ବିମାନ ଯାତ୍ରୀଙ୍କ ପାଇଁ କୋଭିଡ ନିୟମରେ ପରିବର୍ତ୍ତନ କଲା ଆମେରିକା, ଆଉ ଦେବାକୁ ପଡିବ ନାହିଁ ଆର୍ଟିପିସିଆର ରିପୋର୍ଟ
ୱାଶିଂଟନ,୧୧ ।୬: ସାରା ବିଶ୍ୱରେ ଏବେ କରୋନାର ପ୍ରକୋପ ଧିରେ ଧିରେ କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ଦେଶରେ କରୋନା ନିୟମରେ ବି କୋହଳ ତଥା ପରିବର୍ତ୍ତନ କରାଗଲାଣି । ବିଭିନ୍ନ ପ୍ରତିବନ୍ଧକକୁ ହଟାଇ ଦିଆଗଲାଣି ।…
ଟ୍ରମ୍ପ୍ ରଚିଥିଲେ କ୍ୟାପିଟୋଲ ଦଙ୍ଗା ଷଡ଼ଯନ୍ତ୍ର
ଓ୍ବାଶିଂଟନ,୧୧ା୬:ଗତବର୍ଷ ଆମେରିକାର କ୍ୟାପିଟୋଲ ହିଲ୍ ଦଙ୍ଗା ଷଡ଼ଯନ୍ତ୍ର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରଚିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ ଟ୍ରମ୍ପ୍ କ୍ଷମତାରେ ରହିବା ପାଇଁ ଏହି ବିଦ୍ରୋହ ଲାଗି ନିଜର ହଜାର ହଜାର ସମର୍ଥକଙ୍କୁ ଉତ୍ତେଜକ ଭାଷଣ ଦେଇ…
ମୁଶାରଫଙ୍କ ଅବସ୍ଥା ଗୁରୁତର, ପରିବାର ପକ୍ଷରୁ କୁହାଗଲା-‘ ପ୍ରାର୍ଥନା କର’
ଇସଲାମାବାଦ,୧୦।୬: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସ୍ବାସ୍ଥାବସ୍ଥା ଗୁରୁତର ରହିଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ମୁସାରଫଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଶୁକ୍ରବାର ତାଙ୍କ ପରିବାରପକ୍ଷରୁ ଆଧିକାରୀକ ଭାବେ ସ୍ବାସ୍ଥାବସ୍ଥା ନେଇ ସୂଚନା…
ବ୍ରାଜିଲରେ ବ୍ୟାପିଲା ମଙ୍କିପକ୍ସ
ବ୍ରାସିଲିଆ,୧୦ା୬: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ସମେତ ବିଶ୍ୱର ପ୍ରମୁଖ ସ୍ବାସ୍ଥ୍ୟ ସଙ୍ଗଠନଗୁଡ଼ିକ ମଙ୍କିପକ୍ସର ବୃଦ୍ଧି ଘଟୁଥିବା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ମଙ୍କିପକ୍ସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଆମେରିକା, କାନାଡା, ମେକ୍ସିକୋ, ଅଷ୍ଟ୍ରେଲିଆ, ୟୁରୋପ ଏବଂ ବ୍ରିଟେନ ପରି…
ଆମେରିକାରେ ପୁଣି ଗୁଳିକାଣ୍ଡ: ଗଲା ୩ ଜୀବନ
ୱାଶିଂଟନ,୧୦।୬: ଆମେରିକାରେ ପୁଣି ଏକ ଗୁଳିକାଣ୍ଡ ଘଟିଛି। ନର୍ଦନ ମ୍ୟାରିଲାଣ୍ଡରେ ଥିବା ଗୋଟିଏ ଫ୍ୟାକ୍ଟ୍ରିରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ କରିଛି। ବନ୍ଧୁକଧାରୀ ଓ ଫ୍ୟାକ୍ଟ୍ରୀର ଜଣେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣଙ୍କ ଜୀବନ ଯାଇଥିବା…
ଥାଇଲାଣ୍ଡରେ ଗଞ୍ଜେଇ ବୈଧ
ବ୍ୟାଙ୍କକ୍, ୧୦ା୬:ଥାଇଲାଣ୍ଡ ଗଞ୍ଜେଇ ବ୍ୟବହାରକୁ ଗୁରୁବାର ବୈଧ ଘୋଷଣା କରିଛି। ଏପରି କରିବାରେ ଥାଇଲାଣ୍ଡ ଏସିଆ ମହାଦେଶର ପ୍ରଥମ ଦେଶ ହୋଇଛି। ଗଞ୍ଜେଇ ଚାଷ ଏବଂ ଖାଦ୍ୟ ସାମଗ୍ରୀରେ ଏହାର ବ୍ୟବହାର କରାଯାଇପାରିବ ବୋଲି ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ…
ରୁଷିଆ-ୟୁକ୍ରେନ ଯୁଦ୍ଧ: ନଷ୍ଟ ହୋଇଥିବା ପ୍ରତିଟି କୋଠାରେ ୫୦-୧୦୦ ଲୋକଙ୍କର ହୋଇଛି ମୃତ୍ୟୁ
କ୍ୱିଭ,୧୦ ।୬: ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲାଣି ଜାରି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଗୁରୁବାର ଏହି ଯୁଦ୍ଧର ୧୦୬ ଦିନରେ ସେବେରୋଦୋନେସ୍କରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ଜବରଦସ୍ତ ସଂଘର୍ଷ ହୋଇଥିବା ଜଣାପଡିଛି । ପ୍ରତିରକ୍ଷା ପାଇଁ…
ଆମେରିକା ନିମ୍ନ ସଦନରେ ବନ୍ଧୁକ ବିଲ୍ ପାରିତ
ଓ୍ବାଶିଂଟନ୍ ୧୦ା୬: ବଫାଲୋ, ନ୍ୟୁୟର୍କ, ଉଭାଲଡେ ଗୁଳିକାଣ୍ଡ ପରେ ଆମେରିକାର ଜୋ ବାଇଡେନ୍ଙ୍କ ସରକାର ବୁଧବାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ୍ରେ ବନ୍ଧୁକ ନିୟନ୍ତ୍ରଣ ବିଲ୍ ଆଣିଛନ୍ତି। ବିଲ୍ ସପକ୍ଷରେ ୨୨୩ ଭୋଟ ଏବଂ ବିପକ୍ଷରେ ୨୦୪ ଭୋଟ ପଡ଼ିଥିଲା। ଫଳରେ ନିମ୍ନସଦନରେ…
ଉଦ୍ଘାଟନ ନ ହେଉଣୁ ଭୁଷୁଡ଼ିଲା ବ୍ରିଜ୍, ୨୦ରୁ ଅଧିକ ଆହତ
ମେକ୍ସିକୋ,୯।୬: ମେକ୍ସିକୋରେ ସହରର ମେୟର ଗୁରୁବାର ଏକ ବ୍ରିଜ୍ ଉଦ୍ଘାଟନ କରୁଥିବା ବେଳେ ଏହା ଭୁଷୁଡି ପଡିଛି। ଫଳରେ ତାଙ୍କୁ ମିଶାଇ ୨୦ରୁ ଅଧିକ ଲୋକ ନଦୀ ଭିତରକୁ ଖସି ପଡ଼ି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା…
ଚାଇନାରେ ପ୍ରବଳ ବନ୍ୟା: ୧୦ ମୃତ, ୩ ନିଖୋଜ
ବେଜିଂ,୯ା୬: କେନ୍ଦ୍ରୀୟ ଚାଇନାର ହୁନାନରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଅତି କମ୍ରେ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ଜୁନ ଆରମ୍ଭରୁ ଏହି ରାଜ୍ୟରେ ବର୍ଷା ହୋଇଛି। ଅନ୍ୟ କେତେକ ରାଜ୍ୟରେ ମଧ୍ୟ ବର୍ଷା…
ଭାରତକୁ ପ୍ରଶଂସା କଲା ଚାଇନା
ବେଜିଂ,୯ା୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ସାହାଯ୍ୟ କରିଥିବାରୁ ଚାଇନା ଭାରତକୁ ପ୍ରଶଂସା କରିଛି। ଏକ ଖବରଦାତା ସମ୍ମିଳନୀରେ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, ଶ୍ରୀଲଙ୍କାକୁ ସାହାଯ୍ୟ କରିଥିବାରୁ ଭାରତକୁ ଅନେକ ଅନେକ ଧନ୍ୟବାଦ।…
ପୁଣି ଭଙ୍ଗାଗଲା ହିନ୍ଦୁ ମନ୍ଦିର
ଇସଲାମାବାଦ,୯ା୬: ପୁଣିଥରେ ପାକିସ୍ତାନରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। କରାଚିରେ ଥିବା ଏକ ହିନ୍ଦୁ ମନ୍ଦିରରେ ଦେବତାମାନଙ୍କର ମୂର୍ତ୍ତି ଭଙ୍ଗାଯାଇଛି। ବୁଧବାର କରାଚିର କୋରଙ୍ଗି ଅଞ୍ଚଳର ଶ୍ରୀ ମାରି ମାତା ମନ୍ଦିରରେ ଦେବୀଦେବଙ୍କ ମୂର୍ତ୍ତି…
Archives


