ଜାହାଜ ଅଟକି ସୁଏଜ କେନାଲ ଅବରୋଧ
ପ୍ୟାରିସ,୧।୯ : ଭୂମଧ୍ୟସାଗରକୁ ଲୋହିତ ସାଗର ସହ ସଂଯୋଗ କରୁଥିବା ସୁଏଜ୍ କେନାଲରେ ବୁଧବାର ରାତିରେ ଏକ ବଡ଼ ତୈଳବାହୀ ଜାହାଜ ଅଟକିଯିବାରୁ କିଛି ଘଣ୍ଟା ପାଇଁ ଉକ୍ତ କେନାଲ ଅବରୋଧ ହୋଇଯାଇଥିଲା। ୨୫୨ ମିଟର ଲମ୍ବା ଓ ୪୫ ମିଟର…
ଇମ୍ରାନଙ୍କୁ ମିଳିଲା ଆଶ୍ୱସ୍ତି
ଇସଲାମାବାଦ,୧ା୯: ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଅଗଷ୍ଟରେ ପିଟିଆଇ ମୁଖ୍ୟ ଇମ୍ରାନଙ୍କୁ ଇସଲାମାବାଦ ସଦର ମାଜିଷ୍ଟ୍ରେଟ ଅଲି ଜାଭେଦ ଅଗଷ୍ଟ ୨୦ରେ ଫେଡେରାଲ ରାଜଧାନୀରେ…
‘ଆଗକୁ ପାକିସ୍ତାନର ସ୍ଥିତି ଆହୁରି ଖରାପ ହେବ’
ଇସଲାମାବାଦ,୧ା୯: ପାକିସ୍ତାନର ସର୍ବୋଚ୍ଚ ଜଳବାୟୁ ଏବଂ ପରିବେଶ ବିଶେଷଜ୍ଞ କହିଛନ୍ତି, ବିଶ୍ୱ ତାପମାତ୍ରାର ପ୍ରଭାବ ଆଶ୍ଚର୍ଯ୍ୟଜନକ। ଯାହାକି ପାକିସ୍ତାନକୁ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେବାକୁ ବାଧ୍ୟ କରିଛି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଏହା କେବଳ ଜଳବାୟୁ ପରିବର୍ତ୍ତନର ଆରମ୍ଭ। ଏହା…
ଚାଇନାରେ ପୁଣି କାୟା ବିସ୍ତାର କଲା କରୋନା: ୨ କୋଟିରୁ ଅଧିକ ଲୋକଙ୍କୁ ଘରୁ ବାହାରିବା ମନା
ବେଜିଂ,୧।୯: କରୋନା ମହାମାରୀ ହେତୁ ଚାଇନାର ଅନେକ ସହରରେ ପୁଣି ଲକଡାଉନ ଘୋଷଣା କରାଯାଇଛି। ଚେଙ୍ଗଡୁ ସହରରେ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଦୁଇ କୋଟିରୁ ଅଧିକ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଚାଇନା ସରକାରଙ୍କ…
ଭୁଲ୍ରେ ବ୍ୟାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର୍ ହୋଇଗଲା ୫୭ କୋଟି ଟଙ୍କା: ଆଉ ତା’ପରେ
ମେଲବୋର୍ଣ୍ଣ,୧।୯: ସାଧାରଣତଃ ଅନେକ ଥର ଭୁଲରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବିପୁଳ ପରିମାଣର ଅର୍ଥ ଟ୍ରାନ୍ସଫର୍ ହୋଇଯାଏ। ଏଭଳି ପରିସ୍ଥିତିରେ ଟଙ୍କା ପାଇଥିବା ଲୋକଙ୍କୁ ବ୍ୟାଙ୍କକୁ ଟଙ୍କା ଫେରସ୍ତ କରିବାକୁ ପଡେ। ଭାରତରେ ଏଭଳି ଅନେକ ଘଟଣା ଘଟିଛି। ଏବେ ଏଭଳି…
ଯୁଦ୍ଧ ମୁହାଁ ଇସ୍ରାଏଲ-ଇରାନ! ଗୋଟିଏ ଘଣ୍ଟାରେ ସିରିଆର ଦୁଇଟି ବିମାନ ବନ୍ଦରରେ ଇସ୍ରାଏଲର ମିଶାଇଲ ମାଡ
ଜେରୁଜେଲମ,୧ ।୯: ଇସ୍ରାଏଲ ଓ ଇରାନ ମଧ୍ୟରେ ଖୁବଶୀଘ୍ର ଯୁଦ୍ଧ ଆଶଙ୍କା କରାଯାଉଛି । କାରଣ ଇସ୍ରାଏଲ ଏବେ ଇରାନ ବିମାନ ବନ୍ଦରକୁ ଟାର୍ଗେଟ କରିଛି । ଗୋଟିଏ ଘଣ୍ଟା ମଧ୍ୟରେ ସିରିଆର ଦୁଇଟି ବିମାନ ବନ୍ଦର ଉପରେ ଏୟାର ଷ୍ଟ୍ରାଇକ…
ମୋବାଇଲ ଫୋନ ଅଧିକ ବ୍ୟବହାର କଲେ ବୃଦ୍ଧି ହୋଇପାରେ ମେଦବହୁଳତା, ଗବେଷଣା ରିପୋର୍ଟ…
ଓ୍ବାଶିଂଟନ, ୧।୯ : ମୋବାଇଲ ଫୋନ ଠାରୁ ଆରମ୍ଭ କରି ଲାପଟପ ଏବଂ ଟ୍ୟାବ ଆଦି ସହିତ ଅଧିକ ସମୟ ବିତାଇବା ଦ୍ୱାରା ମେଦବହୁଳତା ତଥା ମାନସିକ ସମସ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ଉପକରଣଗୁଡ଼ିକରୁ ବିଚ୍ଛୁରିତ ହେଉଥିବା…
ଶିନଜିଆଙ୍ଗରେ ମୁସଲମାନ ମହିଳାଙ୍କୁ ବଳାତ୍କାର କରୁଛନ୍ତି ଚାଇନା ସୈନ୍ୟ: ଜାତିସଂଘ ରିପୋର୍ଟ…
ଜେନେଭା, ୧।୯ : ମିଳିତ ଜାତିସଂଘର ମାନବିକ ଅଧିକାର ରିପୋର୍ଟ ଅନୁଯାୟୀ, ଚାଇନା ଏହାର ଶିନଜିଆଙ୍ଗ ପ୍ରଦେଶରେ ମୁସଲମାନମାନଙ୍କ ଉପରେ ନିର୍ମମ ଭାବେ ଅତ୍ୟାଚାର ଜାରି ରଖିଛି। ସେ ନିଜ ଦେଶରେ ଆତଙ୍କବାଦ ନାମରେ ମୁସଲମାନମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିବାବେଳେ…
ସୋଭିଏଟ୍ର ପତନ ଓ ଗୋର୍ବାଚେଭ୍
ମସ୍କୋ, ୧ା୯: ୧୯୧୭ରେ ବୋଲସେଭିକ୍ କ୍ରାନ୍ତି ଓ ଜାର୍ ନିକୋଲାସ୍ ଦ୍ୱିତୀୟ ଶାସନରୁ ହଟିବା ପରେ ସୋଭିଏଟ୍ ସଂଘ ଗଠନ ହୋଇଥିଲା। ହେଲେ ଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଥିଲା। ଭ୍ଲାଡିମିର ଲେନିନ୍ ରୁଷିଆ ଶାସନ ଭାର ସମ୍ଭାଳିଥିଲେ। ରୁଷିଆକୁ ଲାଗି…
ବିପ୍ଳବୀ ନେତା ଚେ ଗୁଏଭାରାଙ୍କ ପୁଅ କାମିଲୋଙ୍କ ପରଲୋକ
ବୁଏନ୍ସ ଏୟାର୍ସ,୧।୯: ଆଜେଣ୍ଟିନା ଜନ୍ମିତ ମାର୍କ୍ସବାଦୀ ବିପ୍ଳବୀ ନେତା ଏର୍ନେଷ୍ଟୋ ଚେ ଗୁଏଭାରାଙ୍କ ପୁଅ କାମିଲୋ ଗୁଏଭାରା ମାର୍ଚଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୬୦ ବର୍ଷ ହୋଇଥିଲା। କାରାକାସରେ ଗସ୍ତରେ ଥିବାବେଳେ ଫୁସ୍ଫୁସ୍ରେ ରକ୍ତ ଜମାଟ ବାନ୍ଧିବା ଯୋଗୁ ହୃଦ୍ଘାତରେ ତାଙ୍କର…
ବିଶ୍ୱର ଅଧା ହସ୍ପିଟାଲରେ ସ୍ବଚ୍ଛତାର ଅଭାବ: ଜାତିସଂଘ
ଜେନେଭା: ବିଶ୍ୱର ଅଧା ହସ୍ପିଟାଲରେ ଚିକିତ୍ସା କ୍ଷେତ୍ରରେ ଜରୁରୀ ସ୍ବଚ୍ଛତା ଆପଣାଯାଉ ନାହିଁ। ଏଥିଯୋଗୁ ପ୍ରାୟ ୪ ବିଲିୟନ୍ ଲୋକ ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି ହୋଇଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଏହି ସ୍ବାସ୍ଥ୍ୟସେବା ସୁବିଧାରେ ରୋଗୀଙ୍କ ପାଇଁ ପାଣି…
ବଙ୍କିହାମ ପ୍ୟାଲେସରେ ଶପଥ ନେବେନି ନୂଆ ପ୍ରଧାନମନ୍ତ୍ରୀ, ପ୍ରଥମଥର ଭାଙ୍ଗିବ ରାଜକୀୟ ପରମ୍ପରା
ଲଣ୍ଡନ,୩୧ା୮: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୫ରେ ଶପଥ ନେବେ। ତେବେ ବ୍ରିଟେନର ରାଣୀ ଦ୍ୱିତୀୟ ଏଲିଜାବେଥ ବର୍ତ୍ତମାନ ସ୍କଟ୍ଲ୍ୟାଣ୍ଡରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ ନିଜେ ସ୍କଟଲ୍ୟାଣ୍ଡରେ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବେ। ସେ ପ୍ରଧାନମନ୍ତ୍ରୀଙ୍କୁ ଶପଥ ଗ୍ରହଣ…
Archives


