ମଙ୍କିଫକ୍ସ ରୂପ ବଦଳାଇବା ପ୍ରମାଣ ନାହିଁ

ଜେନେଭା,୨୪।୫: ମଙ୍କିପକ୍ସ ଏବେ ୧୨ରୁ ଅଧିକ ଦେଶକୁ ସଂକ୍ରମିତ ହୋଇଥିବାବେଳେ ଏହି ଭୂତାଣୁ ରୂପ ବଦଳାଇବାର କୌଣସି ପ୍ରମାଣ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପାଖରେ ନାହିଁ। ପଶ୍ଚିମ ଓ କେନ୍ଦ୍ରୀୟ ଆଫ୍ରିକାରେ ସଂକ୍ରମିତ ହେଉଥିବା ଏହି ଭୂତାଣୁରେ ପରିବର୍ତ୍ତନର ଲକ୍ଷଣ ଦେଖାଯାଇ ନ ଥିବା ଡବ୍ଲ୍ୟୁଏଚ୍‌ଓର ବରିଷ୍ଠ କାର୍ଯ୍ୟନିର୍ବାହୀ ରୋସାମୁଣ୍ଡ ଲଓ୍ବେିସ୍‌ କହିଛନ୍ତି। ୟୁରୋପ ଓ ଉତ୍ତର ଆମେରିକୀୟ ଦେଶରେ ଶତାଧିକ ମକ୍ସିପକ୍ସରେ ଆକ୍ରାନ୍ତ ହେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କୁ ହତ୍ୟା ଷଡ଼ଯନ୍ତ୍ର: ଗସ୍ତଦଳ ଯାଉଥିବା ପୋଲ ତଳେ ଥିଲା ବୋମା…

ମସ୍କୋ,୧।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋର ଏକ ପୋଲ ଉପରେ ହତ୍ୟା କରିବାର ଷଡଯନ୍ତ୍ର ହୋଇଥିବା ଘଟଣାର ପର୍ଦ୍ଦଫାଶ ହୋଇଛି। ତେବେ ଏହାକୁ...

ରୁଷିଆ ଉପରେ ପୁଣି ୟୁକ୍ରେନର ଆକ୍ରମଣ

ମସ୍କୋ,୪ା୮: ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି। ପରସ୍ପର ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ରୁଷିଆର ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଶୁକ୍ରବାର ସକାଳେ ନୋଭୋରୋସିଏସ୍କର କଳା...

ଇରାନ କ୍ରାନ୍ତିର ୪୪ତମ ବାର୍ଷିକୀ ଉତ୍ସବରେ ରାଷ୍ଟ୍ରପତିଙ୍କ ଟିଭି ଭାଷଣ ପ୍ରସାରଣକୁ ରୋକିଲେ ହ୍ୟାକର…

ତେହେରାନ,୧୨।୨ : ଇରାନ କ୍ରାନ୍ତିର ୪୪ ତମ ବାର୍ଷିକୀକୁ ଲୋକମାନେ ଶନିବାର ଉତ୍ସାହର ସହ ପାଳନ କରିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ସରକାରୀ ବିରୋଧୀ...

୨୪ ଘଣ୍ଟା ପର୍ଯ୍ୟନ୍ତ ଶରୀର ବାହାରେ ସୁରକ୍ଷିତ ରହିପାରିବ ମାନବ ହୃଦୟ

ଲଣ୍ଡନ,୧୫।୨: ଏବେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍‌ କରିବା ସହଜ ହୋଇପାରିବ। ଶରୀର ବାହାରେ ନୂତନ ଜ୍ଞାନକୌଶଳ ଦ୍ୱାର ୨୪ ଘଣ୍ଟା ସୁରକ୍ଷିତ ରଖାଯାଇପାରିବ। କେତେକ କୃତ୍ରିମ ଉପକରଣ...

କରୋନା ଭ୍ୟାକ୍ସିନ ‘ଫାଇଜର’ର ସାଇଡ ଇଫେକ୍ଟ: ନରୱେରେ ୨୩ ମୃତ

ଓସଲୋ,୧୬ ।୧: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ଭ୍ୟାକ୍ସିନ ମୁଖ୍ୟ ଅସ୍ତ୍ର ପାଲଟିଛି । ବିଶ୍ୱର ବିଭିନ୍ନ ବିକାଶଶୀଳ ଦେଶରେ ଏହି ଭ୍ୟାକ୍ସିନ ପ୍ରସ୍ତୁତ...

ଭାଇରାଲ ହେଉଛି ତାଲିବାନ ରାଜର ପ୍ରଥମ ଫଟୋ: ଛାତ୍ରୀ ଓ ଛାତ୍ରଙ୍କ ମଝିରେ ଲାଗିଲା ପରଦା

କାବୁଲ,୬ ।୯: ଆଫଗାନିସ୍ତାନ ତାଲିବାନ ନିୟନ୍ତ୍ରଣକୁ ଆସିବା ପରେ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା କି...

ଜିତିବ ରୁଷିଆ: ପୁଟିନ

ମସ୍କୋ,୧୯ ।୧: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଏହାର କୌଣସି ଅନ୍ତ ନଜର ଆସୁନହିଁ । ଇତିମଧ୍ୟରେ ରୁଷିଆ ରାଷ୍ଟ୍ରପତି...

ଅଷ୍ଟ୍ରେଲିଆରେ ପ୍ରବଳ ବନ୍ୟା: ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ସାପ, ବୃଢିଆଣୀ

କାନବେରା,୨୩।୩: ଅଷ୍ଟ୍ରେଲିଆର ଜନବହୁଳ ରାଜ୍ୟ ନ୍ୟୁ ସାଉଥ ୱେଲ୍ସରେ ପ୍ରବଳ ବର୍ଷା ବିଭିନ୍ନ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଛି। ମଣିଷମାନଙ୍କ ସହିତ ପଶୁମାନେ ମଧ୍ୟ ନିଜ...

Advertisement
Archives

Model This Week