ଅନ୍ତର୍ଜାତୀୟ

ସବୁଠାରୁ ଅଧିକ ଗଭିରତାରେ ମିଳିଲା ଆମେରିକା ଯୁଦ୍ଧ ଜାହାଜର କିଛି ଅଂଶ, ୭୮ ବର୍ଷ ପୂର୍ବରୁ ବୁଡିଥିଲା ଜାହାଜ

ୱାଶିଂଟନ,୨୭ ।୬: ଫିଲିପିନ ସାଗରରେ ସମୁଦ୍ର ବୁଡାଳିଙ୍କୁ ବୁଡିଯାଇଥିବା ଜାହାଜର କିଛି ଅଂଶ ମିଳିଛି । ଜାହାଜ ‘ୟୁଏସଏସ ସୌମୁଅଲ ବି ରବର୍ଟସ’ର କିଛି ଭଙ୍ଗା ଅଂଶ ୨୩ ହଜାର ଫୁଟ(୬,୮୯୫ ମିଟର) ଗଭିରରେ ମିଳିଛି । ଏହି ଜାହାଜକୁ ‘ସୌମି…

କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇଛି ଭାରତୀୟ ଟିକା: ମୋଦି

ବର୍ଲିନ,୨୬।୬: ୪୮ତମ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀ ଗସ୍ତରେ ଯାଇଛନ୍ତି। ମୁନିକରେ ପହଞ୍ଚି ସେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ଆପଣ ସମସ୍ତଙ୍କଠାରେ ଭାରତୀୟ ସଂସ୍କୃତି, ଏକତା ଏବଂ…

ଶ୍ରୀଲଙ୍କାରେ ପୁଣି ବଢ଼ିବ ତୈଳ ଦର

କଲମ୍ବୋ,୨୬ା୬: ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ମଧ୍ୟରେ ସିଲୋନ ପେଟ୍ରୋଲିୟମ କର୍ପୋରେଶନ ଗ୍ୟାସ ରବିବାର ଇନ୍ଧନ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏକ ରିପୋର୍ଟ ଅନୁଯାୟୀ, ଲିଟର ପେଟ୍ରୋଲ ୯୨ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହା ଆଉ ୫୦ ଟଙ୍କାକୁ…

ଇମ୍ରାନ୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର, ବେଡ୍‌ ରୁମ୍‌ରେ ଗୁପ୍ତ କ୍ୟାମେରା…

ଇସଲାମାବାଦ୍‌, ୨୬।୬ :ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାର ଷଡଯନ୍ତ୍ରର ଗୁଜବ ମଧ୍ୟରେ ଜଣେ କର୍ମଚାରୀ ଇସଲାମାବାଦର ବେନିଗାଲା ଅଞ୍ଚଳରେ ତାଙ୍କ ଘରର ଶୋଇବା ଘରେ ଗୁପ୍ତଚର କ୍ୟାମେରା ଲଗାଇଥିବା ଅଭିଯୋଗରେ ଧରାପଡିଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ୟୁକ୍ରେନ୍‌ରେ କ୍ଷେପଣାସ୍ତ୍ର ବର୍ଷା କଲା ରୁଷିଆ…

ମସ୍କୋ, ୨୬।୬ : ରୁଷିଆ ପକ୍ଷରୁ ୟୁକ୍ରେନର ବିଭିନ୍ନ ସହର ଉପରେ କ୍ଷେପଣାସ୍ତ୍ର ବର୍ଷା କରାଯାଇଛି। ଏହାଯୋଗୁ ପୂର୍ବ ଲୁହାନସ୍କ ଅଞ୍ଚଳର ସେଭେରୋଡୋନସ୍କ ଏବଂ ଲିସିଚସ୍କ ସହରରେ ଶହ ଶହ ସାଧାରଣ ସଙ୍କଟରେ ପଡ଼ିଛନ୍ତି। ଅପରପକ୍ଷରେ, ଦକ୍ଷିଣ ଅଞ୍ଚଳରେ ରୁଷିଆର ୪୬…

ବନ୍ଧୁକ ନିୟନ୍ତ୍ରଣ ବିଲ୍‌ରେ ସ୍ବାକ୍ଷର କଲେ ବାଇଡେନ୍‌

ଓ୍ବାଶିଂଟନ,୨୫।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଶନିବାର ଐତିହାସିକ ବନ୍ଧୁକ ନିୟନ୍ତ୍ରଣ ବିଲ୍‌ରେ ସ୍ବାକ୍ଷର କରିଥିବାରୁ  ଏହା ଆଇନରେ ପରିଣତ ହୋଇଛି। ବନ୍ଧୁକ ନିୟନ୍ତ୍ରଣ ଆଇନ ଲାଗୁ ହେଲେ ଲୋକଙ୍କ ଜୀବନ ସୁରକ୍ଷିତ ହୋଇପାରିବ ବୋଲି ବାଇଡେନ୍‌ କହିଛନ୍ତି। ବାଇପାର୍ଟିସନ ଗନ୍‌…

ସ୍ତ୍ରୀଙ୍କୁ ହତ୍ୟା ପରେ ହାତ ଧରି ଗୀତ ଶୁଣାଇଲେ

ଓ୍ବାଶିଂଟନ,୨୪।୬: ଆମେରିକାର ପ୍ଲୋରିଡାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ସ୍ବାମୀ। ଏହି ଅଭିଯୋଗରେ ୨୧ ବର୍ଷୀୟ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଫ୍ଲୋରିଡାର ଜିଚେନ ୟାଙ୍ଗ୍‌। ସୂଚନା…

ନର୍‌ଓ୍ବେ ନାଇଟ୍‌ କ୍ଲବରେ ଗୁଳିମାଡ଼: ୨ମୃତ, ୧୦ ଆହତ

ଓସଲୋ,୨୫।୬: ନରୱେ ରାଜଧାନୀ ଓସଲୋରେ ଏକ ଗେ’ ବାରରେ ଶନିବାର ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୫ଜଣ ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଲିସିଚାଂସ୍କ ସହରକୁ କବଜା କଲା ରୁଷିଆ, ୨୦୦୦ ୟୁକ୍ରେନ ସେନାଙ୍କୁ ବି ଘେରିଲା

କ୍ୱିଭ/ମସ୍କୋ, ୨୫ ।୬: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୪ ମାସ ପୂରଣ ହୋଇଥିଲେ ବି ଏବେବି ରୁଷିଆ ପକ୍ଷରୁ ଲାଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି । ରୁଷିଆ ସେନା ପୂର୍ବ ଲୁହାଂସ୍କ ଅଞ୍ଚଳର ରଣନିତିକ ଦୃଷ୍ଟିକୋଣରୁ ମହତ୍ୱପୂର୍ଣ୍ଣ ସହର…

ବନ୍ଧୁକ ବିଲ୍‌ ଆମେରିକା କଂଗ୍ରେସରେ ଗୃହୀତ

ଓ୍ବାଶିଂଟନ,୨୫।୬: ଆମେରିକାରେ ବନ୍ଧୁକ ନିୟନ୍ତ୍ରଣ ଲାଗି ଅଣାଯାଇଥିବା ଐତିହାସିକ ବାଇପାର୍ଟିସନ ଗନ୍‌ ଭାଓଲେନ୍ସ ବିଲ୍‌ ଶୁକ୍ରବାର କଂଗ୍ରେସର ଅନୁମୋଦନ ଲାଭ କରିବା ପରେ ଏହାକୁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସ୍ବୀକୃତି ପାଇଁ ପଠାଯାଇଛି। ଗୁରୁବାର ସିନେଟରେ ବିଲ୍‌ ସପକ୍ଷରେ ୬୫ ଓ…

ଆଫଗାନିସ୍ତାନ ଭୂକମ୍ପ: ଭାରତ ପଠାଇଲା ମାନବୀୟ ସହାୟତା

କାବୁଲ,୨୫ ।୬: ଆଫଗାନିସ୍ତାନର ପୂର୍ବ ପାକ୍ତିକା ଅଞ୍ଚଳରେ ଆସିଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହାସହ ହଜର ହଜାର ଲୋକ ଆହତ ବି ହୋଇଥିଲେ । ଏଭଳି ପରିସ୍ଥିତିରେ ଆଫଗାନିସ୍ତାନକୁ ସହାୟତା ଯୋଗାଇଛି ଭାରତ…

ଗର୍ଭପାତ ଅଧିକାର ହରାଇଲେ ମହିଳା

ଓ୍ବାଶିଂଟନ,୨୫ା୬: ଆମେରିକା ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଗର୍ଭପାତକୁ ଆଇନଗତ ମଞ୍ଜୁରୀ ପ୍ରଦାନକାରୀ ଅର୍ଦ୍ଧଶତାବ୍ଦୀ ପୁରୁଣା ନିଷ୍ପତ୍ତିକୁ ପଲଟାଇ ଦେଇଛନ୍ତି। ଫଳରେ ଏଣିକି ଗର୍ଭପାତ କରାଇବା ମହିଳାଙ୍କ ଆଇନଗତ ଅଧିକାର ରହିବ କି ନାହିଁ ସେନେଇ ରାଜ୍ୟଗୁଡ଼ିକ ନିଜସ୍ବ ସ୍ବତନ୍ତ୍ର ଆଇନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri