କାବୁଲ ବିମାନ ବନ୍ଦରରେ ପାଣି ବୋତଲର ଦାମ୍ ୩ହଜାର ଟଙ୍କା ଭାତ ପ୍ଲେଟ ୭ହଜାର ୫ଶହ
କାବୁଲ,୨୬ ।୮: ଆଫଗାନିସ୍ତାନରେ ତାଲିବାନ ପ୍ରବେଶ କରିବା ପରେ ଏବେ ସେଠାରେ ବେଳକୁ ବେଳ ସ୍ଥିତି ବିଗିଡିବାରେ ଲାଗିଛି । ଦେଶ ଛାଡି ଚାଲିଯିବାକୁ ଚାହୁଁଥିବା ଲୋକଙ୍କ ଭିଡ କାବୁଲ ବିମାନ ବନ୍ଦରରେ ଲାଗିଛି । ଫଳରେ ସେଠାରେ ଖାଦ୍ୟାଭାବ...
ମେକ୍ସିକୋ ପଳାଇଲେ ଆଫଗାନ୍ ପ୍ରତିଭା
ମେକ୍ସିକୋ ସିଟି, ୨୬ା୮: ତାଲିବାନ୍ ଫେରିବା ପରେ ଆଫଗାନ ମହିଳାଙ୍କ ଭବିଷ୍ୟତ ଉପରେ ଘନେଇଛି କଳାବାଦଲ। ଛାତ୍ରୀଙ୍କ ପଢ଼ାରେ ଡୋରି ପଡ଼ିବାକୁ ଯାଉଛି। ତାଲିବାନ୍ ଶାସନରେ କଠୋର ଶରିଆ ଆଇନ ସେମାନଙ୍କଠାରୁ ସବୁକିଛି ଛଡ଼ାଇନେବ। ଏଭଳି ନର୍କପୂର୍ଣ୍ଣ ଜୀବନରୁ ମୁକ୍ତି...
ତାଲିବାନ୍, ଚାଇନା ଆଲୋଚନା
କାବୁଲ/ବେଜିଂ/ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଫଗାନିସ୍ତାନରେ ଦୁଇ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ନେବା ପରେ ଗତ ଅଗଷ୍ଟ ୧୫ରେ ତାଲିବାନ୍ କାବୁଲ ଦଖଲ କରିଥିଲା, ଯଦିଓ ସମ୍ପୂର୍ଣ୍ଣ ସେନା ଅପସାରଣକୁ...
ଯେତେ ଶୀଘ୍ର ମିଶନ ଶେଷ ହେବ ସେତେ ଭଲ: ବାଇଡେନ
ଓ୍ବାଶିଂଟନ,୨୫ା୮: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ କହିଛନ୍ତି, ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଆମେରିକା ତ୍ୱରିତ କାର୍ଯ୍ୟ କରୁଛି। ଏଥି ସହିତ ବାଇଡେନ୍ କହିଛନ୍ତି, ଦେଶର ନୂତନ ତାଲିବାନ ଶାସକଙ୍କ ନିରନ୍ତର ସହଯୋଗ ଉପରେ ଏହି ଲକ୍ଷ୍ୟରେ...
ଆଲିଙ୍ଗନ ମୁଦ୍ରାରେ କଙ୍କାଳ, ବିତିଲାଣି ୧୫୦୦ ବର୍ଷ…
ବେଜିଂ,୨୫।୮: ଉତ୍ତର ଚାଇନାରେ ଏକ କବରରେ ଆଲିଙ୍ଗନ ମୁଦ୍ରାରେ ଦୁଇ କଙ୍କାଳ ରହିଛି। କଙ୍କାଳଗୁଡ଼ିକ ପ୍ରାୟ ୧୫୦୦ ବର୍ଷ ପୁରୁଣା ବୋଲି ପ୍ରତ୍ନତତ୍ତ୍ୱବିତ୍ମାନେ କହିଛନ୍ତି। ଏହି କଙ୍କାଳ ପ୍ରେମୀ ଯୋଡ଼ାଙ୍କର। ସେଥିମଧ୍ୟରୁ ମହିଳା କଙ୍କାଳର ବାମ ହାତ ଆଙ୍ଗୁଠିରେ ମୁଦି...
ଗଲା ମନ୍ତ୍ରୀ ପଦ, ଏବେ ଘର ଘର ବୁଲି ପିଜା କରୁଛନ୍ତି ଡେଲିଭରୀ…
କାବୁଲ,୨୫।୮: ଆଫଗାନିସ୍ତାନ ତାଲିବାନ ପୁଣି କ୍ଷମତାକୁ ଫେରିଛି। ଫଳରେ ବହୁଲୋକ ଜୀବନ ଭୟରେ ଭିଟାମାଟି ଛାଡ଼ିଛନ୍ତି। ପୂର୍ବରୁ ଆଫଗାନିସ୍ତାନରେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସମୟରେ ସଂଚାର ଓ ଆଇଟି ମନ୍ତ୍ରୀ ଥିବା ସୈୟଦ ଅହମ୍ମଦ ଶାହା ସାଦତ ଏବେ...
ବନ୍ଧକ ମୁନରେ କ୍ଷମତା ଦଖଲ, ହାତରେ ନାହିଁ କାଣିକଉଡ଼ି…
ଓ୍ବାଶିଂଟନ/କାବୁଲ,୨୫।୮: ବନ୍ଧୁକ ମୁନରେ ପ୍ରାୟ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନ ପାଇଁ ଏବେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବା କଷ୍ଟକର ବ୍ୟାପାର ମନେ ହେଉଛି। ତାଲିବାନ ନିଜକୁ ପରିବର୍ତ୍ତନ କରିବା ବିଷୟରେ କଥାବାର୍ତ୍ତା କରୁଥିବା...
ଭାରତରେ କରୋନା ସ୍ଥିତି ଏଣ୍ଡେମିକ୍ ହୋଇପାରେ, ଡବ୍ଲ୍ୟୁଏଚ୍ଓ ପକ୍ଷରୁ ସୂଚନା…
ଜେନେଭା,୨୫।୮: ଭାରତରେ କରୋନା ସ୍ଥିତି ଏଣ୍ଡେମିକ୍ ହୋଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅର୍ଥାତ୍ ଭାରତରେ ଲୋକେ ଏହି ଭୂତାଣୁ ସହିତ ବଞ୍ଚିବାକୁ ସାଧାରଣ ଭାବେ ଗ୍ରହଣ କରିନେବେ ବୋଲି ଡବ୍ଲ୍ୟୁଏଚ୍ଓର ମୁଖ୍ୟ ବୈଜ୍ଞାନିକ...
ତାଲିବାନର କଡ଼ା ଚେତାବନୀ,କାହାକୁ ଦେଶ ଛାଡ଼ିବାକୁ ଦିଆଯିବ ନାହିଁ…
କାବୁଲ,୨୫।୮: ଆଫଗାନିସ୍ତାନକୁ ୨୦ ବର୍ଷ ପରେ ତାଲିବାନ ପୁନର୍ବାର ନିଜ ଦଖଲ ନେଇଛି। ତାଲିବାନ ୧୫ ଅଗଷ୍ଟରେ ନେକାବୁଲକୁ କାବୁ କରିଥିଲା। ଏହା ପରେ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡିଥିଲେ। ଜୀବନ ଭୟରେ ଏବେ ସାଧାରଣ ଲୋକେ ଯେ...
ତିନିପଟେ ତାଲିବାନ୍
କାବୁଲ,୨୫ା୮: କଥା କଥାକେ ଫୁଟୁଛି ଗୁଳି, ଶୁଭୁଛି ବିସ୍ଫୋରଣର ଛାତିଥରା ଶବ୍ଦ। ତାଲିବାନ୍ ଜାରି କରିଛି ଫତ୍ଓ୍ବା। ଅମାନ୍ୟ କଲେ ଶରିଆ ଆଇନରେ ଗଡ଼ିବ ମୁଣ୍ଡ। ଆତଙ୍କରେ ମରି ମରି ବଞ୍ଚୁଛନ୍ତି ଆଫଗାନ୍। କାରଣ ପୁଣି ଫେରିଛି ତାଲିବାନର ତିରିଶ...
‘କଶ୍ମୀରକୁ ମୁକ୍ତ କରିବା ପାଇଁ ଆମ ସହ ତାଲିବାନ୍ ଅଛି’
ନୂଆଦିଲ୍ଲୀ,୨୫।୮: ତାଲିବାନ୍ ନେତାମାନେ ଆମ ସହ ଅଛନ୍ତି। ସେମାନେ କଶ୍ମୀରକୁ ସ୍ବତନ୍ତ୍ର କରିବା ଲାଗି ଆମକୁ ସାହାଯ୍ୟ କରିବେ। ଏକ ନ୍ୟୁଜ ଚ୍ୟାନେଲର ବିତର୍କ ବେଳେ ଏହା କହିଛନ୍ତି ପାକିସ୍ତାନର ସରକାରରେ ଥିବା ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ)ର ଜଣେ ନେତା...
ଆମେରିକା ଅସ୍ତ୍ରଶସ୍ତ୍ର ଲୁଟି ନେଲା ତାଲିବାନ୍, ପାକିସ୍ତାନ ପାଇଁ ପାଲଟିବ ବୁମେରାଂ…
କାବୁଲ,୨୪।୮: ତାଲିବାନ ଆତଙ୍କବାଦୀମାନେ ଆମେରିକା ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି। ଏହାକୁ ସେମାନେ ପାକିସ୍ତାନ ପଠାଇ ଦେଇଛନ୍ତି। ମାତ୍ର ଭାରତ ବିରୋଧରେ ଏହାର ବ୍ୟବହାର ପୂର୍ବରୁ ପାକିସ୍ତାନରେ ଆତଙ୍କ ସୃଷ୍ଟି କରାଯିବ ବୋଲି କେତେକ ଉଚ୍ଚପଦସ୍ଥ ଭାରତୀୟ ସେନା ଅଧିକାରୀ କହିଛନ୍ତି।...
Archives


