ଅନ୍ତର୍ଜାତୀୟ

ୟୁରୋପରେ ଅସହ୍ୟ ଗରମ, ୧୭୦୦ ଲୋକଙ୍କ ମୃତ୍ୟୁ, ତରଳିଗଲା ଟ୍ରେନ୍ ସିଗନଲ!

ବ୍ରୁସେଲସ୍‌,୨୧ ।୭: ୟୁରୋପରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ରେକର୍ଡ ଭାଙ୍ଗିଛି । ବେଳକୁ ବେଳ ଗରମ ବଢିବାରେ ଲାଗିଥିବାରୁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । କେଉଁଠି ଏୟାରପୋର୍ଟର ରନୱେର୍ ତରଳି ଯାଉଛି ତ ପୁଣି କେଉଁଠି…

ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍‌: ଫାଇନାଲରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

ଲଣ୍ଡନ,୨୦।୭: ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପଞ୍ଚମ ରାଉଣ୍ଡ ୧୩୭ ଭୋଟ ପାଇ ବିଜୟ ଆଡକୁ ଅଗ୍ରସର ହେଉଛନ୍ତି। ପଞ୍ଚମ ରାଉଣ୍ଡ ଭୋଟ ସହିତ ତାଙ୍କ ପ୍ରତିଦ୍ୱନ୍ଦୀ ବାଣିଜ୍ୟ ମନ୍ତ୍ରୀ ପେନି ମେର୍ଡେଣ୍ଟ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାଦ…

ଏହି କାରଣ ପାଇଁ ଦେଶ ଛାଡ଼ିଥିଲେ ଗୋଟାବାୟା

କଲମ୍ବୋ,୨୦ା୭: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଏଥର ଶ୍ରୀଲଙ୍କାରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାର ସମୟ ଶେଷ ହେବ ବୋଲି ଆଶା କରାଯାଉଛି। ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ପରେ ଲୋକମାନେ ସରକାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ଦେଶରେ…

ସବୁଠୁ ଖରାପ ସ୍ଥିତିରେ ପାକିସ୍ତାନ ପାସପୋର୍ଟ, ମାତ୍ର ୩୨ ଦେଶକୁ କରିପାରିବେ ଯାତ୍ରା

ଇସଲାମାବାଦ,୨୦ା୭: ପାକିସ୍ତାନ ପାସପୋର୍ଟ ଦୁନିଆର ସବୁଠାରୁ ଖରାପ ର଼୍ୟାଙ୍କ ଅର୍ଥାତ୍‌ ଚତୁର୍ଥ ସ୍ଥାନରେ ରହିଛି। ବର୍ଷେ ପୂର୍ବରୁ ମଧ୍ୟ ଏହି ପାସପୋର୍ଟର ସ୍ଥାନ ଏପରି ଥିଲା। ଏହି ପାସପୋର୍ଟ ମାଧ୍ୟମରେ କେବଳ ଲୋକେ ୩୨ଟି ସ୍ଥାନ ପରିଦର୍ଶନ କରିପାରିବେ। ୨୦୨୨ ପାଇଁ…

ଜନମତ ସଂଗ୍ରହ କରି ୟୁକ୍ରେନ୍‌ ଦଖଲ କରିବା ଯୋଜନା କରିଛନ୍ତି ପୁଟିନ…

ମସ୍କୋ/କ୍ୱିଭ୍‌,୨୦।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ଏପର୍ଯ୍ୟନ୍ତ କୌଣସି ଫଳାଫଳ ମିଳି ନାହିଁ। କିନ୍ତୁ ଏହା ସତ୍ୟ ଯେ ୟୁକ୍ରେନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହି ସମୟରେ ଆମେରିକାର ଗୁପ୍ତଚର ସଂସ୍ଥା ଅଭିଯୋଗ କରିଛନ୍ତି ଯେ ରୁଷିଆ…

ହସିନାଙ୍କ ବ୍ରିଜ୍‌ କୂଟନୀତି, ମମତାଙ୍କୁ ସ୍ବତନ୍ତ୍ର ଆମନ୍ତ୍ରଣ…

ଢାକା,୨୦।୭ : ଭାରତ ସହ ବିଶେଷ ସମ୍ପର୍କ ଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ସ୍ବତନ୍ତ୍ର ଆମନ୍ତ୍ରଣ ପଠାଇଛନ୍ତି। ନିର୍ମାଣ ହୋଇଥିବା ନୂଆ ପଦ୍ମ ବ୍ରିଜ ଦେଖିବା ପାଇଁ ଶେଖ ହସିନା ମମତାଙ୍କୁ ଆମନ୍ତ୍ରଣ…

ଗ୍ୟାସ ବିସ୍ଫୋରଣ: ଜଣେ ମୃତ ୧୨ ଆହତ

ବେଜିଂ,୨୦ା୭: ଚାଇନା ବନ୍ଦର ସହର ତିଆଞ୍ଜିନସ୍ଥିତ ଏକ ୬ ମହଲା ବିଶିଷ୍ଟ ଆବାସିକ କୋଠାରେ ଗ୍ୟାସ୍‌ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ୩ ଜଣଙ୍କର କୌଣସି ପତ୍ତା ମିଳୁନାହିଁ। ବୁଧବାର ରାଜ୍ୟ ଗଣମାଧ୍ୟମ…

ଓ୍ବିକ୍ରମସିଂଘେ ହେଲେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ,୨୦।୭: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ ଓ୍ବିକ୍ରମସିଂଘେ । ତ୍ରିକୋଣୀୟ ମୁକାବିଲାରେ ଓ୍ବିକ୍ରମସିଂଘେ ବିଜୟୀ ହୋଇଛନ୍ତି। ମଙ୍ଗଳବାର ସାଜିଥ୍‌ ପ୍ରେମଦାସା ରାଷ୍ଟ୍ରପତି ନିର୍ବାଚନ ଲଢେଇରୁ ଓହରିବା ପରେ ୩ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲିଥିଲା। ହେଲେ ଏହି ମୁକାବିଲାରେ ଓ୍ବିକ୍ରମସିଂଘେ ସର୍ବାଧିକ…

ସମଲିଙ୍ଗୀ ବିବାହ ସୁରକ୍ଷା ବିଲ୍‌ ଆମେରିକା ପ୍ରତିନିଧି ସଭାରେ ପାରିତ, ସପକ୍ଷରେ ୧୫୭ ଭୋଟ…

ଓ୍ବାଶିଂଟନ,୨୦।୭ : ଆମେରିକାରେ ସମଲିଙ୍ଗୀ ବିବାହ ବିଷୟରେ ଆଲୋଚନା ପୁଣି ଜୋରସୋରରେ ଚାଲିଛି। ଏହି ସମୟରେ, ଆମେରିକାର ପ୍ରତିନିଧି ସଭାରେ ସମଲିଙ୍ଗୀ ବିବାହକୁ ଫେଡେରାଲ ସୁରକ୍ଷା ଯୋଗାଇବା ପାଇଁ ଏକ ବିଲ ପାରିତ ହୋଇଛି। ମଙ୍ଗଳବାର ଏହା ପାରିତ ହୋଇଛି। ଉପସ୍ଥିତ…

ନେପାଳ ଜମି ଦଖଲ କରୁଛି ଚାଇନା…

ବେଜିଂ/କାଠମାଣ୍ଡୁ,୨୦।୭ : ଚାଇନା କେବଳ ଲଦାଖ ଏବଂ ଭୁଟାନ ଡୋକଲାମ ତଥା ଭାରତର ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ଜବର ଦଖଲ କରିବାରେ ବ୍ୟସ୍ତ ନୁହେଁ, ବରଂ ଏହା ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବେଶ କରୁଛି। ନେପାଳ ସୀମାରେ ଚାଇନା ଦ୍ୱାରା…

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମୋଦିଙ୍କ ଉଦ୍ଦେଶ୍ୟରେ ଟୁଇଟ କଲେ ଶ୍ରୀଲଙ୍କା ନେତା ସାଜିଥ ପ୍ରେମଦାସା

କଲମ୍ବୋ,୨୦ ।୭: ଶ୍ରୀଲଙ୍କାରେ ୨୦ ଜୁଲାଇ ଅର୍ଥାତ୍ ବୁଧବାର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନର ଠିକ୍ ପୂର୍ବରୁ ରାଷ୍ଟ୍ରପତି ପଦ ପାଇଁ ମଜଭୁତ ଦାବିଦାର ଥିବା ବିରୋଧୀ ନେତା ସାଜିଥ ପ୍ରେମଦାସା ଏହି ରେସରୁ ନିଜକୁ…

ଇରାନ୍‌ରେ ପୁଟିନ୍‌

ତେହରାନ, ୨୦ା୭: ଇରାନ୍‌ ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମନେଇଙ୍କୁ ଭେଟିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମଙ୍ଗଳବାର ତେହରାନରେ ପହଞ୍ଚିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧ ହେବା ପରେ ପୁଟିନ୍‌ଙ୍କର ଏହା ପ୍ରଥମ ବିଦେଶ ଗ୍ରସ୍ତ। ତେହରାନରେ ପୁଟିନ୍‌ ପ୍ରଥମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri