ଅଫିମ ଚାଷ କରିବ ନାହିଁ ତାଲିବାନ
କାବୁଲ,୩୦ ।୮: ଆଫଗାନିସ୍ତାନରେ ଆରମ୍ଭ ହେବାକୁ ଯାଉଛି ତାଲିବାନ ଶାସନ । ତାଲିବାନ ସରକାର ଗଢିବା ନେଇ ପୂରା ପ୍ରସ୍ତୁତ ହୋଇଗଲାଣି । ଏହାରି ଭିତରେ ସେ ଦେଶରେ କିଛି ପରିବର୍ତ୍ତନ କରୁଥିବା ଜଣାପଡୁଛି । ଏ ସମ୍ପର୍କରେ ବି...
ତାଲିବାନଙ୍କ ବର୍ବର କାଣ୍ଡ: ଗାୟକଙ୍କୁ ଘରୁ ଡାକି ମୁଣ୍ଡକୁ ମାରିଲେ ଗୁଳି
କାବୁଲ,୩୦।୮: ଆଫଗାନିସ୍ତାନକୁ ତାଲିବାନ କବ୍ଜା କରିବା ପରେ ସେଠାରେ ଆତଙ୍କରାଜ ଚାଲିଛି। ଦେଶର ଜଣେ ଲୋକ ଗାୟକଙ୍କୁ ଘରୁ ଡାକି ନେଇ ତାଙ୍କ ମୁଣ୍ଡକୁ ଗୁଳି ମାରି ହତ୍ୟା କରିଛନ୍ତି ତାଲିବାନ। କାନ୍ଧାହାର ନିକଟ ବେଲବେଦର ପ୍ରାନ୍ତରେ ଏହା ଘଟିଛି।...
କାବୁଲ ବିମାନ ବନ୍ଦର ନିକଟରେ ପୁଣି ୫ ରକେଟ ମାଡ
କାବୁଲ,୩୦ ।୮: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ସକାଳେ ପୁଣିଥରେ ଆକ୍ରମଣ କରାଯାଇଛି । କାବୁଲ ବିମାନ ବନ୍ଦର ନିକଟରେ ୫ଟି ରକେଟ ମାଡ କରାଯାଇଥିବା ସୂଚନା ମିଳିଛି । ସକାଳ ପ୍ରାାୟ ୬ଟା ୪୦ରେ ରକେଟ୍ ମାଡ କରାଯାଇଥିଲା...
୧୦୦ ଦେଶର ମିଳିତ ବିବୃତ୍ତି , ଆଫଗାନିସ୍ତାନରେ ଏୟାରଲିଫ୍ଟ ରହିବ ଜାରି…
ଓ୍ବାଶିଂଟନ/କାବୁଲ,୩୦।୮: ଆଫଗାନିସ୍ତାନରୁ ଏୟାରଲିଫ୍ଟ ନେଇ ଆମେରିକା ସମେତ ୧୦୦ଟି ଦେଶ ପକ୍ଷରୁ ମିଳିତ ବିବୃତ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଆଗାମୀ ଦିନରେ ମଧ୍ୟ ସମ୍ପନ୍ନ ହେବ। ତାଲିବାନ ପକ୍ଷରୁ ବିଭିନ୍ନ ଦେଶର...
ଡେଲ୍ଟା ଭାରିଆଣ୍ଟ ତାଣ୍ଡବ, ହସ୍ପିଟାଲରେ ବେଡ୍ ଅଭାବ…
ଓ୍ବାଶିଂଟନ,୩୦।୮: ଆମେରିକାରେ କରୋନା ମହାମାରୀର ଡେଲ୍ଟା ଭାରିଆଣ୍ଟ ଯୋଗୁ ବିପଦ ସୃଷ୍ଟି ହୋଇଛି। ଡେଲ୍ଟା ତାଣ୍ଡବ ରଚିବା ଦ୍ୱାରା ଇତି ମଧ୍ୟରେ ମୃତ୍ୟୁ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଆମେରିକାର ୧୪ଟି ରାଜ୍ୟରେ ଏକ ସପ୍ତାହରେ ମୃତ୍ୟୁ...
ଏୟାରପୋର୍ଟରେ ଛକାପଞ୍ଝା
ଓ୍ବାଶିଂଟନ୍/କାବୁଲ, ୩୦ା୮: ଏପଟେ ତାଲିବାନ୍ର ତାଗିଦ୍ ସେପଟେ ଦାଉ ସାଧୁଛି ଆଇଏସ୍ ଖୋରାସାନ୍। ଅଗଷ୍ଟ ୩୧ ଡେଡ୍ଲାଇନ ପାଖେଇ ଆସୁଥିବାରୁ ଇଭାକ୍ୟୁଏଶନ ଜୋରଦାର କରିଛି ଆମେରିକା। କାରଣ ଏବେ ବି ଆଫଗାନିସ୍ତାନରେ ଫସି ରହିଛନ୍ତି ୩୦୦ରୁ ଊର୍ଦ୍ଧ୍ୱ ଆମେରିକୀୟ। ଗୁରୁବାର...
କାବୁଲରେ ଆମେରିକାର ଡ୍ରୋନ୍ ଷ୍ଟ୍ରାଇକ୍
କାବୁଲ, ୩୦ା୮: ଆଫଗାନିସ୍ତାନର କାବୁଲସ୍ଥିତ ହମିଦ୍ କାର୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇଆଲର୍ଟ ଜାରି କରିବା ପରେ ଆମେରିକା ରବିବାର ସେଠାରେ ଡ୍ରୋନ୍ ଷ୍ଟ୍ରାଇକ୍ କରିଛି। ଏଥିରେ ଜଣେ ଶିଶୁଙ୍କ ସମେତ ୨ ଜଣଙ୍କ ମୃତ୍ୟୁ...
ପୁଅର ପର୍ନ କଲେକ୍ସଶନ୍ ଫୋପାଡ଼ିବାରୁ ବାପାଙ୍କୁ ଏଭଳି ଦଣ୍ଡାଦେଶ
ମିଚିଗାନ,୩୦।୮: ପୁଅର ପର୍ନ କଲେକ୍ଶନ(ସଂଗ୍ରହ) ଫୋପାଡ଼ିବା ବାପାଙ୍କୁ ମହଙ୍ଗା ପଡ଼ିଛି। ବାପାଙ୍କୁ କ୍ଷତିପୂରଣ ବାବଦକୁ ୨୨ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଭଳି ଘଟଣା ଘଟିଛି ଆମେରିକାର ମିଚିଗାନ ସହରରେ। ମିଳିିଥିବା ସୂଚନା ମୁତାବକ, ଜିଲା କୋର୍ଟର...
ଇଣ୍ଟରନେଟ୍ ବନ୍ଦ କଲା ତାଲିବାନ୍
କାବୁଲ,୨୯ା୮: ପଞ୍ଜଶିରରେ ବିରୋଧୀଙ୍କ ଶକ୍ତି କମାଇବାକୁ ଏବଂ ଆଫଗାନିସ୍ତାନର ଗାଦିଚ୍ୟୁତ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟୁଇଟ୍ର ଠାରୁ ଦୂରେଇ ରଖିବା ଲାଗି ତାଲିବାନ୍ ପଞ୍ଜଶିର ଉପତ୍ୟକାରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି। ବର୍ତ୍ତମାନ ସୁଦ୍ଧା ତାଲିବାନ୍ ଦଖଲ କରିପାରି ନ...
ଟଙ୍କା ଉଠାଣ ଉପରେ କଟକଣା ଲଗାଇଲା ତାଲିବାନ୍
କାବୁଲ, ୨୯ା୮: ଆଫଗାନିସ୍ତାନରେ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛି ତାଲିବାନ୍। ଲୋକେ ସପ୍ତାହକୁ ଅତିବେଶୀରେ ୨ ଶହ ଡଲାର (ପ୍ରାୟ ୧୪ ହଜାର ୭ଶହ ଟଙ୍କା) ଉଠାଇପାରିବେ । ଏନେଇ ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କ ଦେ ଆଫଗାନିସ୍ତାନ...
ଆତ୍ମଘାତୀ ବମ୍ବରଙ୍କୁ ରକେଟ୍ ମାଡ଼ କଲା ଆମେରିକା
ଓ୍ବାଶିଂଟନ,୨୯।୮: କାବୁଲ ବିମାନ ବନ୍ଦରରେ ପୁଣି ଥରେ ଆତ୍ମଘାତୀ ବିସ୍ଫୋରଣ ଘଟାଇବା ଚକ୍ରାନ୍ତରେ ଥିଲା ଇସ୍ଲାମିକ ଷ୍ଟେଟ୍- ଖାରସାନ (ଆଇଏସ୍-କେ)। ହେଲେ ଏହାକୁ ପଣ୍ଡ କରି ଦେଇଛି ଆମେରିକୀୟ ସେନା। କାବୁଲସ୍ଥିତ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ସମ୍ଭବତଃ ଆତ୍ମଘାତୀ...
କାବୁଲରେ ପୁଣି ବିସ୍ଫୋରଣ
କାବୁଲ,୨୯।୮: ଆଫଗାନିସ୍ତାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଦେଶ ଉଦ୍ୟମ ଚଳାଇଥିବାବେଳେ ରବିବାର କାବୁଲ ବିମାନବନ୍ଦର ନିକଟ ଖୱାଜା ବୁଗ୍ରା ଅଞ୍ଚଳରେ ରକେଟ ଆକ୍ରମଣ ହୋଇଥିବାର ସୂଚନା ମିଳିଛି। ଏହି ଆକ୍ରମଣର ଏକ ଭିଡିଓ ମଧ୍ୟ...
Archives


