ଖାର୍କିଭ ଦଖଲ ଲକ୍ଷ୍ୟରେ ରୁଷିଆ, ନଷ୍ଟକଲା ଆମେରିକା-ୟୁରୋପୀୟ ଅସ୍ତ୍ର ଭଣ୍ଡାର

କ୍ୱିଭ,୮ ।୫: ମାରିଉପୋଲକୁ ନିଜ କବଜାକୁ ଆଣିବା ପରେ ଏବେ ରୁଷିଆ ସେନାଙ୍କ ଲକ୍ଷ୍ୟରେ ରହିଛି ଡୋନେସ୍କ, ଲୁହାଂନ୍ସ ଓ ଖାର୍କିଭ । ଖାର୍କିବ ଦଖଲ ଟାର୍ଗେଟରେ ଥିବା ରୁଷିଆ ସେନା ଶନିବାର ୟୁକ୍ରେନ ସେନାର ଆକ୍ରମଣକୁ ଦୁର୍ବଳ କରିବାକୁ ଉକ୍ତ ଅଞ୍ଚଳର ୩ଟି ପୋଲିକୁ ଉଡାଇ ଦେଇଥିବା ସୂଚନା ମିଳିଛି । ସେହିପରି ଖାର୍କିଭରେ ଥିବା ବୋହୋଡୁରବିନ ରେଲୱେ ଷ୍ଟେଶନ ନିକଟରେ ଥିବା ଅସ୍ତ୍ର ଭଣ୍ଡାରକୁ ବି ରୁଷିଆ ସେନା ମିଶାଇଲ ମାଡ କରି ନଷ୍ଟ କରି ଦେଇଛନ୍ତି । ଏହି ଅସ୍ତ୍ର ଭଣ୍ଡାରରେ ଆମେରିକା ଓ ୟୁରୋପ ଦ୍ୱାରା ୟୁକ୍ରେନକୁ ଦିଆଯାଇଥିବା ଅସ୍ତ୍ର ରଖାଯାଇଥିଲା ।
ଦଷିଣ ୟୁକ୍ରେନର ବନ୍ଦର ସହର ଓଡେଶା ଉପରେ ବି ଶନିବାର ରୁଷିଆ ସେନା ମିଶାଇଲ ମାଡ କରିଛି । ଏହି ଆକ୍ରମଣରେ ଏଠାରେ ଥିବା ଏକ ଫର୍ନିଚର ଫ୍ୟାକ୍ଟ୍ରି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଏକ ରନୱେ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଶନିବାର ରୁଷିଆ ସେନାଙ୍କ ଦ୍ୱାରା ହୋଇଥିବା ମିଶାଇଲ ମାଡରେ ଖାର୍କିଭରେ ଥିବା ୟୁକ୍ରେନର ନ୍ୟାଶନାଲ ମ୍ୟୁଜିୟମ ନଷ୍ଟ ହୋଇ ଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୀର ଦାମ ୧୫୦ ଟଙ୍କା, ଚିନି କିଲୋ ୧୦୦

ଇସ୍‌ଲାମାବାଦ,୧୪ ।୩: ପାକିିସ୍ତାନର ଇମ୍ରାନ ସରକାର ପୁଣି ଟାର୍ଗେଟରେ । ଗୋଟିଏ ପଟେ ମହଙ୍ଗା ମାଡ ହୋଇଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବିଶ୍ୱ...

ଆଇପିଇଏଫ୍‌ ବାଣିଜ୍ୟ ମଞ୍ଚରୁ ଓହରିଲା ଭାରତ

ନୂଆଦିଲ୍ଲୀ/ଲସ୍‌ଏଞ୍ଜେଲ୍ସ,୧୧ା୯: ଏସୀୟ ରାଷ୍ଟ୍ରଗୁଡ଼ିକ ସହ ମୁକ୍ତ ବାଣିଜି୍ୟକ ସମ୍ପର୍କ ପ୍ରତିଷ୍ଠା ଲକ୍ଷ୍ୟରେ ଆମେରିକା ନେତୃତ୍ୱରେ ଗଠିତ ଇଣ୍ଡୋ-ପାସିଫିକ୍‌ ଇକୋନୋମିକ୍‌ ଫ୍ରେମ୍‌ଓ୍ବାର୍କ (ଆଇପିଇଏଫ୍‌) ବାଣିଜି୍ୟକ ଆଲୋଚନାରୁ ଭାରତ...

ସାଉଦି ଆରବରେ ୧୦ ଦିନରେ ୧୨ଜଣଙ୍କ ମୁଣ୍ଡକାଟ

ରିୟାଦ,୨୨।୧୧: ସାଉଦି ଆରବରେ ଗୁରୁତର ଅପରାଧ କରିଥିବା ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଇଥାଏ। ଗତ ୧୦ ଦିନ ମଧ୍ୟରେ ଦେଶରେ ୧୩ ଜଣଙ୍କ ମୁଣ୍ଡକାଟ କରାଯାଇଛି।...

ବାଂଲାଦେଶରେ ବାୟୁ ପ୍ରଦୂଷଣ

ଢାକା,୧୦ା୯: ବାଂଲାଦେଶ ରାଜଧାନୀ ଢାକାରେ ବାୟୁର ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏଠାରେ ବାୟୁ ଗୁଣବତ୍ତା ଶନିବାର ଅତ୍ୟନ୍ତ ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ଦୁନିଆର...

ବିଭିନ୍ନ ଦେଶରୁ ସହଯୋଗ ଲୋଡୁଛି ୟୁକ୍ରେନ

କ୍ୱିଭ,୨୪।୨: ବିଭିନ୍ନ ଦେଶର ବାରଣ ସତ୍ତ୍ୱେ ଶେଷରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। ରୁଷିଆ ଭଳି ଶକ୍ତିଶାଳୀ ଦେଶକୁ ସାମ୍ନା କରିବାକୁ ୟୁକ୍ରେନ ବି...

କରୋନା ମହାମାରୀ ପାଇଁ ଦାୟୀ କିଏ ? ଆମେରିକା ନା ଚାଇନା, ଗବେଷଣା ପାଇଁ ଟଙ୍କା ଦେଇଥିବା ଅବା ଲିକ୍‌ କରିଥିବା ଦେଶ ଦୋଷୀ !…

ଓ୍ବାଶିଂଟନ/ବେଜିଂ,୧୩।୩: କରୋନା ଭୂତାଣୁର ଲିକ୍‌ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏନେଇ ଚାଇନାକୁ ଦୋଷୀ ବୋଲି ସଭତଏଁ କହୁଛନ୍ତି। ତେବେ ଏଥିପାଇଁ ଆମେରିକା ଏବଂ...

କରୋନାରୁ ଦୂରେଇ ରହିବା ପାଇଁ ଖୋଲା ପବନ, ସ୍ବଚ୍ଛତା ଅପରିହାର୍ଯ୍ୟ: ସର୍ଭେ

ତିବିଲିସି, ୧।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। କେତେକ ଦେଶରେ କରୋନା ସଂକ୍ରମଣର ଦୋହରା ମାଡ଼ ମଧ୍ୟ ଆରମ୍ଭ ହୋଇଛି। ତେବେ...

ଆଣ୍ଟୋନି ବ୍ଲିକେନ୍‌ ହେବେ ଆମେରିକା ପରରାଷ୍ଟ୍ର ସଚିବ

ଓ୍ବାଶିଂଟନ, ୨୪।୧୧: ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନରେ ତାଙ୍କର ବିଦେଶ ନୀତି ଉପଦେଷ୍ଟା ଆଣ୍ଟୋନି ବ୍ଲିକେନ ପରରାଷ୍ଟ୍ର ସଚିବ ହେବାକୁ ଯାଉଛନ୍ତି। ମଙ୍ଗଳବାର ବାଇଡେନ୍‌...

Advertisement
Archives

Model This Week