ଇମ୍ରାନଙ୍କୁ ଟାର୍ଗେଟ୍ କଲେ ମରିୟମ
ଇସଲାମାବାଦ,୨୭ା୩: ପାକିସ୍ତାନର ଇମ୍ରାନ ସରକାର ଏବେ ଟଳମଳ। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ରବିବାର ଇସଲାମାବାଦରେ ଏକ ମେଗା ରାଲି କରିବାକୁ ଯାଉଛନ୍ତି। ବିରୋଧୀ ଦଳର ପାକିସ୍ତାନୀ ମୁସଲିମ ଲିଗ୍-ନଓ୍ବାଜର ଉପାଧ୍ୟକ୍ଷ ଇମ୍ରାନଙ୍କ ଏହି ରାଲିରେ ମରିୟମ ନଓ୍ବାଜ ତାଙ୍କୁ ଟାର୍ଗେଟ କରିଛନ୍ତି। ଲାହୋରରେ…
୧ ଲକ୍ଷ ୟୁକ୍ରେନ ନାଗରିକଙ୍କୁ ସୁରକ୍ଷା ଦେବ ଆମେରିକା
ଓ୍ବାଶିଂଟନ,୨୭ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ରବିବାର ୩୨ ଦିନରେ ପହଞ୍ଚିଛି। ଏହି ଆକ୍ରମଣରେ ୟୁକ୍ରେନ ବହୁତ କ୍ଷତି ସହିଛି। ତେବେ ୟୁକ୍ରେନ ମଧ୍ୟ ରୁଷିଆର ପ୍ରତିଶୋଧ ନେଇଛି। ଏପରି ଘଡ଼ସନ୍ଧି ମୁହୂର୍ତ୍ତରେ ୟୁକ୍ରେନକୁ ଆମେରିକା ୧୦୦ ମିଲିୟନ ଡଲାରର…
ତାଇଓ୍ବାନକୁ ଚାଇନାର ଅଂଶ ମାନନ୍ତି ନାହିଁ ୯୦ ପ୍ରତିଶତ…
ତାଇପେଇ, ୨୭।୩ : ଏକ ସର୍ଭେ ରିପୋର୍ଟ ଅନୁସାରେ ପ୍ରାୟ ୯୦ ପ୍ରତିଶତ ଲୋକ ତାଇୱାନ ଲୋକ ତାଙ୍କ ଦେଶକୁ ଚାଇନାର ଅଂଶ ଭାବେ ଗ୍ରହଣ କରନ୍ତି ନାହିଁ। ରେଡିଓ ତାଇୱାନ ଇଣ୍ଟରନ୍ୟାଶନାଲ(ଆରଟିଆଇ)ର ରିପୋର୍ଟ ଆଧାରରେ ତାଇୱାନ ନ୍ୟୁଜ ପକ୍ଷରୁ ଏହି…
ଯୁଦ୍ଧରେ ୧୨ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ଗଲାଣି…
ଓ୍ବାଶିଂଟନ/କ୍ୱିଭ୍/ମସ୍କୋ, ୨୭।୩ : ୟୁକ୍ରେନ ବିରୋଧରେ ରୁଷିଆର ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ୧୨ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ଏହାର ସମ୍ପୂର୍ଣ୍ଣ ରିପୋର୍ଟ ୟୁକ୍ରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେନେରାଲ ଇରିନା ଭେନେଡିକୋଭାଙ୍କ…
ସାଇବର ଆକ୍ରମଣ ପାଇଁ ଚାଇନା ଦାୟୀ…
ଓଟଓ୍ବା, ୨୭।୩ : କାନାଡାର ଏକ ଥିଙ୍କ ଟ୍ୟାଙ୍କର ଆନ୍ତର୍ଜାତୀୟ ଫୋରମ ଫର୍ ରାଇଟ୍ସ ଆଣ୍ଡ ସିକ୍ୟୁରିଟି (ଆଇଏଫଏଫଆରଏସ) କହିଛି ଯେ ପୃଥିବୀରେ ଘଟୁଥିବା ଅଧିକାଂଶ ସାଇବର ଆକ୍ରମଣ ପାଇଁ ଚାଇନା ଦାୟୀ। ସଂଗଠନ କହିଛି ଯେ ଏହି ଆକ୍ରମଣଗୁଡିକର ଉଦ୍ଦେଶ୍ୟ…
ପୁଟିନ୍ଙ୍କୁ କଂସେଇ କହିଲେ ବାଇଡେନ୍
ଓ୍ବାର୍ସ, ୨୭ା୩: ପୋଲାଣ୍ଡ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶନିବାର ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍ର ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା ଏବଂ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜ୍ନିକୋଭ୍ଙ୍କୁ ଓ୍ବାର୍ସରେ ଭେଟିଛନ୍ତି। ରୁଷିଆ ଆକ୍ରମଣ ପରଠାରୁ ୟୁକ୍ରେନ୍ ପ୍ରତିନିଧିଙ୍କୁ ଏହା…
ଚାଇନା ବିମାନ ଦୁର୍ଘଟଣା: ସମସ୍ତ ୧୩୨ ଯାତ୍ରୀ ମୃତ, ୧୨୦ଜଣଙ୍କର ମିଳିଛି ପରିଚୟ
ବେଜିଂ,୨୭ ।୩: ମାର୍ଚ୍ଚ ୨୧ରେ ଚାଇନାର ଗ୍ୱାଂଗଝୁ ନିକଟ ଗୁଆଂକ୍ସି ସହର ପାଖରେ ଚାଇନା ଇଷ୍ଟର୍ଣ୍ଣ ୭୩୭-୮୦୦ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ବିମାନରେ ୧୩୨ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ…
ବନ୍ଦିଥିବା ଆମେରିକା ନାଗରିକଙ୍କୁ ମୁକ୍ତ କଲେ ରୁଷିଆ ସେନା
କ୍ୱିଭ,୨୭ ।୩: ୟୁକ୍ରେନରେ ରୁଷିଆ ସେନାଙ୍କ ଦ୍ୱାରା ବନ୍ଦିଥିବା ଆମେରିକା ନାଗରିକଙ୍କୁ ମୁକ୍ତ କରାଯାଇଛି । ଆମେରିକା ସାଂସଦ ଏମି କ୍ଲୋବୁଚର ଏହି ସୂଚନା ଦେଇଛନ୍ତି । ଆମେରିକାର ମିନିସୋଟା ରାଜ୍ୟ ନିବାସୀ ଟେଲର ଜ୍ୟାକବଙ୍କୁ ଚଳିତ ମାସ ଆରମ୍ଭରେ ୟୁକ୍ରେନରୁ…
ବାଇଡେନଙ୍କ ହୁଙ୍କାର: ୟୁକ୍ରେନ୍ ସହ ଅଛି ଆମେରିକା, ନାଟୋ ସୀମାରେ ପ୍ରବେଶ କରିବାକୁ ଚିନ୍ତା ନ କରୁ ରୁଷିଆ
ୱାଶିଂଟନ,୨୭ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୋଲାଣ୍ଡରେ କହିଛନ୍ତି ନାଟୋ ଏକଜୁଟ ଅଛି । ଏହାକୁ ଭାଙ୍ଗି ଦିଆଯାଇ ପାରିବ ନାହିଁ । ଏହାସହ ସେ କହିଛନ୍ତି ରୁଷିଆ ଲୋକତନ୍ତ୍ରର ଗଳା ବଦାଇ…
ରଣନୀତି ବଦଳାଉଛି ରୁଷିଆ
କ୍ୱିଭ୍,୨୬ା୩: ରୁଷିଆ ୟୁକ୍ରେନ ବିରୋଧରେ ରଣନୀତି ବଦଳାଇଛି। ଅଧିକାରୀମାନେ କହିଛନ୍ତି ଯେ, ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ସୈନ୍ୟବାହିନୀ ୟୁକ୍ରେନର କ୍ୱିଭ୍ରୁ ଏହାର ନଜର ହଟାଇଛି। ରୁଷିଆ ସେନାର ଫୋକସ ଏବେ ୟୁକ୍ରେନର ପୂର୍ବ ଭାଗରେ ଥିବା ଡୋନବାସ ଇଣ୍ଡଷ୍ଟ୍ରିଆଲ…
ସ୍ତ୍ରୀଙ୍କୁ ଭେଟିବାକୁ ଜଳପଥରେ ୨୦୦୦ କିଲୋମିଟର ଯାତ୍ରା କଲେ ସ୍ବାମୀ
ହାନୋଇ,୨୬ା୩: ଭିଏତନାମର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଭେଟିବା ପାଇଁ ଜଳପଥରେ ୨ ହଜାର କିଲୋମିଟର ଯାତ୍ରା ଆରମ୍ଭ କରଥିଲେ। ଯଦିଓ ସେ ତାଙ୍କ ସ୍ତ୍ରୀଙ୍କ ନିକଟରେ ପହଞ୍ଚି ପାରିନାହାନ୍ତି ତଥାପି ଲୋକେ ତାଙ୍କ ଉଦ୍ୟମକୁ ବେଶ୍ ପ୍ରଶଂସା କରୁଛନ୍ତି। ଖବର…
ମେ‘ ୯ ସୁଦ୍ଧା ଯୁଦ୍ଧ ଶେଷ ଲାଗି ଯୋଜନା !…
ମସ୍କୋ/କ୍ୱିଭ୍, ୨୬।୩ : ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମେ‘ ୯ ସୁଦ୍ଧା ଶେଷ ହେବା ସମ୍ଭାବନା ରହିଛି। ଏନେଇ ୟୁକ୍ରେନ୍ ଜେନେରାଲ ଷ୍ଟାଫ୍ ମିଳିଥିବା ଗୁପ୍ତଚର ସୂଚନା ଆଧାରରେ ଏନେଇ ଖବର କାଗଜ ଦ କ୍ୱିଭ୍…
Archives


