ଅନ୍ତର୍ଜାତୀୟ

ବୁଡ଼ିଲା ଶରଣାର୍ଥୀଙ୍କ ଡଙ୍ଗା, ୩୦ ନିଖୋଜ…

କାହିରା, ୩୦।୬ : ଲିବିୟା ଉପକୂଳବର୍ତ୍ତୀ ଭୂମଧ୍ୟସାଗରରେ ଏକ ରବର ଡଙ୍ଗା ବୁଡ଼ି ଯାଇଛି। ଏହି ଘଟଣାରେ ୩୦ ଜଣ ନିଖୋଜ ଅଛନ୍ତି। ସେମାନେ ସମୁଦ୍ରରେ ବୁଡ଼ିଯାଇଥିବା ଅନୁମାନ କରାଯାଉଛି। ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ଯାତ୍ରା କରୁଥିଲେ। ଫଳରେ ଏହା…

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ସହରକୁ ଅଧିକ ଟାର୍ଗେଟ କରାଯାଉଛି, ଭାରତର ମନ୍ତବ୍ୟ…

ନୂଆଦିଲ୍ଲୀ/କ୍ୱିଭ୍‌/ମସ୍କୋ, ୩୦।୬ : ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୧୨୬ ଦିନ ବିତିଛି। ଗୋଟିଏ ଦିନ ପୂର୍ବରୁ କ୍ରାମେଚକର ଏକ ଶପିଂ ମଲ ଉପରେ ରୁଷିଆ ସେନା ପକ୍ଷରୁ କ୍ଷେପଣସ୍ତ୍ର ମାଡ଼ କରାଯାଇଥିଲା। ଏନେଇ ମିଳିତ ଜାତିସଂଘରେ ଭାରତ କହିଛି ଯେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ…

‘ପୁଟିନ୍‌ ମହିଳା ହୋଇଥିଲେ ଯୁଦ୍ଧ ହୋଇ ନ ଥାନ୍ତା’

ଲଣ୍ଡନ,୩୦।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଜଣେ ମହିଳା ହୋଇଥିଲେ ୟୁକ୍ରେନ୍‌ ଯୁଦ୍ଧ ହୋଇ ନ ଥାନ୍ତା ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି। ଜର୍ମାନ୍‌ ବ୍ରଡକାଷ୍ଟର ଜେଡ୍‌ଡିଏଫ୍‌କୁ ମଙ୍ଗଳବାର ନିଜର ପ୍ରତିକ୍ରିୟା ଦେବା ସମୟରେ ବୋରିସ ଏହା କହିଛନ୍ତି।…

ବଢୁଛି ତାପମାତ୍ରା, ୟେଲୋ ଓ୍ବାର୍ନିଂ ଜାରି

ବେଜିଂ,୨୯ା୬: ଚାଇନାର ବିଭିନ୍ନ ଅଞ୍ଚଳରେ ବୁଧବାର ଉଚ୍ଚ ତାପମାତ୍ରା ଏବଂ ଲୁ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। କେନ୍ଦ୍ରୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଙ୍ଗାସୁ, ସିଚୁଆନ, ଚୋଗକିଙ୍ଗ୍‌, ହେନାନା, ଅନହୁଇ, ହୁନାନ, ଝୋଜିୟାଙ୍ଗ, ଫୁଜିୟାନ, ଝିଞ୍ଜିୟାଙ୍ଗରେ ଦିନରେ…

ପୁଟିନ୍‌ଙ୍କୁ ଆତଙ୍କବାଦୀ କହିଲେ ଜେଲେନସ୍କି…

କ୍ୱିଭ୍‌, ୨୯।୬ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଜୁନ ୨୭ରେ, ରୁଷିଆର କ୍ଷେପଣାସ୍ତ୍ରଗୁଡ଼ିକ ୟୁକ୍ରେନର କ୍ରେମେନଚୁକ ସହରର ଏକ ଶପିଂ ସେଣ୍ଟରକୁ ଧ୍ୱଂସ କରିଦେଇଥିଲା। ଯେତେବେଳେ ସେଠାରେ ଶତାଧିକ ଲୋକ ଥିଲେ। ଏହି ଆକ୍ରମଣରେ ୧୮ ଜଣଙ୍କର…

ଜାତିସଂଘରେ ଭାରତ ସୀମାରେ ଅସ୍ତ୍ରଶସ୍ତ୍ର ଚୋରା କାରବାର ପ୍ରସଙ୍ଗ…

କେନେଭା/ନୂଆଦିଲ୍ଲୀ, ୨୯।୬ : ଭାରତ ସୀମାରେ ହେଉଥିବା ଚୋରା ଅସ୍ତ୍ରଶସ୍ତ୍ର କାରବାର ପ୍ରସଙ୍ଗ ଜାତିସଂଘରେ ଉପସ୍ଥାପନ କରାଯାଇଛି। ପ୍ରତିବର୍ଷ ଅନ୍ତ୍ରଜାର୍ତୀୟ ସୀମାରେ ଚୋରା କାରବାର ହେଉଥିବା ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଉଛି। ଭାରତରେ ଏକ କଡ଼ା ଆଇନ ଥିବା ସତ୍ତ୍ୱେ ଅସ୍ତ୍ରଶସ୍ତ୍ର…

କଲମ୍ବିଆ ଜେଲରେ ସଂଘର୍ଷ: ୪୯ କଏଦୀ ମୃତ

ବୋଗୋଟା,୨୯ା୬: କଲମ୍ବିଆ ସାଉଥ୍‌ଓ୍ବେଷ୍ଟର୍ନର ଟୁଲୁଆ ଜେଲରୁ ଲୁଚି ପଳାଇବା ପାଇଁ ଉଦ୍ୟମ କରିବା ସମୟରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ନ୍ୟାଶନାଲ ପ୍ରିଜନ୍ସ ଏଜେନ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଘଟଣାରେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା କୁହାଯାଇଛି। ଜେଲରେ…

ୟୁଏଇ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

ଆବୁଧାବି, ୨୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ୍‌ ଅଳ୍‌ ନହୟାନ୍‌ଙ୍କୁ ଭେଟିଛନ୍ତି। ଏହି ଅବସରରେ ମୋଦି ମେ’ ୧୩ରେ ପରଲୋକ ଘଟିଥିବା ଉପସାଗରୀୟ ରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରପତି ଶେଖ୍‌…

ବ୍ରିକ୍ସରେ ସାମିଲ ପାଇଁ ଇରାନ, ଆର୍ଜେଣ୍ଟିନାର ଆବେଦନ

ତେହରାନ, ୨୯ା୬: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସରେ ସାମିଲ ହେବା ପାଇଁ ଇରାନ୍‌ ଏବଂ ଆର୍ଜେଣ୍ଟିନା ଆବେଦନ କରିଛନ୍ତି। ଏହି ଦୁଇ ଦେଶ ବ୍ରିକ୍ସରେ ମିଶିବା ପରେ ଉଭୟ ପକ୍ଷର ଗୁରୁତ୍ୱ ବଢ଼ିବ…

ୟୁକ୍ରେନ୍‌ର ଆତ୍ମସମର୍ପଣରେ ରୁଷିଆ ଅଭିଯାନ ଶେଷ ହେବ: କ୍ରେମ୍‌ଲିନ୍‌

ମସ୍କୋ, ୨୯ା୬: ୟୁକ୍ରେନ୍‌ ଆତ୍ମସମର୍ପଣ କଲେ ହିଁ ସେଠାରେ ରୁଷିଅ ଚଳାଇଥିବା ଅଭିଯାନ ଶେଷ ହେବ ବୋଲି ମଙ୍ଗଳବାର କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ କହିଛନ୍ତି। ତେଣୁ କିଭ୍‌ ଏହାର ସୈନ୍ୟମାନଙ୍କୁ ଅସ୍ତ୍ର ଛାଡ଼ିବାକୁ କହିବା ସହ ମସ୍କୋର ଦାବି ମାନୁ…

୩ ଲକ୍ଷ ନାଟୋ ସୈନ୍ୟଙ୍କୁ ହାଇ ଆଲର୍ଟ, ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇଲା…

ମାଦ୍ରିଦ୍‌, ୨୮।୬ : ୟୁକ୍ରେନ ଯୁଦ୍ଧ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ ଦୃଷ୍ଟିରେ ରଖି ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଏହାର ୩ ଲକ୍ଷ ସୈନିକଙ୍କୁ ହାଇ ଆଲର୍ଟରେ ରଖିବାକୁ ଯାଉଛି। ନାଟୋ ସେକ୍ରେଟେରୀ ଜେନେରାଲ ଜେନ୍ସ ଷ୍ଟୋଲଟେନ୍ବର୍ଗ ଏହା…

ମାଳଦ୍ୱୀପରେ ଇଣ୍ଡିଆ ଆଉଟ୍‌ ଅଭିଯାନ ବନ୍ଦ…

ମାଲେ, ୨୮।୬ : ମାଲଦ୍ୱୀପର ସଂସଦ ଜୁନ ୨୭ରେ ଇଣ୍ଡିଆ ଆଉଟ ଅଭିଯାନ ସମେତ ମାଳଦ୍ୱୀପର କୂଟନୈତିକ ସ୍ବାର୍ଥକୁ କ୍ଷତି ପହଞ୍ଚାଉଥିବା ଅପରାଧକୁ ଅପରାଧୀକରଣ କରିବା ପାଇଁ ଆଇନରେ ସଂଶୋଧନକୁ ଅନୁମୋଦନ କରିଛି। ଏହାର ସପକ୍ଷରେ ଭୋଟ ଦେଇ ସଂସଦରେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri