ଯୁଦ୍ଧ ଯୋଗୁ ୪ କୋଟିରୁ ଅଧିକ ହେବେ ଗରିବ…
ଓ୍ବାଶିଂଟନ, ୧୯।୩ : ୟୁକ୍ରେନ୍ ରୁଷିଆ ଯୁଦ୍ଧ ଯୋଗୁ ପୃଥିବୀରେ ଗରିବଙ୍କ ସଂଖ୍ୟା ବଢ଼ିବ। ଏନେଇ ଆମେରିକାର ଏକ ଥିଙ୍କ୍ ଟେଙ୍କ୍ ସେଣ୍ଟର ଫର୍ ଗ୍ଲୋବାଲ ଡେଭଲପ୍ମେଣ୍ଟ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ପ୍ରକାଶ ପାଇଛି ଯେ...
ୟୁକ୍ରେନ୍ ଆକ୍ରମଣକୁ ବିରୋଧ କଲେ ରୁଷିଆ ମହାକାଶଚାରୀ…
ମସ୍କୋ, ୧୯।୩ : ୟୁକ୍ରେନ୍ ଉପରେ ଆକ୍ରମଣକୁ ୩ ଜଣ ରୁଷୀୟ ମହାକାଶଚାରୀଙ୍କ ଏକ ଦଳ ପକ୍ଷରୁ ନିଆରା ଢଙ୍ଗରେ ବିରୋଧ କରାଯାଇଛି। ସେମାନେ ୟୁକ୍ରେନ ପତାକା ରଙ୍ଗର ପୋଷାକ ପିନ୍ଧି ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ପହଞ୍ଚିଥିଲେ। ୟୁକ୍ରେନ ଉପରେ...
ପ୍ରିଣ୍ଟିଂ ପେପର ଅଭାବ, ପରୀକ୍ଷା ଦେଇପାରିବେନି ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ
କଲମ୍ବୋ,୧୯ ।୩: ଶ୍ରୀଲଙ୍କାରେ ଦେଖାଦେଇଛି ପ୍ରିଣ୍ଟିଂ ପେପର ଅଭାବ । ଫଳରେ ଲକ୍ଷାଧିକ ଛାତ୍ରୀଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ ହେବେ । ଏହାସହ ପେପର କ୍ରୟ କରିବା ପାଇଁ ବି ଶ୍ରୀଲଙ୍କା ସରକାରଙ୍କ ପାଖରେ ଡଲାରର ଅଭାବ ଥିବାରୁ ଏହି...
ପୁଟିନ କରିଛନ୍ତି ମସ୍ତବଡ ଭୁଲ: ଜନସନ
ଲଣ୍ଡନ,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨୯ ଦିନ ହୋଇ ଯାଇଥିବା ବେଳେ ଅନେକ ଦେଶ ରୁଷିଆର ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହି କ୍ରମରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ରାଷ୍ଟ୍ରପତି...
ରୁଷିଆ ନାଗରିକଙ୍କୁ ଆମେରିକାରେ ପ୍ରବେଶ ମନା…
ଓ୍ବାଶିଂଟନ, ୧୯।୩ : ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ନେଇ ଆମେରିକା ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆମେରିକାରେ ପ୍ରବେଶ ପାଇଁ ରୁଷିଆ ନାଗରିକଙ୍କୁ ମନା କରାଯାଇଛି। ଅପରପକ୍ଷରେ ୟୁକ୍ରେନ୍ ନାଗରିକଙ୍କୁ ଅନୁମତି ପ୍ରଦାନ କରାଯାଇଛି। ଆମେରିକାରେ ପ୍ରବେଶ...
ରୁଷିଆ କିଞ୍ଜଲ କ୍ଷେପଣାସ୍ତ୍ର ବ୍ୟବହାର କରିଥିବା କହିଲା…
କ୍ୱିଭ୍, ୧୯।୩ : ଆଗକୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଅଧିକ ଭୟଙ୍କର ହେବାର ଆଶଙ୍କା ଦେଖାଦେଇଛି। ରୁଷିଆ ୟୁକ୍ରେନ ଉପରେ କିଞ୍ଜଲ କ୍ଷେପଣାସ୍ତ୍ର ପକାଇ ଥିବାର ସୂଚନା ପ୍ରଦାନ କରିଛି। ପଶ୍ଚିମ ୟୁକ୍ରେନରେ ଥିବା ଅସ୍ତ୍ରଶସ୍ତ୍ରକୁ ନଷ୍ଟ...
ଚାଇନାରେ ବଢୁଛି ଓମିକ୍ରନ ଭାରିଆଣ୍ଟଙ୍କ ସଂଖ୍ୟା
ବେଜିଂ,୧୯ା୩: ସମଗ୍ର ବିଶ୍ୱରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇଲାଣି। ଦୁଇ ବର୍ଷ ପରେ ଚାଇନା ସବୁଠାରୁ ଖରାପ କରୋନା ପରିସ୍ଥିତିର ମୁକାବିଲା କରୁଛି। ଆଜିକାଲି ଚାଇନାରେ ମିଳୁଥିବା କରୋନା ମାମଲାଗୁଡ଼ିକ ଓମିକ୍ରନ ପ୍ରକାରର। ଶନିବାର ଚାଇନାର ସ୍ବାସ୍ଥ୍ୟ...
ଜାପୋରିଜିଆରେ କର୍ଫ୍ୟୁ
କ୍ୱିଭ୍,୧୯ା୩: ରୁଷିଆ ସୈନ୍ୟଙ୍କ ଦ୍ୱାରା ଶେଲିଂରେ ୯ ଜଣଙ୍କୁ ହତ୍ୟା କରାଯିବା ପରେ ୟୁକ୍ରେନର ଜାପୋରିଜିଆରେ କର୍ଫ୍ୟୁ ଜାରି କରାଯାଇଛି। ୩୮ ଘଣ୍ଟା ପାଇଁ ଏହି କର୍ଫ୍ୟୁ ଲାଗୁ ହୋଇଛି। ମୋର୍ଟାର, ଟ୍ୟାଙ୍କ, ହେଲିକପ୍ଟର ଏବଂ ରକେଟ ପ୍ରଣାଳୀରେ ରୁଷିଆର...
କରୋନାର ପଞ୍ଚମ ଲହର, ମୃତଦେହ ରଖିବାକୁ ସ୍ଥାନର ଅଭାବ…
ସିଟି ଅଫ୍ ଭିକ୍ଟୋରିଆ, ୧୯।୩ : ହଂକଂରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ଲଗାତାର ବଢ଼ିବା ସହିତ ମୃତ୍ୟ ସଂଖ୍ୟା ମଧ୍ୟ ଅଣାୟତ୍ତ ହେବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ମୃତଦେହ ରଖିବାକୁ ସ୍ଥାନର ଅଭାବ...
ପୁଣି କରୋନା ସଂକ୍ରମଣ ବୃଦ୍ଧିର ୩ କାରଣ…
ଜେନେଭା, ୧୯।୩ : ପୃଥିବୀରେ ବିଭିନ୍ନ ଦେଶରେୀ ପୁଣି କରୋନା ମହାମାରୀ ସଂକ୍ରମଣ ବଢ଼ିିବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ବୃଦ୍ଧି ପାଇବା ଲାଗି ୩ ଟି କାରଣ ଦାୟୀ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ପ୍ରଥମ କାରଣ ହେଉଛି....
ଚାଇନା-ଆମେରିକା-ୟୁରୋପରେ କରୋନା ଆତଙ୍କ…
ବେଜିଂ/ଓ୍ବାଶିଂଟନ,୧୯।୩ : ଚାଇନା, ଆମେରିକା, ଦକ୍ଷିଣ ପୂର୍ବ ଏସିଆ ଏବଂ ୟୁରୋପରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି। ଚାଇନାରେ କରୋନାରୁ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟିଛି।...
ଭିଡିଓ କଲ୍ରେ ଜିନ୍ପିଙ୍ଗ୍ଙ୍କୁ ଚେତାବନୀ ଦେଲେ ବାଇଡେନ
ଓ୍ବାଶିଂଟନ୍/ବେଜିଂ,୧୯।୩: ୟୁକ୍ରେନ ଓ ରୁଷିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ସମୟରେ ବାଇଡେନ ଜିନ୍ପିଙ୍ଗ୍ଙ୍କୁ ଏକପ୍ରକାର ଚେତାବନୀ ଦେଇଛନ୍ତି। ସେ...
Archives


