ଅନ୍ତର୍ଜାତୀୟ

୨୨ କୋଟିର ଟୁଇଟ୍‌ ୨୧ ହଜାର ଟଙ୍କା

ଓ୍ବାଶିଂଟନ୍‌, ୧୫ା୪:ଟୁଇଟର ପ୍ରତିଷ୍ଠାତା ଜ୍ୟାକ୍‌ ଡୋର୍ସିଙ୍କ ପ୍ରଥମ ଟୁଇଟ୍‌ର ଏନ୍‌ଏଫ୍‌ଟିକୁ କିଣିଥିବା ବ୍ୟକ୍ତିଙ୍କୁ ବଡ଼ ଝଟକା ଲାଗିଛି। ୨୦୦୬ ମେ ୨୧ରେ ଡୋର୍ସି କରିଥିବା ଟୁଇଟ୍‌କୁ ଉଦ୍ୟୋଗୀ ସାଇନା ଏଷ୍ଟାଭି ୨.୯ ମିଲିୟନ ଡଲାର (ପ୍ରାୟ ୨୨ କୋଟି ଟଙ୍କା)ରେ...

ସୁଇଡେନ୍‌, ଫିନ୍‌ଲାଣ୍ଡକୁ ରୁଷିଆ ବିପଦ

ମସ୍କୋ, ୧୫ା୪:ୟୁକ୍ରେନ୍‌ ପରେ ସୁଇଡେନ୍‌ ଓ ଫିନ୍‌ଲାଣ୍ଡ ପ୍ରତି ରୁଷିଆ ଆଡ଼ୁ ବିପଦ ଘନେଇଛି। ନାଟୋ ସାମରିକ ମେଣ୍ଟରେ ସାମିଲ ହେବାକୁ ଏହି ଦୁଇ ଦେଶ ପ୍ରସ୍ତୁତି କରିଥିବାବେଳେ ରୁଷିଆ ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ୍‌ ଡିମିଟ୍ରି ମେଡଭେଦେଭ୍‌ ଆଣବିକ...

ଡରବାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା, ୩୦୦ରୁ ଅଧିକ ମୃତ

ଜୋହାନସବର୍ଗ,୧୫ ।୪: ଦକ୍ଷିଣ ଆଫ୍ରିକାର ଡରବାନ ସହର ଓ ପୂର୍ବ କ୍ୱାଜୁଲୁ-ନେଟଳ ଅଞ୍ଚଳରେ ପ୍ରବଳ ବର୍ଷା ଫଳରେ ବନ୍ୟା ଆସିଛି । ଏହି ବନ୍ୟାରେ ୩୦୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଗାମୀ ଦିନରେ ପ୍ରବଳ ବର୍ଷା...

ଅର୍ଥମନ୍ତ୍ରୀରୁ ହେବେ ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୪।୪: ସିଙ୍ଗାପୁରର ଅର୍ଥମନ୍ତ୍ରୀ ଥିବା ଲରେନ୍ସ ଓଙ୍ଗ୍‌ଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ଙ୍କ ଉତ୍ତରାଧିକାରୀ ଚୟନ କରାଯାଇଛି। ସେ ଶାସକ ପିପୁଲ୍ସ ଆକ୍ସନ ପାର୍ଟି (ପିଏପି) ୪ଜି ଟିମ୍‌ ନେତା ହେବାକୁ ଯାଉଛନ୍ତି। ୪୯ ବର୍ଷୀୟ ଓଙ୍ଗ୍‌ଙ୍କୁ ଚତୁର୍ଥ...

ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ/ଇସଲାମାବାଦ,୧୪ ।୪: ପାକିସ୍ତାନରୁ ଇମ୍ରାନ ଖାଁ ସରକାର ବିଦା ହେବା ପରେ ଏବେ ପଦ ସମ୍ଭାଳିଛନ୍ତି ଶହବାଜ୍ ଶରିଫ୍ । ତେବେ ଶେହବାଜ୍ ପ୍ରଧାନମନତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଚିଠି ଲେଖି...

ପୃଥିବୀ ମୁହାଁ ସୌରଝଡ଼, ଜିପିଏସ୍‌ ସିଷ୍ଟମ୍‌-ମୋବାଇଲ ନେଟଓ୍ବାର୍କ-ସାଟେଲାଇଟ୍‌ ଟିଭି ଉପରେ ପ୍ରଭାବ ଆଶଙ୍କା…

ଓ୍ବାଶିଂଟନ, ୧୪।୪ : ସୂର୍ଯ୍ୟଙ୍କଠାରୁ ବାହାରୁଥିବା ଏକ ଉତ୍ତାପ ତରଙ୍ଗ ଝଡ଼ ପ୍ରବଳ ବେଗରେ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି। ଏହା ଯୋଗୁ ଜିପିଏସ ସିଷ୍ଟମ, ମୋବାଇଲ ନେଟୱାର୍କ ଏବଂ ସାଟେଲାଇଟ ଟିଭି ପ୍ରଭାବିତ ହେବ ବୋଲି...

ରୁଷିଆକୁ ୟୁକ୍ରେନର ବଡ ଝଟ୍‌କା, ମୋସ୍କୱା କ୍ରୁଜ ଉପରେ ମିଶାଇଲ ମାଡ

କ୍ୱିଭ,୧୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ ହୋଇଥିବା ବେଳେ ଏହା କମ୍ ପରିବର୍ତ୍ତେ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏବେ ୟୁକ୍ରେନ୍ ସେନା ରୁଷିଆ ସେନାଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେଇ ଚାଲିଛନ୍ତି ।...

୩୯୮ ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷିଆ…

ମସ୍କୋ, ୧୪।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶ ରୁଷିଆ ଅର୍ଥନୈତିକ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ କଟକଣା ଲଗାଇଛନ୍ତି। ଏହାର ଜବାବ ଦେଇ ରୁଷିଆ ଆମେରିକା କଂଗ୍ରେସର...

ବୁଚାରେ ୨୫ ଦିନ ବଳାତ୍କାର

କିଭ୍‌, ୧୪ା୪: କିଭ୍‌ ଛାଡ଼ି ରୁଷୀୟ ସୈନ୍ୟ ଚାଲିଯାଇଥିଲେ ହେଁ ୟୁକ୍ରେନ୍‌ ଲୋକଙ୍କ ପ୍ରତି ସେମାନଙ୍କ ବର୍ବରତା ଓ ଅମାନବୀୟ ଅତ୍ୟାଚାର କାହାଣୀ ଏବେ ସାମ୍‌ନାକୁ ଆସିବାରେ ଲାଗିଛି। ରୁଷିଆ ଯୁଦ୍ଧ ଅପରାଧର ଯାଞ୍ଚ କରୁଥିବା ୟୁକ୍ରେନ୍‌ ସମେତ ବାହାର...

ମୃତଦେହ ଖୋଳି ତନାଘନା

କିଭ୍‌, ୧୪ା୪: ବୁଚା ଗଣହତ୍ୟା ପରେ ରୁଷୀୟ ସୈନ୍ୟଙ୍କ ନରଂସହାରର ପ୍ରମାଣ ପାଇଁ ତଦନ୍ତକାରୀ ଟିମ୍‌ ସେଠାରେ ପହଞ୍ଚି ଯାଞ୍ଚ ଚଳାଇଛନ୍ତି। ଶୁକ୍ରବାରଠାରୁ କିଭ୍‌ର ଫରେନ୍ସିକ୍‌ ଟିମ୍‌ ବୁଚାରେ ପୋତାଯାଇଥିବା ମୃତଦେହ ଖୋଳି ତନାଘନା କରୁଛନ୍ତି। ଏହାସହ ବାହାର ଦେଶର...

ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ: ୟୁକ୍ରେନକୁ ୮୦୦ ମିଲିୟନ ଡଲାର ସେନା ସହାୟତା ଯୋଗାଇ ଦେବ ଆମେରିକା

ୱାଶିଂଟନ,୧୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ ହେଲାଣି । ଯୁଦ୍ଧ ଆରମ୍ଭ ଦିନରୁ ଆମେରିକା ୟୁକ୍ରେନକୁ ସାହାଯ୍ୟ କରି ଆସୁଛି । ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ୟୁକ୍ରେନକୁ ହେଲିକପ୍ଟର ଓ ସେନା ସାଜ ସରଞ୍ଜାମ...

ଗୋଟାବାୟାଙ୍କ ବିରୋଧରେ ଆସିବ ମହାଭିଯୋଗ

କଲମ୍ବୋ, ୧୪ା୪: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଘନେଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିକ୍ଷୋଭ ଜାରି ଥିବାବେଳେ ତାଙ୍କ ବିରୋଧରେ ମହାଭିଯୋଗ ଓ ଅନାସ୍ଥା ପ୍ରସ୍ତାବ ଆଣିବା ନିମନ୍ତେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri