ଅନ୍ତର୍ଜାତୀୟ

ମାନିଲା ରୁଷିଆ, ଯୁଦ୍ଧରେ ହୋଇଛି ବହୁ କ୍ଷତି…

ମସ୍କୋ, ୯।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧକୁ ଦେଢ଼ମାସ ବିତିଛି। ପୂର୍ବରୁ ୟୁକ୍ରେନ୍‌ ବାରମ୍ବାର ରୁଷିଆର କ୍ଷତି ହୋଇଥିବା ଦାବି କରୁଥିଲା। ଏହା ସହିତ ଆମେରିକାର କେତେକ ଗୁପ୍ତଚର ସଂସ୍ଥା ମଧ୍ୟ ଏଭଳି କହୁଥିଲେ। ମାତ୍ର ରୁଷିଆ କ୍ଷୟକ୍ଷତି ନେଇ ଚୁପ୍‌…

‘ବାଜପେୟୀଙ୍କଠାରୁ କିଛି ଶିଖନ୍ତୁ ଇମ୍ରାନ’

ଇସଲାମାବାଦ,୯ା୪: ପାକିସ୍ତାନରେ ରାଜନୈତିକ ବିବାଦର କୌଣସି ଅନ୍ତ ନ ଥିବା ପରି ମନେହୁଏ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାତୀୟ ଅଧିବେଶନ ଡକାଯାଇଛି, କିନ୍ତୁ ବିରୋଧୀମାନେ କହିଛନ୍ତି ଯେ, ଅନାସ୍ଥା ଆଭିମୁଖ୍ୟ ଉପରେ ଭୋଟ୍‌ ଦେବାକୁ ଚାହୁଁନାହାନ୍ତି। ଏହି କାରଣରୁ ବିରୋଧୀ ପୁନର୍ବାର…

କମିନି କରୋନା, ରୁହ ସତର୍କ, ଜାତିସଂଘ ମହାସଚିବଙ୍କ ଚେତାବନୀ…

ଜେନେଭା, ୯।୪ : କରୋନା ଭାଇରସ ଅନେକ ଦେଶରେ ଏବେ ବି ବିପଦ ସୃଷ୍ଟି କରୁଛି। ହାରାହାରି, ପ୍ରତି ଚାରି ମାସରେ ନୂଆ ଭାରିଆଣ୍ଟ୍‌ ସୃଷ୍ଟି ହେଉଛି। ତେଣୁ କରୋନା ମହାମାରୀ ଶେଷ ହୋଇଛି ବୋଲି ଭାବିବା ଭୁଲ୍‌। ତେଣୁ ସତର୍କ…

‘ବିଦେଶୀ ଷଡ଼ଯନ୍ତ୍ର’ ଯାଞ୍ଚ ପାଇଁ ଆୟୋଗ ଗଠନ ପୂର୍ବରୁ ମନା କଲେ ଅଧିକାରୀ

ଇସଲାମାବାଦ,୯ା୪: ପାକିସ୍ତାନର ପୂର୍ବତନ ବରିଷ୍ଠ ଅଧିକାରୀ ଇମ୍ରାନ ଖାନ୍‌ଙ୍କ ନେତୃତ୍ୱାଧୀନ ସରକାରକୁ ହଟାଇବା ପାଇଁ ଏକ ‘ଷଡଯନ୍ତ୍ର’ର ଯାଞ୍ଚ ପାଇଁ ଫେଡେରାଲ କ୍ୟାବିନେଟ ଗଠନ କରିଥିବା ଆୟୋଗର ମୁଖ୍ୟ ହେବାକୁ ମନା କରି ଦେଇଛନ୍ତି। ଏପ୍ରିଲ ୩ରେ ରାଷ୍ଟ୍ରୀୟ ସଭାର ଡେପୁଟି…

ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷା

ଇସଲାମାବାଦ,୯ା୪: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନ ଶାହିନ-୩ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏକ ରିପୋର୍ଟ ଅନୁଯାୟୀ ଶନିବାର ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଏହାର ଉଦ୍ଦେଶ୍ୟ ହେଲା ଅସ୍ତ୍ରଶସ୍ତ୍ରର ବିଭିନ୍ନ ଡିଜାଇନ ଏବଂ ବୈଷୟିକ ଜ୍ଞାନ କୌଶଳର ପୁନଃ…

କାନାଡ଼ାରେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ,୯।୪: କାନାଡ଼ାର ଟରଣ୍ଟୋସ୍ଥିତ ମେଟ୍ରୋ ରେଳଷ୍ଟେଶନର ପ୍ରବେଶ ପଥରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତକ କାର୍ତ୍ତିକ ବାସୁଦେବ ବୋଲି ପୋଲିସ ସ୍ପଷ୍ଟ କରିଛି। ଟରଣ୍ଟୋ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅପରାଧୀ ଜଣକ କୃଷ୍ଣକାୟ ବୋଲି ପୋଲିସ…

ଭୋଟିଂ ଜିଦ୍‌ରେ ଅଟଳ ବିରୋଧୀ: ଉତ୍ତେଜନା ପରେ ସଂସଦ ମୁଲତବୀ

ଇସ୍‌ଲାମାବାଦ,୯।୪: ଶନିବାର ପାକିସ୍ତାନ ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ ନ୍ୟାସନାଲ ଆସେମ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଶନିବାର ଅନାସ୍ଥା ଉପରେ ଭୋଟିଂ କରାଯିବ। ଗୃହରେ ଇମ୍ରାନ ଖାନ ପହଞ୍ଚି ନ ଥିବା ବେଳେ ବିରୋଧୀ ଦଳ ଭୋଟିଂ…

ଫ୍ଲୋର ଟେଷ୍ଟ ପୂର୍ବରୁ ବିରୋଧୀ ଦଳର ବୈଠକ

ଇସ୍‌ଲାମାବାଦ,୯।୪: ଶନିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା। ଆଉ କିଛି ସମୟ ପରେ ନ୍ୟାସନାଲ ଆସେମ୍ଲିରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରାଯିବ। ତେବେ ଫ୍ଲୋର ଟେଷ୍ଟ ପୂର୍ବରୁ ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପିପୁଲ୍ସ…

ଇମ୍ରାନ୍‌ଙ୍କ ଫାଇନାଲ ଫାଇଟ୍‌

ଇସ୍‌ଲାମାବାଦ,୯ା୪: ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଶନିବାର ହେବ ଭାଗ୍ୟ ପରୀକ୍ଷା। ଫାଇନାଲ ଫାଇଟର ସାମ୍ନା କରିବେ ଇମ୍ରାନ୍‌ । ସ୍ଥାନୀୟ ସମୟ ୧୦ଟାରେ ନ୍ୟାଶନାଲ ଆସେମ୍ବ୍ଲିରେ ଅନାସ୍ଥା ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ପାକିସ୍ତାନ ସୁପ୍ରିମକୋର୍ଟ ଉପବାଚସ୍ପତିଙ୍କ…

ଶ୍ରୀଲଙ୍କାରେ ହାହାକାର: ହଳଦି ୩,୫୮୩ ଟଙ୍କା

କଲମ୍ବୋ,୯ ।୪: ଶ୍ରୀଲଙ୍କା ୭୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ ଆର୍ଥିକ ସଙ୍କଟର ସାମନା କରିଛି । ଗତ ମାର୍ଚ୍ଚରେ ଖାଦ୍ୟ ସାମଗ୍ରୀରେ ୩୯ ପ୍ରତିଶତ ବୃଦ୍ଧି ଏକ ରେକର୍ଡ ବୋଲି କୁହାଯାଉଛି । ଶ୍ରୀଲଙ୍କା କରେନ୍ସି(ଏଲକେଆର୍‌)ର ଭାଲ୍ୟୁ ଡଲାର ତୁଳନାରେ…

ବୁଚା ନରସଂହାରର ଆଉ ଏକ ଛାତିଥରା ଦୃଶ୍ୟ, ଚର୍ଚ୍ଚ ନିକଟ ସାମୁହିକ କବରସ୍ଥାନରୁ ମିଳିଲା ୬୭ ମୃତଦେହ, ଶରୀରରେ ଗୁଳି ଦାଗ, କଟା ଚିହ୍ନ

କ୍ୱିଭ୍‌,୯ ।୪: ୟୁକ୍ରେନର ବୁଚା ସହରରେ ନରସଂହାରର ନୂଆ ନୂଆ ଚିତ୍ର ପ୍ରତିଦିନ ସାମ୍ନାକୁ ଆସୁଛି । ୟୁକ୍ରେନ୍ର ପ୍ରୋସିକ୍ୟୁଟର ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଚାରେ ଥିବା ଏକ ଚର୍ଚ୍ଚ ନିକଟରେ ସାମୁହିକ କବର ସ୍ଥାନରୁ ୬୭…

ଭାରତ ଚାଲିଯାଆନ୍ତୁ ଇମ୍ରାନ: ମରିୟମ

ଇସଲାମାବାଦ,୯ ।୪: ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଭାଷଣକୁ ନେଇ ଏବେ ପୁଣିଥରେ ରାଜନୀତି ହୋଇଛି ସରଗରମ । ଇମ୍ରାନ ତାଙ୍କ ଭାଷଣରେ ଭାରତକୁ ପ୍ରଶଂସା କରିବା ଫଳରେ ଏଭଳି ରାଜନୈତିକ ଟଣାଭିଡା ଆରମ୍ଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri