ବୋରିସ୍ଙ୍କ ମୁଣ୍ଡରେ ଅନାସ୍ଥା ଖଣ୍ଡା
ଲଣ୍ଡନ, ୬ା୬: କୋଭିଡ୍ ଲକ୍ଡାଉନବେଳେ କଟକଣା ଉଲ୍ଲଂଘନ କରି ସରକାରୀ କାର୍ଯ୍ୟାଳୟ ପରିସରରେ ପାର୍ଟି କରିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନଙ୍କ ପାଇଁ ସମସ୍ୟା ବଢ଼ାଇଛି। ‘ପାର୍ଟିଗେଟ୍’ ପାଇଁ ବିରୋଧୀଙ୍କ ସମେତ ବୋରିସ୍ଙ୍କୁ ନିଜ ଦଳ କଞ୍ଜରଭେଟିଭ୍ ପାର୍ଟିର କେତେକ ସଦସ୍ୟ…
ନାଇଜେରିଆ ଚର୍ଚ୍ଚରେ ଗୁଳିକାଣ୍ଡ, ୫୦ ମୃତ
ଅବୁଜା,୬ ।୬: ଦକ୍ଷିଣ-ପଶ୍ଚିମ ନାଇଜେରିଆର ଏକ ଚର୍ଚ୍ଚରେ ରବିବାର ପ୍ରାର୍ଥନା କରୁଥିବା ଲୋକଙ୍କ ଉପରକୁ ଗୁଳି କରାଯିବା ସହ ବିସ୍ଫୋରଣ କରାଯାଇଥିବା ଖବର ମିଳିଛି । ଯେଉଁଥିରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ରାଜ୍ୟର ଲୋକ ପ୍ରତିନିଧିମାନେ…
ପୁଣି ୟୁକ୍ରେନ ଉପରେ ମିଶାଇଲ୍ ମାଡ଼ କଲା ରୁଷିଆ
କିଭ୍,୫।୬: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉ ନାହିଁ। ଗତ କିଛିଦିନ ହେବ ଚୁପ୍ ରହିଥିବା ରୁଷିଆ ରବିବାର ପୁଣି ୟୁକ୍ରେନ ରାଜଧାନୀ କିଭ୍ ଉପରକୁ ମିଶାଇଲ୍ ମାଡ କରିଛି। କିଭ୍ ମେୟର ଏହି ସୂଚନା ଦେଇଛନ୍ତି।…
ପୁଣି ଚେତାବନୀ ଦେଲେ ପୁଟିନ
ମସ୍କୋ,୫।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାଶ୍ଚାତ୍ୟ ଦେଶଗୁଡିକୁ ପୁଣି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ପାଶ୍ଚାତ୍ୟ ଦେଶଗୁଡିକ ୟୁକ୍ରେନକୁ ଦୂର ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଇବା ଆରମ୍ଭ କରନ୍ତି, ତେବେ ରୁଷିଆ ନୂଆ ସ୍ଥାନ ଉପରେ ଆକ୍ରମଣ କରିବ। ପାଶ୍ଚାତ୍ୟ…
ଆମେରିକାରେ ପୁଣି ଗୁଳିକାଣ୍ଡ, ଫିଲାଡେଲଫିଆରେ ୩ ମୃତ ୧୧ ଆହତ…
ନୂଆଦିଲ୍ଲୀ, ୫।୬ : ଆମେରିକାରେ ପୁଣି ଗୁଳିକାଣ୍ଡ ଘଟିଛି। ଶନିବାର ବିଳମ୍ବିତ ରାତ୍ରରେ ଫିଲାଡେଲଫିଆର ସାଉଥ୍ ଷ୍ଟ୍ରିଟ୍ରେ ସପ୍ତାହ ଶେଷରେ ଅବସର ବିନୋଦନ ପାଇଁ ବହୁ ଲୋକ ଜମା ହୋଇଥିଲେ। ହଠାତ୍ ଜଣେ ଅଜ୍ଞାତ ବନ୍ଧୁଧାରୀ ପହଞ୍ଚି ଲୋକଙ୍କ ଉପରକୁ ଆଖିବୁଜା…
କଣ୍ଟେନର ଡିପୋରେ ଅଗ୍ନିକାଣ୍ଡ: ୧୬ ମୃତ, ୪୫୦ରୁ ଅଧିକ ଆହତ
ଢାକା,୫ା୬: ଦକ୍ଷିଣ-ପୂର୍ବ ବାଂଲାଦେଶର ଏକ ଆଭ୍ୟନ୍ତରୀଣ କଣ୍ଟେନର ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛ। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ ଅଧିକ ଲୋକ ଆହତ ହୋଇଥିବା ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି,…
ଶ୍ରୀଲଙ୍କାରେ ଉତ୍କଟ ଆର୍ଥିକ ସଙ୍କଟ, ବାଧ୍ୟ ହୋଇ ଦେହ ବ୍ୟବସାୟ କରୁଛନ୍ତି ଯୁବତୀ…
କଲମ୍ବୋ, ୫।୬ : ଶ୍ରୀଲଙ୍କା ସ୍ବାଧୀନତା ପରଠାରୁ ସବୁଠୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମୁଦ୍ରାସ୍ଫୀତି ଏକ ରେକର୍ଡ ସ୍ତରରେ ପହଞ୍ଚିଛି। ଜନସାଧାରଣ ବଞ୍ଚିବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ପାଇବାକୁ ସକ୍ଷମ ହୋଇପାରୁ ନାହାନ୍ତି। ଦେଶରେ ଇନ୍ଧନ…
ବାୟୁ ପ୍ରଦୂଷଣ ଅଧିକ ହେଲେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା…
ଜେନେଭା, ୫।୬ : କରୋନା ମହାମାରୀ ସଂକ୍ରମଣକୁ ଅଢ଼େଇ ବର୍ଷରୁ ଅଧିକ ଦିନ ପୂରଣ ହେଲାଣି। ଏହାକୁ ଶତାବ୍ଦୀର ବୃହତ୍ ସ୍ବାସ୍ଥ୍ୟ ସଙ୍କଟ ଭାବରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା। ଏପର୍ଯ୍ୟନ୍ତ କରୋନା ମହାମାରୀ ସଙ୍କଟ ଜାରି ରହିଛି।…
ସ୍ପେସ୍ ଷ୍ଟେଶନ ନିର୍ମାଣ କରୁଛି ଚାଇନା, ମହାକାଶ ଗଲେ ୩ ମହାକାଶଚାରୀ…
ବେଜିଂ, ୫।୬ : ମହାକାଶରେ ନିଜର ସ୍ପେସ୍ ଷ୍ଟେଶନ ପ୍ରତିଷ୍ଠା ପାଇଁ ଚାଇନା ପ୍ରୟାସ ଆରମ୍ଭ କରିଛି। ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଚାଇନା ଜଣଙ୍କ ପରେ ଜଣେ ମହାକାଶଚାରୀମାନଙ୍କୁ ମହାକାଶକୁ ପଠାଯାଉଛି। ଏହି କ୍ରମରେ ଚାଇନ ତିନିଜଣ ମହାକାଶଚାରୀଙ୍କୁ…
ଆମେରିକାର ଚେତାବନୀ ପରେ ବି ମାନୁ ନାହାନ୍ତି କିମ, ଏକାଥରେ ୮ ବାଲେଷ୍ଟିକ ମିଶାଇଲର କଲେ ପରୀକ୍ଷଣ
ପୋଙ୍ଗୟାଙ୍ଗ,୫ ।୬: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜନ ଉନ ତାଙ୍କ କାର୍ଯ୍ୟକଳାପକୁ ନେଇ ଥାଆନ୍ତି ଖୁବ ଚର୍ଚ୍ଚାରେ । ପଡୋଶି ଦେଶ ଦକ୍ଷିଣ କୋରିଆର ଚେତାବନୀ ପରେ ବି କିମ ମଶାଇଲ ପରୀକ୍ଷଣ କରି ଚାଲିଛନ୍ତି । ଏବେ…
ଗିରଫ ହୋଇପାରନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ
ଇସଲାମାବାଦ,୫ ।୬: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଓ ତାଙ୍କ ପୁଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ହମଜା ଶହବାଜଙ୍କ ମୁଣ୍ଡରେ ଝୁଲୁଛି ଗିରଫ ହେବାର ଖଣ୍ଡା । ପାକିସ୍ତାନର ସଂଘିୟ ଯାଞ୍ଚ ଏଜେନ୍ସି(ଏଫଏଆଇ) ମନି ଲଣ୍ଡରିଂ ମାମଲାରେ ଏମାନଙ୍କ ନାଁରେ…
ସେଫ୍ ହାଉସ ସିଫ୍ଟ ହେଲେ ବାଇଡେନ
ୱାଶିଂଟନ,୫ ।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ସାମାନ୍ୟ ଢିଲା ନଜର ଆସିଛି । ଡୋଲାବେୟରର ରେହୋବୋଥ ବିଚରେ ଛୁଟି କାଟିବାକୁ ଯାଇଥିବା ବାଇଡେନଙ୍କ ଭ୍ୟାକେସନ ହୋମ ଉପରେ ଏକ ଅଜ୍ଞାତ ବିମାନ ନଜର ଆସିବାକୁ ନେଇ ଚର୍ଚ୍ଚା ଯୋର…
Archives


