ଶେହବାଜ ଶରିଫ ଉଗାଳିଲେ କଶ୍ମୀର ରାଗ
ଇସଲାମାବାଦ,୨୮ ।୫: ଆର୍ଥିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା ପାକିସ୍ତାନ ଏବେ କଶ୍ମୀର ରାଗକୁ ପୁଣିଥରେ ଓଗାଳିଛି । ଏଥର ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କୁ ଏହାର ଜରିଆ କରାଯାଇଛି । ଦେଶକୁ ସମ୍ବୋଧନ ଦେବା ଅବସରରେ ସେ…
ଶ୍ରୀଲଙ୍କା ଆର୍ଥିକ ସଙ୍କଟ: ଭାରତକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ବିକ୍ରମାସିଂଘେ
କଲମ୍ବୋ,୨୮ ।୫: ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହାରି ଭିତରେ କିଛି ଦେଶ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଇଥିବା ବେଳେ ପଡୋଶୀ ଦେଶ ଭାବେ ଭାରତ ବି ଶ୍ରୀଲଙ୍କାକୁ ସହଯୋଗ କରିଛି । ଆଉ…
‘ଟମ୍ବ ଅଫ୍ ସ୍ୟାଣ୍ଡ୍’କୁ ବୁକର
ଲଣ୍ଡନ,୨୮ା୫: ସୁନାମଧନ୍ୟା ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ଟମ୍ବ ଅଫ୍ ସ୍ୟାଣ୍ଡ୍’ (ବାଲିର ସମାଧି) ଚଳିତ ବର୍ଷର ଇଣ୍ଟରନ୍ୟାଶନାଲ ବୁକ୍ର ପ୍ରାଇଜ୍ ପାଇଛି। ଲଣ୍ଡନରେ ଶୁକ୍ରବାର ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଔପନ୍ୟାସିକା ଗୀତାଞ୍ଜଳି ଓ ଇଂଲିଶ୍ ଅନୁବାଦିକା ଡେଜି…
ଶ୍ରୀଲଙ୍କା-ପାକିସ୍ତାନ ପରେ ଭାରତର ଏହି ପଡ଼ୋଶୀ ଦେଶରେ ଉପୁଜୁଛି ଖାଦ୍ୟ ସଙ୍କଟ
ଥିମ୍ଫୁ,୨୭।୫: ଇନ୍ଧନ ଆମଦାନୀ ମୂଲ୍ୟ ବୃଦ୍ଧି ସାଙ୍ଗକୁ ଖାଦ୍ୟ ଶସ୍ୟର ଘରୋଇ ମୂଲ୍ୟରେ ବୃଦ୍ଧିର ପ୍ରଭାବ ଯୋଗୁ ବିଭିନ୍ନ ଦେଶରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା ଓ ପାକିସ୍ତାନ ଭୟଙ୍କର ଖାଦ୍ୟାଭାବ ଦେଇ ଗତି କରୁଥିବା ବେଳେ ବର୍ତ୍ତମାନ…
‘ଭାରତ ସବୁବେଳେ ଆଫଗାନିସ୍ତାନ ସହ ରହିଆସିଛି’
କାବୁଲ,୨୭ା୫: ବିଭିନ୍ନ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ତାଜିକିସ୍ତାନର ରାଜଧାନୀ ଦୁଶାନ୍ବେରେ ଏକାଠି ହୋଇ ଆଫଗାନିସ୍ତାନରେ ଅଶାନ୍ତି ଉପରେ ଆଲୋଚନା କରିଛନ୍ତି। ଶୁକ୍ରବାର ଦୁଶାନ୍ବେରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତର ଏନ୍ଏସ୍ଏ ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଛନ୍ତି।…
ଭୂକମ୍ପରେ ଥରିଲା ପେରୁ
ଲିମା,୨୭।୫: ଦକ୍ଷିଣ ଆଫ୍ରିକା ପେରୁର ପୁନୋ ଅଞ୍ଚଳରେ ଗୁରୁବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରହିଛି। ଏହାର କେନ୍ଦ୍ରସ୍ଥଳ ମେଲଗାର ରାଜ୍ୟର ଆୟାଭିରି ସହରରୁ ପ୍ରାୟ ୨୦ କିଲୋମିଟର ଦୂର ଉତ୍ତର-ପୂର୍ବ…
ପେନ୍ସିଲ୍ଭାନିଆରେ ବଡ଼ ଧରଣର ବିସ୍ଫୋରଣ: ୪ ମୃତ
ଓ୍ବାଶିଂଟନ,୨୭ା୫: ଆମେରିକାର ପେନ୍ସିଲଭାନିଆର ଏକ ଘରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପେନ୍ସିଲଭାନିଆର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏହି ଶକ୍ତିଶାଳୀ ବିସ୍ଫୋରଣ…
ରୁଷିଆ ଉପରେ କଠୋର ପ୍ରତିବନ୍ଧକ ଲଗାଇବାକୁ ପାଶ୍ଚାତ୍ୟ ଦେଶଗୁଡିକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ନିବେଦନ
କିଭ୍,୨୭।୫: ଗତ ୯୩ ଦିନ ଧରି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି ଯୁଦ୍ଧରେ ୟୁକ୍ରେନର ଅନେକ ସହର ନଷ୍ଟ ହୋଇଯାଇଛି। ଏଭଳି ପରିସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପାଶ୍ଚାତ୍ୟ ଦେଶକୁ ନିବେଦନ…
ଟୁଇଟର୍କୁ ୧୫୦ କୋଟି ଡଲାର୍ ଜୋରିମନା
ନ୍ୟୁୟର୍କ,୨୭।୫: ଟୁଇଟର୍ ପୁଣି ଥରେ ବିବାଦ ଭିତରକୁ ଆସିଛି। ବିଗତ ଛଅ ବର୍ଷ ମଧ୍ୟରେ ୟୁଜର୍ସଙ୍କ ତଥ୍ୟକୁ ଗୋପନୀୟ ରଖି ନ ଥିବାରୁ ଟୁଇଟର୍କୁ ୧୫୦ କୋଟି ଡଲାର୍ ଜୋରିମନା ଦେବାକୁ ପଡିବ। ଏହା ସହିତ ୟୁଜର୍ସଙ୍କ ତଥ୍ୟକୁ ସୁରକ୍ଷା ଦେବା…
ପାକିସ୍ତାନରେ ପେଟ୍ରୋଲ-ଡିଜେଲ ୩୦ ଟଙ୍କା ବୃଦ୍ଧି, ଶହବାଜ ସରକାରଙ୍କୁ ଟାର୍ଗେଟ କରି ପୁଣିଥରେ ଭାରତକୁ ପ୍ରଶଂସା କଲେ ଇମ୍ରାନ
ଇସଲାମାବାଦ,୨୭ ।୫: ପାକିସ୍ତାନରେ ରାଜନୈତିକ ଓ ଆର୍ଥିକ ସଙ୍କଟ ମଧ୍ୟରେ ପେଟ୍ରୋଲ-ଡିଜେଲରେ ୩୦ ଟଙ୍କା ବୃଦ୍ଧି ହୋଇଛି । ପାକିସ୍ତାନରେ ଏବେ ଲୋକେ ପେଟ୍ରୋଲ ୧୭୯.୮୬ ଟଙ୍କା ଓ ଡିଜେଲ ୧୭୪.୧୫ ଟଙ୍କାରେ କିଣିବେ । ପେଟ୍ରୋଲ ଓ ଡିଜେଲ ଦାମ…
ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା
ଇସଲାମାବାଦ୍,୨୭।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ‘ଆଜାଦୀ ମାର୍ଚ୍ଚ’ ଯୋଗୁ ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଇମ୍ରାନ ଏକ ବଡ ସମାବେଶ କରି କହିଛନ୍ତି ଯେ,ସରକାରଙ୍କ ସହ ତାଙ୍କର କୌଣସି ଚୁକ୍ତିନାମା ହୋଇନାହିଁ। ନିର୍ବାଚନ ତାରିଖ ଘୋଷଣା…
୧୧୩ ବର୍ଷରେ ବି ନେଇନାହାନ୍ତି ଔଷଧ
କାରାକାସ,୨୬।୫: ଭେନେଜୁଏଲାର ଜୁଆନ ଭିସେଣ୍ଟ ପେରେଜ ମୋରାଙ୍କୁ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଭାବେ ଘୋଷଣା କରାଯାଇଛି। ଶୁକ୍ରବାର ୧୧୩ ବର୍ଷରେ ପଦାର୍ପଣ କରୁଥିବା ମୋରାଙ୍କୁ ଗତ ସପ୍ତାହରେ ଗିନିଜ୍୍ ଓ୍ବାଲର୍ଡ ରେକର୍ଡରେ ସ୍ଥାନ ମିଳିଛି। ଏବେ ବି ତାଙ୍କ ସ୍ବାସ୍ଥ୍ୟା…
Archives


