ପୁଣି ଥରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହେଲେ ରାନିଲ ବିକ୍ରମସିଂଘେ
କଲମ୍ବୋ,୧୨।୫: ଶ୍ରୀଲଙ୍କାରେ ଗମ୍ଭୀର ଆର୍ଥତ୍କ ଓ ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ପୁଣି ଥରେ ଶାସନକୁ ଫେରିଛନ୍ତି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ସହ ବୁଧବାର ରୁଦ୍ଧଦ୍ୱାର ବୈଠକ ପରେ ୟୁନାଇଟେଡ୍ ନ୍ୟାଶନାଲ ପାର୍ଟି(ୟୁଏନ୍ପି) ନେତା ତଥା ୭୩…
ଦେଶ ଛାଡିପାରିବେନି ମହିନ୍ଦା ରାଜପାକ୍ସେ
କଲମ୍ବୋ,୧୨।୫: ଶ୍ରୀଲଙ୍କାରେ ଦିନକୁ ଦିନ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଆନ୍ଦୋଳନ ନିଆଁରେ ଜଳୁଛି ପୂରା ଦେଶ। ସବୁଠି ଦେଖିବାକୁ ମିଳିଛି ହିଂସା। ରାଜନେତାମାନେ ଭୟରେ ଆତ୍ମଗୋପନ କରିଛନ୍ତି। ଉତ୍ୟକ୍ତ ଲୋକେ ରାଜନେତାମାନଙ୍କୁ ଟାର୍ଗେଟ କରୁଥିବା ବେଳେ ଏଥିରୁ ପୋଲିସ ଓ…
ଏଲନ ମସ୍କଙ୍କୁ ସାହାଯ୍ୟ ମାଗିଲେ ୟୁକ୍ରେନ୍ କମାଣ୍ଡର
କ୍ୱିଭ,୧୨ ।୫: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମାରିଉପୋଲରେ ଜଣେ ୟୁକ୍ରେନ୍ କମାଣ୍ଡର ବୁଧବାର ସିଧାସଳଖ ଭାବେ ବିଶ୍ୱର ସବୁଠାରୁ ଧନି ବ୍ୟକ୍ତି ଏଲନ ମସ୍କଙ୍କୁ ସାହାଯ୍ୟ ମାଗିଛନ୍ତି । ରୁଷିଆ ସେନା ଦ୍ୱାରା କବଜା କରାଯାଇଥିବା ଦକ୍ଷିଣ ସହରରେ…
ସ୍ବିଡେନ ପ୍ରଧାନମନ୍ତ୍ରୀଙ୍କ ପାଇଁ ବୋରିସ ଜନ୍ସନ୍ ଚଳାଇଲେ ଡଙ୍ଗା
ଲଣ୍ଡନ,୧୨ା୫: ୟୁକ୍ରେନ ସଙ୍କଟ ମଧ୍ୟରେ ସ୍ବିଡେନ ଏବଂ ଫିନଲାଣ୍ଡ ଭବିଷ୍ୟତରେ ବିପଦକୁ ଦୃଷ୍ଟିରେ ରଖି ନାଟୋରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ସମୟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ର ରୁଷିଆର ଆକ୍ରମଣ ଘଟଣାରେ ସ୍ବିଡେନ ଏବଂ ଫିନଲାଣ୍ଡକୁ ସହାୟତା ପ୍ରଦାନ…
ପାଇଲଟ ଅସୁସ୍ଥ ହେବାରୁ ଯାତ୍ରୀ ବିମାନକୁ କରାଇଲେ ଅବତରଣ…
ଫ୍ଲୋରିଡା, ୧୨।୫ : ପାଇଲଟ ଅସୁସ୍ଥ ହୋଇପଡିଥିବାରୁ ଜଣେ ଯାତ୍ରୀ ଫ୍ଲୋରିଡାରେ ବିମାନକୁ ଅବତରଣ କରାଇଛନ୍ତି। ସର୍ବସାଧାରଣ ବିମାନ ଉଡ଼ାଣ ରେକର୍ଡିଂରେ ଅଜ୍ଞାତ ବ୍ୟକ୍ତିଙ୍କ ସ୍ବର ଶୁଣିବାକୁ ମିଳିଥିଲା ଯେ ବିମାନକୁ କିପରି ବନ୍ଦ କରାଯିବ ସେ ବିଷୟରେ ତାଙ୍କର କୌଣସି…
ଗଣେଶ ମନ୍ଦିର ଉପରେ ଆକ୍ରମଣ, ୨୨ଙ୍କୁ ଦଣ୍ଡାଦେଶ, ୬୨ ଅଭିଯୁକ୍ତ ଖଲାସ …
ଇସଲାମାବାଦ, ୧୨।୫ : ଗତ ବର୍ଷ ପଞ୍ଜାବ ପ୍ରଦେଶର ଏକ ଗଣେଶ ମନ୍ଦିର ଉପରେ ହୋଇ୍ଥିବା ଆକ୍ରମଣ ମାମଲାରେ ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ୨୨ ଜଣଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଅପରପକ୍ଷରେ ୬୨ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ…
ଭାରତ ପାକିସ୍ତାନ ବିରୋଧରେ କେବେ କରିବ ସାମରିକ କାର୍ଯ୍ୟାନୁଷ୍ଠାନ ? ଆମେରିକା ଗୁପ୍ତଚର ରିପୋର୍ଟ…
ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ଅଧିକ। ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର ରିପୋର୍ଟ ଅନୁଯାୟୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ମଧ୍ୟ ଚିନ୍ତାର ବିଷୟ ପାଲଟିଛି।…
ଟେକ୍ଅପ୍ ବେଳେ ଦୁର୍ଘଟଣା: ରନୱେରେ ଥିବା ଅବସ୍ଥାରେ ବିମାନରେ ଲାଗିଲା ନିଆଁ
ବେଜିଂ,୧୨ ।୫: ଚାଇନାର ଚୁଙ୍ଗଚିଙ୍ଗରେ ଗୁରୁବାର ଏକ ବଡ ଧରଣର ଦୁର୍ଘଟଣା ହୋଇଛି । ଏଠାକାର ବିମାନ ବନ୍ଦରରେ ତିବ୍ୱତ ଏୟାର ଲାଇନ୍ସର ବିମାନ ଟେକ୍ଅପ କରିବା ସମୟରେ ରନୱେରେ ଖସିଯାଇଥିଲା । ଫଳରେ ବିମାନରେ ନିଆଁ ଲାଗି ଯାଇଥିଲା ।…
୨ ବର୍ଷ ପରେ ଉତ୍ତର କୋରିଆରେ କରୋନା, ଲକ୍ଡାଉନ୍ ଘୋଷଣା କଲେ କିମ୍…
ପ୍ୟୋଙ୍ଗୟାଙ୍ଗ, ୧୨।୫ : କରୋନା ମହାମାରୀ ଆରମ୍ଭ ହେବାର ଦୁଇ ବର୍ଷ ପରେ ଉତ୍ତର କୋରିଆରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ପରେ ଉତ୍ତର କୋରିଆ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଗୁରୁବାର ଠାରୁ ଦେଶବ୍ୟାପୀ ଲକ୍ଡାଉନ୍…
କରୋନା ଆକ୍ରାନ୍ତଙ୍କଠାରେ ୨ ବର୍ଷ ପର୍ଯ୍ୟନ୍ତ ଦେଖାଯିବ ଲକ୍ଷଣ, ପ୍ରକାଶ ପାଇଲା ରିପୋର୍ଟ …
ବେଜିଂ, ୧୨।୫ : କରୋନା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅତିକମରେ ଅର୍ଦ୍ଧେକ ଆକ୍ରାନ୍ତଙ୍କଠାରେ ଦୁଇ ବର୍ଷ ପରେ ମଧ୍ୟ ଗୋଟିଏ କିମ୍ବା ଅଧିକ ଲକ୍ଷଣ ପ୍ରକାଶିତ ହେବାର ଆଶଙ୍କା ରହିଛି। ମଙ୍ଗଳବାର ଦ ଲାନସେଟ ରେସପୋରେଟାରୀ ମେଡ଼ିସିନ୍ରେ ପ୍ରକାଶିତ ଏକ…
ଇସ୍ରାଏଲ ଗୁଳିରେ ଟଳିଲେ ଖବରଦାତା
ଜେନିନ୍(ଓ୍ବେଷ୍ଟବ୍ୟାଙ୍କ), ୧୨ା୫: ପାଲେଷ୍ଟାଇନ କବ୍ଜାରେ ଥିବା ଓ୍ବେଷ୍ଟବ୍ୟାଙ୍କରେ ଅଲ୍-ଜଜିରା ସାମ୍ବାଦିକା ଶିରିନ୍ ଅବୁ ଅକ୍ଲେହ(୫୧) ଇସ୍ରାଏଲ ସେନା ଗୁଳିରେ ବୁଧବାର ପ୍ରାଣ ହରାଇଛନ୍ତି। ଜେନିନ୍ ସହରରେ ଇସ୍ରାଏଲ ପ୍ରତିରକ୍ଷା ବଳ (ଆଇଡିଏଫ୍) ଟାର୍ଗେଟ କରିବାବେଳେ ଶିରିନ୍ ଏହାର ରିପୋର୍ଟ କରିବାକୁ ଯାଇଥିଲେ।…
ଭୁଲ୍ରେ ନିଜ ସୈନିକଙ୍କ ଉପରେ ଆକ୍ରମଣ କଲା ରୁଷିଆ: ୟୁକ୍ରେନ କହିଲା, ଧନ୍ୟବାଦ୍
କ୍ୱିଭ୍,୧୧।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅଢେଇ ମାସରୁ ଅଧିକ ସମୟ ବିତିଗଲାଣି। ରୁଷିଆର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଯାଇଛି। ବୁଧବାର ୟୁକ୍ରେନରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ରୁଷିଆ ସେନା ହଠାତ୍ ନିଜର…
Archives


