ଭାରତର ଚେତାବନୀ କାମ ଦେଲା, କୋଭିଶିଲ୍ଡକୁ ବ୍ରିଟେନର ମାନ୍ୟତା…
ଲଣ୍ଡନ,୨୨।୯: ଶେଷରେ ଭାରତର ଚେତାବନୀ କାମ ଦେଇଛି। କୋଭିଶିଲ୍ଡକୁ ବ୍ରିଟେନ୍ ମାନ୍ୟତା ପ୍ରଦାନ କରିଛି। ଚେତାବନୀ ପରେ ବ୍ରିଟେନ ନିଜର ଭ୍ୟାକତସିନ୍ ନୀତିରେ ପୁଣି ପରିବର୍ତ୍ତନ କରିଛି। ଏହା ଅନ୍ତର୍ଗତ ବ୍ରିଟେନ୍ ପୁଣେର ସିରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହୋଇଥିବା...
ଅକ୍ଟୋବରରୁ କରୋନା ଟିକା ରପ୍ତାନୀ କରିବ ଭାରତ, ଡବ୍ଲ୍ୟୁଏଚ୍ଓର ସ୍ବାଗତ…
ଜେନେଭା/ନୂଆଦିଲ୍ଲୀ, ୨୨।୯: ଭାରତ ଅକ୍ଟୋବରରୁ ପୁଣି କରୋନା ଟିକା ରପ୍ତାନୀ କରିବ। ଭାରତର ନିଷ୍ପତ୍ତିକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ସ୍ବାଗତ କରାଯାଇଛି। ଏନେଇ ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ ଡା. ଟେଡ୍ରୋସ୍ ଅଧୋନୋମ୍ ଘେବ୍ରେୟେସସ୍ ଭାରତୀୟ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ...
ଭାବମୂର୍ତ୍ତି ପରିବର୍ତ୍ତନ ପ୍ରୟାସ, ଜାତିସଂଘ ମହାସଭାରେ ଉଦ୍ବୋଧନ ଦେବାକୁ ତାଲିବାନ୍ର ଇଛା…
ଜେନେଭା/କାବୁଲ,୨୨।୯: ତାଲିବାନ୍ ଜାତିସଂଘ ମହାସଭାରେ ପୃଥିବୀକୁ ଉଦ୍ବୋଧନ ଦେବାର ଇଛା ପ୍ରକଟ କରିଛି। ଏନେଇ ତାଲିବାନ୍ ସରକାରଙ୍କର ବୈଦେଶିକ ମନ୍ତ୍ରୀ ଆମିର ଖାଁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ୍ଙ୍କୁ ଚିଠି ଲେଖିଛନ୍ତି। ତାଲିବାନ୍ ସରକାରଙ୍କୁ ଅନ୍ତର୍ଜାତୀୟସ୍ତରରେ ମାନ୍ୟତା ପ୍ରଦାନ କରାଯାଇ...
ସୁଦାନରେ ସେନା ବିଦ୍ରୋହ ଉଦ୍ୟମ
ଖାରତୁମ୍, ୨୨ା୯: ଉତ୍ତର-ପୂର୍ବ ଆଫ୍ରିକୀୟ ଦେଶ ସୁଦାନରେ ସରକାରକୁ କ୍ଷମତାଚ୍ୟୁତ କରି ଶାସନ ନିଜ ହାତକୁ ନେବାକୁ ସେନାର ଏକ ଗୋଷ୍ଠୀ ମଙ୍ଗଳବାର ଉଦ୍ୟମ କରିଛନ୍ତି। ସେମାନଙ୍କ ଏହି ଯୋଜନା ବିଫଳ ହୋଇଛି ବୋଲି ସୁଦାନର ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ...
କ୍ୟାବିନେଟ ସମ୍ପ୍ରସାରଣ କଲା ତାଲିବାନ୍
କାବୁଲ, ୨୨ା୯: ଆଫଗାନିସ୍ତାନରେ ଅନ୍ତରୀଣ ସରକାର ଗଢ଼ିଥିବା ତାଲିବାନ୍ ମଙ୍ଗଳବାର କ୍ୟାବିନେଟ ସମ୍ପ୍ରସାରଣ କରିଛି। ବିଭିନ୍ନ ବିଭାଗରେ ନୂଆ ଉପମନ୍ତ୍ରୀ ସାମିଲ ହୋଇଥିବାବେଳେ ଏଥର ମଧ୍ୟ କୌଣସି ମହିଳାଙ୍କୁ ନିଆଯାଇନାହିଁ। ତାଲିବାନ୍ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଏକ ଖବରଦାତା ସମ୍ମିଳନୀ...
କୋଭିଶିଲ୍ଡକୁ ଆମେରିକାର ମଞ୍ଜୁରୀ
ନୂଆଦିଲ୍ଲୀ, ୨୨।୯: କୋଭିଡ୍-୧୯ ଟିକାର ଡବଲ ଡୋଜ୍ ନେଇଥିବା ଭାରତ ସମେତ ୩୩ଟି ଦେଶର ଲୋକେ ଆସନ୍ତା ନଭେମ୍ବର ମାସରୁ ଆମେରିକା ବିମାନ ଯାତ୍ରା କରିପାରିବେ। ଏଥିପାଇଁ ମଞ୍ଜୁରୀପ୍ରାପ୍ତ ଟିକା ତାଲିକାରେ ଭାରତ ପ୍ରସ୍ତୁତ କୋଭିଶିଲ୍ଡ ରହିଛି। ଅର୍ଥାତ୍ କେବଳ...
୩ୟ ଥର ଟ୍ରୁଡୋ ପ୍ରଧାନମନ୍ତ୍ରୀ
ଟରଣ୍ଟୋ, ୨୧ା୯: କାନାଡାବାସୀ ପୁଣି ଲିବେରାଲ ପାର୍ଟିର ଜଷ୍ଟିନ୍ ଟ୍ରୁଡୋଙ୍କ ଉପରେ ଭରସା କରି ତୃତୀୟ ଥର ପାଇଁ ତାଙ୍କୁ କ୍ଷମତାକୁ ଆଣିଛନ୍ତି। କାନାଡାରେ ସୋମବାର ଅନୁଷ୍ଠିତ ୪୪ ତମ ସାଧାରଣ ନିର୍ବାଚନରେ ଟ୍ରୁଡୋ ବିଜୟୀ ହୋଇଥିଲେ ହେଁ ସଂଖ୍ୟାଗରିଷ୍ଠତା...
ମସ୍ଜିଦରୁ ପାଣି ନେବାରୁ ହିନ୍ଦୁ ପରିବାରକୁ ବନ୍ଧକ ରଖି ନିର୍ଯାତନା
ଇସ୍ଲାମାବାଦ,୨୨।୯: ମସଜିଦର ପବିତ୍ରତା ଉଲ୍ଲଂଘନ କରିବା ଲାଗି ଏକ ହିନ୍ଦୁ ପରିବାରକୁ ବନ୍ଧକ କରି ରଖାଯିବା ସହ ନିର୍ଯାତନା ଦିଆଯାଇଛି। ଏଭଳି ଘଟଣା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଘଟିଥିବା ସେଠାକାର ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଡନ ଖବରକାଗଜରେ ପ୍ରକାଶ...
ଜୟଶଙ୍କର ଆମକୁ ଧମକ ଦେଇଥିଲେ: ଓଲି
କାଠମାଣ୍ଡୁ,୨୧।୯: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭାରତ ବିରୋଧରେ ପୁଣି ଗୁରୁତର ଅଭିଯୋଗ ଆଣିଛନ୍ତି। ଓଲି ଦାବି କରିଛନ୍ତି ଯେ, ୨୦୧୫ରେ ଭାରତର ତତ୍କାଳୀନ ବୈଦେଶିକ ସଚିବ ତଥା ବର୍ତ୍ତମାନର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଭାରତର...
ପାକିସ୍ତାନ ଇତିହାସରେ ପ୍ରଥମଥର ଘଟିଲା ଏମିତି ଘଟଣା
ଇସଲାମାବାଦ୍,୨୧।୯: ପାକିସ୍ତାନ ଇତିହାସରେ ପ୍ରଥମଥର ଜଣେ ହିନ୍ଦୁ ଝିଅ ପ୍ରଶାସନିକ ଅଧିକାରୀ ହୋଇଛନ୍ତି। ପାକିସ୍ତାନ ଶିକାରପୁରର ଡା. ସନା ରାମଚାନ୍ଦ ଗୁଲୱାନୀ ଏହି କୃତିତ୍ୱ ହାସଲ କରିଛନ୍ତି। ୨୭ ବର୍ଷୀୟା ସନା ତାଙ୍କର ପ୍ରଥମ ପ୍ରୟାସରେ ସେଣ୍ଟ୍ରାଲ୍ ସୁପିରିୟର୍ ସର୍ଭିସେସ...
ଆଫଗାନିସ୍ତାନ କ୍ରିକେଟ ମୁଖ୍ୟଙ୍କୁ ହଟାଇଲା ତାଲିବାନ୍, ନସିବୁଲ୍ଲାଙ୍କୁ ଦାୟିତ୍ୱ …
କାବୁଲ,୨୧।୯: ଆଫଗାନିସ୍ତାନ କ୍ରିକେଟ ମୁଖ୍ୟଙ୍କୁ ତାଲିବାନ ହଟାଇ ଦେଇଛି। ପୂର୍ବରୁ ହାମିଦ୍ ଶିନଓ୍ବାରି ଆଫଗାନିସ୍ତାନ କ୍ରିକେଟ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏବେ ତାଙ୍କୁ ହଟାଇ ନସିବୁଲ୍ଲା ହକ୍କାନିଙ୍କୁ ଦାୟିତ୍ୱ ଦିଆଯାଇଛି। ହାମିଦ୍ଙ୍କୁ ଗୃହମନ୍ତ୍ରୀ ସିରାଜୁଦ୍ଦିନ୍ ହକ୍କାନିଙ୍କ...
ଦୁଇ ମହାଶକ୍ତି ମୁହଁ।ମୁହିଁ
ଓ୍ବାଶିଂଟନ/ବେଜିଂ,୨୧।୯: ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆକୁ ନେଇ ନବଗଠିତ ‘ଅକସ୍’ ମେଣ୍ଟ ଚାଇନାର ବଢ଼ିଚାଲିଥିବା ପ୍ରଭାବକୁ ପ୍ରତିହତ କରିବା ପାଇଁ ଉଦ୍ଦିଷ୍ଟ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ମତରେ ଏକବିଂଶ ଶତାବ୍ଦୀରେ ବିଶ୍ୱର ଗଣତାନ୍ତ୍ରିକ ଓ ଏକଚ୍ଛତ୍ରବାଦୀ ରାଷ୍ଟ୍ରଗୁଡ଼ିକର ଉପଯୋଗିତା...
Archives


