ପୂର୍ବତନ ଆଇନ ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ

ବେଜିଂ,୨୨ା୯: ଚାଇନାର ପୂର୍ବତନ ଆଇନ ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତିର ଗୁରୁତର ଅଭିଯୋଗ ପ୍ରମାଣିତ ହୋଇଛି। ଏହା ପରେ ତାଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଚାଇନାରେ ଦୁର୍ନୀତିଗ୍ରସ୍ତ ଲୋକଙ୍କ ପାଇଁ ସ୍ଥାନ ନାହିଁ ତେଣୁ ତାଙ୍କ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ ବୋଲି କୋର୍ଟ ପକ୍ଷରୁ କଡ଼ା ଦଣ୍ଡ ପ୍ରକାଶ ପାଇଛି।

ଏକ ରିପୋର୍ଟ ଅନୁଯାୟୀ, ୬୭ ବର୍ଷୀୟ ଫୁ ଝୋଙ୍ଗହୁଆ ଆଇନ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବାବେଳେ ବହୁ ଦୁର୍ନୀତି କରିଥିଲେ। ଫୁ ବେଜିଂ ମ୍ୟୁନିସିପାଲିଟି ବ୍ୟୁରୋ ମୁଖ୍ୟ, ଚାଇନା ସରକାରରେ ଜନ ସୁରକ୍ଷା ବିଭାଗର ଡେପୁଟି ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ତାଙ୍କ ନାମରେ ଅନେକ ଦୁର୍ନୀତି ଅଭିଯୋଗ ଆସିଥିଲା। ଫୁ ଜେଙ୍ଗହୁଆ ଆଇନ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ଅଧିକାରର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପରେ ଫୁ’ଙ୍କୁ ଚାଇନା କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଚାଇନାର ସର୍ବୋଚ୍ଚ ରାଜନୈତିକ ପରାମର୍ଶଦାତା ସଂସ୍ଥାର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ ଚାଇନା ପିପୁଲ୍ସ ପଲିଟିକାଲ କନ୍ସଲଟେଶନ କନ୍‌ଫରେନ୍ସ (ସିପିପିସିସି) ଫୁ ’ଲାଞ୍ଚ ଗ୍ରହଣ କରିଥିଲେ ଏବଂ ତାଙ୍କ କ୍ଷମତାର ଅପବ୍ୟବହାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନଭର୍ଟ ମାଇସିନ୍‌ ଦ୍ୱାରା ୨ ଦିନରେ ସଂକ୍ରମିତ ହେବେ କରୋନା ମୁକ୍ତ

ଓ୍ବାଶିଂଟନ/ମେଲବୋର୍ନ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହି ମହାମାରୀକୁ କିଭଳି ରୋକା ଯିବ ସେ ନେଇ ବୈଜ୍ଞାନିକମାନେ ଉଦ୍ୟମ ଜାରି...

ପାକିସ୍ତାନୀ ନ୍ୟୁଜ୍‌ ଚ୍ୟାନେଲ୍‌ ହ୍ୟାକ୍‌: ଟିଭି ସ୍କ୍ରିନ୍‌ରେ ତ୍ରିରଙ୍ଗା

ଇସଲାମାବାଦ, ୩।୮: ରବିବାର ପାକିସ୍ତାନର ପ୍ରମୁଖ ଟିଭି ଚ୍ୟାନେଲ ଡ୍ରୋନ୍‌ ନ୍ୟୁଜ୍‌ ହ୍ୟାକ୍‌ ହୋଇଯାଇଥିବା ଜଣାପଡ଼ିଛି। ହଠାତ୍‌ ଟିଭି ସ୍କ୍ରିନ୍‌ରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା...

ପାକିସ୍ତାନ ବିମାନ ଦୁର୍ଘଟଣା: ୨ ପାଇଲଟ ମୃତ

ସାଦିକ୍ୱାବାଦ,୧୨।୧: ଯାନ୍ତ୍ରୀକ ତ୍ରୁଟି ଯୋଗୁ ରବିବାର ପାକିସ୍ତାନ ଫେଡେରାଲ ଡିପାର୍ଟମେଣ୍ଟର ପ୍ଲାଣ୍ଟ ପ୍ରୋଟେକଶନ୍‌ ୟୁନିଟର ୨ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁନୟା ନ୍ୟୁଜର...

ଘୋଟିଲା ଯୁଦ୍ଧ ବାଦଲ

ବେଜିଂ/ତାଇପେଇ/ଓ୍ବାଶିଂଟନ,୫ା୮:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ଉଦ୍ୟମର ଦୁଷ୍ପରିଣାମ କେବଳ ଦୁଇ ପଡ଼ୋଶୀ ଭୋଗୁ ନାହାନ୍ତି। ଫେବୃୟାରୀ ୨୪ରୁ ଚାଲିଥିବା ଯୁଦ୍ଧ ସାରା ବିଶ୍ୱର...

ଇମ୍ରାନ୍‌ଙ୍କ ତୃତୀୟ ସ୍ତ୍ରୀ ବୁଶାରାଙ୍କ ପ୍ରତିବିମ୍ବ ଦର୍ପଣରେ ହେଉନି ପ୍ରତିଫଳିତ: ପାକିସ୍ତାନ ମିଡ଼ିଆରେ ଚର୍ଚ୍ଚା

ଇସଲାମାବାଦ୍‌,୨୯।୯: ପାକିସ୍ତାନରେ ଏବେ ଏକ ଅନ୍ଧବିଶ୍ୱାସକୁ ନେଇ ଚର୍ଚ୍ଚା ଜାରି ରହିଛି। ପାକିସ୍ତାନ ମିଡ଼ିଆ ଅନୁସାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ତୃତୀୟ ସ୍ତ୍ରୀ ବୁଶାରା ବିବିଙ୍କ...

ଦୀପାବଳିର ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୪ ।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମେତ ଅନ୍ୟ କେତେଜଣ ମନ୍ତ୍ରୀ ପାକିସ୍ତାନରେ ଥିବା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି ।...

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେନାହିଁ ଏସବୁ ଦେଶର କୌଣସି ପ୍ରତିନିଧି

ଲଣ୍ଡନ,୧୫ ।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତେଷ୍ଟି ପ୍ରକ୍ରିୟା ସୋମବାର ଅର୍ଥାତ୍ ୧୯ ସେପ୍ଟେମ୍ବରରେ କରାଯିବ । ବ୍ରିଟେନରେ ଦଶକ ପରେ ଏମିତି ଏକ...

ଜଳ-ସ୍ଥଳ-ଆକାଶ ସବୁଠି ରୁଷିଆର ବୋମାବର୍ଷା, ଯୁଦ୍ଧାଭ୍ୟାସ ନେଇ ପୃଥିବୀରେ ଆତଙ୍କ…

ମସ୍କୋ, ୨୦।୨ : ରୁଷିଆ ଯୁଦ୍ଧାଭ୍ୟାସ ନାମରେ ଜଳ-ସ୍ଥଳ-ଆକାଶ ସବୁଠି ବୋମାବର୍ଷା ଜାରି ରଖିଛି। ରୁଷିଆର ଏଭଳି କାର୍ଯ୍ୟ ନେଇ ପୃଥିବୀରେ ଆତଙ୍କ ଖେଳି ଯାଇଛି।...

Advertisement
Archives

Model This Week