ଅନ୍ତର୍ଜାତୀୟ

ଭାରତୀୟ ବଂଶୋଦ୍ଭବ ରଚନା ହେଲେ ଆମେରିକା ରାଷ୍ଟ୍ରଦୂତ

ଓ୍ବାଶିଂଟନ୍‌, ୧୭ା୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତୀୟ ବଂଶୋଦ୍ଭବ ରଚନା ସଚସେବ କୋରହୋନେନ୍‌ଙ୍କୁ ମାଲି ପାଇଁ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ଏ ନେଇ ହ୍ବାଇଟ୍‌ହାଉସ ପକ୍ଷରୁ ଘୋଷଣା କରାଯାଇଛି। ମାସକରେ କୌଣସି ଭାରତୀୟ ବଂଶୋଦ୍ଭବଙ୍କୁ ଏଭଳି ନିଯୁକ୍ତି ମିଳିବାରେ ଏହା…

ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ, ରୁଷିଆର ୨୦ ହଜାର ସେନାଙ୍କର ହେଲାଣି ମୃତ୍ୟୁ: ଜେଲେନ୍‌ସ୍କି

କ୍ୱିଭ,୧୭ ।୬: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ ହୋଇଛି । ଏହାରି ଭିତରେ ଉଭୟ ଦେଶ ବହୁ କ୍ଷତି ସହିଲାଣି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କି କହିଛନ୍ତି ଏହି ଯୁଦ୍ଧରେ ଉଭୟ ଦେଶ ବହୁ ସେନାଙ୍କୁ ହରାଇଲାଣି । ୟୁକ୍ରେନର…

୧୮୩ ଦିନ ପରେ ପୃଥିବୀକୁ ଫେରିଲେ ୩ ଚାଇନା ମହାକାଶଚାରୀ…

ବେଜିଂ, ୧୬।୪ : ଚାଇନାର ୩ ଜଣ ମହାକାଶଚାରୀ ୧୮୩ ଦିନ ପରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତିି। ମହାକାଶରେ ୬ ମାସ ବିତାଇବା ପରେ ମହାକାଶଚାରୀମାନେ ଶେନଝୁ-୧୩ କ୍ୟାପସୁଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। କ୍ୟାପସୁଲରେ ମହାକାଶଚାରୀ ଝାଇ ଝିଙ୍ଗାଙ୍ଗ୍‌, ଓ୍ବାଙ୍ଗ୍‌ ଓ୍ବାପିଙ୍ଗ୍‌ ଏବଂ…

ଆଫଗାନିସ୍ତାନରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୫ ଶିଶୁ ମୃତ

କାବୁଲ,୧୬ା୪: ଆଫଗାନିସ୍ତାନର ଖୋଷ୍ଟ ଏବଂ କୁନାର ପ୍ରଦେଶରେ ପାକିସ୍ତାନୀ ବିମାନଗୁଡ଼ିକ ଅନେକ ଥର ଏୟାର ଷ୍ଟ୍ରାଇକ କରିଛନ୍ତି। ଏହି ଆକ୍ରମଣରେ ୫ ଜଣ ଶିଶୁ ଏବଂ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଆଫଗାନିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖୋଷ୍ଟ ପ୍ରଦେଶର ଅଧିକାରୀମାନେ…

ବୋରିସ୍‌ଙ୍କୁ ରୁଷିଆରେ ପ୍ରବେଶ ମନା…

ମସ୍କୋ, ୧୬।୪ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ରୁଷିଆରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବ୍ରିଟେନର ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସରକାର ଏହି ପଦକ୍ଷେପ ନେଇଛନ୍ତି। ନ୍ୟୁଜ ଏଜେନ୍ସି ଏଏଫ୍‌ପି କହିଛି ଯେ ରୁଷିଆର…

ଚାଇନା-ତାଇଓ୍ବାନ ଯୁଦ୍ଧ ହେଲେ କାହାର ହେବ କ୍ଷତି ?…

ବେଜିଂ, ୧୬।୪ : ତାଇୱାନ ପ୍ରସଙ୍ଗରେ ଚାଇନ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢ଼ିିବାରେ ଲାଗିଛି। କିନ୍ତୁ ନିକଟରେ ତାଇୱାନ ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ତାଇୱାନ ଚାଇନାକୁ ୨୭୦ ବିଲିୟନ…

ବାଂଲାଦେଶରେ ମାନବାଧିକାର ସ୍ଥିତି, ଆମେରିକାକୁ ହସିନା ସରକାରଙ୍କ ଜବାବ୍‌…

ଢାକା, ୧୬।୪ : ମାନବ ଅଧିକାର ପରିସ୍ଥିତି ଉପରେ ଆମେରିକାର ବୈଦେଶିକ ବିଭାଗର ରିପୋର୍ଟକୁ ବାଂଲାଦେଶ ସରକାର ସମାଲୋଚନା କରିଛନ୍ତି। ଏଥି ସହିତ ଏହି ପ୍ରସଙ୍ଗରେ ଦେଶ ମଧ୍ୟରେ ରାଜନୈତିକ ମତଭେଦ ଦେଖାଦେଇଛି। ଆମେରିକାର ରିପୋର୍ଟକୁ ସ୍ବାଗତ କରି ବିରୋଧୀ ବାଂଲାଦେଶ…

ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ: ୩୫ ମୃତ

ହରାରେ,୧୫।୪: ଜିମ୍ବାଓ୍ବେର ଚିପିଙ୍ଗେ ଜିଲାରେ ଏକ ଟୁରିଷ୍ଟ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୩୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବସ୍‌ଟି ୧୦୬ ଜଣ ଯାତ୍ରୀଙ୍କୁ ଧରି ଜିମ୍ବାଓ୍ବେର ପୂର୍ବାଞ୍ଚଳ ଧାର୍ମୀକ ସ୍ଥଳ ଭ୍ରମଣରେ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିବା…

ଯୁଦ୍ଧରେ ପ୍ରାଣ ହରାଇଲେଣି ୩ହଜାରରୁ ଅଧିକ ସେନା, ୧୦ ହଜାର ଆହତ: ଜେଲେନ୍‌ସ୍କି

କ୍ୱିଭ,୧୬ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ ହୋଇଗଲାଣି । ଏହାପରେ ବି ଦୁଇଦେଶ ପକ୍ଷରୁ ଯୁଦ୍ଧ ବିରାମର କୌଣସି ସୂଚନା ମିଳିପାରୁ ନାହିଁ । ଏହାରି ଭିତରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆହୁରି ଆକ୍ରମକ ହୋଇଯାଉଛନ୍ତି । ୟୁକ୍ରେନକୁ…

ପରମାଣୁ ଆକ୍ରମଣ କରିପାରନ୍ତି ପୁଟିନ: ଜେଲେନ୍‌ସ୍କି

କ୍ୱିଭ,୧୬ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୫୨ ଦିନରେ ପହଞ୍ଚିଲାଣି । ରୁଷିଆ ଆକ୍ରମଣରେ ଧ୍ୱଂସ ବିଧ୍ୱଂସ୍ତ ହେଲାଣି ୟୁକ୍ରେନର ବଡ ବଡ ସହର । ହଜାର ହଜାର ଲୋକଙ୍କ ଜୀବନ ବି ଗଲାଣି । ହେଲେ ଏତିକିରେ ବି ଯୁଦ୍ଧ କମିବାର…

ଗୁଗଲ୍‌ ମ୍ୟାପ୍‌ରେ ମୁଣ୍ଡବିହୀନ ମଣିଷ

ନ୍ୟୁୟର୍କ,୧୬।୪: ଗୁଗଲ୍‌ ମ୍ୟାପ୍‌ ହେଉଛି ଏପରି ଏକ ସ୍ଥାନ, ଯେଉଁଠି ଆକସ୍ମିକ (କିମ୍ବା ଉଦ୍ଦେଶ୍ୟବିହୀନ) ଭାବେ ବିସ୍ମିତ କରିଦେବା ଭଳି ଅନେକ ଆବିଷ୍କାର ହୋଇଥାଏ। ଆମେରିକାର ନ୍ୟୁୟର୍କ ସିଟି ରାସ୍ତାରେ ଜଣେ ମୁଣ୍ଡବିହୀନ ମଣିଷ ବୁଲୁଥିବା ଗୁଗଲ୍‌ ମ୍ୟାପ୍‌ରେ ଠାବ ହେବା…

କ୍ୱିଭ୍‌ରୁ ରୁଷିଆ ସେନା ଫେରିବା ପରେ ମିଳିଲା ୯୦୦ରୁ ଊର୍ଦ୍ଧ୍ୱ ମୃତଦେହ

କ୍ୱିଭ,୧୬ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ ହେଲାଣି । ଏହାରି ଭିତରେ ରୁଷିଆ ସେନା ୟୁକ୍ରେନର ପ୍ରାୟ ସମସ୍ତ ବଡ ବଡ ସହରକୁ ଧ୍ୱଂସ କରିଦେଇଛନ୍ତି । ଏଥିରେ ୟୁକ୍ରେନର ରାଜଧାନୀ କ୍ୱିଭ ବି ସାମିଲ ଅଛି । କ୍ୱିଭରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri