ଅନ୍ତର୍ଜାତୀୟ

ଦ୍ରୌପଦୀ ମୁର୍ମୁ ମଜଭୁତ ଭାରତୀୟ ଲୋକତନ୍ତ୍ରର ପ୍ରମାଣ: ବାଇଡେନ

ୱାଶିଂଟନ,୨୩ ।୭: ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମ; ନିର୍ବାଚିତ ହେବା ପରେ ସାରା ବିଶ୍ୱର ବଡ ବଡ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପକ୍ଷରୁ ପଠାଯାଇଥିବା ଶୁଭେଚ୍ଛା ବାର୍ତ୍ତାରେ କୁହାଯାଇଛି, ଜଣେ…

ନୂଆ ସର୍ଭେରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରେସରେ ଋଷିଙ୍କ ଆଗରେ ଲିଜ

ଲଣ୍ଡନ,୨୩ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉତ୍ତରାଧିକାରୀକୁ ନେଇ ଚାଲିଥିବା ରେସରେ ଭାରତୀୟ ବଂଶୋଦଭବ ଋଷି ସୁନକ ସବୁଠାରୁ ଆଗରେ ରହିଛନ୍ତି । ହେଲେ ଏବେ ଏକ ସର୍ବେକ୍ଷଣ କହିଛି ଋଷି ସୁନକଙ୍କ ସ୍ୱପ୍ନ ମିଳାଇ ଯାଇପାରେ । କାରଣ…

ଚାଇନାରେ ବଢୁଛି ତାପମାତ୍ରା

ବେଜିଂ,୨୩ ।୭: ୟୁରୋପ ଓ ବ୍ରିଟେନ ପରେ ଏବେ ଆଗାମୀ ୧୦ ଦିନ ମଧ୍ୟରେ ପୂର୍ବରୁ ପଶ୍ଚିମ ଚାଇନା ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି । କିଛି ଉପକୂଳ ଅଞ୍ଚଳରେ ହିଟୱେଭକୁ ନେଇ ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଛି…

‘ଯୁଦ୍ଧ ବନ୍ଦ କରିବାକୁ ହେଲେ ଜେଲନ୍‌ସ୍କିଙ୍କୁ ମାନିବାକୁ ପଡ଼ିବ ପୁଟିନଙ୍କ ଏହି ସର୍ତ୍ତ’

କ୍ୱିଭ୍‌,୨୨ା୭: ବେଲାରୁଷର ରାଷ୍ଟ୍ରପତି ଆଲେକଜାଣ୍ଡାର୍‌ ଲୁକାଶଙ୍କୋ କହିଛନ୍ତି, ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଗକୁ ଆସିବା ଉଚିତ୍‌। ସେ ଏହା ମଧ୍ୟ କହିଛନ୍ତି, ଏହାକୁ ରୋକିବା ଏବଂ ପରମାଣୁ ଯୁଦ୍ଧର ବିପଦକୁ ଏଡ଼ାଇବା ପାଇଁ ୟୁକ୍ରେନ ରୁଷିଆର…

ମୁଖ୍ୟମନ୍ତ୍ରୀ ଦୌଡ଼ରେ ହମ୍‌ଜା ଶେହବାଜ, ପରଭେଜ ଇଲାହୀ

ଇସଲାମାବାଦ,୨୨ା୭: ନିକଟରେ ପଞ୍ଜାବ ବାଇପୋଲରେ ଇମ୍ରାନ ଖାନ୍‌ଙ୍କ ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ (ପିଟିଆଇ)ର ବିଜୟ ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଅଧିବେଶନ ଅନୁଷ୍ଠିତ ହେବ। ଡେପୁଟି ସ୍ପିକର ଦୋସ୍ତ ମଜାରୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ଅଧିବେଶନ ଅପରାହ୍ନ ୪ଟାରେ…

ଦିନେଶ ଗୁଣବର୍ଦ୍ଧେନା ହେଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ,୨୨।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପରିସ୍ଥିତି ଧୀରେ ଧୀରେ ସୁଧୁରିବାକୁ ଯାଉଛି। ରାଷ୍ଟ୍ରପତିଙ୍କ ପରେ ଏବେ ଦେଶର ନୂତନ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଦିନେଶ ଗୁଣବର୍ଦ୍ଧେନା ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ଗୋଟାବାୟା…

ଜିନ୍‌ପିଙ୍ଗଙ୍କ ବିରୋଧରେ ମଧ୍ୟବିତ୍ତଙ୍କ ବିଦ୍ରୋହ, ୨୪ ପ୍ରଦେଶରେ ଗୃହଋଣ ପୈଠ କରୁ ନାହାନ୍ତି ୧.୩ କୋଟି ଲୋକ…

ବେଜିଂ,୨୨।୭ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ପ୍ରଥମ ଥର ପାଇଁ ମଧ୍ୟବିତ୍ତ ଲୋକଙ୍କ ବିଦ୍ରୋହର ସମ୍ମୁଖୀନ ହୋଇଛନ୍ତି। ଚାଇନାର ୩୧ଟି ପ୍ରଦେଶ ମଧ୍ୟରୁ ୨୪ ଟିରେ, ୨୩୫ଟି ସମ୍ପତ୍ତି ପ୍ରକଳ୍ପରେ ୧.୩ କୋଟି ଲୋକ ଗୃହଋଣ କିସ୍ତି ପୈଠ କରୁ…

ଜୋ ବାଇଡେନ୍‌ଙ୍କୁ କରୋନା, ଆଶୁ ଆରୋଗ୍ୟ କାମନା କଲେ ମୋଦି

ୱାଶିଂଟନ,୨୨।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍‌ର ଦୁଇଟି ଡୋଜ୍‌ ଟିକା ନେଇଥିଲେ ମଧ୍ୟ ସେ ସଂକ୍ରମିତ ଥିବା ଜଣାପଡ଼ିଛି। ଏନେଇ ହ୍ବାଇଟ୍‌ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଛି। ତେବେ…

ଗୋଟିଏ ଦଶକ ପରେ ନ୍ୟୁୟର୍କରେ ପ୍ରଥମ ପୋଲିଓ ଆକ୍ରାନ୍ତ ଚିହ୍ନଟ

ନ୍ୟୁୟର୍କ,୨୨ ।୭: ଦଶ ବର୍ଷ ପୂର୍ବେ ଆମେରିକାକୁ ପୋଲିଓ ମୁକ୍ତ ଘୋଷଣା କରାଯାଇଥିଲା । ଏବେ ୧୦ ବର୍ଷ ପରେ ନ୍ୟୁୟର୍କର ରକଲ୍ୟାଣ୍ଡ କାଉଣ୍ଟିରେ ଜଣେ ଯୁବକଙ୍କ ନିକଟରେ ପୋଲିଓ ଭୂତାଣୁ ମିଳିଛି । ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଗୁରୁବାର ୨୧…

ଗର୍ଭନିରୋଧକ ବ୍ୟବହାର ରହିବ ଜାରି, ଆମେରିକା ସଦନରେ ବିଧେୟକ ପାରିତ…

ଓ୍ବାଶିଂଟନ,୨୨।୭ : ଆମେରିକାର ସୁପ୍ରିମକୋର୍ଟ ପୂର୍ବରୁ ଦେଶରେ ଗର୍ଭପାତ ଅଧିକାରକୁ ରଦ୍ଦ କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ସଦନରେ ଏକ ବିଲ ଅନୁମୋଦିତ ହୋଇଛି। ଏହା ଗର୍ଭନିରୋଧକ ଔଷଧ ଏବଂ ଅନ୍ୟାନ୍ୟ ଉପାୟ ବ୍ୟବହାର କରିବାର ଅଧିକାରକୁ ସୁରକ୍ଷା ଦେଇଛି। ଆମେରିକାରେ ଲୋକଙ୍କର…

ଶ୍ରୀଲଙ୍କା ସଙ୍କଟ: ଆକ୍ସନ ମୁଡରେ ସେନା

କଲମ୍ବୋ,୨୨ ।୭: ଶ୍ରୀଲଙ୍କା କିଛି ମାସ ହେବ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏହାକୁ ନେଇ ପ୍ରଦର୍ଶନକାରୀଙ୍କ ବିରୋଧ ବି ଜାରି ରହିଛି । ଏହି ପ୍ରଦର୍ଶନ ଏତେ ତୀବ୍ର ହୋଇଛି ଯେ ପୂର୍ବତନ ରାଷ୍ଟ୍ରପତି…

ଆତଙ୍କବାଦୀଙ୍କ ହାତରେ ପହଞ୍ଚୁଛି ରାସାୟନିକ ଅସ୍ତ୍ରଶସ୍ତ୍ର, ସୁରକ୍ଷା ପରିଷଦରେ ଭାରତର ଚେତାବନୀ…

ଜେନେଭା,୨୨।୭ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର ପହଞ୍ଚୁଥିବା ନେଇ ଭାରତ ବିଶ୍ୱକୁ ଚେତାବନୀ ଦେଇଛି। ଆତଙ୍କବାଦୀ ଗୋଷ୍ଠୀ ତଥା ବ୍ୟକ୍ତିବିଶେଷ ରାସାୟନିକ ଅସ୍ତ୍ରଶସ୍ତ୍ର ପାଇବା ସମ୍ଭାବନା ବିରୋଧରେ ବାରମ୍ବାର ସତର୍କ ସୂଚନା ଜାରି ହେଉଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri