା’ ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ବିଶ୍ୱବାସୀଙ୍କ ଚିନ୍ତା ଦୁଇଗୁଣା ହୋଇଯାଇଛି । ଫ୍ଲୋରୋନା ହେଉଛି କୋଭିଡ ୧୯…

୨୦୨୨ରେ ସେକେଣ୍ଡ ପିଛା ୪ରୁ ଊର୍ଦ୍ଧ୍ୱ ଛୁଆ ଜନ୍ମ ହେବେ

ଓ୍ବାଶିଂଟନ, ୧ା୧: ୨୦୨୨ରେ ବିଶ୍ୱବ୍ୟାପୀ ପ୍ରତି ସେକେଣ୍ଡରେ ୪.୩ ଜନ୍ମ ହେବେ। ସମାନ ସମୟରେ ୨ଜଣ ମୃତ୍ୟୁ ହେବ। ଏଭଳି ଆକଳନ କରିଛି ଆମେରିକାର ଜନଗଣନା ବ୍ୟୁରୋ। ନୂଆବର୍ଷରେ ବିଶ୍ୱ ଜନସଂଖ୍ୟା ୭୮୦ କୋଟିରେ ପହଞ୍ଚତ୍ବ। ୨୦୨୧ରେ ବିଶ୍ୱ ଜନସଂଖ୍ୟା ୭.୪…

ରିପୋର୍ଟ ପଜିଟିଭ ଆସିବାରୁ ଟଏଲେଟରେ ରଖିଦେଲେ

ନ୍ୟୁୟର୍କ, ୩୧।୧୨: ବିମାନ ଯାତ୍ରା ସମୟରେ ଜଣେ ମହିଳା ଯାତ୍ରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବାରୁ ତାଙ୍କୁ ହଟ୍ଟହଟା ହେବାକୁ ପଡ଼ିଛି। ଉକ୍ତ ଯାତ୍ରୀଙ୍କୁ ବିମାନ ଟଏଲେଟ୍‌ରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଆଇସୋଲେଶନରେ ରଖାଯାଇଥିଲା। ୧୯ ତାରିଖରେ ସିକାଗୋରୁ ଆଇସ୍‌ଲାଣ୍ଡ…

ସାମ୍ନାକୁ ଆସିଲା ଓମିକ୍ରନର ୨ ନୂଆ ଲକ୍ଷଣ

ଲଣ୍ଡନ,୩୧।୧୨: ବିଶ୍ୱରେ ଓମିକ୍ରନ୍‌ ବୃଦ୍ଧି ମାମଲା ଚିନ୍ତା ବଢାଇ ଦେଇଛି। ଥଣ୍ଡା ବୃଦ୍ଧି ସହିତ ଏହାର ବିପଦ ମଧ୍ୟ ବଢୁଛି। ଏପରି ପରିସ୍ଥିତିରେ, ଓମିକ୍ରନର ଲକ୍ଷଣଗୁଡ଼ିକୁ ଚିହ୍ନିବା ପାଇଁ ଆବଶ୍ୟକତା ଆହୁରି ବଢିଯାଇଛି। ଓମିକ୍ରନର ଲକ୍ଷଣ ଥଣ୍ଡା ଭଳି, କିନ୍ତୁ ଏହା…

କରୋନା ସ୍ଥିତି ଅସମ୍ଭାଳ: ଡାକ୍ତରଖାନାରେ ରେକର୍ଡ ସଂଖ୍ୟକ ପିଲା ଭର୍ତ୍ତି

ଓ୍ବାଶିଂଟନ,୩୧ା୧୨: ଆମେରିକାରେ କରୋନା ଭୂତାଣୁ ଏବଂ ଓମିକ୍ରନର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳୁଛି। ଏଠାରେ ପ୍ରତିଦିନ ଅଢ଼େଇ ଲକ୍ଷରୁ ଅଧିକ କରୋନା ମାମଲା ପଞ୍ଜୀକୃତ ହେଉଛି। ଏହି ସମୟରେ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି, ବର୍ତ୍ତମାନ ପିଲାମାନଙ୍କଠାରେ କରୋନା…

ଦକ୍ଷିଣ ଆଫ୍ରିକାରୁ ହଟିଲା ନାଇଟ୍ କର୍ଫ୍ୟୁ: ସର୍ବପ୍ରଥମେ ଏଠାରେ ଚିହ୍ନଟ ହୋଇଥିଲା ଓମିକ୍ରନ୍‌

କେପଟାଉନ,୩୧ ।୧୨: ଗୋଟିଏ ପଟେ ସାରା ବିଶ୍ୱରେ କରୋନା ଓ ଓମିକ୍ରନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରେ ନାଇଟ କର୍ଫ୍ୟୁକୁ ଉଠାଇ ଦିଆଯାଇଛି । ସର୍ବପ୍ରଥମେ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଚିହ୍ନଟ…

ଓମିକ୍ରନର ଆଉ ୨ ନୂଆ ଲକ୍ଷଣ, ଯାହା କରୋନାଠାରୁ ସମ୍ପୂର୍ଣ୍ଣ ଭିନ୍ନ

ଲଣ୍ଡନ,୩୧ ।୧୦: ସାରା ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଏବେ ଏହା ଦ୍ରୁତ ବେଗରେ ବ୍ୟାପୁଥିବାରୁ ଏହାକୁ ନେଇ ବିଶେଷ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଏହାସହ…

୨ ଏଡିଟରଙ୍କ ବିରୋଧରେ ଦେଶଦ୍ରୋହ

ହଂକଂ,୩୦।୧୨: ହଂକଂର ଦୁଇଜଣ ପୂର୍ବତନ ସମ୍ପାଦକ(ଏଡିଟର)ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଦେଶ ବିରୋଧୀ ଲେଖା ପ୍ରକାଶ କରିବା ଅଭିଯୋଗରେ ଗିରଫ ହୋଇଥିବା ଷ୍ଟାଣ୍ଡ ନ୍ୟୁଜ୍‌ର ୨ ସମ୍ପାଦକଙ୍କ ଜାମିନ ଆବେଦନକୁ ଗୁରୁବାର ସ୍ଥାନୀୟ ଅଦାଲତ ଖାରଜ କରିଦେଇଛନ୍ତି। ହଂକଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri