ଅକ୍ଟୋବରରେ ଭାରତ ଆସିବେ ଜଷ୍ଟିନ ବିବର
ୱାଶିଂଟନ,୨୦ ।୭: କାନାଡିଆନ ପପ ସିଙ୍ଗର ଜଷ୍ଟିନ ବିବରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସେ ଭାରତରେ ପରଫର୍ମ କରିବେ ବୋଲି ଜଣାପଡିଛି । କାରଣ ନିକଟରେ ସେ ପୁଣିଥରେ ଆରମ୍ଭ କରିବାକୁ ଯାଉଛନ୍ତି ତାଙ୍କ ୱାର୍ଲଡ ଟୁର…
ବ୍ରିଟେନରେ ରେକର୍ଡ ଭାଙ୍ଗିଲା ତାପମାତ୍ରା
ଲଣ୍ଡନ,୨୦ା୭: ବ୍ରିଟେନରେ ଜାରି ରହିଥିବା ଗ୍ରୀଷ୍ମଲହର ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗିଛି। ପ୍ରଥମ ଥର ପାଇଁ ଏହି ୟୁରୋପୀୟ ଦେଶରେ ତାପମାତ୍ରା ୪୦ଡିଗ୍ରୀ ଟପିଛି। ମଙ୍ଗଳବାର ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରୀରେ ପହଞ୍ଚିଛି। ପୂର୍ବରୁ ୨୦୧୯ରେ ବ୍ରିଟେନରେ ସର୍ବାଧିକ…
ପାକିସ୍ତାନ ହୋଟେଲରେ ଆମେରିକୀୟ ଯୁବତୀଙ୍କୁ ସାମୁହିକ ବଳାତ୍କାର
ଇସଲାମାବାଦ,୨୦ ।୭: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଜଣେ ୨୧ ବର୍ଷୀୟ ଆମେରିକୀୟ ଯୁବତୀଙ୍କ ସହ ସାମୁହିକ ବଳାତ୍କାର ହୋଇଥିବା ଅଭିଯୋଗ ଆସିଛି । ମଙ୍ଗଳବାର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଘଟଣାଟି ଡିଜି ଖାଁ ଜିଲାର ହିଲ…
ମସ୍କଙ୍କ ବିରୋଧରେ ଟୁଇଟର ମାମଲାର ଶୁଣାଣି ଅକ୍ଟୋବରରେ
ୱାଶିଂଟନ,୨୦ ।୭: ସୋସିଆଲ ମିଡିଆ ପା୍ଲଟଫର୍ମ ଟୁଇଟର ଅରବପତି ଉଦ୍ଦ୍ୟୋଗପତି ଏଲନ ମସ୍କଙ୍କ ଉପରେ ୪୪ ଅରବ ଡଲାରରେ କମ୍ପାନୀର ଶେୟାର କ୍ରୟ କରିବାକୁ ଚାପ ପକାଇବା ଘଟଣାକୁ ନେଇ ମାମଲା କରିଛି । ଏହି ମାମଲାର ଶୁଣାଣି ଅକ୍ଟୋବରରେ ହେବ…
ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍ : ୧୧୮ ଭୋଟ ପାଇ ପୁଣି ଶୀର୍ଷରେ ରହିଲେ ଋଷି ସୁନକ
ଲଣ୍ଡନ,୨୦ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବେଳକୁ ବେଳ ତାଙ୍କର ସ୍ଥିତିକୁ ମଜଭୁତ କରିବାରେ ଲାଗିଛନ୍ତି । ଚତୁର୍ଥ ରାଉଣ୍ଡ ଭୋଟିଂରେ ସୁନକଙ୍କୁ ୧୧୮ ଭୋଟ ମିଳିଛି । ଏହାସହ ପୂର୍ବତନ ମନ୍ତ୍ରୀ କେମି…
କରୋନା ଯୋଗୁ ୟୁରୋପରେ ହାହାକାର, ୬ ସପ୍ତାହରେ ବୃଦ୍ଧି ପାଇଛି ୩ ଗୁଣା…
ଲଣ୍ଡନ, ୧୯।୭ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଙ୍ଗଳବାର କହିଛି ଯେ ଗତ ୬ ସପ୍ତାହ ମଧ୍ୟରେ ୟୁରୋପରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ହାହାକାର ସୃଷ୍ଟି ହୋଇଛି। ଏହା ଏହି ସମୟ ମଧ୍ୟରେ ତିନି ଗୁଣା ବୃଦ୍ଧି ପାଇଛି, ଯାହା…
ପାହାଡ଼ ମଝିରେ ବିଳାସପୂର୍ଣ୍ଣ ଅବସର ବିନୋଦନ ଗୃହ ନିର୍ମାଣ କଲା ଚାଇନା…
ବେଜିଂ, ୧୯।୭ : ଚାଇନା ପ୍ରାୟତଃ ଏହାର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ଯୋଗୁଁ ବିଶ୍ୱକୁ ବେଳେବେଳେ ଚକିତ କରିଥାଏ। ଏବେ ଚାଇନାର ଚୋଙ୍ଗକିଙ୍ଗ ସହରରେ ଏପରି କିଛି ଫଟୋ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଫଟୋଗୁଡ଼ିକରେ ଚାଇନା ପାହାଡ଼ ଏବଂ…
ସିନ୍ଧୁ ନଦୀରେ ଡଙ୍ଗାବୁଡ଼ି, ୨୩ ମୃତ, ୨୬ ନିଖୋଜ …
ଇସଲାମାବାଦ, ୧୯।୭ : ପାକିସ୍ତାନରେ ଏକ ଦୁଃଖଦ ଡଙ୍ଗାବୁଡ଼ି ଦୁର୍ଘଟଣାରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୬ ଜଣ ନିଖୋଜ ଅଛନ୍ତି। ପାକିସ୍ତାନର ପଞ୍ଜାବ ଏବଂ ସିନ୍ଧ ସୀମା ଅଞ୍ଚଳ ନିକଟସ୍ଥ ସିନ୍ଧୁ ନଦୀରେ ଏକ ଡଙ୍ଗା ବୁଡ଼ିଯିବା ଯୋଗୁ…
ପଞ୍ଜାବରେ ସରକାର ଗଢ଼ିପାରେ ପିଟିଆଇ
ଇସ୍ଲାମାବାଦ,୧୯।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ତେହରିକ୍-ଇ-ଇନ୍ସାଫ୍ (ପିଟିଆଇ) ପାର୍ଟି ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ସରକାର ଗଠନ କରିବା ନେଇ ସମ୍ଭାବନା ଦେଖାଦେଇଛି। ଇତିମଧ୍ୟରେ ପଞ୍ଜାବ ବିଧାନସଭା ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ୨୦ରୁ…
ଧରାପଡିଲା ଚାଇନାର ଚାଲାକି
ବେଜିଂ,୧୯।୭: ଭାରତ-ଚାଇନା ସୀମାରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଚାଇନା ସେନା ପ୍ୟାଙ୍ଗୋଙ୍ଗ ହ୍ରଦ ଉପରେ ଏକ ସାମରିକ ଅଭ୍ୟାସ କରି ଏହାର ଏକ ଭିଡିଓ ମଧ୍ୟ ଜାରି କରିଛି। ୧୬ତମ କମାଣ୍ଡରସ୍ତରୀୟ କଥାବାର୍ତ୍ତା ପରେ ମଧ୍ୟ ଡ୍ରାଗନର ଏଭଳି…
ରାଷ୍ଟ୍ରପତି ଦୌଡରୁ ଓହରିଲେ ପ୍ରେମଦାସା
କଲମ୍ବୋ,୧୯।୭: ବୁଧବାର ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ନିର୍ବାଚନ ପୂର୍ବରୁ ବିରୋଧି ଦଳ ନେତା ସାଜିତ ପ୍ରେମଦାସା ରାଷ୍ଟ୍ରପତି ଦୌଡରୁ ଓହରିଛନ୍ତି।ସେ ନିଜର ପ୍ରାର୍ଥିିପତ୍ର ପ୍ରତ୍ୟାହାର କରିଥିବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି । ଦେଶର ପ୍ରଗତି…
ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଆଗକୁ ବଢୁଛନ୍ତି ଋଷି ସୁନକ
ଲଣ୍ଡନ,୧୯ ।୭: ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଧୀରେ ଧୀରେ ଆଗକୁ ବଢୁଛନ୍ତି । ସେ ତୃତୀୟ ରାଉଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଏହି ରାଉଣ୍ଡରେ ତାଙ୍କୁ ୧୧୫ ଭୋଟ ମିଳିଛି । ଫଳରେ…
Archives


