ଅନ୍ତର୍ଜାତୀୟ

ଏଡିନବର୍ଗ ଗଲା ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାର୍ଥିବ ଶରୀର: ୧୯ରେ ଶେଷକୃତ୍ୟ

ଲଣ୍ଡନ,୧୧।୯: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଗତ ଗୁରୁବାର ପରଲୋକ ଘଟିଛି। ଦେହାନ୍ତ କରିଛନ୍ତି। ତାଙ୍କ ଦେହାନ୍ତ ପରଠାରୁ ସମଗ୍ର ବ୍ରିଟେନରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମରଶରୀରକୁ କଫିନ୍‌ ଯୋଗେ ବାଲମୋରାଲ ଦୁର୍ଗରୁ ସ୍କଟଲ୍ୟାଣ୍ଡର ରାଜଧାନୀ…

ପାକିସ୍ତାନରେ ଭାଇଚାରା: ବନ୍ୟା ପ୍ରଭାବିତଙ୍କୁ ସହାୟତା ଦେଉଛନ୍ତି ହିନ୍ଦୁ ମନ୍ଦିର ସଦସ୍ୟ…

ଇସଲାମାବାଦ, ୧୧।୯ : ପାକିସ୍ତାନରେ ପ୍ରବଳ ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ ବାସହୀନ ଏବଂ ବିସ୍ଥାପିତ ହୋଇଛନ୍ତି। ସାହାଯ୍ୟ ପାଇଁ ସେମାନେ ଘର ଘର ବୁଲୁଛନ୍ତି। ଏପରିସ୍ଥଳେ ପାକିସ୍ତାନରରେ ଭାଇଚାରାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ମନ୍ଦିର…

ଜଳବାୟୁର ନରସଂହାର ଦେଖି ସ୍ତବ୍ଧ ହେଲେ ଜାତିସଂଘ ମୁଖ୍ୟ…

ଇସଲାମାବାଦ, ୧୧।୯ : ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବା ଭୟଙ୍କର ବିନାଶକୁ ଦେଖି ସ୍ତବ୍ଧ ହୋଇଯାଇଛନ୍ତି। ଗୁଟେରସ କହିଛନ୍ତି ଯେ ସେ ଏତେ ବଡ଼ ଜଳବାୟୁ ନରସଂହାର ପୂର୍ବରୁ କେବେ ଦେଖି…

ଇମ୍ରାନଙ୍କ ବିମାନ ହରାଇଲା ଭାରସାମ୍ୟ, କଲା ଜରୁରୀ ଅବତରଣ…

ଇସଲାମାବାଦ, ୧୧।୯ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଯାଉଥିବା ଏକ ବିମାନ ଶନିବାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି। ଦୈନିକ ପାକିସ୍ତାନର ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ଶନିବାର ଏକ ରାଲିରେ ସମ୍ବୋଧିତ କରିବାକୁ ଗୁଞ୍ଜରାୱାଲା ଯାଉଥିଲେ। ଏହି…

ସାଉଦି ଆରବରେ ଭାରତୀୟଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର

ରିୟାଦ,୧୧ା୯: ସାଉଦି ଆରବରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଭାରତୀୟ ନାଗରିକଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ବନ୍ଦେ ଭାରତ ମିଶନ ଅଧୀନରେ ସାରା ବିଶ୍ୱରୁ ଅତି କମ୍‌ରେ ୭ ଲକ୍ଷ ଲୋକଙ୍କୁ ଦେଶକୁ ଅଣାଯାଇଥିଲା। ସେ କହିଛନ୍ତି, ଏହି ମିଶନ…

ଏଫ୍‌-୧୬ ଫାଇଟର ବିମାନ ପାଇଁ ପାକିସ୍ତାନକୁ ୪୫୦ ନିୟୁତ ଡଲାର ପ୍ୟାକେଜ ଘୋଷଣା କଲା ଆମେରିକା, ଭାରତର କଡ଼ା ବିରୋଧ…

ଓ୍ବାଶିଂଟନ, ୧୧।୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଯାହା କରି ନଥିଲେ ଏବେ ତାହା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କଣ କରୁଛନ୍ତି। ଜୋ ବାଇଡେନ ସରକାର ବହୁ ପୂର୍ବରୁ ପାକିସ୍ତାନକୁ ଦିଆଯାଇଥିବା ଏଫ୍‌-୧୬ ଯୁଦ୍ଧ ବିମାନ…

ଇନ୍ଧନ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା,୧୮ ଜୀବନ୍ତ ଦଗ୍ଧ…

ମେକ୍ସିକୋ ସିଟି,୧୧।୯ : ମେକ୍ସିକୋରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ମୋଣ୍ଟେରୀ ସହରକୁ ଯାଉଥିବା ରାଜପଥରେ ଏକ ଇନ୍ଧନ ଭର୍ତ୍ତି ଟ୍ୟାଙ୍କର ଏବଂ ଏକ ବସ ଧକ୍କା ହୋଇଥିଲା। ଘଟଣାସ୍ଥଳରେ…

ପପୁଆ ନ୍ୟୁ ଗିନିରେ ବଡ ଧରଣର ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୭.୭

ପୋର୍ଟ ମୋରେସବେ,୧୧ ।୯: ପପୁଆ ନ୍ୟୁ ଗିନିରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଲାଇରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ରହିଥିବା ସୂଚନା ମିଳିଛି । ଭୂକମ୍ପ ଫଳରେ ସାରା ଅଞ୍ଚଳ ଏକ…

ଆଇପିଇଏଫ୍‌ ବାଣିଜ୍ୟ ମଞ୍ଚରୁ ଓହରିଲା ଭାରତ

ନୂଆଦିଲ୍ଲୀ/ଲସ୍‌ଏଞ୍ଜେଲ୍ସ,୧୧ା୯: ଏସୀୟ ରାଷ୍ଟ୍ରଗୁଡ଼ିକ ସହ ମୁକ୍ତ ବାଣିଜି୍ୟକ ସମ୍ପର୍କ ପ୍ରତିଷ୍ଠା ଲକ୍ଷ୍ୟରେ ଆମେରିକା ନେତୃତ୍ୱରେ ଗଠିତ ଇଣ୍ଡୋ-ପାସିଫିକ୍‌ ଇକୋନୋମିକ୍‌ ଫ୍ରେମ୍‌ଓ୍ବାର୍କ (ଆଇପିଇଏଫ୍‌) ବାଣିଜି୍ୟକ ଆଲୋଚନାରୁ ଭାରତ ଓହରିଯାଇଛି। ଆଇପିଇଏଫ୍‌ର ୧୪ ରାଷ୍ଟ୍ର ମଧ୍ୟରୁ ଭାରତ ହେଉଛି ଏକମାତ୍ର ସଦସ୍ୟ, ଯାହାକି ଆମେରିକାର…

୭୫ ବର୍ଷ ପରେ ଏକାଠି ହେଲେ ଭଉଣୀଭାଇ

ଇସ୍‌ଲାମାବାଦ,୧୧ା୯: ଦେଶ ବିଭାଜନର ୭୫ ବର୍ଷ ପରେ ଜଳନ୍ଧରର ଅମରଜିତ ସିଂ କର୍‌ତାରପୁରର ଗୁରୁଦ୍ୱାରା ଦର୍‌ବାର ସାହିବରେ ତାଙ୍କ ପାକିସ୍ତାନୀ ଭଉଣୀଙ୍କୁ ଭେଟିବା ପରେ ଭାବବିହ୍ବଳ ହୋଇପଡ଼ିଥିଲେ। ୧୯୪୭ରେ ପାକିସ୍ତାନ ଭାରତରୁ ଅଲଗା ହୋଇଯିବା ସହ ତାଙ୍କ ପରିବାର ମଧ୍ୟ ପରସ୍ପରଠାରୁ…

ଉପାଧି ଫେରିପାଇବେ କି ହ୍ୟାରି, ମେଘାନ

ଲଣ୍ଡନ, ୧୧ା୯: ଏଲିଜାବେଥ୍‌ ଦ୍ୱିତୀୟଙ୍କ ପରେ ତାଙ୍କ ବଡ଼ ପୁଅ ଚାଲର୍‌ସ ବ୍ରିଟେନ୍‌ ରାଜା ହୋଇଥିବା ବେଳେ ଏବେ ପ୍ରିନ୍ସ ହ୍ୟାରି ଏବଂ ସ୍ତ୍ରୀ ମେଘାନ ମର୍କେଲଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆଈ ମା’ ଏଲିଜାବେଥ୍‌ ମହାରାଣୀ ଥିବାରୁ କିଙ୍ଗ୍‌…

ଆମେରିକା ୯/୧୧ ଆତଙ୍କବାଦୀ ଆକ୍ରମଣକୁ ପୂରଣ ହେଲା ୨୧ ବର୍ଷ, ଥରି ଉଠିଥିଲା ଦେଶ

ୱାଶିଂଟନ,୧୧ ।୯: ଆମେରିକାର ୯/୧୧ ଆତଙ୍କବାଦୀ ଆକ୍ରମଣକୁ ଆଜି ୨୧ ବର୍ଷ ପୁରଣ ହୋଇଛି । ଏହି ଦିନକୁ ଆମେରିକା ପାଇଁ କଳା ଦିବସ ବୋଲି କୁହାଯାଏ । ଆମେରିକା ଇତିହାସରେ ଏହା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ଥିଲା ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri