ମହାମାରୀରେ ଏହି ଦେଶର ପିଲାମାନଙ୍କର ଆତ୍ମହତ୍ୟା ସଂଖ୍ୟା ଅଧିକ
ଟୋକିଓ,୧୪।୧୦: ଗତ ୪ ଶତାବ୍ଦୀ ଧରି ଜାପାନରେ ଅଧିକ ଶିଶୁ ଆତ୍ମହତ୍ୟା କରୁଥିବା ଜଣାପଡ଼ିଛି। କରୋନା ମହାମାରୀ ସମୟରେ ସ୍କୁଲ ଓ ଶ୍ରେଣାଗୃହ ବନ୍ଦ ରହିବା କାରଣରୁ ପାଖାପାଖି ୪୧୫ ଜଣ ପିଲା ନିଜ ଜୀବନ ହାରିଛନ୍ତି। ସେହିପରି ୧,...
୧୩ ମହଲା କୋଠାରେ ଅଗ୍ନିକାଣ୍ଡ, ୩୧ ଜୀବନ୍ତ ଦଗ୍ଧ…
ତାଇପେ,୧୪।୧୦: ତାଇଓ୍ବାନର ଦକ୍ଷିଣ ଅଞ୍ଚଳରେ ଗୁରୁବାର ଏକ ୧୩ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ୩୧ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୫୫ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୧୪ ଜଣ ଆହତଙ୍କ ମୃତ୍ୟୁ...
କନ୍ୟା ବିକି ଚଳୁଛନ୍ତି ଆଫଗାନ୍
କାବୁଲ, ୧୪ା୧୦: ଦାରିଦ୍ର୍ୟ, ବେରୋଜଗାରୀ, ଗମ୍ଭୀର ଅର୍ଥନୀତି ସଙ୍କଟ ଯୋଗୁ ଆଫଗାନିସ୍ତାନର ଘୁର୍ ପ୍ରାନ୍ତରେ ସ୍ଥିତି ଉଦ୍ବେଗଜନକ ରହିଛି। ଅର୍ଥ, ଘରୋଇ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଆଦି ବଦଳରେ ନିଜ ନାବାଳିକା ଝିଅ ଏପରିକି ଶିଶୁକନ୍ୟାଙ୍କୁ ମଧ୍ୟ ବିକି ଦେଉଛନ୍ତି ସେଠାକାର...
୨୭ଶହ ବର୍ଷ ତଳେ ବିୟର ପିଉଥିଲେ ମଣିଷ
ଓ୍ବାଶିଂଟନ,୧୪।୧୦: ବିୟର ଓ ପନିର ପ୍ରତି ମଣିଷର ଭଲ ପାଇବା ବହୁ ପୁରୁଣା। ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨୭୦୦ ବର୍ଷ ତଳେ ଅଷ୍ଟ୍ରିଆର ଲୁଣ ଖାଦାନରେ କାମ କରୁଥିବା କର୍ମୀମାନେ ବିୟର ଓ ପନିରର ମଜା ନେଉଥିଲେ। ଅଷ୍ଟ୍ରିଆନ୍...
ବିଦେଶ ମାଟିରେ ଶାରଦୀୟ ଦୁର୍ଗା ପୂଜା
ଫ୍ଲୋରିଡା,୧୩।୧୦: ଆମେରିକାର ଫ୍ଲୋରିଡା ରାଜ୍ୟରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଅନୁଷ୍ଠାନ ‘ଫ୍ଲୋରିଆ’ ତରଫରୁ ଟାମ୍ପା ସହରରେ ଶାରଦୀୟ ଦୁର୍ଗା ଉତ୍ସବର ଭବ୍ୟ ଆୟୋଜନ କରାଯାଇଛି । ସ୍ଥାନୀୟ ଆୟାପ୍ପା ମନ୍ଦିରରେ ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ...
‘ଫ୍ଲୋରିଆ’ ପରିବାର ପକ୍ଷରୁ ଆମେରିକାରେ ଦୁର୍ଗାପୂଜା…
ଓ୍ବାଶିଂଟନ,୧୩।୧୦: ସୁଦୂର ଆମେରିକାର ଫ୍ଲୋରିଡା ରାଜ୍ୟରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ଟାମ୍ପା ସହରରେ ଶାରଦୀୟ ଦୁର୍ଗାତ୍ସୋବର ଭବ୍ୟ ଆୟୋଜନ କରାଯାଇଛି। ସ୍ଥାନୀୟ ଆୟାପ୍ପା ମନ୍ଦିରରେ ଅକ୍ଟୋବର ୧୧ ତାରିଖରୁ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ...
ଏୟାରପୋର୍ଟରେ ବିନା ପୋଷାକରେ ହଠାତ୍ ଡ୍ୟାନ୍ସ କରିବାକୁ ଲାଗିଲେ ମହିଳା, ଆଉ ତା’ ପରେ…
ଜଣେ ମହିଳା ବିନା ପୋଷାକରେ ଡ୍ୟାନ୍ସ କରୁଥିବା ଭିଡିଓ ଦେଖିବାକୁ ମିଳିଛି। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମହିଳା ଜଣକ ଏୟାରପୋର୍ଟରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ମହିଳାଙ୍କୁ ଦେଖି ସୁରକ୍ଷାକର୍ମୀ ଜଣକ ତାଙ୍କୁ ଏକ କମ୍ବଳ ଘୋଡ଼ାଇ...
ରାଜ ପରିବାର ସଦସ୍ୟ କରି ପାରିବ ସମଲିଙ୍ଗୀ ବିବାହ, ଛାଡ଼ିବାକୁ ପଡ଼ିବନି ସିଂହାସନ…
ଆମଷ୍ଟେରଡାମ୍,୧୩।୧୦: ଏବେ ରାଜ ପରିବାରରେ ସମଲିଙ୍ଗୀ ବିବାହ କରିବା ସହଜ ହେବ। ରାଜ ପରିବାର ସଦସ୍ୟ ନିଜ ସିଂହାସନ ନ ଛାଡ଼ି ଏଭଳି ବିବାହ କରିପାରିବେ। ଏନେଇ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,...
ଆମେରିକାରେ ଲଖିମପୁର ବିରୋଧୀ ସ୍ବର, ଚାଷୀ ହତ୍ୟାକୁ ନିନ୍ଦା କଲେ ଅର୍ଥମନ୍ତ୍ରୀ…
ବୋଷ୍ଟନ,୧୩।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ବିରୋଧରେ ସ୍ବର ଉଠିବା ଆରମ୍ଭ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ଗସ୍ତରେ ହାଭାର୍ଡ କେନେଡ଼ି ସ୍କୁଲରେ ଏକ ଗଣମାଧ୍ୟମ ସମ୍ମିଳନୀରେ ଯୋଗ ଦେଇ ଚାଷୀ ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି। ଏନେଇ...
କୁଏତ୍ ମହିଳା ସୈନ୍ୟ ବାହିନୀରେ ହେବେ ସାମିଲ…
କୁଏତ୍ ସିଟି,୧୩।୧୦: ଏବେ କୁଏତ୍ ମହିଳା ଦେଶର ସୈନ୍ୟ ବାହିନୀରେ ସାମିଲ ହେବେ। ଏନେଇ ସରକାରଙ୍କ ପକ୍ଷରୁ ସ୍ବୀକୃତି ମିଳିଛି। ଏନେଇ କୁଏତ୍ ପ୍ରତିରକ୍ଷା ମନ୍ତ୍ରୀ ହମଦ୍ ଜବେର ଅଲ୍ ଅଲୀ ଅଲ୍ ସବାହ ସୂଚନା ଦେଇଛନ୍ତି। ସୈନ୍ୟ ବାହିନୀର...
ଆମେରିକା ଯାତ୍ରା କରିପାରିବେ ବିଦେଶୀ…
ଓ୍ବାଶିଂଟନ,୧୩।୧୦: ଏବେ ବିଦେଶୀ ଯାତ୍ରୀ ଆମେରିକା ଯାତ୍ରା କରିପାରିବେ। ୧୯ ମାସ ପରେ ଆମେରିକା କରୋନା ଯୋଗୁ ଜାରି ହୋଇଥିବା କଟକଣାକୁ କୋହଳ କରିଛି। କରୋନା ଟିକା ନେଇଥିବା ଯାତ୍ରୀ ଆମେରିକା ଆସି ପାରିବେ ବୋଲି ଜୋ ବାଇଡେନ୍ ପ୍ରଶାସନ...
ପୃଥିବୀ ବାହାରୁ ମିଳିଲା ରେଡିଓ ସିଗ୍ନାଲ
ନୂଆଦିଲ୍ଲୀ, ୧୩ା୧୦: ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନ ଅଛି କି ନା ସେ ନେଇ ଦୀର୍ଘଦିନରୁ ଗବେଷଣା ଜାରି ଥିବାବେଳେ ଏବେ ଏକ ଅଦ୍ଭୁତ ଘଟଣା ଆବିଷ୍କାର ହୋଇଛି। ପୃଥିବୀ ବାହାରୁ ଆସୁଥିବା ଏକ ପ୍ରକାର ରେଡିଓ ସିଗ୍ନାଲକୁ...
Archives


