ରୋହିଙ୍ଗ୍ୟାଙ୍କ ଉପରେ ଅତ୍ୟାଚାର, ତଥ୍ୟ ପାଇଁ ଫେସବୁକକୁ ନିର୍ଦ୍ଦେଶ…
ଓ୍ବାଶିଂଟନ,୨୩।୯: ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସା ସହ ଜଡିତ ତଥ୍ୟ ପ୍ରକାଶ କରିବାକୁ ଆମେରିକା କୋର୍ଟ ଫେସବୁକକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ନିୟମକୁ ଦର୍ଶାଇ ଫେସବୁକ ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସା ସମ୍ପର୍କରେ ତଥ୍ୟ ପ୍ରକାଶ କରିବାକୁ ମନା କରିଦେଇଥିଲା। ତେବେ ଏବେ...
ଭାରତୀୟ ଆଇଟି କମ୍ପାନୀର ବଦଳିଲା ଭାଗ୍ୟ, କ୍ଷଣିକ ମଧ୍ୟରେ ୫୦୦ ପାଲଟିଲେ କୋଟିପତି…
ଓ୍ବାଶିଂଟନ,୨୩।୯: ଭାରତୀୟ ଆଇଟି କମ୍ପାନୀ ଫ୍ରେଶ୍ଓ୍ବାର୍କ ଆମେରିକାର ନାସଡାକ୍ ଷ୍ଟକ୍ ଏକ୍ସଚେଞ୍ଜ୍ରେ ତାଲିକାଭୁକ୍ତ ହୋଇଛି। ଏହାଦ୍ୱାରା କ୍ଷଣିକ ମଧ୍ୟରେ ୫୦୦ ଲୋକ କୋଟିପତି ପାଲଟି ଯାଇଛନ୍ତି। ଫ୍ରେଶ୍ଓ୍ବାର୍କ ଆମେରିକା ବଜାରରେ ସୂଚୀବଦ୍ଧ ହୋଇଥିବା ପ୍ରଥମ ସଫ୍ଟଓ୍ବେର ଏଜ୍ ଏ ସର୍ଭିସ୍...
ଚାଇନାର ବଡ଼ଭାଇ ପଣିଆ, ତାଲିବାନ୍ ସରକାରକୁ ମାନ୍ୟତା ଦେବାକୁ ଜୋର୍ସୋର୍ ଉଦ୍ୟମ…
ବେଜିଂ,୨୩।୯: ଆଫଗାନିସ୍ତାନର ତାଲିବାନ୍ ସରକାରକୁ ଅର୍ନ୍ତଜାତୀୟ ମାନ୍ୟତା ଦେବାକୁ ଚାଇନା ବଡ଼ଭାଇ ପଣିଆ ଦେଖାଇବା ଆରମ୍ଭ କରିଛି। ଏନେଇ ଚାଇନା ପକ୍ଷରୁ ଜୋର୍ସୋର୍ ଉଦ୍ୟମ ଜାରି ରହିଛି। ଚାଇନାର ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ୟି କହିଛନ୍ତି ଯେ, ଶୀଘ୍ର ତାଲିବାନ୍...
କୁଳପତିଙ୍କୁ ବରଖାସ୍ତ କଲା ତାଲିବାନ୍, ପ୍ରତିବାଦରେ ୭୦ ଅଧ୍ୟାପକଙ୍କ ଇସ୍ତଫା..
କାବୁଲ,୨୩।୯: ଆଫଗାନିସ୍ତାନରେ ବନ୍ଧୁକ ମୁନରେ କ୍ଷମତା ଦଖଲ କରିଥିବା ତାଲିବାନ୍ ପାଇଁ ଏବେ ଗୋଟିଏ ପରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। କାବୁଲ ବିଶ୍ୱବିଦ୍ୟାଳୟର କୁଳପତି ମହମ୍ମଦ ଓସମାନ ବାବୁରିଙ୍କୁ ତାଲିବାନ ବୁଧବାର ବରଖାସ୍ତ କରିଛି। ତାଙ୍କ...
ଟିକା ସାର୍ଟିଫିକେଟକୁ ସ୍ବୀକୃତି ଦେବାକୁ ଆହ୍ବାନ
ଓ୍ବାଶିଂଟନ, ୨୩।୯: ଅନ୍ତର୍ଜାତୀୟ ଗମନାଗମନକୁ ସୁଗମ କରିବା ଲାଗି ଟିକା ପ୍ରମାଣପତ୍ରକୁ ଆପୋଷ ସ୍ବୀକୃତି ମିଳିବା ଆବଶ୍ୟକ ବୋଲି ୫ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପକ୍ଷରୁ ଆୟୋଜିତ...
ଆଇଏସ୍ଆଇ ମୁଖ୍ୟଙ୍କୁ ହଟାଇବାକୁ ଚାହୁଁଛି ପାକ୍ ସେନା
ଇସ୍ଲାମାବାଦ, ୨୩ା୯: ତାଲିବାନ୍ ସରକାରରେ ପାକିସ୍ତାନର ହସ୍ତକ୍ଷେପ ଯୋଗୁ ଆଫଗାନିସ୍ତାନରେ ଅସ୍ଥିରତା ଦେଖାଦେଇଛି। ତାଲିବାନ୍ ସରକାରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାକୁ ପାକ୍ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ମୁଖ୍ୟ ଫୈଜ ହମିଦ ଯୋଜନା ଚଳାଇଥିବାବେଳେ ସେନା ମୁଖ୍ୟ କମର ଜାଭେଦ ବାଜ୍ଓ୍ବାଙ୍କ...
ଜାତିସଂଘ ଦେଲା ୩୩୨କୋଟି ସହାୟତା
ଜେନେଭା, ୨୩ା୯: ଆଫଗାନିସ୍ତାନକୁ ତାଲିବାନ୍ କବ୍ଜା କରିବା ପରଠାରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିରେ ସୁଧାର ଆଣିବା ପାଇଁ ଜାତିସଂଘ ଜରୁରିକାଳୀନ ପାଣ୍ଠିରୁ ୪୫ ମିଲିୟନ ଡଲାର (ପ୍ରାୟ ୩୩୨ କୋଟି ଟଙ୍କା) ରିଲିଜ କରିଛି। ସେଠାରେ ଔଷଧ, ଚିକିତ୍ସା...
ନେଟ୍ ସ୍ବାଧୀନତା ସଙ୍କୁଚିତ
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୯: ବିଶ୍ୱର ବହୁ ରାଷ୍ଟ୍ରରେ ଇଣ୍ଟରନେଟ୍ ବ୍ୟବହାରକାରୀମାନଙ୍କୁ ଜେଲ ଯିବାକୁ ପଡ଼ୁଛି। କେତେକ ଦେଶରେ ୟୁଜର୍ସ ନିଜ ପୋଷ୍ଟକୁ ନେଇ ଆକ୍ରମଣର ଶିକାର ହେଉଛନ୍ତି। ବିଶେଷକରି ବିଗତ ୧୧ ବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ ନେଟ୍ ନ୍ୟୁଟ୍ରାଲିଟି ହ୍ରାସ ପାଇବାରେ...
ୱାଶିଂଟନ ପହଞ୍ଚିଲେ ମୋଦି, ସ୍ୱାଗତ କଲେ ପ୍ରବାସୀ ଭାରତୀୟ
ୱାଶିଂଟନ,୨୩ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଆମେରିକା ଗସ୍ତରେ ଯାଇ ୱାଶିଂଟନରେ ପହଞ୍ଚି ସାରିଛନ୍ତି । ବୁଧବାର ସେ ତାଙ୍କର ଗସ୍ତ ଆରମ୍ଭ କରିଥିବା ବେଳେ ଭାରତୀୟ ସମୟ ଅନୁଯାୟୀ ଗୁରୁବାର ସକାଳେ ସେ ୱାଶିଂଟନ ପହଞ୍ଚି...
ଥରିଲା ମେଲବୋର୍ନ
ମେଲବୋର୍ନ, ୨୨।୯: ଭୂକମ୍ପ ଅଷ୍ଟ୍ରେଲିଆର ମେଲବୋର୍ନ ସହରକୁ ଥରାଇ ଦେଇଛି। ବୁଧବାର ୬.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ମେଲବୋର୍ନଠାରୁ ଉତ୍ତରପୂର୍ବ ୨୦୦ କି.ମି ଦୂର ମ୍ୟାନ୍ସଫିଲ୍ଡ ଗ୍ରାମାଞ୍ଚଳ ସହର ନିକଟରେ ଏହାର କେନ୍ଦ୍ରସ୍ଥଳ ବୋଲି ଜଣାପଡ଼ିଛି। ସୁନାମି ସତର୍କ...
‘ନ୍ୟୁଜିଲଣ୍ଡକୁ ପଠାଯାଇଥିବା ଧମକପୂର୍ଣ୍ଣ ଇମେଲ୍ ପଛରେ ଭାରତର ଲିଙ୍କ୍’
ଇସ୍ଲାମାବାଦ,୨୨।୯: ସୁରକ୍ଷାଗତ କାରଣ ଦର୍ଶାଇ ପାକିସ୍ତାନ ଗସ୍ତକୁ ବାତିଲ କରି ସ୍ବଦେଶ ଫେରିଯାଇଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ। ତେବେ ଏହି ଗସ୍ତ ବାତିଲ ହେବା ପଛରେ ଭାରତର ଲିଙ୍କ୍ ରହିଛି ବୋଲି ପାକିସ୍ତାନ ସୂଚନା ମନ୍ତ୍ରୀ ଫଓ୍ବାଦ ଚୌଧୁରୀ କହିଛନ୍ତି।...
ଚାଇନା ହାତମୁଠାରେ ଇମ୍ରାନ ସରକାର
ଇସଲାମାବାଦ,୨୨।୯: ପାକିସ୍ତାନରେ ଚାଇନା ନିଜର ଆଧିପତ୍ୟ ବୃଦ୍ଧି କରିବାରେ ଳାଗିଛି। ପ୍ରଥମେ ଚାଇନା-ପାକିସ୍ତାନ ମଧ୍ୟରେ ଅର୍ଥନୈତିକ କରିଡର (ସିପିଇସି) ନିର୍ମାଣ କରାଯାଇଥିବାବେଳେ ଏବେ ପାକିସ୍ତାନରେ ସ୍ବାସ୍ଥ୍ୟ ସେବାକୁ ମଜବୁତ କରିବାରେ ଲାଗିଛି ଚାଇନା। ଏହି ବାହାନାରେ ଚାଇନା ପାକିସ୍ତାନରେ କ୍ରମାଗତ...
Archives


