ଅନ୍ତର୍ଜାତୀୟ

ରୁଷିଆକୁ ୟୁକ୍ରେନର ପାଲଟା ଜବାବ, ରୁଷିଆ ବାୟୁସେନାର ୪ ମିଶାଇଲ, ହେଲିକପ୍ଟର, ଯୁଦ୍ଧ ବିମାନ ନଷ୍ଟ

କ୍ୱିଭ/ମସ୍କୋ,୩ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ପହଞ୍ଚିଥିଲେ ବି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି । ୟୁକ୍ରେନର ଲକ୍ଷ ଲକ୍ଷ ଲୋକ ପଡୋଶୀ ଦେଶରେ ଶରଣ ନେଇଥିବା ବେଳେ ଶହ ଶହ ଲୋକଙ୍କ ମୃତ୍ୟୁ ହେଲାଣି ।…

ନୱାଜ ଶରିଫଙ୍କ ଉପରେ ପିଟିଆଇ କର୍ମୀଙ୍କ ଆକ୍ରମଣ, ମରିୟମ କହିଲେ ଗିରଫ ହୁଅନ୍ତୁ ଇମ୍ରାନ

ଲଣ୍ଡନ,୩ ।୪: ପାକିସ୍ତାନରେ ଲାଗିରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଉପରେ ଲଣ୍ଡନରେ ପାକିସ୍ତାନର ଶାସକ ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଜଣେ କର୍ମୀ ଲଣ୍ଡନରେ ଆକ୍ରମଣ କରିଛନ୍ତି । ଇମ୍ରାନ ଖାଁ ସରକାରଙ୍କ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ…

ଓମିକ୍ରନ୍‌ଠାରୁ ଅଧିକ ସଂକ୍ରାମକ ‘ଏକ୍ସଇ’

ଜେନେଭା,୩।୪: କରୋନା ଭୂତାଣୁର ଆଉ ଏକ ନୂଆ ଭାରିଆଣ୍ଟ ‘ଏକ୍ସଇ’ ବ୍ରିଟେନରୁ ଚିହ୍ନଟ ହୋଇଛି। କୋଭିଡ୍‌-୧୯ର ସମସ୍ତ ପୂର୍ବ ଭାରିଆଣ୍ଟଠାରୁ ଏହା ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ସୂଚନା ଦେଇଛି। ଓମିକ୍ରନ୍‌ର ବିଏ.୧ ଏବଂ ବିଏ.୨ ସବ୍‌ଭାରିଆଣ୍ଟର…

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି, କ୍ୱିଭ୍ ବୋମାମାଡରେ ୨୦ ମୃତ

କ୍ୱିଭ,୩ ।୪: ରୁଷିଆ ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ପହଞ୍ଚି ସାରିଲାଣି । ହେଲେ ଏବେବି ରୁଷିଆର ଆକ୍ରମଣ ଜାରି ରହିଛି । ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭ ଉପରେ ବୋମାମାଡ କରିବା ଫଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…

ଇସଲାମାବାଦରେ ୧୪୪ ଧାରା ଜାରି

ଇସଲାମାବାଦ,୩ ।୪: ରବିବାର ପାକିସ୍ତାନ ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ପାକିସ୍ତାନ ସଂସଦରେ ଦେଶର ବଜିର-ଏ-ଆଜମ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହେବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ନିଜ ଷ୍ଟାଣ୍ଡରେ…

ଲୋକଙ୍କ ପେଟରେ ଦାନା ନାହିଁ, ଶ୍ରୀଲଙ୍କାରେ ୩୬ ଘଣ୍ଟିଆ ଲକ୍‌ଡାଉନ୍‌-କର୍ଫ୍ୟୁ ଜାରି…

କଲମ୍ବୋ, ୨।୪ : ଶ୍ରୀଲଙ୍କାରେ ଧୀରେଧୀରେ ସଙ୍କଟ ଘନେଇବାରେ ଲାଗିଛି। ଲୋକଙ୍କ ପେଟରେ ଦାନା ନଥିବାବେଳେ ଭୋକିଲାଙ୍କ ମଧ୍ୟରେ ଦେଖାଦେଉଥିବା ପ୍ରଦର୍ଶନ ଏବହ ଆନ୍ଦୋଳନ ଭାବନାକୁ ଦୃଷ୍ଟିରେ ରଖି ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଶ୍ରୀଲଙ୍କାରେ ୩୬ ଘଣ୍ଟିଆ ଲକ୍‌ଡାଉନ୍‌ ଏବଂ…

ଚାଇନାରେ କରୋନା ଅଣାୟତ୍ତ, ମାତାପିତାଙ୍କଠାରୁ ପିଲାଙ୍କୁ ଅଲଗା କରୁଛନ୍ତି ସରକାର…

ବେଜିଂ, ୨।୪ : ଚାଇନାକୁ ପୁଣି ୨ ବର୍ଷ ପରେ କରୋନା ଫେରିଛି। ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣ ବଢୁଥିବାରୁ ସରକାର ଦେଶର ବହୁ ସହରରେ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ଚାଇନାର…

ଶେଷ ହେବ ଇମ୍ରାନଙ୍କ ଗେମ୍‌!

ଇସଲାମାବାଦ,୨ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢୁଛି। ତାଙ୍କ ବିପକ୍ଷରେ ଅନେକ ବିରୋଧୀ ବାହାରୁଛନ୍ତି। ବର୍ତ୍ତମାନ ସଂସଦରେ ଇମ୍ରାନଙ୍କ ନମ୍ବର ଗେମ୍‌ ଶେଷ ହେବାର ଆଶଙ୍କା ରହିଛି। ରବିବାର ପ୍ରମୁଖ ସହଯୋଗୀମାନେ ତାଙ୍କ ହାତ ଛାଡ଼ି…

ନାସା ସହିତ ସମ୍ପର୍କ ଭାଙ୍ଗିଲା ରୁଷିଆ…

ମସ୍କୋ, ୨।୪ : ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି। ଏଥି ସହିତ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ଯୋଗୁ ରୁଷିଆ ମଧ୍ୟ ଚାପରେ ରହିଛି। ପାଶ୍ଚାତ୍ୟ କଟକଣା ନ ହଟାଯିବା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ…

ୟୁକ୍ରେନରେ ଆଜି କ୍ଷେପଣାସ୍ତ୍ର ମାଡ଼ କରିଛି ରୁଷିଆ

କ୍ୱିଭ୍‌,୨ା୪: ଫେବୃୟାରୀ ଶେଷ ସପ୍ତାହରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଶନିବାର ସକାଳେ ରୁଷିଆ କେନ୍ଦ୍ରୀୟ ୟୁକ୍ରେନର ଦୁଇଟି ସହର ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଆବାସିକ କୋଠା ଏବଂ…

ଭାରତ ଆଗକୁ ଅସିଲେ କଶ୍ମୀର ସମସ୍ୟାର ସମାଧାନ ହୋଇପାରିବ, କହିଲେ ବାଜଓ୍ବା…

ଇସଲାମାବାଦ୍‌, ୨।୪ : ପାକିସ୍ତାନର ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଇସଲାମାବାଦ ସୁକ୍ୟୁରିଟି ଡାଲଏଗ୍‌ ଫୋରମ୍‌ରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ବିବାଦର ସମାଧାନ ପାଇଁ ପାକିସ୍ତାନ…

ଇମ୍ରାନ୍‌ଙ୍କ ପାଇଁ ୩ ବିକଳ୍ପ…

ଇସଲାମାବାଦ୍‌, ୨।୪ : ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମନ୍ତବ୍ୟ ପ୍ରଥମ ଥର ପାଇଁ ପାକିସ୍ତାନର ଜଣେ ଶାସକ ନେତାଙ୍କ ଦ୍ୱାରା ଏଷ୍ଟାବ୍ଲିସମେଣ୍ଟକୁ ସିଧାସଳଖ ରାଜନୈତିକ ବିବାଦ ଭିତରକୁ ଟାଣି ନେଇଛି। ପାକିସ୍ତାନରେ ପ୍ରକୃତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri