ନିରପେକ୍ଷ ରହିପାରେ ୟୁକ୍ରେନ୍
କିଭ୍, ୨୯ା୩: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ସୋମବାର ୩୩ ଦିନରେ ପହଞ୍ଚିଥିବାବେଳେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଏହି ପୂର୍ବ ୟୁରୋପୀୟ ଦେଶ ଏବେ ଅବିଳମ୍ବେ ଶାନ୍ତି ଚାହୁଁଛି। ଦୁଇ ଦେଶ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଶାନ୍ତି ଆଲୋଚନା ଉପରେ ସମଗ୍ର ବିଶ୍ୱର…
ଛାତ୍ରୀଙ୍କୁ ସ୍କୁଲ ଛାଡୁ ତାଲିବାନ: ୟୁଏନ୍ଏସ୍ସି
ଓ୍ବାଶିଂଟନ, ୨୯।୩: ଆଫଗାନିସ୍ତାନ ଛାତ୍ରୀମାନଙ୍କୁ ସ୍କୁଲରେ ପାଠ ପଢ଼ିବା ପାଇଁ ଅନୁମତି ଦେବାଲାଗି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ତାଲିବାନ ସରକାରଙ୍କୁ ପରାମର୍ଶ ଦେଇଛି। ଗତ ୨୩ ତାରିଖରେ ସ୍କୁଲ ଖୋଲିବାର କିଛି ସମୟ ପରେ ଛାତ୍ରୀ ପାଠ ପଢୁଥିବା ସ୍କୁଲଗୁଡ଼ିକୁ…
ରୁଷିଆ ଅରବପତିଙ୍କୁ ବିଷ ଦିଆଯାଇଥିବା ଆଶଙ୍କା
କିଭ୍,୨୯୩: ରୁଷୀୟ ଅରବପତି ରୋମାନ ଆବ୍ରାମୋଭିଚ୍ ଏବଂ ୟୁକ୍ରେନ୍ର ଦୁଇ ଶାନ୍ତି ପ୍ରତିନିଧିଙ୍କୁ କିଭ୍ରେ ବିଷ ଦିଆଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଶାନ୍ତି ଆଲୋଚନାକୁ ଭଣ୍ଡୁର କରିବାକୁ ମସ୍କୋ ଏପରି କରିଥାଇପାରେ ବୋଲି ସୋମବାର ଓ୍ବାଲ୍ ଷ୍ଟ୍ରିଟ୍ ଜର୍ନାଲରେ ପ୍ରକାଶିତ ଏହି…
ମହିଳାଙ୍କ ପାଇଁ ତାଲିବାନର ଆଉ ଏକ ନୂଆ ନିୟମ: ବିନା ପୁରୁଷ ଅଭିଭାବକରେ ବିମାନରେ ଯାତ୍ରା ମନା
କାବୁଲ,୨୯ ।୩: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ତାଲିବାନର ଶାସନ ବେଳକୁ ବେଳ କଠୋର ହୋଇ ଚାଲିଛି । ଯାହା ଅନୁମାନ କରାଯାଉଥିଲା ଏବେ ତାହାହିଁ ଘଟୁଥିବା ପରିଲକ୍ଷିତ ହେଉଛି । ବିଶେଷ କରି ମହିଳାଙ୍କ ଉପରେ ବିଭିନ୍ନ ପ୍ରକାରର…
ଇସ୍ତଫା ଦେଲେ ପାକ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ
ଲାହୋର,୨୮।୩: ପାକିସ୍ତାନ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିବା ବେଳେ ତାଙ୍କ ଦଳର ସଦସ୍ୟ ତଥା ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଉସ୍ମାନ ବୁଜଦର ସୋମବାର ଇସ୍ତଫା ଦେଇଛନ୍ତି। କେବଳ ଉସ୍ମାନ ନୁହନ୍ତି, ହାଉସିଂ ମନ୍ତ୍ରୀ ତତା ପିଏମ୍ଏଲ୍-କ୍ୟୁ…
ଇମ୍ରାନ୍ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ
ଇସ୍ଲାମାବାଦ,୨୮।୩: ପାକିସ୍ତାନ ବିରୋଧୀ ଦଳ ନେତା ତଥା ପିଏମ୍ଏଲ୍-ଏନ୍ ଅଧ୍ୟକ୍ଷ ଶେହବାଜ ଶରିଫ୍ ସୋମବାର ନ୍ୟାଶନାଲ ଆସେମ୍ବ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ୨୦୧୮ରେ ଇମ୍ରାନ୍ କ୍ଷମତାକୁ ଆସିବା ପରେ ସବୁଠୁ କଠିନ ରାଜନୈତିକ ପରୀକ୍ଷାର…
ସରକାରୀ କର୍ମଚାରୀଙ୍କୁ ତାଲିବାନର କଡ଼ା ନିର୍ଦ୍ଦେଶ
କାବୁଲ,୨୮।୩: ଆଫଗାନିସ୍ତାନର ସରକାରୀ କର୍ମଚାରୀ ଦାଢ଼ି ରଖି ନ ଥିଲେ ସେମାନଙ୍କୁ ଅଫିସରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏଥିସହ ଡ୍ରେସ୍ କୋଡ୍ ନିୟମ ପାଳନ ନ କଲେ ମଧ୍ୟ ସେମାନେ ଚାକିରିରୁ ବିଦା ହେବେ। ସରକାରୀ କର୍ମଚାରୀଙ୍କୁ କିଛି…
ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ପ୍ରାଣ ହାରାଇଲେଣି ୧୪୩ ଶିଶୁ, ୨୧୬ ଆହତ
କ୍ୱିଭ,୨୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୩୩ ଦିନରେ ପହଞ୍ଚିଲାଣି । ହେଲେ ପୂର୍ବଭଳି ଏଠାରେ ଯୁଦ୍ଧ ଲାଗି ରହିଛି । ରୁଷିଆର ଆକ୍ରମଣ ଫଳରେ ୟୁକ୍ରେନର ବଡ ବଡ ସହର ଧ୍ୱଂସ ହୋଇ ଗଲାଣି । କେବଳ ସେତିକି ନୁହେଁ ଏହି…
ରୁଷିଆରେ ମିଶିବା ପାଇଁ ଲୁହାନ୍ସ୍କରେ ହୋଇପାରେ ଭୋଟ
କ୍ୱିଭ୍,୨୮ା୩: ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖି ୟୁରୋପୀୟ ଦେଶକୁ ଦୁଇଭାଗ କରିବାକୁ ଚାହୁଁଛି ବୋଲି ୟୁକ୍ରେନ୍ ଗୋଇନ୍ଦା ମୁଖ୍ୟ କିରିଲୋ ବୁଦାନୋଭ୍ କହିଛନ୍ତି। ଆକ୍ରମଣ ପୂର୍ବରୁ ଫେବୃୟାରୀ ୨୧ରେ ବିଚ୍ଛିନ୍ନତାବାଦୀଙ୍କ କବଳରେ ଥିବା ଡୋନ୍ବାସ୍ ଅଞ୍ଚଳର ଡୋନେସ୍କ ଓ ଲୁହାନ୍ସ୍କକୁ…
ବିବିସି ପ୍ରସାରଣ ଉପରେ ତାଲିବାନର କଟକଣା…
କାବୁଲ୍, ୨୮।୩ : ଆଫଗାନିସ୍ତାନର ତାଲିବାନ ସରକାର ଏବେ ବିବିସି ପ୍ରସାରଣ ଉପରେ କଟକଣା ଲଗାଇଛି। ପାଶ୍ଚାତ୍ୟ, ପାର୍ସି ଏବଂ ଉଜବେକିସ୍ତାନର ବୁଲେଟିନ ଦେଶରୁ ହଟାଇ ଦିଆଯାଇଛି ବୋଲି ବିସିସିଆଇ କହିଛି। ଭଏସ ଅଫ ଆମେରିକାକୁ ମଧ୍ୟ ପ୍ରସାରଣ ବନ୍ଦ କରିବାକୁ…
ଓସ୍କାର ପୁରସ୍କାର: ‘କୋଡା’ ଶ୍ରେଷ୍ଠ ଫିଲ୍ମ, ୱିଲ ସ୍ମିଥ ଶ୍ରେଷ୍ଠ ଅଭିନେତା
କାଲିଫର୍ନିଆ,୨୮।୩:କାଲିଫର୍ନିଆର ଲସ ଆଞ୍ଜେଲ୍ସରେ ଥିବା ଡଲବି ଥିଏଟରରେ ଓସ୍କାର ପୁରସ୍କାର ବିତରଣ ଉତ୍ସବ ଚାଲିଛି। ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର୍ ବର୍ଗରେ ‘ଦ ସମର୍ ଅଫ ସୋଲ’ ଓସ୍କାର ପାଇଛି। ଭାରତୀୟ ଫିଲ୍ମ ‘ରାଇଟିଙ୍ଗ୍ ଓ୍ବିଥ୍ ଫାୟାର୍’ ଏହି ବର୍ଗରେ ମନୋନୀତ ହୋଇଥିଲା।…
ଚାଇନାରେ ନୂଆ ଲହର, ବହୁ ସହରରେ ଲକ୍ଡାଉନ୍…
.ବେଜିଂ, ୨୮।୩ : ପୁଣିଥରେ ଚାଇନାରେ କରୋନା ସଂକ୍ରମଣର ଏକ ନୂଆ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ସୋମବାରଠାରୁ ଶାଙ୍ଘାଇ ସମେତ ଦେଶର ବହୁ ବଡ ସହରରେ ଲକ୍ଡାଉନ୍ ଘୋଷଣା କରାଯାଇଛି। କୁହାଯାଉଛି ଯେ ଏହି ନୂଆ ଲହର ଚାଇନାର…
Archives


