ପୁଟିନ୍ଙ୍କ ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କଲେ ରୁଷିଆ ବ୍ୟବସାୟୀ…
ମସ୍କୋ,୩।୩ : ୟୁକ୍ରେନ ଉପରେ ଆକ୍ରମଣ ନେଇ ଜଣେ ରୁଷିଆ ବ୍ୟବସାୟୀ ଏତେ ରାଗିଛନ୍ତି ଯେ ସେ ନିଜ ଦେଶର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କୁ ଗିରଫ କିମ୍ବା ହତ୍ୟା କରିବା ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ପ୍ରଦାନ କରିବାକୁ ଘୋଷଣା…
ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆରମ୍ଭ ହେଲା ‘କ୍ୟାଟ ୱାର’
ମସ୍କୋ,୩ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି । ଏହାରି ଭିତରେ ରୁଷିଆର ଆକ୍ରମଣକୁ ଦେଖି ବିଶ୍ୱର ଅଧିକାଂଶ ଦେଶ ରୁଷିଆ ଉପରେ କିଛି ନା କିଛି ପ୍ରତିବନ୍ଧକ ଲଗାଇଛନ୍ତି । ଆର୍ଥିକ, କ୍ରିଡା, ବ୍ୟବସାୟ ସମ୍ବନ୍ଧୀୟ ଅନେକ ପ୍ରତିବନ୍ଧକ…
ବେଲାରୁସର ଦାବି, ୧୦୦ ଭାରତୀୟ ଛାତ୍ରଙ୍କୁ ପିଟିଛନ୍ତି ପୋଲାଣ୍ଡ ସୀମା ସୁରକ୍ଷାବଳ
ମିନ୍ସ୍କ,୩ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନେ ଜୀବନ ବଞ୍ଚାଇବାକୁ ଏହାର ପଡୋଶୀ ଦେଶ ଅଭିମୁଖେ ଚାଲି ଆସୁଛନ୍ତି । ଏବେ ଏହାକୁ ନେଇ ବେଲାରୁସ ଏକ ଚମକାଇବା ଭଳି ଖବର ଦେଇଛି । ବୁଧବାର ବେଲାରୁସ…
କେବେ ଆକ୍ରମଣ ହେବ ସ୍ଥିର କରିଥିଲେ ରୁଷିଆ-ଚାଇନା, ଆମେରିକାର ଅଭିଯୋଗ…
ଓ୍ବାଶିଂଟନ/ମସ୍କୋ/ବେଜିଂ,୩।୩ : ୟୁକ୍ରେନ୍ ଉପରେ କେବେ ଆକ୍ରମଣ କରାଯିବ ତାହା ଚାଇନା ଏବଂ ରୁଷିଆ ପୂର୍ବରୁ ସ୍ଥିର କରିଥିବା ଆମେରିକା ପକ୍ଷରୁ ଅଭିଯୋଗ ହୋଇଛି। ଚାଇନାରେ ଶୀତକାଳୀନ ଅଲିମ୍ପିକ୍ସ୍ ପରେ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଆମେରିକା ଗୁପ୍ତଚର…
ଭାରତୀୟ ଛାତ୍ରଙ୍କୁ ବନ୍ଧକ ରଖିଛି ୟୁକ୍ରେନ୍, ରୁଷିଆ ଆଣିଲା ଅଭିଯୋଗ…
ମସ୍କୋ/କ୍ୱିଭ୍,୩।୩ : ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ୍ ବନ୍ଧକ ରଖିଛି। ଏଭଳି ଅଭିଯୋଗ ରୁଷିଆ କରିଛି। ତେବେ ଏହାକୁ ଆମେରିକା ପକ୍ଷରୁ ଖଣ୍ଡନ କରାଯାଇଛି।ଯୁଦ୍ଧ ସମୟରେ ଏହା ରୁଷିଆର ଏକ ପ୍ରକାର ମିଥ୍ୟା ପ୍ରଚାର ବୋଲି ଆମେରିକା କହିଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ…
ଖେରସାନ ସହରକୁ କବଜା କଲା ରୁଷିଆ
କ୍ୱିଭ,୩ ।୩: ଲଗାତାର ଅଷ୍ଟମ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ବେଳକୁ ବେଳ ରୁଷିଆ ୟୁକ୍ରେନର ବଡ ବଡ ସହରକୁ ଟାର୍ଗେଟ କରୁଥିବା ବେଳେ ଭାରତୀୟ ସମୟ ଅନୁସାରେ ଗୁରୁବାର ସକାଳୁ ରୁଷିଆ ୟୁକ୍ରେନର ଖେରସାନ ସହର କବଜା କରିଥିବା…
ଉତ୍ତାପ ପାଇଁ ପୋଷାକ ଜାଳୁଛନ୍ତି
ମସ୍କୋ, ୩ା୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣର ଯନ୍ତ୍ରଣା କେବଳ ୟୁକ୍ରେନବାସୀ ନୁହଁନ୍ତି, ସେଠାରୁ ଜୀବନ ରକ୍ଷା ପାଇଁ ପଳାୟନ କରୁଥିବା ଅନ୍ୟ ଦେଶର ଲୋକେ ମଧ୍ୟ ଭୋଗୁଛନ୍ତି। ଆଫ୍ରିକା, ମଧ୍ୟପ୍ରାଚ୍ୟ, ଭାରତ ସମେତ ବିଭିନ୍ନ ଦେଶର ଲୋକେ ୟୁକ୍ରେନ୍ ସୀମାରେ…
ପୁଟିନ୍ଙ୍କ ଆଧିପତ୍ୟ ବଢ଼ିବ
ଓ୍ବାଶିଂଟନ,୩ା୩: ଭବିଷ୍ୟତରେ କ’ଣ ସବୁ ଘଟିବାକୁ ଯାଉଛି ତାହା ବୁଲଗେରିଆର ଜଣେ ଅନ୍ଧ ମହିଳା ପୂର୍ବାନୁମାନ କରିପାରୁଥିଲେ। ସେ ଜଣେ ଭବିଷ୍ୟବକ୍ତା ଥିଲେ ବୋଲି ତାଙ୍କ ଭବିଷ୍ୟବାଣୀଗୁଡ଼ିକୁ ଷଡ଼ଯନ୍ତ୍ର ସିଦ୍ଧାନ୍ତବାଦୀମାନେ ପ୍ରମାଣ ଭାବେ ବ୍ୟବହାର କରୁଛନ୍ତି। ୯/୧୧ ଆକ୍ରମଣ ଏବଂ ସିରିଆର…
ଶୂନ ଡିଗ୍ରୀ ତାପମାତ୍ରାରେ ୩୫ ଘଣ୍ଟା
ମୁମ୍ବାଇ,୩।୩: ୟୁକ୍ରେନ୍ରୁ ଫେରିଥିବା କେତେଜଣ ଛାତ୍ର ସେମାନଙ୍କ ଦୁଃଖଦ ଅନୁଭୂତି ବଖାଣିଛନ୍ତି। ସେମାନଙ୍କୁ ୟୁକ୍ରେନ୍ ସୀମାରେ ଶୂନରୁ କମ୍ ଡିଗ୍ରୀ ତାପମାତ୍ରାରେ ୩୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟରେ ଧାଡ଼ିରେ ଛିଡ଼ାହେବାକୁ ପଡ଼ିଥିଲା। ନା ଥିଲା ଖାଦ୍ୟ ନା ପାଣି। ଏପରିକି ଟଏଲେଟ…
ନ୍ୟୁଜିଲାଣ୍ଡ ପାର୍ଲାମେଣ୍ଟ ଗ୍ରାଉଣ୍ଡରେ ନିଆଁ
ଓ୍ବେଲିଙ୍ଗଟନ୍,୩।୩: କୋଭିଡ୍ ମହାମାରୀ ଟିକାକରଣକୁ ବିରୋଧ କରି ନ୍ୟୁଜିଲାଣ୍ଡ ରାଜଧାନୀ ଓ୍ବେଲିଙ୍ଗଟନ୍ରେ ୨୩ ଦିନ ଧରି ଜାରି ରହିଛି ବିକ୍ଷୋଭ। ବିକ୍ଷୋଭକାରୀମାନେ ଓ୍ବେଲିଙ୍ଗଟନ୍ରେ ଥିବା ପାର୍ଲାମେଣ୍ଟ ଗ୍ରାଉଣ୍ଡରେ ଟେଣ୍ଟ ବାନ୍ଧି ପ୍ରତିବାଦ କରୁଥିବାବେଳେ ବୁଧବାର ପୋଲିସ ଓ ସେମାନଙ୍କ ମଧ୍ୟରେ ସଂଘର୍ଷ…
ସିଡ୍ନୀରେ ବିଚିତ୍ର ପ୍ରାଣୀ
ସିଡ୍ନୀ,୩।୩: ଅଷ୍ଟ୍ରେଲିଆର ସିଡ୍ନୀ ସହର ରାସ୍ତାରୁ ଏକ ବିଚିତ୍ର ପ୍ରାଣୀ ମିଳିଛି, ଯାହା ଜୀବବିଜ୍ଞାନୀ, ଶିକ୍ଷାବିତ୍ ଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବିସ୍ମିତ କରିଛି। ହାରି ହାୟେସ୍ ନାମକ ବାଳକ ଗତ ସୋମବାର ସକାଳେ ଜଗିଂ କରିବାକୁ ଯାଇଥିବାବେଳେ ରାସ୍ତାରେ ଉକ୍ତ…
ଆଣବିକ ଯୁଦ୍ଧ ଧମକ ଦେଲା ରୁଷିଆ
କ୍ୱିଭ୍/ମସ୍କୋ,୩ା୩: ୟୁକ୍ରେନ୍ ଆକ୍ରମଣକୁ ସପ୍ତାହେ ବିତିଥିଲେ ହେଁ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ନିର୍ବାଚିତ ସରକାରକୁ ରୁଷିଆ ହଟାଇପାରି ନାହିଁ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ଶକ୍ତିଶାଳୀ ସେନା ସ୍ଥାନୀୟ ଲୋକଙ୍କ ପ୍ରତିରୋଧ ଯୋଗୁ ଜେଲେନ୍ସ୍କିଙ୍କ ପତନ ଘଟାଇ ନ ପାରି ରାଜଧାନୀ…
Archives


