‘ଭାରତ ଆମର ବଡ ଭାଇ ପରି’

କଲମ୍ବୋ,୭।୪: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ତଥା ମହାନ ଖେଳାଳି ସନଥ ଜୟସୁରିଆ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଶ୍ରୀଲଙ୍କା ଏବେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଶ୍ରୀଲଙ୍କାକୁ ସହାୟତା ପଠାଇଥିବାରୁ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୟସୁରିଆ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭାରତ ଆମର ଭଲ ପଡ଼ୋଶୀ। ଭାରତ ବଡ ଭାଇ ପରି ଶ୍ରୀଲଙ୍କାକୁ ସାହାଯ୍ୟ କରୁଛନ୍ତି। ଏବେ ବଞ୍ଚିବା ଆମ ପାଇଁ ସହଜ ନୁହେଁ। ମୁଁ ଆଶା କରୁଛି ଶୀଘ୍ର ସବୁକିଛି ବଦଳିଯିବ। ଭାରତ ଏବଂ ଅନ୍ୟ ଦେଶମାନଙ୍କ ସାହାଯ୍ୟରେ ଆମେ ଏହି ପରିସ୍ଥିତିରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛୁ। ଗ୍ୟାସ ଏବଂ ଇନ୍ଧନର ଅଭାବ ଅଛି ଏବଂ ବେଳେବେଳେ ୧୦-୧୨ ଘଣ୍ଟା ପାଇଁ ବିଦ୍ୟୁତ ଯୋଗାଣ ନାହିଁ। ଦେଶ ପାଇଁ ଏହା ଏକ କଷ୍ଟକର ସମୟ। ଲୋକେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ ପ୍ରଦର୍ଶନ କରନ୍ତୁ।
ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାକୁ ଭାରତ ସରକାର ଏପର୍ଯ୍ୟନ୍ତ ୨୭୦,୦୦୦ ମେଟ୍ରିକ ଟନରୁ ଅଧିକ ଇନ୍ଧନ ଯୋଗାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନସର-ହାର୍ଟ ଆଟାକ୍‌ ପାଇଁ ବିକଶିତ ହେବ ଗୋଟିଏ ଟିକା…

ଲଣ୍ଡନ,୮।୪ : କ୍ୟାନସର ଏବଂ ହାର୍ଟ ଆଟାକ୍‌ ଭୋଗୁଥିବର ଲୋକଙ୍କ ପାଇଁ ଏକ ଭଲ ଖବର ଆସିଛି। ବିଶେଷଜ୍ଞମାନେ କହିଛନ୍ନି ଚଳିତ ଦଶନ୍ଧି ଶେଷ ସୁଦ୍ଧା...

ଚନ୍ଦ୍ରରେ ନୂଆ ଖଣିଜର ସନ୍ଧାନ କଲା ଚାଇନା

ବେଜିଂ,୧୨।୯: ଚାଇନାର ଲୁନାର ପ୍ରୋବ୍‌ ଚେଙ୍ଗ୍‌ସ-୫ ଚନ୍ଦ୍ରରେ ଏକ ନୂଆ ଖଣିଜ ପଦାର୍ଥର ସନ୍ଧାନ କରିଛି। ଚନ୍ଦ୍ରପୃଷ୍ଠରେ ଏଭଳି ଖଣିଜ ଠାବ କରିବାରେ ଚାଇନା ତୃତୀୟ...

ଚାଇନାର ଲ୍ୟାବରୁ ହୋଇଛି କରୋନା ଲିକ୍‌: ଏଫବିଆଇ…

ଓ୍ବାଶିଂଟନ,୧।୩ : କରୋନା ଭାଇରସ ବିଷୟରେ ଏକ ବଡ ଖବର ଆସିଛି। ଆମେରିକାର ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ଏଫବିଆଇ) ର ନିର୍ଦ୍ଦେଶକ...

ଇରାନରେ ପୁଣି ଜଣେ ଆନ୍ଦୋଳନକାରୀଙ୍କୁ ଫାଶୀ

ଦୁବାଇ,୧୨।୧୨: ଇରାନରେ ଆଉ ଜଣେ ହିଜାବ ବିରୋଧୀ ଆନ୍ଦୋଳନକାରୀଙ୍କୁ ସୋମବାର ସରକାର ଫାଶୀ ଦେଇଛନ୍ତି । ସେ ହେଲେ ୨୪ ବର୍ଷୀୟ ଯୁବକ ମାଜିଦ୍ରେଜା ରହନାଭାର୍ଡ...

ସୋଭିଏଟ୍‌ର ପତନ ଓ ଗୋର୍ବାଚେଭ୍‌

ମସ୍କୋ, ୧ା୯: ୧୯୧୭ରେ ବୋଲସେଭିକ୍‌ କ୍ରାନ୍ତି ଓ ଜାର୍‌ ନିକୋଲାସ୍‌ ଦ୍ୱିତୀୟ ଶାସନରୁ ହଟିବା ପରେ ସୋଭିଏଟ୍‌ ସଂଘ ଗଠନ ହୋଇଥିଲା। ହେଲେ ଦେଶରେ ରାଜନୈତିକ...

ଆମେରିକା ୯/୧୧ ଆତଙ୍କବାଦୀ ଆକ୍ରମଣକୁ ପୂରଣ ହେଲା ୨୧ ବର୍ଷ, ଥରି ଉଠିଥିଲା ଦେଶ

ୱାଶିଂଟନ,୧୧ ।୯: ଆମେରିକାର ୯/୧୧ ଆତଙ୍କବାଦୀ ଆକ୍ରମଣକୁ ଆଜି ୨୧ ବର୍ଷ ପୁରଣ ହୋଇଛି । ଏହି ଦିନକୁ ଆମେରିକା ପାଇଁ କଳା ଦିବସ ବୋଲି...

ନ୍ୟୁୟର୍କରେ ଭୟଙ୍କର ବନ୍ୟା: ରାସ୍ତାରେ ଭାସୁଛି କାର

ନ୍ୟୁୟର୍କ,୩ା୯: ପ୍ରବଳ ବର୍ଷା ସାଙ୍ଗକୁ ଅଧିକ ବେଗରେ ବହୁଛି ପବନ। ସବୁ ଆଡେ ପାଣି। ରାସ୍ତାରେ କାର ସହ ଲୋକଙ୍କ ମୃତଦେହ ଭାସୁଛି। ଏଭଳି ଦୃଶ୍ୟ...

ୟୁକ୍ରେନରୁ ଆସିଲା ହୃଦୟ ବିଦାରକ ଚିତ୍ର

କ୍ୱିଭ,୫।୪: ଆଗକୁ ବଢ଼ୁଥିବା ରୁଷିଆ ସେନାର ଆକ୍ରମଣରେ ପ୍ରାଣ ହରାଇବା ଭୟରେ ଥିବା ୟୁକ୍ରେନ ନାଗରିକମାନେ ଏବେ ଛୁଆଙ୍କ ଶରୀରରେ ପରିବାରର ତଥ୍ୟ ଲେଖିବା ଆରମ୍ଭ...

Advertisement
Archives

Model This Week