ଅନ୍ତର୍ଜାତୀୟ

ପାକିସ୍ତାନ ବନ୍ୟାରେ ୧୩ଶହରୁ ଅଧିକ ମୃତ, ମାହାମାରୀ ବ୍ୟାପିବା ଆଶଙ୍କା, ୧୨.୫ ଅରବ ଡଲାର କ୍ଷତି

ଇସଲାମାବାଦ,୫ ।୯: ପଡୋଶୀ ଦେଶ ପାକିସ୍ତାନରେ ଏବେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ବର୍ଷା ଓ ବନ୍ୟା ଏବେ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ବନ୍ୟାରେ ଏବେ ପର୍ଯ୍ୟନ୍ତ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି…

ପ୍ରଧାନମନ୍ତ୍ରୀ ହେଲେ ସପ୍ତାହକରେ ଶକ୍ତି ସଙ୍କଟର ସମାଧାନ

ଡାଉନିଂ ଷ୍ଟ୍ରିଟ୍‌ ଦୌଡ଼ରେ ଆଗୁଆ ଥିବା ୪୭ ବର୍ଷୀୟା ଲିଜ୍‌ ଟ୍ରସ୍‌ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ସପ୍ତାହକ ମଧ୍ୟରେ ଶକ୍ତିସଙ୍କଟର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ୧୯୭୫ରେ ଅକ୍ସଫୋର୍ଡରେ ଜନ୍ମିତ ମେରି ଏଲିଜାବେଥ୍‌ ଟ୍ରସ୍‌ଙ୍କ ପ୍ରତିଦ୍ୱନ୍ଦ୍ୱିତା ଭାରତୀୟ…

ଓବାମାଙ୍କୁ ଏମି ପୁରସ୍କାର

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନେଟ୍‌ଫ୍ଲିକ୍ସ ପ୍ରାମାଣିକ ଚିତ୍ର ସିରିଜ୍‌ ‘ଆଓ୍ବାର ଗ୍ରେଟ୍‌ ନ୍ୟାଶନାଲ ପାର୍କ୍ସ’ ପାଇଁ ଶ୍ରେଷ୍ଠ ବ୍ୟାଖ୍ୟାକାର ଭାବେ ଏମି ଆଓ୍ବାର୍ଡ ପାଇଛନ୍ତି। ତାଙ୍କ ପ୍ରଯୋଜନା କମ୍ପାନୀ ହାୟର ଗ୍ରାଉଣ୍ଡ ଉକ୍ତ ଡକୁମେଣ୍ଟାରି ପ୍ରସ୍ତୁତ କରିଛିି। ଏମି…

ବିଶ୍ୱ ଐତିହ୍ୟ ତାଲିକାରୁ ହଟିପାରେ ମହେଞ୍ଜୋଦାରୋ

ଲର୍କାନା, ୫ା୯: ବିଶ୍ୱର ଐତିହ୍ୟ ତାଲିକାରୁ ମହେଞ୍ଜୋଦାରୋ ହଟିବା ନେଇ ପାକିସ୍ତାନର ପ୍ରତ୍ନତତ୍ତ୍ୱ ବିଭାଗ ଆଶଙ୍କା ବ୍ୟକ୍ତ କରିଛି। ଏଥିସହ ଏହି ପ୍ରାଚୀନ ସଭ୍ୟତାର ତ୍ୱରିତ ସଂରକ୍ଷଣ ତଥା ମରାମତି ପାଇଁ ଦୃଷ୍ଟି ଆକର୍ଷଣ କରିଛି। ଅଗଷ୍ଟ ୧୬ରୁ ୨୬ ତାରିଖ…

କାନାଡାର ଗ୍ରାମୀଣ ଅଞ୍ଚଳରେ ଦୁଇସମ୍ପ୍ରଦାୟ ମଧ୍ୟରେ ଛୁରାମାଡ: ୧୦ ମୃତ, ୧୫ ଆହତ

ଓଟାୱା,୫ ।୯: କାନାଡାର ସକ୍ସେଚେୱାନ ଅଞ୍ଚଳରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଛୁରା ମାଡରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି ।…

ରେଡିଏଶନ୍‌କୁ ଭିଜା ଲୋଡ଼ା ନାହିଁ

ମସ୍କୋ/କିଭ୍‌ , ୫ା୯: ୟୁକ୍ରେନ୍‌ ଉପରେ ୬ ମାସରୁ ଅଧିକ ସମୟ ହେଲା ରୁଷିଆ ଆକ୍ରମଣ ଜାରି ରଖିଛି। ଯୁଦ୍ଧ ଆରମ୍ଭ ହେବାଦିନରୁ ଆମେରିକା ସମେତ ୟୁରୋପୀୟ ସଂଘ (ଇୟୁ) ରୁଷିଆ ଉପରେ ଚାପ ପକାଇବା ପାଇଁ କଟକଣା ଲଗାଇବାରେ ଲାଗିଥିବାବେଳେ…

ଚାଇନା ରାଷ୍ଟପତି ବିଶ୍ୱର ସବୁଠାରୁ ନିର୍ଭୀକ ବ୍ୟକ୍ତି: ଟ୍ରମ୍ପ

ନ୍ୟୁୟର୍କ,୪।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ଏବେ ସେ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କୁ ପ୍ରଶଂସା କରି ଆଲୋଚନା ଘେରକୁ ଆସିଛନ୍ତି। ଟ୍ରମ୍ପ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବିଶ୍ୱର…

ପାକିସ୍ତାନକୁ ଆତଙ୍କବାଦୀ ସଂଗଠନ ଟିଟିପିର ଧମକ, ସର୍ତ୍ତ ଉଲ୍ଲଂଘନ କରୁଛନ୍ତି ସରକାର, ଏବେ ହଟିବ ଅସ୍ତ୍ରବିରତି…

ଇସଲାମାବାଦ, ୪।୯ : ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି) ଏହାର ମାସେ ଧରି ଚାଲିଥିବା ଅନିର୍ଦ୍ଦିଷ୍ଟ ଅସ୍ତ୍ରବିରତି ଶେଷ କରିବାକୁ ଘୋଷଣା କରିଛି। ଆଫଗାନିସ୍ତାନ ତାଲିବାନ ଚୁକ୍ତିନାମାକୁ ପାକିସ୍ତାନ ସରକାର ପାଳନ କରୁ ନ ଥିବା ସଂଗଠନ କହିଛି। ଏହି ଉଲ୍ଲଂଘନ…

ଭାରତ ଗସ୍ତ ପୂର୍ବରୁ ହସିନାଙ୍କ ମନ୍ତବ୍ୟ, ରୋହିଙ୍ଗ୍ୟା ଦେଶ ପାଇଁ ପାଲଟିଛନ୍ତି ବୋଝ…

ଢାକା, ୪।୯ : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର, ସେପ୍ଟେମ୍ବର ୫ ରେ ଭାରତ ଗସ୍ତରେ ଆସିବେ। ଏହାପୂର୍ବରୁ ସେ ବାଂଲାଦେଶରେ ରୋହିଙ୍ଗ୍ୟା ମୁସଲମାନମାନଙ୍କ ସମସ୍ୟା ଏବଂ ହିନ୍ଦୁ ମନ୍ଦିର ଭାଙ୍ଗିବା ବିଷୟରେ କହିଛନ୍ତି। ରୋହିଙ୍ଗ୍ୟା ମୁସଲମାନମାନଙ୍କ ବିଷୟରେ ସେ…

ପୋଲାଣ୍ଡ-ହଙ୍ଗେରିରେ ଶିକ୍ଷକଙ୍କ ଅଭାବ: କମ୍‌ ଦରମା ଯୋଗୁ ପାଠ ପଢ଼ାଇବାକୁ ଅମଙ୍ଗ…

ଓ୍ବାରର୍ସ/ବୁଧାପେଷ୍ଟ, ୪।୯ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ପୋଲାଣ୍ଡ ଏବଂ ହଙ୍ଗେରିରେ ଅନୁଭୁତ ହେବାରେ ଲାଗିଛି। ଉଭୟ ଦେଶ ୟୁକ୍ରେନ ଶରଣାର୍ଥୀଙ୍କ ସମସ୍ୟା ସହ ମୁକାବିଲା କରୁଥିବାରୁ ଏହି ସମସ୍ୟା ଆହୁରି ଖରାପ ହେବାକୁ…

ତାଇଓ୍ବାନ ଆଣିବ ଘାତକ କ୍ଷେପଣାସ୍ତ୍ର

ଓ୍ବାଶିଂଟନ୍‌, ୪ା୯: ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତକୁ ମାସେ ପୁରିଥିଲେ ହେଁ ବେଜିଂ ଓ ତାଇଓ୍ବାନ ମଧ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନି। ଏହାଭିତରେ ଆମେରିକା-ତାଇଓ୍ବାନ ଯୁଦ୍ଧାସ୍ତ୍ର ଡିଲ୍‌ ଯୋଗୁ ଡ୍ରାଗନ୍‌ ଆହୁରି ଉତ୍ତେଜିତ ହୋଇଛି। ଶକ୍ତିଶାଳୀ…

ପାକିସ୍ତାନରେ ଗୃହ ଯୁଦ୍ଧ ପରିସ୍ଥିତି , ୫୦ ଲକ୍ଷ କୋଟି ଋଣ, ପ୍ରାକୃତିକ ବିପର୍ଯ୍ୟୟ ପରେ ଅଣ୍ଟା ଭାଙ୍ଗିଦେଉଛି ବର୍ଦ୍ଧିତ ଦରଦାମ

ଇସଲାମାବାଦ,୪ ।୯: ପାକିସ୍ତାନରେ ୪୭ ବର୍ଷ ମଧ୍ୟରେ ଏବେ ସବୁଠାରୁ ଭୟଙ୍କର ବନ୍ୟା ଆସିଛି । ରିପୋର୍ଟରେ କୁହଯାଇଛି କି ଦେଶର ଏକ ତୃତିୟାଂଶ ଭାଗ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଏନଡିଏମଏ) ଅନୁଯାୟୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri