ଅନ୍ତର୍ଜାତୀୟ

ଭୟ ଦେଖାଇଲେ ପୁଟିନ୍‌

ମସ୍କୋ/କିଭ୍‌/ଲଣ୍ଡନ,୨୨ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବୁଧବାର ୩ ଲକ୍ଷ ରିଜର୍ଭ ସୈନ୍ୟଙ୍କୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ପାଇଁ ପଠାଇବାକୁ ଘୋଷଣା କରିଛନ୍ତି। ଏଥିସହ ୟୁକ୍ରେନ୍‌ର କେତେକ ଅଞ୍ଚଳକୁ ରୁଷିଆ ସହ ମିଶ୍ରଣ ଯୋଜନା ଉପରେ ମୋହର ମାରିଛନ୍ତି। ରୁଷିଆକୁ ସୁରକ୍ଷା…

ମଣିଷଠୁ ୨.୫ ନିୟୁତ ଗୁଣ ଅଧିକ ପିମ୍ପୁଡ଼ି ସଂଖ୍ୟା

ହଂକଂ,୨୨।୯: ଜୀବଜଗତର ପରିଶ୍ରମୀ କୀଟ କହିଲେ ପିମ୍ପୁଡିକୁ ବୁଝାଏ। ଘର, ଗଛ, ମାଟିତଳ ହେଉ ଅବା ଗାତ ପ୍ରତ୍ୟେକ ସ୍ଥାନରେ ଏମାନେ ଦେଖାଯାଆନ୍ତି। ବିଶେଷ କରି ସ୍ଥଳ ଭାଗ ଏମାନଙ୍କ ପାଇଁ ବାସୋପଯୋଗୀ। ପିମ୍ପୁଡ଼ିଙ୍କ ପରିମାଣ ଅନ୍ୟ କୀଟପତଙ୍ଗ ତୁଳନାରେ କାହିଁ…

ଭୟଙ୍କର ସ୍ଥିତିରେ ରୁଷିଆ-ୟୁକ୍ରେନ ଯୁଦ୍ଧ

ମସ୍କୋ,୨୧ା୯: ରୁଷିଆ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ଭୟଙ୍କର ଅବସ୍ଥାରେ ପହଞ୍ଚିଛି। ଏହି ଯୁଦ୍ଧକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି। ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଆଂଶିକ ସାମରିକ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ପାଶ୍ଚାତ୍ୟ ଦେଶ…

ପଦୋନ୍ନତି ନ ମିଳିବାରୁ ବସ୍‌ଙ୍କ ସମେତ ୪ ଜଣଙ୍କୁ କରିଥିଲେ ହତ୍ୟା, ୮ ବର୍ଷ ପରେ ଧରାପଡିଲେ

ନ୍ୟୁୟର୍କ,୨୧।୯: ଆମେରିକାର ହ୍ୟୁଷ୍ଟନରେ ଜଣେ ବ୍ୟକ୍ତି ଆଠ ବର୍ଷ ପୂର୍ବେ ଚାକିରିରେ ପଦୋନ୍ନତି ନ ମିଳିବାରୁ ବସ୍‌ଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ ହତ୍ୟା କରିଥିଲେ। ଫାଙ୍ଗ ଲୁ ନାମକ ଏହି ବ୍ୟକ୍ତିଙ୍କୁ ସେପ୍ଟେମ୍ବର ୧୧ରେ ଗିରଫ କରାଯାଇଛି। ଫାଙ୍ଗ…

ବନ୍ୟା ପରେ ବ୍ୟାପିଲାଣି ସଂକ୍ରାମକ ରୋଗ

ଇସଲାମାବାଦ,୨୧ା୯: ପାକିସ୍ତାନରେ ବନ୍ୟା ଛାଡ଼ିବା ପରେ ଲୋକମାନେ ନାନା ରୋଗର ଶିକାର ହେଉଛନ୍ତି। ଅଧିକାରୀମାନେ ବୁଧବାର କହିଛନ୍ତି, ଆବଶ୍ୟକ ସହାୟତା ନ ଆସିଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଚର୍ମ ସଂକ୍ରମଣ, ଡାଇରିଆ ଏବଂ ମ୍ୟାଲେରିଆ ବନ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାପିଛି।…

୩ ଲକ୍ଷ ସୈନ୍ୟ ସଂଗ୍ରହ ପାଇଁ ପୁଟିନ୍‌ଙ୍କ ନିର୍ଦ୍ଦେଶ, ପାଶ୍ଚାତ୍ୟ ଦେଶଙ୍କୁ ଚେତାବନୀ…

ମସ୍କୋ, ୨୧।୯ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ୟୁକ୍ରେନ ଯୁଦ୍ଧ ମଧ୍ୟରେ ଦେଶରେ ୩ ଲକ୍ଷ ସୈନ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପାଶ୍ଚାତ୍ୟ ଦେଶ ରୁଷିଆକୁ ଧ୍ୱଂସ ଏବଂ ଦୁର୍ବଳ କରିବାକୁ…

କଶ୍ମୀର ଉପରେ ରାଷ୍ଟ୍ରପତି ଏର୍ଦୋଗାନଙ୍କ ମନ୍ତବ୍ୟ ପରେ ତୁର୍କୀ ବିଦେଶ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର…

ଜାତିସଂଘ, ୨୧।୯ : ସାଇପ୍ରସ ପ୍ରସଙ୍ଗରେ ଭାରତୀୟ ବହିର୍ବ୍ୟାପାରମନ୍ତ୍ରୀ ଏସ.ଜୟଶଙ୍କର ବୁଧବାର ତୁର୍କୀ ପ୍ରତିପକ୍ଷ ମେଭଲୁଟ କଭୁସୋଗ୍ଲୋଙ୍କ ସହ ଏକ ବୈଠକ କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦର ସାଇପ୍ରସ ସମ୍ବନ୍ଧୀୟ ନିଷ୍ପତ୍ତିକୁ ପାଳନ କରିବା ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।…

ମାନବାଧିକାର ଉଲ୍ଳଂଘନ: ଚାଇନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି…

ଜେନେଭା, ୨୧।୯ : ବିଭିନ୍ନ ଦେଶରୁ କୂଟନୀତିଜ୍ଞ ତଥା ମାନବାଧିକାର ସମର୍ଥକମାନେ ଜାତିସଂଘକୁ ମାନବିକତା ବିରୋଧରେ ଅପରାଧ ରିପୋର୍ଟ ଅନୁଯାୟୀ ଚାଇନା ବିରୋଧରେ କଡା ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ସେମାନେ କହିଛନ୍ତି ଯେ ଅନୁସୂଚିତ ଜାତି ଜନଜାତିର ନିର୍ଯାତନା ସମ୍ପର୍କରେ…

ନାଗରିକତ୍ୱ ବିଲ୍‌କୁ ମଞ୍ଜୁରୀ ଦେବାକୁ ମନାକଲେ ରାଷ୍ଟ୍ରପତି ବିଦ୍ୟା ଦେବୀ…

କାଠମାଣ୍ଡୁ, ୨୧।୯ : ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ନାଗରିକତ୍ୱ ବିଲ୍‌କୁ ମଞ୍ଜୁରୀ ଦେବାକୁ ମନା କରି ଦେଇଛନ୍ତି। ସଂସଦର ଉଭୟ ଗୃହ ଦ୍ୱାରା ଏହି ବିଲ ପୁନଃପାରିତ ହୋଇ ରାଷ୍ଟ୍ରପତିଙ୍କ ସହମତି ପାଇଁ ପଠାଯାଇଥିଲା। ଫଳରେ ଏବେ ଦେଶରେ ସାମ୍ବିଧାନିକ…

ଇରାନରେ ଥମୁନି ମାହସା ମୃତ୍ୟୁ ବିବାଦ: ୫ ବିକ୍ଷୋଭକାରୀଙ୍କ ମୃତ୍ୟୁ

ତେହରାନ,୨୧ା୯: ହିଜାବ ନ ପିନ୍ଧିବାରୁ ଗିରଫ ହୋଇ ଇରାନ ପୋଲିସ ହେପାଜତରେ ୨୨ ବର୍ଷୀୟା ମାହସା ଆମିନିଙ୍କ ମୃତ୍ୟୁକୁ କେନ୍ଦ୍ର କରି ସେଠାରେ ୪ ଦିନ ହେଲା ଆନ୍ଦୋଳନ ଜାରି ରହିଛି। ମାହସାଙ୍କୁ ନ୍ୟାୟ ଦାବିରେ ଶତାଧିକ ମହିଳା ଓ ସାଧାରଣ…

ଜାତିସଂଘରେ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା-ଫ୍ରାନ୍ସ…

ନ୍ୟୁୟର୍କ,୨୧।୯ : ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ହୋଇଥିବା ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ(ଏସସିଓ) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉଦ୍ଦେଶ୍ୟରେ କହିଥିବା ଖୋଲା ମନ୍ତବ୍ୟ ପ୍ରଦାନ କରିଥିଲେ ସେଥିପାଇଁ ମୋଦିଙ୍କୁ ଏବେ ସାରା ବିଶ୍ୱରେ…

ଶେହବାଜଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଇସ୍‌ଲାମାବାଦ,୨୧ା୯: ପରବର୍ତ୍ତୀ ସେନା ମୁଖ୍ୟ ନିଯୁକ୍ତି ସମ୍ପର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ନିଜ ବଡ଼ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ପରାମର୍ଶ ଲୋଡ଼ି ଅଡ଼ୁଆରେ ଫସିଛନ୍ତି। ଦୁର୍ନୀତି ନିରୋଧୀ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?