ଗୁଳି ଗୋଳା ଗର୍ଜନ ଭିତରରେ ବି ୟୁକ୍ରେନ ଛାଡି ପାରୁ ନାହାନ୍ତି ଜଣେ ଭାରତୀୟ
କ୍ୱିଭ,୭ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୧ ଦିନ ବିତିଗଲାଣି । ଯୁଦ୍ଧ ଭୂମି ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ କେନ୍ଦ୍ର ସରକାର ଅପରେଶନ ଗଙ୍ଗା ମାଧ୍ୟମରେ ଉଦ୍ଧାର କରି ଚାଲିଛନ୍ତି । ରବିବାର ୧୧ ବିମାନରେ ୟୁକ୍ରେନର…
୬୦ ଲକ୍ଷ ଟପିଲା କୋଭିଡ୍ ମୃତ୍ୟୁ
ବ୍ୟାଙ୍କକ୍,୭।୩ : କୋଭିଡ୍ ମହାମାରୀ ତୃତୀୟ ବର୍ଷରେ ପହଞ୍ଚତ୍ଥିବାବେଳେ ରବିବାର ରାତି ସୁଦ୍ଧା ବିଶ୍ୱରେ ମୃତ୍ୟୁସଂଖ୍ୟା ୬୦ ଲକ୍ଷ ଅତିକ୍ରମ କରିଛି। ଆମେରିକାରେ କୋଭିଡ୍ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ନିକଟବର୍ତ୍ତୀ ହୋଇଛି। ଓ୍ବାଲେର୍ଡାମିଟର ଅନୁଯାୟୀ ରବିବାର ରାତି ସୁଦ୍ଧା ବିଶ୍ୱରେ କୋଭିଡ୍…
କୃଷ୍ଣସାଗର ଉପରେ ରୁଷିଆ ନଜର
କ୍ୱିଭ୍, ୭ା୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ରବିବାର ୧୧ ଦିନ ପୂରିଥିବାବେଳେ ଦକ୍ଷିଣ-ପୂର୍ବ ବନ୍ଦର ସହର ମାରିୟୁପୋଲରେ ଦ୍ୱିତୀୟ ଥର ସାମୟିକ ଭାବେ ଅସ୍ତ୍ରବିରତି ଘୋଷଣା କରାଯାଇଛି। ସାଧାରଣ ନାଗରିକ ସେଠାରୁ ସୁରକ୍ଷିତ ଭାବେ ବାହାରିବା ନିମନ୍ତେ ମାନବୀୟ କରିଡର…
ରୁଷିଆ-ବେଲାରୁସରେ ସମସ୍ତ ସେବା ବନ୍ଦ କଲା ଆମେରିକାନ ଏକ୍ସପ୍ରେସ୍
ୱାଶିଂଟନ,୭ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୧୨ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ରୁଷିଆ ଉପରେ ବିଭିନ୍ନ ଦେଶ ପକ୍ଷରୁ ଭିନ୍ନ ଭିନ୍ନ ପ୍ରତିବନ୍ଧକ ଲଗାଗଲାଣି । ଏହାପରେ ବି ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି ।…
‘ଗଙ୍ଗା’ ଅପରେଟ୍ କରୁଛନ୍ତି ସୁପର ୩୦
କ୍ୱିଭ୍,୭।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରୀଛାତ୍ରମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଏହାର ସଫଳ ରୂପାୟନ ପାଇଁ ଭାରତ ସରକାର ବିଭିନ୍ନ ପନ୍ଥା ଆପଣାଉଥିବାବେଳେ ଉଦ୍ଧାର କାର୍ଯ୍ୟରେ ପ୍ରମୁଖ…
ବିଶ୍ୱ ଅର୍ଥନୀତି ପ୍ରଭାବିତ
ମସ୍କୋ/ଓ୍ବାଶିଂଟନ/ଲଣ୍ଡନ,୭ା୩: ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍ ଆକ୍ରମଣକୁ ନେଇ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ ଆର୍ଥିକ କଟକଣା ଜାରି କରିବାରେ ଲାଗିଛନ୍ତି। ଆଧୁନିକ ବିଶ୍ୱର ଇତିହାସରେ ଅଦ୍ୟାବଧି କୌଣସି ବୃହତ୍ ଅର୍ଥନୀତି ବିରୋଧରେ ଏତେ କଠୋର କଟକଣା ଲାଗି…
ରୁଷିଆରେ ସମସ୍ତ ସେବା ବନ୍ଦ କଲା ନେଟଫ୍ଲିକ୍ସ
ମସ୍କୋ,୭ ।୩: ୟୁକ୍ରେନ୍-ରୁଷିଆ ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଦୀର୍ଘ ୧୨ ଦିନର ଘମାଘୋଟ ଲଢେଇ ଭିତରେ ଛାରଖାର ହୋଇଗଲାଣି ୟୁକ୍ରେନ୍ । ଏପଟେ ରୁଷିଆର ଜିଦ୍ ଯୋଗୁ ଯୁଦ୍ଧ ବେଳକୁ ବେଳ ଆହୁରି ଭୟଙ୍କର…
ବୁଦାପେଷ୍ଟରେ ପହଞ୍ଚିବାକୁ ଜାରି ହେଲା ନୂଆ ଆଡଭାଇଜରି
ନୂଆଦିଲ୍ଲୀ,୬।୩: ୟୁକ୍ରେନ୍ରୁ ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେଠାରେ ଆହୁରି ଅନେକ ରହିଯାଇଥିବା ବେଳେ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ପାଇଁ ରବିବାର ନୂଆ ଆଡଭାଇଜରି ଜାରି କରାଯାଇଛି। ୟୁକ୍ରେନ୍ ଏବଂ ହଙ୍ଗେରିରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ…
୧୦ ଦିନ ପରେ କୋଇଲା ଖଣିରୁ ମିଳିଲା ୧୪ ଶ୍ରମିକଙ୍କ ମୃତଦେହ
ବେଜିଂ,୬।୩: ଚାଇନାରେ ଭୁଶୁଡ଼ି ପଡ଼ିଥିବା ଏକ କୋଇଲା ଖଣିରେ ୧୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫେବୃୟାରୀ ୨୫ରେ ଗୁଇଝୋଉ ପ୍ରଦେଶର ସାନ୍ହେ ଶୁନଜୁନ୍ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ବହୁସଂଖ୍ୟାରେ ଶ୍ରମିକ ଏଥିରେ ଫସି ରହିଥିଲେ। ୧୦ ଦିନ ହେଲା…
‘ଯୁଦ୍ଧରେ ମଲେଣି ୧୧ ହଜାର ରୁଷୀୟ ସୈନ୍ୟ; ୨୮୫ ଟ୍ୟାଙ୍କ୍, ୪୪ ବିମାନ ଧ୍ୱଂସ’
କ୍ୱିଭ୍,୬।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୧୧ ତମ ଦିନ। ରୁଷିଆର ଭୟଙ୍କର ଆକ୍ରମଣରେ ୟୁକ୍ରେନର ଅନେକ ସହର ନଷ୍ଟ ହୋଇଯାଇଛି। ଏଥି ସହିତ, ୟୁକ୍ରେନ ଛାଡୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି…
ରୁଷିଆରେ ଯୁଦ୍ଧ ବିରୋଧୀ ଆନ୍ଦୋଳନ ପାଇଁ ୧,୧୦୦ ଅଟକ
ମସ୍କୋ,୬।୩: ୟୁକ୍ରେନ ଉପରେ ସାମରିକ ଆକ୍ରମଣର ବିରୋଧରେ ରୁଷିଆରେ ତେଜିବାରେ ଲାଗିଛି ଆନ୍ଦୋଳନ। ବିଭିନ୍ନ ସହରରେ ରବିବାର ଯୁଦ୍ଧ ବିରୋଧୀ ବିକ୍ଷୋଭରେ ଜଡ଼ିତ ୧,୧୦୦ ଲୋକଙ୍କୁ ଅଟକ ରଖାଯାଇଛି। ଏ ନେଇ ସୂଚନା ଦେଇଛି ବିରୋଧୀ ଦଳର ଆନ୍ଦୋଳନ ଉପରେ ନଜର…
ୟୁକ୍ରେନ ସବୁ ସର୍ତ୍ତ ମାନିଲେ ବନ୍ଦ ହେବ ଯୁଦ୍ଧ: ପୁଟିନ୍
ମସ୍କୋ,୬।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୧ ଦିନ ହେବଜାରି ରହିଛି। କିନ୍ତୁ ପରିସ୍ଥିତି ସ୍ବାଭାବିକ ହୋଇନାହିଁ। ରୁଷିଆ ୟୁକ୍ରେନ ଉପରେ ପ୍ରବଳ ବୋମା ମାଡ କରୁଛି। ଫଳରେ ଅନେକ ସହର ଧ୍ୱଂସ ହୋଇଯାଇଛି। ତେବେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ କେବେ…
Archives


