ଶ୍ରୀଲଙ୍କାରେ ୭.୫୦ ଘଣ୍ଟା ବିଦ୍ୟୁତ୍କାଟ୍
କଲମ୍ବୋ,୨ା୩(ପି.ଟି): ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରେ ବୁଧବାର ୭.୫ ଘଣ୍ଟା ବିଦ୍ୟୁତ୍ କାଟ୍ ହୋଇଛି। ୧୯୯୬ ପରେ ଏହା ସବୁଠୁ ଦୀର୍ଘ ସମୟ ବିଦ୍ୟୁତ୍ କାଟ୍। ବିଦ୍ୟୁତ୍ ପ୍ଲାଣ୍ଟ ଚଳାଇବା ଲାଗି ଆବଶ୍ୟକ ଇନ୍ଧନ ଆମଦାନୀ ବିଲ୍ ଭରିବାକୁ…
ଦୁଇ ହଜାର ଜନସାଧାରଣଙ୍କ ଜୀବନ ନେଲାଣି ଯୁଦ୍ଧ
କ୍ୱିଭ,୨।୩: ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ୟୁକ୍ରେନରେ ଦୁଇ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ମୃତ୍ୟୁ ହୋଇଛି। ଯୋଗାଯୋଗ ବ୍ୟବସ୍ଥା, ହସ୍ପିଟାଲ୍ସ, ବାଳାଶ୍ରମ ଓ ଘର ନଷ୍ଟ କରି ଦିଆଯାଇଛି। ପ୍ରତି ଘଣ୍ଟାରେ ଶିଶୁ, ମହିଳା…
‘ଟ୍ରେନରେ ପଶିବାକୁ ଦେଉ ନାହାନ୍ତି, ଗୋଇଠା ମାରୁଛନ୍ତିି’
ନୂଆଦିଲ୍ଲୀ,୨।୩: ଭାରତୀୟ ସରକାର ସମସ୍ତ ନାଗରିକଙ୍କୁ ତୁରନ୍ତ ୟୁକ୍ରେନର ଦ୍ୱିତୀୟ ବୃହତ୍ ସହର ଖାରକିବ ଛାଡ଼ିବାକୁ ଆଡଭାଇଜରି ଜାରି କରିଥିବା ବେଳେ ସାମ୍ନାକୁ ଆସିଛି ବିଭିନ୍ନ ରେଳ ଷ୍ଟେଶନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ହତାଶ ପରିସ୍ଥିତି। “ପରିସ୍ଥିତି ଖରାପ ଅଛି। ଆମ…
ଧମକ ଦେଲା ରୁଷିଆ: ତୃତୀୟ ବିଶ୍ୱଯୁଦ୍ଧ ହେଲେ ପଡ଼ିବ ପରମାଣୁ ବୋମା
ମସ୍କୋ,୨।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ୭ ଦିନ ବିତିଛି। ରୁଷିଆ ସେନାର ଆକ୍ରମଣ କ୍ରମାଗତ ଭାବେ ୟୁକ୍ରେନ ଉପରେ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ରୁଷିଆ ପୁଣିଥରେ ବୁଧବାର ସମଗ୍ର ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି। ପଶ୍ଚିମ ଦେଶଗୁଡ଼ିକ…
‘ସନ୍ଧ୍ୟା ୬ଟା ସୁଦ୍ଧା ଖାରକିଭ ଛାଡ଼’
ନୂଆଦିଲ୍ଲୀ,୨।୩: ୟୁକ୍ରେନର ଖାରକିଭ ସହର ଉପରେ ରୁଷିଆ ତା’ର ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି କରିବାକୁ ଯାଉଛି। ଏଥିଯୋଗୁ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ସହର ଛାଡ଼ି ଚାଲିଯିବାକୁ କୁହାଯାଇଛି। ଏକ ଟୁଇଟ୍ ଯୋଗେ ଭାରତୀୟ ଦୂତାବାସ ପକ୍ଷରୁ…
କିଏ ସେହି ପୁଟିନ୍ଙ୍କ ପ୍ରେମିକା, ଯାହାଙ୍କୁ ନେଇ ଜୋର୍ଦାର ଚର୍ଚ୍ଚା
କ୍ୱିଭ୍,୨ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୁଦ୍ଧକୁ ନେଇ ଯେତିକି ଚର୍ଚ୍ଚାରେ ତା’ଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପ୍ରେମିକାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ। ଯୁଦ୍ଧକ୍ଷେତ୍ରରେ ସିନା କଠୋର କିନ୍ତୁ ବ୍ୟକ୍ତିଗତ ଜୀବନରେ ପୁଟିନ ବହୁତ ରୋମାଣ୍ଟିକ୍ ବୋଲି କୁହାଯାଏ।…
ୟୁକ୍ରେନ୍ରେ ଆଖି ବୁଜିଲେ ଆଉ ଜଣେ ଭାରତୀୟ ଛାତ୍ର
କ୍ୱିଭ,୨।୩: ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ର ବୁଧବାର ପ୍ରାଣ ହରାଇଛନ୍ତି। ତାଙ୍କର ମୃତ୍ୟୁ କୌଣସି ବୋମା କିମ୍ବା ମିସାଇଲ ମାଡ଼ରେ ହୋଇନାହିଁ, ବରଂ ସେ ହୃଦ୍ଘାତରେ ପ୍ରାଣ ହରାଇଥିବା ପ୍ରାଥମିକ ଭାବେ ସୂଚନାରୁ ଜଣାପଡ଼ିଛି। ପ୍ରାଣ ହରାଇଥିବା ଛାତ୍ର ହେଲେ…
ରୁଷିଆର ବର୍ବରତାକୁ ଉଚିତ ଦର୍ଶାଇଲେ ପୁଟିନଙ୍କ ସରକାରରେ ଥିବା ବିହାରୀ ନେତା
ମସ୍କୋ,୨।୩: ୟୁକ୍ରେନ ଉପରେ ରୁଷିଆର ବର୍ବରତାକୁ ଉଚିତ ଦର୍ଶାଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସରକାରରେ ବିଧାୟକ ଥିବା ଡ. ଅଭୟ କୁମାର ସିଂ। ସେ ହେଲେ ରୁଷିଆର ଜଣେ ଡେପୁଟାଟ, ଯିଏକି ଭାରତରେ ବିଧାୟକଙ୍କ ସହ…
ରୁଷିଆ ବିରୋଧରେ ଆପଲର ବଡ଼ ପଦକ୍ଷେପ
ଓ୍ବାଶିଂଟନ୍,୨।୩: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଦୃଷ୍ଟିରେ ରଖି ଆଇଫୋନ ଓ ଆଇମେକ୍ କମ୍ପ୍ୟୁଟର ଭଳି ଉତ୍ପାଦ ତିଆରି କରୁଥିବା ଆମେରିକାର ବେଶ୍ ନାଁକରା ଟେକ କମ୍ପାନୀ ଆପଲ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ରୁଷିଆରେ ନିଜର କୌଣସି ଉତ୍ପାଦ ବିକ୍ରୟ ନ…
ମାତୃତ୍ୱ ଗୃହକୁ ଜାଳିଦେଲେ ରୁଷିଆ ସୈନ୍ୟ: ଏହା ନରସଂହାର ନୁହେଁ କି, ପ୍ରଶ୍ନ କଲା ୟୁକ୍ରେନ
କ୍ୱିଭ,୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ସପ୍ତମ ଦିନରେ ବି ରୁଷିଆ ସେନା ଲଗାତର ଭାବେ ରାଜଧାନୀ କ୍ୱିଭରେ ବୋମାମାଡ଼ କରି କ୍ଷେପଣାସ୍ତ୍ର ନିକ୍ଷେପ କରୁଛନ୍ତି। ଇତିମଧ୍ୟରେ ୟୁକ୍ରେନର ଜ୍ୟୋଟମିରରେ ଥିବା ମାତୃତ୍ୱ ଗୃହକୁ ରୁଷିଆ ସେନା ଜାଳିଦେଇଥିବା…
ଖେରସନ୍ ସହରକୁ ଦଖଲ କଲା ରୁଷିଆ
କ୍ୱିଭ,୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ବୁଧବାର ହେଉଛି ସପ୍ତମ ଦିନ। ରୁଷିଆ ସେନା ଲଗାତର ଭାବେ ୟୁକ୍ରେନର ରାଜଧାନୀ କ୍ୱିଭରେ ବୋମାମାଡ଼ କରି କ୍ଷେପଣାସ୍ତ୍ର ନିକ୍ଷେପ କରୁଛି। ଏତଦ୍ ବ୍ୟତୀତ ବୁଧବାର ରୁଷିଆର ସେନା ଖେରସନ ସହରକୁ…
ରୁଷିଆ ବିରୋଧରେ ଅସ୍ତ୍ର ଉଠାଇଲେ ୟୁକ୍ରେନ ଗାୟକ
କ୍ୱିଭ,୨।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧର ସପ୍ତମ ଦିନରେ ବି ସଂଘର୍ଷ ଜାରି ରହିଛି। ପାରସ୍ପରିକ ବିବାଦ ହେତୁ ଦୁଇ ଦେଶ ମଧ୍ୟରେ ଜୋରଦାର ଲଢେଇ ଚାଲିଥିବା ବେଳେ ଲଗାତର ଭାବେ ରୁଷିଆ ସୈନ୍ୟ ୟୁକ୍ରେନର ବିଭିନ୍ନ ସହର ଉପରକୁ ବୋମାମାଡ଼…
Archives


