ଜର୍ଜିଆ ରାସ୍ତା ଦେଇ ୟୁକ୍ରେନ୍କୁ ସୈନ୍ୟ ପଠାଉଛି ରୁଷିଆ
ଓ୍ବାଶିଂଟନ୍,୨୬।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୩୧ଦିନ ହେଲାଣି ଯୁଦ୍ଧ ଲାଗି ରହିଛି। କିନ୍ତୁ ରୁଷିଆ ତଥାପି ୟୁକ୍ରେନକୁ ଜିତିବାରେ ସକ୍ଷମ ହୋଇନାହିଁ। ୟୁକ୍ରେନର ଅନେକ ସହର ଏବେ ବି ରୁଷୀୟ ସୈନ୍ୟଙ୍କଠାରୁ ବହୁ ଦୂରରେ ରହିଛି। ଏହି ସମୟରେ...
୩୧ ଦିନରେ ଧ୍ୱଂସ ହେଲା ଖାର୍କିବ, ଦେଖାଦେଲାଣି ଘୋର ଖାଦ୍ୟ ସଙ୍କଟ
କ୍ୱିଭ,୨୬ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ମାସେ ପୂରଣ ହୋଇଥିଲେ ବି ଆକ୍ରମଣ ପୂର୍ବଭଳି ଜାରି ରହିଛି । ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ଚାଲିଛି । ରୁଷିଆ ୟୁକ୍ରେନର ସବୁ ବଡ ବଡ ସହରକୁ ଟାର୍ଗେଟ କରିଥିବା...
ରୁଷିଆ ଜାହାଜକୁ ଧ୍ୱଂସ କଲା ୟୁକ୍ରେନ
କ୍ୱିଭ୍,୨୬।୩: ଗତ ଏକ ମାସ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଆହତ ହୋଇଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆକୁ...
ମ୍ୟାନମାର ସେନାଙ୍କ ଅସ୍ତ୍ର ଯୋଗାଣକାରୀଙ୍କ ଉପରେ କନାଡାର ପ୍ରତିବନ୍ଧକ
ଓଟାୱା,୨୬ ।୩: ଗ୍ଲୋବଲ ଆଫେୟାର୍ସ କାନାଡା ଶୁକ୍ରବାର ଏକ ବୟାନରେ କହିଛି ମ୍ୟାନମାରରେ ସେନା ଅଧିକାରୀଙ୍କୁ ଅସ୍ତଶସ୍ତ୍ର ଯୋଗାଣ କରୁଥିବା ବ୍ୟକ୍ତି ଓ ସଂସ୍ଥା ଉପରେ କନାଡା ପ୍ରତିବନ୍ଧକ ଲଗାଉଛି । କାନାଡା ବିଶେଷ ଆର୍ଥକ ଉପାୟ(ବୁର୍ମା) ବିନିୟମ ଅନୁଯାୟୀ,...
ସୌଦି ଅରବ ତେଲ ଡିପୋରେ ହାଉଦି ବିଦ୍ରୋହୀଙ୍କ ଆକ୍ରମଣ
ରିୟାଦ,୨୬ ।୩: ୟମନର ହାଉଦି ବିଦ୍ରୋହୀ ସୌଦି ଅରବର ଜେଦ୍ଦା ସହରରେ ଫର୍ମୁଲା ୱାନ ରେସ ପୂର୍ବରୁ ଶୁକ୍ରବାର ଏକ ତେଲ ଡିପୋ ଉପରେ ଆକ୍ରମଣ କରିଛନ୍ତି । ଏହା ହାଉଦି ବିଦ୍ରୋହୀଙ୍କ ଏପର୍ଯ୍ୟନ୍ତ କରାଯାଇଥିବା ସବୁଠାରୁ ବଡ ହାଇ...
ଭାରତର ଆଭିମୁଖ୍ୟ ସନ୍ତୋଷଜନକ ନୁହେଁ: ଆମେରିକା
ଓ୍ବାଶିଂଟନ୍,୨୬।୩: ୟୁକ୍ରେନ୍ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସନ୍ତୋଷଜନକ ନୁହେଁ। ତେବେ ରୁଷିଆ ସହ ଭାରତର ଐତିହାସିକ ସମ୍ପର୍କକୁ ଦେଖିଲେ ଏଥିରେ ବିସ୍ମିତ ହେବାର ନାହିଁ ବୋଲି ହ୍ବାଇଟ୍ ହାଉସ୍ ନ୍ୟାଶନାଲ ସିକ୍ୟୁରିଟି କାଉନ୍ସିଲରେ ଇଣ୍ଡୋ-ପାସିଫିକ୍ ନିର୍ଦ୍ଦେଶକ ମିରା ରାପ୍-ହୁପର ଏକ...
ରୁଷିଆର ପଛଘୁଞ୍ଚା ସଙ୍କେତ
କିଭ୍/ମସ୍କୋ,୨୬ା୩: ବେଲ୍ଜିୟମ୍ର ବ୍ରସେଲ୍ସରେ ପାଶ୍ଚାତ୍ୟର ନେତାମାନେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍ ସପକ୍ଷରେ ଏକାଠି ହୋଇ ଜରୁରୀ ସମ୍ମିଳନୀ କରିବାର ଦିନକ ପରେ ଏହାର ସୁଫଳ ଦେଖିବାକୁ ମିଳିଛି। କିଭ୍ ଆକ୍ରମଣକୁ ମାସେ ପୂରିଥିବାବେଳେ ନାଟୋ, ଇୟୁ ଏବଂ ଜି-୭ ନେତାମାନେ...
ରୁଷିଆ ଉପରେ କମିବ ପାଶ୍ଚାତ୍ୟର ନିର୍ଭରଶୀଳତା
ବ୍ରସେଲ୍ସ,୨୬ା୩: ରୁଷିଆ ଉପରେ ଶକ୍ତି କ୍ଷେତ୍ରରେ ପାଶ୍ଚାତ୍ୟର ନିର୍ଭରଶୀଳତା ହ୍ରାସ କରିବା ପାଇଁ ଶୁକ୍ରବାର ଆମେରିକା ଓ ୟୁରୋପୀୟ ସଂଘ (ଇୟୁ) ସହଭାଗିତାର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ବେଲ୍ଜିୟମ୍ର ବ୍ରସେଲ୍ସରେ ଉଭୟ ପକ୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଗ୍ୟାସ୍...
ୟୁକ୍ରେନ୍ର ପଡୋଶୀ ଦେଶ ପୋଲାଣ୍ଡରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି
ଓ୍ବାର୍ସ,୨୫।୩: ୩୧ ଦିନରେ ପହଞ୍ଚିଛି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ। ପ୍ରତ୍ୟକ୍ଷରେ ନହେଲେ ହେଁ ପରୋକ୍ଷରେ ଯୁଦ୍ଧକୁ ନେଇ ୟୁକ୍ରେନକୁ ସବୁ ପ୍ରକାରର ଆର୍ଥିକ ଓ ସାମରିକ ସହାୟତା ଯୋଗାଇ ଦେଉଛି ଆମେରିକା। ଏସବୁ ମଧ୍ୟରେ ଶୁକ୍ରବାର...
ଅନାସ୍ଥା ପ୍ରସ୍ତାବ ପୂର୍ବରୁ ପାକ୍ ପାର୍ଲାମେଣ୍ଟ ମୁଲତବୀ
ଇସ୍ଲାମାବାଦ,୨୫।୩: ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ବିରୋଧୀ ଦଳଗୁଡ଼ିକ କିଛିଦିନ ହେଲା ସଜବାଜ ହେବା ସହ ପାର୍ଲାମେଣ୍ଟ ସଚିବାଳୟକୁ ନୋଟିସ ଦେଇଥିଲେ। ଶୁକ୍ରବାର ଏଥିପାଇଁ ନ୍ୟାଶନାଲ ଆସେମ୍ବ୍ଲିର ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଡକାଯାଇଥିଲା। ତେବେ ଇମ୍ରାନଙ୍କ...
୭ ମହଲାରୁ ଡେଇଁଲେ ପରିବାରର ୫ ସଦସ୍ୟ
ମୋନଟ୍ରେକ୍ସ,୨୫।୩: ସୁଇଜରଲ୍ୟାଣ୍ଡର ମୋନଟ୍ରେକ୍ସ ସହରରେ ରହୁଥିବା ଫ୍ରାନ୍ସର ଏକ ପରିବାରର ୫ଜଣ ସଦସ୍ୟ ସପ୍ତମ ମହଲା ବାଲକୋନିରୁ ଡେଇଁ ପଡିଛନ୍ତି। ଫଳରେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ନାବାଳକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଗୁରୁବାର...
ପବନ ମଝିରେ ଚାଇନା ବିମାନରେ ସୃଷ୍ଟି ହୋଇଥିଲା ଫାଟ !
ବେଜିଂ,୨୫।୩: ଚାଇନାରେ ଗତ ସୋମବାର ଘଟିଥିବା ବୋଇଂ ୭୩୭-୮୦୦ ଯାତ୍ରୀବାହି ବିମାନ ଦୁର୍ଘଟଣା ପଛର କାରଣ ଜାଣିବା ପାଇଁ ବିଶେଷଜ୍ଞମାନେ ତଦନ୍ତ ଚଲାଇଛନ୍ତି। ଏହା ମଧ୍ୟରେ ବିମାନର ଏକ ପାର୍ଟ ମିଳିଛି, ଯାହାକି ପାହାଡ଼ରେ ମାଡ଼ ହେବା ପୂର୍ବରୁ ଅଲଗା...
Archives


