ଅନ୍ତର୍ଜାତୀୟ

ଏଠି ନଷ୍ଟ ହେଉଛି ଲକ୍ଷ ଲକ୍ଷ ଡୋଜ କରୋନା ଟିକା

ନାଇରୋବି,୨୪ ।୩: କେନିୟା ଫେବୃୟାରୀ ୨୮ରେ ଏକ୍ସପାୟର ହୋଇଯାଇଥିବା ଏସ୍ଟ୍ରାଜେନିକା କୋଭିଡ-୧୯ ଭ୍ୟାକ୍ସିନର ୮୪୦,୦୦୦ ଡୋଜକୁ ନଷ୍ଟ କରିବାକୁ ଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଶୀର୍ଷ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସମାଚାର ଏଜେନ୍ସି ସିହ୍ନିୁଆ ମନ୍ତ୍ରଣାଳୟର କ୍ୟାବିନେଟ…

ଆଫଗାନିସ୍ତାନରେ ବନ୍ଦ ହେଲା ବାଳିକା ସ୍କୁଲ

କାବୁଲ,୨୪।୩:ଆଫଗାନିସ୍ତାନ ଶାସନ ଭାର କଠୋରପନ୍ଥୀ ତାଲିବାନ୍‌ ସରକାର ହାତକୁ ଚାଲିଯିବା ପରେ ଦେଶରେ ଅସ୍ଥିରତା ଲାଗି ରହିଛି। ଏପର୍ଯ୍ୟନ୍ତ ତାଲିବାନ୍‌ ସରକାର ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିପାରିନାହିଁ। ମାର୍ଚ୍ଚ ୨୩ ଅର୍ଥାତ୍‌ ବୁଧବାରଠାରୁ ଦେଶର ସମସ୍ତ ସ୍କୁଲ ଖୋଲିବା ନେଇ…

ଲୁହାନସ୍କରେ ରୁଷିଆର ବିସ୍ଫୋରଣ: ୪ ମୃତ, ୬ ଗୁରୁତର

କ୍ୱିଭ୍‌,୨୪ା୩: ରୁଷିଆ-ୟୁକ୍ରେନ ଯୁଦ୍ଧ ୨୯ ଦିନରେ ପହଞ୍ଚିଛି। ମାତ୍ର କୌଣସି ପରିସ୍ଥିତିରେ ଯୁଦ୍ଧ ବନ୍ଦ ହେବା ପରି ମନେ ହେଉନାହିଁ। ରୁଷିଆ ଏହାର ଆକ୍ରମଣକୁ ତୀବ୍ର କରିଛି। ୟୁକ୍ରେନକୁ ଭୟଙ୍କର ପରିଣାମ ବିଷୟରେ ରୁଷିଆ ଚେତାବନୀ ଦେଇଛି। ଏଥିସହ ଲୁହାନସ୍କ ନିକଟରେ…

ଗାଦି ଛାଡ଼ିବେ ଇମ୍ରାନ

ଇସଲାମାବାଦ,୨୪ା୩: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ଅନୁଭବ କରସାରିଲେଣି ଯେ, ତାଙ୍କ ସରକାର ମାତ୍ର କିଛିଦିନର। ସେଥିପାଇଁ ସେ ବର୍ତ୍ତମାନ ଦେଶର ସାଧାରଣଙ୍କ ସମର୍ଥନ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ ମାର୍ଚ୍ଚ ୨୭ରେ ଇସଲାମାବାଦର…

୪୦୦ ମିଲିଲିଟର କ୍ଷୀରକୁ ୭୯୦ ଟଙ୍କା

କଲମ୍ବୋ,୨୪ା୩: ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବଂ ଚାଇନା ସମେତ ଅନେକ ଦେଶ ଋଣରେ ବୁଡ଼ି ଦେବାଳିଆ ଘୋଷିତ ହେବାକୁ ଯାଉଛନ୍ତି। ଫଳରେ ଦେଶରେ ମୁଦ୍ରାସ୍ଫୀତି ଲୋକଙ୍କୁ ଅନାହାର ଆଡ଼କୁ ଠେଲିଦେଉଛି। ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଦିନକୁ ଦିନ ଅହେତୁକ…

ଇମ୍ରାନ ଖାନ୍‌ଙ୍କୁ ମୂଷା କହିଲେ ବିଲାଓ୍ବଲ

ଇସଲାମାବାଦ,୨୪।୩:ଆଜିକାଲି ପାକିସ୍ତାନରେ ରାଜନୈତିକ ପରସ୍ଥିତି ସରଗରମ ରହିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଘେରିବାକୁ ସମଗ୍ର ବିରୋଧୀ ଏକଜୁଟ ହୋଇଛନ୍ତି। ପ୍ରତିଦିନ ଇମ୍ରାନ ଏବଂ ତାଙ୍କ ବିରୋଧୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଛି। ଗୁରୁବାର ବିଲାଓ୍ବଲ ଭୁଟ୍ଟୋ ଇମ୍ରାନ ଖାନଙ୍କ ଉପରେ ବର୍ଷିଛନ୍ତି। ବିଲାଓ୍ବଲ…

ରୁଷିଆ ସ୍ବର୍ଣ୍ଣ ଭଣ୍ଡାର ଉପରେ ଆମେରିକା ନଜର…

ଓ୍ବାଶିଂଟନ/ମସ୍କୋ,୨୪।୩ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣର ତୁରନ୍ତ ପରେ ଆମେରିକା ଏବଂ ଏହାର ସହଯୋଗୀମାନେ ବହୁ ଅଥନୈତିକ ପ୍ରତିବନ୍ଧକ ଲଗାଇଥିଲେ। ମାତ୍ର ଡଲାର ତୁଳନାରେ ହ୍ରାସ ପାଉଥିବା ରୁବେଲକୁ ଏବେ ଉଠାଇବା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଦ୍ୟମ ଆରମ୍ଭ…

ଏଠାରେ ଆଉ ପିନ୍ଧା ଯିବନି ମାସ୍କ୍‌…

ସିଙ୍ଗାପୁର,୨୪।୩ : ସିଙ୍ଗାପୁରରୁ ଏବେ କରୋନା କଟକଣା ହଟିବାକୁ ଯାଉଛି। ଟିକାକରଣ ପରେ ସିଙ୍ଗାପୁର ପ୍ରଶାସନ ନିଷ୍ପତ୍ତି ନେଇଛି ଯେ ଲୋକଙ୍କ ଗତିବିଧି ଉପରେ ଆଉ ପ୍ରତିବନ୍ଧକ ଲଗାଯିବ ନାହିଁ। ଏହା ବ୍ୟତୀତ, ଯଦି କେହି ଟିକାର ସମସ୍ତ ଡୋଜ୍‌ ନେଇଛନ୍ତି,…

ରୁଷିଆର ବଡ଼ ପରାଜୟ

କ୍ୱିଭ୍‌,୨୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଆଜିକୁ ଏକ ମାସ ବିତିଗଲାଣି। ଫେବୃଆରୀ ୨୪ରେ ଆଜିର ଦିନରେ ରୁଷିଆ ଆର୍ମି ୟୁକ୍ରେନରେ ପ୍ରବେଶ କରିଥିଲା, କିନ୍ତୁ ଗୋଟିଏ ମାସ ପରେ ମଧ୍ୟ ରୁଷିଆ ୟୁକ୍ରେନକୁ ପରାସ୍ତ କରିବାରେ ସକ୍ଷମ…

ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା, ଏବେ ଆମେରିକା ପ୍ରବେଶ କରିବା ସମ୍ଭାବନା !…

ଓ୍ବାଶିଂଟନ/ମସ୍କୋ,୨୪।୩ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ, ଏକ ଖବର ଏବେ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବୃଦ୍ଧି କରିଛି। ଯଦି ରୁଷିଆ ୟୁକ୍ରେନ ବିରୁଦ୍ଧରେ ଆଣବିକ ଅସ୍ତ୍ର ପ୍ରୟୋଗ କରେ, ତେବେ ଆମେରିକା ମଧ୍ୟ ଯୁଦ୍ଧରେ ପ୍ରବେଶ କରିବାକୁ ଯୋଜନା କରିଛି। ନ୍ୟୁୟର୍କ ଟାଇମ୍ସ…

ଆଣବିକ ଅସ୍ତ୍ରଶସ୍ତ୍ର ବନାମ ଟାଇଗର ଟିମ୍‌…

ଓ୍ବାଶିଂଟନ/ମସ୍କୋ,୨୪।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗତ ୪ ସପ୍ତାହ ଧରି ଯୁଦ୍ଧ ଜାରି ରହିଛି। ଏବେ ରୁଷିଆ ଆଣବିକ ଅସ୍ତ୍ରଶସ୍ତ୍ର ଆକ୍ରମଣର ଧମକ ଦେଉଛି। ରୁଷିଆର ଧମକକୁ ଦୃଷ୍ଟିରେ ରଖି ଆମେରିକା, ବ୍ରିଟେନ ଆଦି ଦେଶ ଏହି ଯୁଦ୍ଧ…

କେତେ ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି ନାଟୋ ଦେଲା ସୂଚନା…

ଓ୍ବାଶିଂଟନ/କ୍ୱିଭ୍‌/ମସ୍କୋ,୨୪।୩ : ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଆକଳନ କରିଛି ଯେ ୟୁକ୍ରେନରେ ଏକ ମାସ ଧରି ଚାଲିଥିବା ଯୁଦ୍ଧରେ ୭,୦୦୦ ରୁ ୧୫,୦୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ନାଟୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୟୁକ୍ରେନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri