ଅଧା ଯାତ୍ରାରୁ ବିମାନ ଉଡାଇବାକୁ ମନାକଲେ ପାଇଲଟ, କହିଲେ ସିଫ୍ଟ ସରିଯାଇଛି
ଇସଲାମାବାଦ,୧୭ ।୧: ରବିବାର ପାକିସ୍ତାନର ଜଣେ ପାଇଲଟ ସୌଦି ଆରବର ରାଜଧାନୀ ରିୟାଦରୁ ଏକ ବିମାନକୁୁ ଇସଲାମାବାଦ ଆଣିବାକୁ ମନା କରି ଦେଇଥିଲେ । ସେ କହିଥିଲେ କି ତାଙ୍କ ସିଫ୍ଟର ସମୟ ଶେଷ ହୋଇଛି ତେଣୁ ଏବେ ଆଉ...
୨୪ ଘଣ୍ଟାରେ ଓମିକ୍ରନ୍ ଆକ୍ରାନ୍ତ ପାଲଟୁୁଛନ୍ତି ସୁପର ସ୍ପ୍ରେଡର୍ …
ଓ୍ବାଶିଂଟନ, ୧୭।୧ : କରୋନା ମହାମାରୀର ଓମିକ୍ରନ ଭାରିଆଣ୍ଟ ଯୋଗୁ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଊଛି। ଫଳରେ ଆକ୍ରାନ୍ତ ୨୪ ଘଣ୍ଟା ମଧ୍ୟରେ ସୁପର ସ୍ପ୍ରେଡର୍ ପାଲଟୁଛନ୍ତି। ସଂକ୍ରମିତ ବ୍ୟକ୍ତି ୨୪ ଘଣ୍ଟା ମଧ୍ୟରେ ସଂସ୍ପର୍ଶରେ ଆସୁଥିବା ଅନ୍ୟ...
ପାକିସ୍ତାନୀ ବନ୍ଦୀଙ୍କ ମୁକ୍ତି ପାଇଁ ୪ ପଣବନ୍ଦୀ
ଓ୍ବାଶିଂଟନ୍, ୧୭ା୧: ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ମୁକ୍ତ କରାଯିବା ଦାବିରେ ଆମେରିକାର ଟେକ୍ସାସ୍ ସ୍ଥିତ କୋଲେଭିଲ୍ଲେରେ ଇହୁଦୀମାନଙ୍କ ପ୍ରାର୍ଥନା ସ୍ଥଳୀ(ସିନେଗଗ୍)ରେ ଜଣେ ବ୍ୟକ୍ତି ଶନିବାର ୪ ଜଣଙ୍କ ମୁଣ୍ଡ ଜାମିନ ରଖିଥିଲେ। ପ୍ରାୟ ୧୦ ଘଣ୍ଟାର ଅପରେଶନ ପରେ ବନ୍ଧକ...
ବିଦ୍ୟୁତ୍ ବିଲ୍ ଦିଅ, ନଚେତ୍ ମର
ନାପିତାଉ, ୧୭ା୧: ଗତବର୍ଷ ଫେବୃୟାରୀ ୧ରେ ମ୍ୟାନ୍ମାର ସେନା ଦେଶର ଶାସନ କବ୍ଜା କରିବା ପରଠାରୁ ଅର୍ଥବ୍ୟବସ୍ଥା ଘୋର ପ୍ରଭାବିତ ହୋଇଛି। ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ତଥା ଦେଶର ସର୍ବୋଚ୍ଚ ନେତ୍ରୀ ଅଙ୍ଗ୍ ସାନ୍ ସୁ ଚୀଙ୍କୁ ଶାସନରୁ...
ଗୁପ୍ତ ଅସ୍ତ୍ରଶସ୍ତ୍ର ଗୋଦାମର ପର୍ଦ୍ଦାଫାଶ୍…
କରାଚି, ୧୬।୧: ପାକିସ୍ତାନରେ ଏକ ଗୁପ୍ତ ଅସ୍ତ୍ରଶସ୍ତ୍ର ଗୋଦାମର ପର୍ଦ୍ଦାଫାଶ୍ ହୋଇଛି। ଏଠାରେ ଆଣ୍ଟି ଏୟାର କ୍ରାଫ୍ଟ ଗନ୍, ଷ୍ଟେନ୍ ଗନ୍, ରିଭରବଲ ଏବଂ ବିପୁଳ ପରିମାଣର ଗୁଳି ଜବତ ହୋଇଛି। ୧୨ ବର୍ଷ ତଳେ ଏସବୁ ଅସ୍ତ୍ରଶସ୍ତ୍ରକୁ ମାଟିରେ...
ଆଫଗାନିସ୍ତାନକୁ ସହାୟତାର ହାତ ବଢ଼ାଇଲା ନେପାଳ
କାଠମାଣ୍ଡୁ,୧୬ା୧: ଭାରତ ସହିତ ପଡ଼ୋଶୀ ଦେଶ ନେପାଳ ଆଫଗାନିସ୍ତାନକୁ ସହାୟତା ପଠାଇଛି। ଗତବର୍ଷ ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିଲା। ସେବେଠାରୁ ଦେଶର ଆଭ୍ୟନ୍ତରୀଣ ପରିସ୍ଥିତି କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ନେପାଳର ବୈଦେଶିକ ମନ୍ତ୍ରୀ ଡକ୍ଟର ନାରାୟଣ...
କରୋନା ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ, ସରକାରୀ ରିପୋର୍ଟ ମାତ୍ର ୪ ହଜାର…
ବେଜିଂ, ୧୬।୧ : ଚାଇନା ସରକାର କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଘଟଣାର ପର୍ଦ୍ଦାଫାଶ୍ ହୋଇଛି। ଜଣେ ବିଶ୍ଳେଷକ ଦାବି କରିଛନ୍ତି ଯେ ଚାଇନାରେ କରୋନା ମହାମାରୀ ମୃତ୍ୟୁ ସଂଖ୍ୟା ସରକାରୀ ତଥ୍ୟଠାରୁ ଢ଼େର ଅଧିକ। ଏହା ସରକାରୀ ରିପୋର୍ଟରେ...
ନ୍ୟୁଜିଲାଣ୍ଡ ନିକଟ ଟୋଙ୍ଗା ସମୁଦ୍ରରେ ଆଗ୍ନେୟଗିରି ଉଦଗିରଣ, ଜାପାନ ପର୍ଯ୍ୟନ୍ତ ପହଞ୍ଚିଲା ସୁମାନୀ, ଅଷ୍ଟ୍ରେଲିଆରେ ଆଲର୍ଟ
ଟୋଙ୍ଗା,୧୬ ।୧: ନ୍ୟୁଜିଲାଣ୍ଡ ନିକଟ ଟୋଙ୍ଗା ସମୁଦ୍ରରେ ଆଗ୍ନେୟଗିରି ଉଦ୍ଗିରଣ ହେବା ପରେ ସମୁଦ୍ରରେ ବଡ ବଡ ଲହଡି ମାଡି ଆସିଥିଲା । ଫଳରେ ସମୁଦ୍ର କୂଳରେ ଥିବା ଲୋକେ ଜୀବନ ବଞ୍ଚାଇବାକୁ ଉଚ୍ଚ ସ୍ଥାନକୁ ଚାଲିଯାଇଥିଲେ । ତେବେ...
ବିଶେଷଜ୍ଞଙ୍କ ଦାବି ସବୁଦିନ ପାଇଁ ରହିବ ନାହିଁ କରୋନା, ଖୁବଶୀଘ୍ର ହେବ ଶେଷ
ୱାଶିଂଟନ,୧୬ ।୧: ସାରା ବିଶ୍ୱ କରୋନା ମହାମାରୀର ନୂଆ ନୂଆ ଭାରିଏଣ୍ଟକୁ ଦେଖି ସାରିଲାଣି । ଏହାର ଭୟାବହତାକୁ ବି ଅଙ୍ଗେ ଲିଭାଇଲାଣି । କରୋନା ସବୁକ୍ଷେତ୍ରରେ ପ୍ରଭାବ ପକାଇ ସାରିଲାଣି । ଫଳରେ ଲୋକେ ବହୁ ସମସ୍ୟାର ସାମ୍ନା...
ବିମାନରେ ଖାଦ୍ୟ, ସ୍ନାକ୍ସ ଉପରେ ଲାଗିଲା ପ୍ରତିବନ୍ଧକ
ଇସଲାମାବାଦ,୧୫ା୧: ପାକିସ୍ତାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ବିମାନରେ ସ୍ନାକ୍ସ ଏବଂ ଭୋଜନ ପରିବେଷଣ ଉପରେ ଶନିବାର ନିଷେଧାଦେଶ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶନାମା ଦେଶର କୋଭିଡ୍-୧୯ ଟାସ୍କଫୋର୍ସ, ନ୍ୟାଶନାଲ କମାଣ୍ଡ ଆଣ୍ଡ୍ ଅପରେଶନ ସେଣ୍ଟର (ଏନ୍ଓସିସି) ପକ୍ଷରୁ ଆସିଛି।...
ଲିପୁଲେଖରେ ଭାରତର ସଡ଼କ ପ୍ରଶସ୍ତିକରଣକୁ ନେପାଳ ପକ୍ଷରୁ ବିରୋଧ…
କାଠମାଣ୍ଡୁ/ନୂଆଦିଲ୍ଲୀ, ୧୫।୧ : ଭାରତ ସରକାରଙ୍କ ପକ୍ଷରୁ ଉତ୍ତରାଖଣ୍ଡର ଲିପୁଲେଖରେ ସଡ଼କ ପ୍ରଶସ୍ତିକରଣ କାର୍ଯ୍ୟ ଜାରି ରହିଛି। ତେବେ ଏହାକୁ ନେପାଳ ପକ୍ଷରୁ ବିରୋଧ କରାଯାଇଛି। ଭାରତ ପକ୍ଷରୁ ନେପାଳ ସୀମାରେ ହସ୍ତକ୍ଷେପ କରାଯାଉଥିବା ଅଭିଯୋଗ ହୋଇଛି। ଶାସକ ଏବଂ...
ସମୁଦ୍ରରେ ଆଗ୍ନେୟଗିରି ଉଦ୍ଗିରଣ, ସୁନାମୀ ସହିତ ଆକାଶରୁ ପଥର ବର୍ଷା…
ଟୋଙ୍ଗା, ୧୫।୧ : ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଥିବା ପଲିନେସିଆ ଦେଶ ଟୋଙ୍ଗା ଦ୍ୱୀପ ନିକଟରେ ଥିବା ସମୁଦ୍ରରେ ଶନିବାର ଆଗ୍ନେୟଗଗିରି ଉଦ୍ଗିରଣ ଘଟିଛି। ଏହାର ପ୍ରଭାବରେ ଅକାଶରୁ ପଥର ବର୍ଷା ହେବା ସହିତ ସୁନାମୀ ସୃଷ୍ଟି ହୋଇଛି। ଏନେଇ...
Archives


