ଥରିଲା ପାକିସ୍ତାନ, ଘରେ ଶୋଇଥିବା ଲୋକେ ଭୟରେ ଦୌଡ଼ିଲେ ବାହାରକୁ…
ଇସଲାମାବାଦ, ୨୨।୬ : ମଙ୍ଗଳବାର-ବୁଧବାର ରାତି ପ୍ରାୟ ୨ଟା ୨୪ ସମୟରେ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ମାଲେସିଆର କିଛି ଅଂଶରେ ମଧ୍ୟ ୫.୧ ତୀବ୍ରତାଯୁକ୍ତ…
ଆଫଗାନିସ୍ତାନରେ ଭୂକମ୍ପ, ୨୫୫ରୁ ଊର୍ଦ୍ଧ୍ୱ ମୃତ
କାବୁଲ,୨୨।୬: ଆଫଗାନିସ୍ତାନରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୬.୧ ଥିବା ସୂଚନା ମିଳିଛି। ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପ ଫଳରେ ୨୫୫ରୁ ଅଧିକ ଲୋକ…
ଫ୍ରାନ୍ସରେ ୨୫ ଲୋକଙ୍କ ଶ୍ରବଣ ଶକ୍ତି କମୁଛି…
ପ୍ୟାରିସ, ୨୨।୬ : ଆଜିକାଲି, ଅଟୋ, ବସ କିମ୍ବା ମେଟ୍ରୋରେ ହେଉ, ଅନ୍ୟ ପ୍ରତ୍ୟେକ ବ୍ୟକ୍ତି ତାଙ୍କ କାନରେ ଇୟରଫୋନ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି। ତେବେ ଗବେଷକମାନେ କହିଛନ୍ତି ଯେ ଏହା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ। ଫ୍ରାନ୍ସରେ ଏନେଇ…
ଯୁଦ୍ଧରେ ୩୪ ହଜାର ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଲାଣି…
ମସ୍କୋ/କ୍ୱିଭ୍, ୨୨।୬ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧୧୯ ଦିନ ବିତିଲାଣି। ୟୁକ୍ରେନର ବାୟୁସେନା ଦାବି କରିଛି ଯେ ରୁଷିଆର ଗୋଟିଏ କ୍ଷେପଣାସ୍ତ୍ର, ଦୁଇଟି ଡ୍ରୋନ ଏବଂ ଦୁଇଟି ଗୁଳି ଡିପୋକୁ ନଷ୍ଟ କରିଦେଇଛି। ୟୁକ୍ରେନ ଏୟାରଫୋର୍ସ ଏହି…
ଗର୍ଭାଶୟରୁ ବାହାରିଲା ଶିଶୁର କଟାମୁଣ୍ଡ
ଇସ୍ଲାମାବାଦ,୨୨ା୬: ପାକିସ୍ତାନ ସିନ୍ଧରୁ ଡାକ୍ତରଖାନା କର୍ମଚାରୀଙ୍କ ଅବହେଳାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛିି। ଥାରପରକାର ଜିଲା ରୁରାଲ ହେଲ୍ଥ ସେଣ୍ଟରରେ ଜଣେ ୩୨ ବର୍ଷୀୟା ମହିଳା ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ। ସ୍ତ୍ରୀ ରୋଗ ବିଶେଷଜ୍ଞ ନ ଥିବାରୁ ଡାକ୍ତରଖାନା…
୨୫ କୋଟି ବର୍ଷ ତଳେ ପୃଥିବୀରେ ହୋଇଥିଲା ମହାପ୍ରଳୟ, ୯୦ ପ୍ରତିଶତ ପ୍ରାଣୀ ହୋଇଥିଲେ ଧ୍ୱଂସ…
ଲଣ୍ଡନ, ୨୧।୬ : ପୃଥିବୀରେ ପାଞ୍ଚଟିମହା ପ୍ରଳୟ ଘଟିଛି। ଯାହା ପୃଥିବୀରେ ଜୀବନ ସତ୍ତାକୁ ସମାପ୍ତ କରିଛି । ୨୫ କୋଟି ବର୍ଷ ପୂର୍ବେ ମଧ୍ୟ ଏପରି ବିପର୍ଯ୍ୟୟ ଘଟିଥିଲା ଯେଉଁଥିରେ ପୃଥିବୀର ୯୦ ପ୍ରତିଶତ ଜୀବନ ସତ୍ତା ସମ୍ପୂର୍ଣ୍ଣ ରୂପେ…
ଯୋଗ ଦିବସ କାର୍ଯ୍ୟକ୍ରମରେ ଭିଡ଼ ହିଂସା…
ମାଲେ, ୨୧।୬ : ଯୋଗ ଦିବସ ପାଳନ ଅବସରରେ ମାଳଦ୍ୱୀପରେ ଭିଡ଼ ହିଂସା ଘଟିଛି। ଭାରତୀୟ ସାଂସ୍କୃତିକ କେନ୍ଦ୍ର ସହଯୋଗରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଲୋକଙ୍କ ଉପରେ ଆକ୍ରମଣ ହୋଇଛି। ରାଜଧାନୀ ମାଲେର ଫୁଟବଲ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେଉଥିବା ଯୋଗ…
ବାଂଲାଦେଶରେ ଯୁବତୀ-ନିଶାଦ୍ରବ୍ୟ ଚୋରା କାରବାର କରୁଛନ୍ତି ରୋହିଙ୍ଗ୍ୟା, ଶେଖ ହସିନାଙ୍କ ସୂଚନା…
ଢାକା, ୨୧।୬ : ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ଆଶ୍ରୟ ଦେଉଥିବା ବାଂଲାଦେଶ ବର୍ତ୍ତମାନ ସେମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛି। ରୋହିଙ୍ଗ୍ୟା ମୁସଲମାନମାନେ ବାଂଲାଦେଶରେ ସମସ୍ୟା ସୃଷ୍ଟି କରୁଛନ୍ତି। ପ୍ରଧାନମନ୍ତ୍ରୀ ଶେଖ ହସିନା ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶେଖ…
ଜାପାନକୁ ଘେରିଲେ ରୁଷିଆ-ଚାଇନା, ୨୦ ଯୁଦ୍ଧପୋତ ସାମିଲ…
ଟୋକିଓ, ୨୧।୬ : ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଚାଇନା ଜାପାନକୁ ଘେରିବା ଆରମ୍ଭ କରିଛନ୍ତି। ରୁଷିଆ ଏବଂ ଚାଇନାର ୨୦ଟି ଯୁଦ୍ଧପୋତ ଜାପାନ ଏବଂ ଏହାର ଦ୍ୱୀପପୁଞ୍ଜର ସାମୁଦ୍ରିକ ଅଞ୍ଚଳରେ ବୁଲୁଛି। ଜାପାନର ସେନା ଏସବୁ ଯୁଦ୍ଧପୋତ…
ଏଭରେଷ୍ଟ ବେସ୍ କ୍ୟାମ୍ପ୍ ହଟାଇବ ନେପାଳ…
କାଠମାଣ୍ଡୁ, ୨୧।୬ : ନେପାଳ ଏଭରେଷ୍ଟ ବେସ କ୍ୟାମ୍ପକୁ ହଟାଇବାକୁ ପ୍ରସ୍ତୁତ ହେଉଛି। ଗ୍ଲାସିଅର ତରଳିବା ଏବଂ ଅତ୍ୟଧିକ ମାନବୀୟ କାର୍ଯ୍ୟକଳାପ ଏହାକୁ ଅସୁରକ୍ଷିତ କରିଦେଇଛି। ବିବିସିରେ ପ୍ରକାଶିତ ଖବର ଅନୁଯାୟୀ, ଶୀଘ୍ର ତରଳି ଯାଉଥିବା ଖୁମ୍ବୁ ଗ୍ଲାସିଅର୍ ଉପରେ ଏହି…
ୟୁକ୍ରେନ ପିଲାଙ୍କୁ ସାହାଯ୍ୟ ପାଇଁ ନୋବେଲ ପୁରସ୍କାର ବିକିଲେ ରୁଷିଆ ଖବରଦାତା
ମସ୍କୋ,୨୧।୬: ରୁଷିଆ ଖବରଦାତା ଦିମିତ୍ରୀ ମୁରାତୋଭ ତାଙ୍କ ନୋବେଲ ଶାନ୍ତି ପୁରସ୍କାର ନିଲାମ କରିଛନ୍ତି। ୟୁକ୍ରେନ ଯୁଦ୍ଧରେ ବିସ୍ଥାପିତ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ମୁରାତୋଭ ନିଲାମରୁ ଆସିଥିବା ଅର୍ଥକୁ ସିଧାସଳଖ ୟୁନିସେଫକୁ ପ୍ରଦାନ କରିବେ।…
ପାକିସ୍ତାନ ପଞ୍ଜାବରେ ଜରୁରୀକାଳିନ ପରିସ୍ଥିତି
ପଞ୍ଜାବ,୨୧ ।୬: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ବେଳକୁ ବେଳ ମହିଳା ଓ ଶିଶୁଙ୍କ ପ୍ରତି ଯୌନ ଶୋଷଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଏବେ ଏଠାରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି…
Archives


