ଆତ୍ମଘାତୀ ବମ୍ବରଙ୍କୁ ରକେଟ୍‌ ମାଡ଼ କଲା ଆମେରିକା

ଓ୍ବାଶିଂଟନ,୨୯।୮: କାବୁଲ ବିମାନ ବନ୍ଦରରେ ପୁଣି ଥରେ ଆତ୍ମଘାତୀ ବିସ୍ଫୋରଣ ଘଟାଇବା ଚକ୍ରାନ୍ତରେ ଥିଲା ଇସ୍ଲାମିକ ଷ୍ଟେଟ୍‌- ଖାରସାନ (ଆଇଏସ୍‌-କେ)। ହେଲେ ଏହାକୁ ପଣ୍ଡ କରି ଦେଇଛି ଆମେରିକୀୟ ସେନା। କାବୁଲସ୍ଥିତ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ସମ୍ଭବତଃ ଆତ୍ମଘାତୀ କାର ବମ୍ବରଙ୍କୁ ଆମେରିକୀୟ ସେନା ରକେଟ୍‌ ମାଡ଼ କରିଛି।

ନାମ ପ୍ରକାଶ ନ କରିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି, ସନ୍ଦିଗ୍ଦ ଆଇଏସ୍‌ଆଇଏସ୍‌-କେ ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଇ ରକେଟ୍‌ ମାଡ଼ କରାଯାଇଥିଲା।

କାବୁଲ ବିମାନ ବନ୍ଦର ଉତ୍ତରାଞ୍ଚଳରେ ଥିବା ଏକ ଘର ଉପରେ ରକେଟ୍‌ ମାଡ଼ ଯୋଗୁ ବିସ୍ଫୋରଣ ଘଟିଥିଲା ବୋଲି ଦେଖଣାହାରୀମାନେ କହିଛନ୍ତି। ତେବେ ଏହି ଘଟଣାରେ ମୃତାହତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ସମୟ ଟିଭି ଦେଖୁଛନ୍ତି କି? ହୋଇପାରେ ଏହି ପ୍ରାଣଘାତୀ ରୋଗ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ଯଦି ଆପଣ ଟିଭି ପ୍ରେମୀ ହୋଇଥାନ୍ତି, ତେବେ ଏବେଠୁ ସାବଧାନ ହୋଇଯାନ୍ତୁ। ଏକ ସଦ୍ୟ ଗବେଷଣାରୁ...

ଓ୍ବାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ: ୨୦ ମୃତ

ଓ୍ବାଶିଂଟନ,୪।୮: ଆମେରିକା ଟେକ୍ସାସ୍‌ରେ ଥିବା ଓ୍ବାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ ଘଟି ୨୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୬ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର...

ତାଲିବାନକୁ ସିଧାସଳଖ ଟକ୍କର ଦେଉଛନ୍ତି ଆଫଗାନି ମହିଳା

କାବୁଲ,୧୦ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଯାଇଛି । ବହୁ ରକ୍ତପାତ ପରେ ଶେଷରେ ତାଲିବାନ ସରକାର ଗଠନ କରି ଶାସନ କ୍ଷମତାକୁ ନିଜ...

ସଫଳ କ୍ଷେପଣାସ୍ତ୍ର ପରୀକ୍ଷା କଲା ଇରାନ

ତେହରାନ,୨୫ା୫: ଇରାନ ଗୁରୁବାର ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି ପରୀକ୍ଷା ଇସ୍ରାଏଲ ଏବଂ ଆମେରିକାକୁ ଚେତାବନୀ ଦେବାକୁ କରାଯାଇଛି। ପରୀକ୍ଷଣ ସହିତ ଇରାନ କହିଛି...

ଏହି ଦେଶରେ ମହଙ୍ଗା ହେବ କରୋନା ଟିକା, ଦାମ୍‌ ରହିଛି…

ଓ୍ବାଶିଂଟନ୍‌,୨୯ା୭: ଆମେରିକାରେ ପ୍ରସ୍ତୁତ କରାଯାଇଥିବା କରୋନା ଭାଇରସ୍‌ର ଟିକା ମହଙ୍ଗା ଦରରେ ମିଳିବ। ଫାଇନାନ୍‌ସିଆଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆମେରିକା କମ୍ପାନୀ ମଡର୍ନା ଏହାର ଭ୍ୟାକ୍‌ସିନ୍‌...

ଶ୍ରୀଲଙ୍କାରେ କର୍ଫ୍ୟୁ, ବିରୋଧ ପ୍ରଦର୍ଶନକୁ ଦେଖି ନିଆଯାଇଛି ନିଷ୍ପତ୍ତି

କଲମ୍ବୋ,୯ ।୭: ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଶନିବାର ହେବାକୁ ଥିବା ବିରୋଧ ପ୍ରଦର୍ଶନକୁ ଦେଖି ଶ୍ରୀଲଙ୍କା ପୋଲିସ ପଶ୍ଚିମ ଭାଗର...

ଯୁଦ୍ଧ ନୁହେଁ, ଗଣହତ୍ୟା

ଲଭିଭ୍‌, ୧୪ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ସୈନ୍ୟ ବାହିନୀ ୟୁକ୍ରେନ୍‌ ଆକ୍ରମଣ ଜାରି ରଖିଛନ୍ତି। ସେମାନେ କେବଳ ୟୁକ୍ରେନୀୟ ସୈନ୍ୟଙ୍କୁ...

ଗୁଗଲରେ ଟ୍ରାନ୍ସଲେଟ କରୁଥିବା ଲୋକଙ୍କୁ ବଡ ଝଟ୍‌କା, ବନ୍ଦ ହେଲା ସର୍ଭିସ!

ବେଜିଂ,୪ ।୧୦: ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ତା’ର ଟ୍ରାନ୍ସଲେଶନ ସର୍ଭିସକୁ ବନ୍ଦ କରି ଦେଇଛି । ତେବେ ଏହା ମେନଲାଣ୍ଡ ଚାଇନାରେ...

Advertisement
Archives

Model This Week