ତୋପ-ଡ୍ରୋନ୍ର ଭିଡ଼ିଓ ପ୍ରସ୍ତୁତ କରି ଡରାଉଛି ଚାଇନା…
ବେଜିଂ, ୨୧।୪ : ଚାଇନା ଏବେ ଅର୍ନ୍ତଜାତୀୟସ୍ତରରେ ଅନ୍ୟ ଦେଶଙ୍କ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରାଇ ଡରାଇବାର ପ୍ରୟାସ କରୁଛି। ଏହା ଅନ୍ତର୍ଗତ ଭାଇନା ତୋପ ଏବଂ ଡ୍ରୋନ୍ର ଭିଡ଼ିଓ ପ୍ରସ୍ତୁତ କରି ଏହା ସୋସିଆଲ ମିଡ଼ିଆରେ ଅପଲୋଡ୍ କରିବା…
ଚାଇନା-ସୋଲୋମନ ଦ୍ୱୀପପୁଞ୍ଜ ସୁରକ୍ଷା ଚୁକ୍ତି, ଆମେରିକା ସମେତ ୪ ଦେଶର ବଢ଼ିଲା ଚିନ୍ତା…
ବେଜିଂ, ୨୧।୪ : ଆମେରିକା ସମେତ ଅଷ୍ଟ୍ରେଲିଆ, ଜାପାନ ଏବଂ ନ୍ୟୁଜିଲାଣ୍ଡ ଚାଇନା ଏବଂ ସୋଲୋମନ ଦ୍ୱୀପପୁଞ୍ଜ ମଧ୍ୟରେ ପ୍ରସ୍ତାବିତ ସୁରକ୍ଷା ଚୁକ୍ତିକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏକ ସ୍ବତନ୍ତ୍ର ଇଣ୍ଡୋ-ପାସିଫିକ ଅଞ୍ଚଳ ପାଇଁ ଏହା ଏକ ଗମ୍ଭୀର ବିପଦ…
କିଭ୍ରେ ଇୟୁ ପରିଷଦ ମୁଖ୍ୟ
କିଭ୍, ୨୧ା୪: ରୁଷିଆ ସହ ଲଢ଼େଇ ଜାରି ରଖିଥିବା ୟୁକ୍ରେନ୍ ପ୍ରତି ସମର୍ଥନ ଜଣାଇବା ପାଇଁ ୟୁରୋପୀୟ ସଂଘ(ଇୟୁ) ପରିଷଦ ମୁଖ୍ୟ ଚାର୍ଲସ ମାଇକେଲ ବୁଧବାର ଅଚାନକ କିଭ୍ ଗସ୍ତ କରିଛନ୍ତି। ଏ ବାବଦରେ ଚାର୍ଲସ ଏକ ଟୁଇଟ୍ ଯୋଗେ ସୂଚନା…
ଆମେରିକାକୁ ପ୍ରତ୍ୟର୍ପିତ ହେବେ ଆସେଞ୍ଜ
ଲଣ୍ଡନ, ୨୧ା୪: ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ ନିମନ୍ତେ ବ୍ରିଟେନ୍ର ଏକ କୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ମାମଲାକୁ ବ୍ରିଟେନ୍ ଆଭ୍ୟନ୍ତରୀଣ ମନ୍ତ୍ରୀ ପ୍ରୀତି ପଟେଲ୍ଙ୍କ ନିକଟକୁ ପଠାଯିବ। ଜୁଲିଆନ୍ଙ୍କ ଓକିଲ…
ନିରପେକ୍ଷ ତଦନ୍ତ ପ୍ରତିଶ୍ରୁତି ଦେଲେ ଗୋଟାବାୟା
କଲମ୍ବୋ, ୨୧ା୪: ଶ୍ରୀଲଙ୍କାରେ ଆର୍ଥତ୍କ ସଙ୍କଟ ନେଇ ସରକାରୀ ବିରୋଧୀ ଆନ୍ଦୋଳନ ଜାରି ରହିଥିବାବେଳେ ମଙ୍ଗଳବାର ଅପରାହ୍ନରେ ରାମବୁକାନାଠାରେ ପୋଲିସ ଗୁଳିରେ ପ୍ରଥମ କରି ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କୁ ନ୍ୟାୟ ଦାବିରେ ବହୁସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ…
ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ରୁଷିଆ
ମସ୍କୋ,୨୧ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ବେଳେ ରଷିଆ ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିଶାଇଲର ସଫଳ ପରୀକ୍ଷା କରିଛି । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଏହା ସେହିମାନଙ୍କ ବିଚାରକୁ ଭୋଜନ ପ୍ରଦାନ କରିବ ଯେଉଁମାନେ ୟୁକ୍ରେନ୍ ସହ ଚାଲିଥିବା…
ରୁଷିଆରେ ଯୁଦ୍ଧର ପ୍ରଭାବ: ଦେଖାଦେଲାଣି ଚିକିତ୍ସା ଉପକରଣ ଅଭାବ
କ୍ୱିଭ୍,୨୦ା୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିବାବେଳେ ଉଭୟଙ୍କୁ ମଧ୍ୟ ଏହାର ଭାର ବହନ କରିବାକୁ ପଡ଼ିବ। ଏହି ଯୁଦ୍ଧର ପ୍ରଭାବ ରୁଷିଆର ମଧ୍ୟ ସ୍ପଷ୍ଟ ଦେଖାଯାଉଛି। କହିବାକୁ ଗଲେ ରୁଷିଆ ହାତରେ, ଯେଉଁଠାରେ ୟୁରୋପରେ…
ଚାଇନା ସାଗରରେ ଟ୍ରାଫିକ୍ ଜାମ୍…
ବେଜିଂ, ୨୦।୪ : ଚାଇନାରେ କରୋନା ପୁଣି କରୋନା ସଂକ୍ରମଣ ଯୋଗୁ ଏହାର ଆର୍ଥିକ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ରାଜଧାନୀ ସାଂଘାଇରେ ସର୍ବାଧିକ କ୍ଷତି ଘଟିଛି। କରୋନା ଯୋଗୁ ସାଂଘାଇରେ ଗତ ଏକ ମାସ ଧରି ଲକ୍ଡାଉନ୍ ପଡ଼ିଥିଲା।…
ଡୋନବାସର ପ୍ରାକୃତିକ ସମ୍ପଦ ଉପରେ ରୁଷିଆ ନଜର, ୟୁକ୍ରେନ୍ ହେବ ଦୁଇଭାଗ !…
ମସ୍କୋ/କ୍ୱିଭ୍, ୨୦।୪ : ଗତ ଦୁଇ ମାସ ଧରି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହେବାର ନା ଧରୁନି। କ୍ୱିଭ୍ ଦଖଲ କରିବାରେ ବିଫଳ ହେବା ପରେ ରୁଷିଆ ବର୍ତ୍ତମାନ ୟୁକ୍ରେନର ପୂର୍ବ ଭାଗରେ ଥିବା ଡୋନବାସ ଦଖଲ କରିବାକୁ…
ଯୁଦ୍ଧ ଶେଷ କରିବାକୁ ଚାହୁଁନି ଆମେରିକା, ପୁଣି ୟୁକ୍ରେନ୍କୁ ଦେବ ସାମରିକ ସହାୟତା ପ୍ୟାକେଜ …
ଓ୍ବାଶିଂଟନ, ୨୦।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୫୬ ଦିନରେ ପହଞ୍ଚିଛି। ଉଭୟ ଦେଶ ନୋଇବାକୁ କରିବାକୁ ପ୍ରସ୍ତୁତ ନୁହଁନ୍ତି। ରୁଷିଆ ସୈନ୍ୟ ଦିନକୁ ଦିନ ଆକ୍ରମଣାତ୍ମକ ହେବାରେ ଲାଗିଛନ୍ତି। ୟୁକ୍ରେନ ସୈନ୍ୟବାହିନୀ ଆମେରିକା ଏବଂ ଅନ୍ୟାନ୍ୟ ବଡ…
ସୋଲୋମନ୍ ଆଇଲାଣ୍ଡ୍ସ ଯିବେ ପିଏଲ୍ଏ ସୈନ୍ୟ
ବେଜିଂ/ହୋନିଆରା,୨୦ା୪: ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୋଲୋମନ୍ ଆଇଲାଣ୍ଡ୍ସ ସହ ଚାଇନା ଏକ ସୁରକ୍ଷା ଚୁକ୍ତିରେ ସ୍ବାକ୍ଷର କରିଛି। ଉଭୟ ରାଷ୍ଟ୍ରର ବହିର୍ବ୍ୟାପାର ମନ୍ତ୍ରୀ ନିକଟରେ ସୁରକ୍ଷା ସହଭାଗିତା ଚୁକ୍ତିନାମାରେ ସ୍ବାକ୍ଷର କରିଥିବା ନେଇ ଚାଇନା ମୁଖପାତ୍ର ଓ୍ବାଙ୍ଗ୍ ଓ୍ବେନ୍ବିନ୍ ସୂଚନା…
ଡୋନ୍ବାସ୍ ମିଶନରେ ରୁଷିଆ
କିଭ୍, ୨୦ା୪: ପୂର୍ବ ୟୁକ୍ରେନ୍ ଉପରେ ରୁଷିଆ ଧ୍ୟାନ କେନ୍ଦ୍ରୀଭୂତ କରିଥିବାବେଳେ ମଙ୍ଗଳବାର ‘ବ୍ୟାଟେଲ ଅଫ୍ ଡୋନ୍ବାସ୍’ (ଡୋନ୍ବାସ୍ ଯୁଦ୍ଧ) ଅଭିଯାନ ଆରମ୍ଭ କରିଛି। ଡୋନ୍ବାସ୍ ଅଞ୍ଚଳର ଲୁହାନ୍ସ୍କ ଓ ଡୋନେସ୍କକୁ ଅକ୍ତିଆର ସହ ଯୁଦ୍ଧକ୍ଷେତ୍ରରେ ବିଜୟ ସୁନିଶ୍ଚିତ କରିବା ପାଇଁ…
Archives


