ଅନ୍ତର୍ଜାତୀୟ

ତାଲିବାନ୍‌ ସପକ୍ଷରେ ମହିଳାଙ୍କ ରାଲି

କାବୁଲ, ୧୨।୯(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନରେ ତାଲିବାନ ଶାସନକୁ ବିରୋଧ କରି ବିକ୍ଷୋଭରେ ସାମିଲ ହେଉଥିବା ମହିଳାମାନଙ୍କ ମାଡ଼ ମରାଯିବା ସହ ହତ୍ୟା ଧମକ ଦିଆଯାଉଛି। ସେମାନଙ୍କ ବିକ୍ଷୋଭ ଉପରେ ଖବର ସଂଗ୍ରହ ପାଇଁ ଯାଇଥିବା ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ତାଲିବାନର...

ଏକତା ଆମେରିକାର ଶକ୍ତି

ଓ୍ବାଶିଂଟନ୍‌, ୧୨ା୯: ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ବିଲ୍ଡିଂରେ ୨୦୦୧ ସେପ୍ଟେମ୍ବର ୧୧ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୩ ହଜାର ଜୀବନ ଯାଇଥିଲା। ୯/୧୧ ଆକ୍ରମଣକୁ ୨୦ ବର୍ଷ ପୂର୍ତ୍ତି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌...

ଆମେରିକାର ୯/୧୧ ଆତଙ୍କବାଦୀ ଆକ୍ରମଣକୁ ପ୍ରଥମଥର ପାଇଁ ନିନ୍ଦା କଲା ତାଲିବାନ!

କାବୁଲ,୧୨ ।୯: ଆମେରିକାଠାରୁ ୧୧ହଜାର ୧୩୧ କିଲୋମିଟର ଦୂର ତାଳିବାନରେ ଆମେରିକା ଉପରେ କରାଯାଇଥିବା ୯/୧୧ ଆତଙ୍କବାଦୀ ଆକ୍ରମଣର ଏନ୍ତୁଡିଶାଳ ଥିବା ବେଳେ ଏବେ ଦୀର୍ଘ ୨୦ ବର୍ଷ ପରେ ତାଲିବାନ ପ୍ରଥମଥର ପାଇଁ ଏହି ଘଟଣାର ନିନ୍ଦା କରିଥିବା...

ଅତ୍ୟଧିକ ଖର୍ଚ୍ଚ କାରଣରୁ ବାତିଲ ହେଲା ଶପଥଗ୍ରହଣ ଉତ୍ସବ

କାବୁଲ,୧୨।୯: ଆମେରିକାରେ ସଙ୍ଗଠିତ ୯/୧୧ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଶନିବାର ଆଫଗାନିସ୍ତାନରେ ଅନ୍ତରୀଣ ସରକାର ଗଢ଼ିଥିବା ତାଲିବାନ୍‌ କ୍ୟାବିନେଟ୍‌ର ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବାର ଥିଲା। ହେଲେ ଶେଷ ମୁହୁର୍ତ୍ତରେ ଏହାକୁ ବାତିଲ କରି ଦିଆଯାଇଛି।...

୧୭ ତାଲିବାନୀ ମନ୍ତ୍ରୀଙ୍କ ଉପରେ ଝୁଲୁଛି ସୁରକ୍ଷା ପରିଷଦ ଖଣ୍ଡା…

ଜେନେଭା/କାବୁଲ,୧୧।୯: ତାଲିବାନର ନୂଆ ସରକାରରେ ୩୩ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ୧୭ ଜଣଙ୍କ ଉପରେ ଜାତିସଂଘ ସୁରକ୍ଷା ପରିଷଦରେ ଅନୁମୋଦିତ ହୋଇଥିବା ୨୫୯୩ତମ ପ୍ରସ୍ତାବର ଖଣ୍ଡା। ସେମାନଙ୍କୁ ସୁରକ୍ଷା ପରିଷଦର ୧୨୬୭ କମିଟି ପ୍ରତିବନ୍ଧିତ ସୂଚୀରେ...

ଆଫଗାନିସ୍ତାନ ଭବିଷ୍ୟତ ତାଲିବାନ ଶାସନ ଉପରେ ନିର୍ଭର କରିବ: ଜାତିସଂଘ…

ଜେନେଭା,୧୧।୯: ଆଫଗାନିସ୍ତାନର ଭବିଷ୍ୟତ ତାଲିବାନ ଶାସନ ଉପରେ ନିର୍ଭର କରିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଜାତିସଂଘ ସୁରକ୍ଷା ପରିଷଦରେ ଆଫଗାନିସ୍ତାନ ସହାୟତା ମିଶନର ପ୍ରମୁଖ ଡେବୋରାହ ଲିୟୋନ୍ସ୍‌ ଏଭଳି କହିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଶୈଳୀ ନୂଆ ସରକାରଙ୍କ...

କାନ୍ଦିଲେ ପୁଟିନ୍‌…

ମସ୍କୋ,୧୧।୯: ରୁଷିଆର ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ଙ୍କୁ ସର୍ବ ସମ୍ମୁଖରେ କାନ୍ଦୁଥିବାର ଦେଖିବାକୁ ମିଳିଛି। ନିଜର ବନ୍ଧୁ ତଥା ପୁଟିନ୍‌ଙ୍କ କ୍ୟାବିନେଟ୍‌ର ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରୀ ୟଓ୍ବେଗେନି ଜିନିଚଓ୍ବେଙ୍କର ଅନ୍ତିମ ସଂସ୍କାରରେ ଯୋଗଦେଇ ଥିବା ସମୟରେ ଲୋକେ ସର୍ବଶକ୍ତିମାନ ରାଷ୍ଟ୍ରପତିଙ୍କୁ କାନ୍ଦୁଥିବାର...

ହୋଇଗଲା ବଡ଼ ଭୁଲ, ଆତଙ୍କବାଦୀ ବଦଳରେ ନିରୀହଙ୍କ ଉପରେ ବୋମା ମାଡ଼…

ଓ୍ବାଶିଂଟନ,୧୧।୯: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ବିସ୍ଫୋରଣ ପରେ ଆମେରିକା ଏୟାର ଷ୍ଟ୍ରାଇକ କରିଥିଲା। ତେବେ ଏଥିରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାରଙ୍କର ବଡ଼ ଭୁଲ୍‌ ହୋଇଥିଲା। ଅଜାଣତରେ ଆତଙ୍କବାଦୀଙ୍କ ଦଳରେ ନିରୀହଙ୍କ ଉପରେ ବୋମା ମାଡ଼ ହୋଇଥିଲା। ନ୍ୟୁୟର୍କ ଟାଇମ୍ସ...

ଆତଙ୍କବାଦ ସହିତ ଲଢୁ ତାଲିବାନ, ପଡ଼ୋଶୀ ଦେଶଙ୍କ ଅପିଲ୍‌…

କାବୁଲ,୧୧।୯: ଆତଙ୍କବାଦି କାର୍ଯ୍ୟ କଳାପ ସହିତ ଲିପ୍ତ ଥିବା ତାଲିବାନ ଏବେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବ। ଏନେଇ ପଡ଼ୋଶୀ ଦୋମାନଙ୍କ ପକ୍ଷରୁ ତାଲିବାନକୁ ଅପିଲ୍‌ କରାଯାଇଛି। ତାଲିବାନ ସହିତ ଚାଇନା, ଇରାନ୍‌, ତାଜିକିସ୍ତାନ,ତୁର୍କମେନିସ୍ତାନ, ଉଜବେକିସ୍ତାନ ଏବଂ ପାକିସ୍ତାନ ଆଦି...

ଶପଥ ନେବ ତାଲିବାନ୍‌ ସରକାର

କାବୁଲ, ୧୧ା୯: ଆମେରିକାରେ ୯/୧୧ ଆକ୍ରମଣର ୨୦ ବର୍ଷପୂର୍ତ୍ତି ଅବସରରେ ଆଫଗାନିସ୍ତାନରେ ନୂଆ ସରକାର ଗଢ଼ିଥିବା ତାଲିବାନ୍‌ ଶନିବାର ଶପଥ ସମାରୋହ ଆୟୋଜନ କରିପାରେ। ଏପରି କରି ତାଲିବାନ୍‌ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଭୋଗିଥିବା ଯନ୍ତ୍ରଣାକୁ ବିଦ୍ରୂପ କରିଛି। ଆମେରିକାର...

ଟାର୍ଗେଟରେ ବ୍ରିଟେନ୍‌

ଲଣ୍ଡନ, ୧୧ା୯: ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକା ଦେଖିଥିଲା ସବୁଠୁ ଘାତକ ଆତଙ୍କବାଦୀ ଆକ୍ରମଣ। ଅଲକାଏଦା ଆତଙ୍କବାଦୀ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଟୁଇନ୍‌ ଟାଓ୍ବାର ଓ ପେଣ୍ଟାଗନ୍‌ ବିଲ୍ଡିଂରେ ମାଡ଼ କରିଥିଲେ ଅପହୃତ ହେଲିକପ୍ଟର। ଧରାଶାୟୀ ହୋଇଥିଲା ବିଶାଳକାୟ ଅଟ୍ଟାଳିକା।...

୯/୧୧କୁ କୋଡ଼ିଏ

ଓ୍ବାଶିଂଟନ୍‌, ୧୧ା୯: ୨୦୦୧ ସେପ୍ଟେମ୍ବର ୧୧ ପୂର୍ବାହ୍ନ ୮ଟା ୪୫। ଆତଙ୍କବାଦୀ ସଙ୍ଗଠନ ଅଲ୍‌କାଏଦାର ଭୟଙ୍କର ରୂପ ଦେଖିଥିଲା ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଦୁର୍ଭେଦ୍ୟ ସୁରକ୍ଷା ବଳୟକୁ ଭେଦକରି ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି। ସେମାନଙ୍କ ଦ୍ୱାରା ହାଇଜାକ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri