ବାଂଲାଦେଶରେ ମାନବାଧିକାର ସ୍ଥିତି, ଆମେରିକାକୁ ହସିନା ସରକାରଙ୍କ ଜବାବ୍…
ଢାକା, ୧୬।୪ : ମାନବ ଅଧିକାର ପରିସ୍ଥିତି ଉପରେ ଆମେରିକାର ବୈଦେଶିକ ବିଭାଗର ରିପୋର୍ଟକୁ ବାଂଲାଦେଶ ସରକାର ସମାଲୋଚନା କରିଛନ୍ତି। ଏଥି ସହିତ ଏହି ପ୍ରସଙ୍ଗରେ ଦେଶ ମଧ୍ୟରେ ରାଜନୈତିକ ମତଭେଦ ଦେଖାଦେଇଛି। ଆମେରିକାର ରିପୋର୍ଟକୁ ସ୍ବାଗତ କରି ବିରୋଧୀ...
ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ: ୩୫ ମୃତ
ହରାରେ,୧୫।୪: ଜିମ୍ବାଓ୍ବେର ଚିପିଙ୍ଗେ ଜିଲାରେ ଏକ ଟୁରିଷ୍ଟ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୩୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବସ୍ଟି ୧୦୬ ଜଣ ଯାତ୍ରୀଙ୍କୁ ଧରି ଜିମ୍ବାଓ୍ବେର ପୂର୍ବାଞ୍ଚଳ ଧାର୍ମୀକ ସ୍ଥଳ ଭ୍ରମଣରେ ଯାଉଥିବା ବେଳେ ଦୁର୍ଘଟଣା...
ଯୁଦ୍ଧରେ ପ୍ରାଣ ହରାଇଲେଣି ୩ହଜାରରୁ ଅଧିକ ସେନା, ୧୦ ହଜାର ଆହତ: ଜେଲେନ୍ସ୍କି
କ୍ୱିଭ,୧୬ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ ହୋଇଗଲାଣି । ଏହାପରେ ବି ଦୁଇଦେଶ ପକ୍ଷରୁ ଯୁଦ୍ଧ ବିରାମର କୌଣସି ସୂଚନା ମିଳିପାରୁ ନାହିଁ । ଏହାରି ଭିତରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆହୁରି ଆକ୍ରମକ ହୋଇଯାଉଛନ୍ତି ।...
ପରମାଣୁ ଆକ୍ରମଣ କରିପାରନ୍ତି ପୁଟିନ: ଜେଲେନ୍ସ୍କି
କ୍ୱିଭ,୧୬ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୫୨ ଦିନରେ ପହଞ୍ଚିଲାଣି । ରୁଷିଆ ଆକ୍ରମଣରେ ଧ୍ୱଂସ ବିଧ୍ୱଂସ୍ତ ହେଲାଣି ୟୁକ୍ରେନର ବଡ ବଡ ସହର । ହଜାର ହଜାର ଲୋକଙ୍କ ଜୀବନ ବି ଗଲାଣି । ହେଲେ ଏତିକିରେ ବି ଯୁଦ୍ଧ...
ଗୁଗଲ୍ ମ୍ୟାପ୍ରେ ମୁଣ୍ଡବିହୀନ ମଣିଷ
ନ୍ୟୁୟର୍କ,୧୬।୪: ଗୁଗଲ୍ ମ୍ୟାପ୍ ହେଉଛି ଏପରି ଏକ ସ୍ଥାନ, ଯେଉଁଠି ଆକସ୍ମିକ (କିମ୍ବା ଉଦ୍ଦେଶ୍ୟବିହୀନ) ଭାବେ ବିସ୍ମିତ କରିଦେବା ଭଳି ଅନେକ ଆବିଷ୍କାର ହୋଇଥାଏ। ଆମେରିକାର ନ୍ୟୁୟର୍କ ସିଟି ରାସ୍ତାରେ ଜଣେ ମୁଣ୍ଡବିହୀନ ମଣିଷ ବୁଲୁଥିବା ଗୁଗଲ୍ ମ୍ୟାପ୍ରେ ଠାବ...
କ୍ୱିଭ୍ରୁ ରୁଷିଆ ସେନା ଫେରିବା ପରେ ମିଳିଲା ୯୦୦ରୁ ଊର୍ଦ୍ଧ୍ୱ ମୃତଦେହ
କ୍ୱିଭ,୧୬ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ ହେଲାଣି । ଏହାରି ଭିତରେ ରୁଷିଆ ସେନା ୟୁକ୍ରେନର ପ୍ରାୟ ସମସ୍ତ ବଡ ବଡ ସହରକୁ ଧ୍ୱଂସ କରିଦେଇଛନ୍ତି । ଏଥିରେ ୟୁକ୍ରେନର ରାଜଧାନୀ କ୍ୱିଭ ବି ସାମିଲ ଅଛି ।...
‘ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା’
ମସ୍କୋ/କିଭ୍,୧୬।୪: ପାଖାପାଖି ଦୁଇମାସ ପୂରିବାକୁ ଯାଉଛି ମସ୍କୋର ୟୁକ୍ରେନ୍ ଆକ୍ରମଣକୁ। ରୁଷୀୟ ସୈନ୍ୟଙ୍କ ଘନଘନ ରକେଟ୍ ମାଡ଼ରେ କିଭ୍ ସମେତ ଅନେକ ସହର ଶ୍ମଶାନ ପାଲଟିବାକୁ ଯାଉଛି। ଏଭଳି ସମୟରେ କୃଷ୍ଣସାଗରରେ ରୁଷଆର ଯୁଦ୍ଧଜାହାଜ ‘ମସ୍କଭା’କୁ ୟୁକ୍ରେନୀୟ ସୈନ୍ୟ କ୍ଷେପଣାସ୍ତ୍ର...
ଜେରୁଜେଲମ୍ରେ ସଂଘର୍ଷ: ୧୫୨ ଆହତ
ଜେରୁଜେଲମ୍,୧୬।୪: ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଶୁକ୍ରବାର ସଂଘର୍ଷ ଘଟିବାରୁ ଉଭୟ ପକ୍ଷର ୧୫୨ ଜଣ ଆହତ ହୋଇଛନ୍ତି। ଅଲ୍-ଅକ୍ସା ମସ୍ଜିଦ ପରିସରରେ ରମ୍ଜାନ୍ ମାସ ଆରମ୍ଭ ଅବସରରେ ସମୂହ ପ୍ରାର୍ଥନା ଚାଲିଥିବାବେଳେ ପାଲେଷ୍ଟାଇନ୍ର ବିକ୍ଷୋଭକାରୀ ଓ ଇସ୍ରାଏଲୀ ପୋଲିସ...
ଇମ୍ରାନ୍ଙ୍କ ଦଳରେ ବିଦ୍ରୋହ: ପିଓକେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା
ଇସ୍ଲାମାବାଦ,୧୬।୪: ଇମ୍ରାନ୍ ଖାନ୍ଙ୍କ ପ୍ରଧାନମନ୍ତ୍ରୀ ପଦ ଯିବା ପରେ ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍ (ପିଟିଆଇ)କୁ ଆଉ ଏକ ଝଟ୍କା ଲାଗିଛି। ପାକ୍-ଅଧିକୃତ କଶ୍ମୀର (ପିଓକେ) ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବ୍ଦୁଲ କାୟୁମ୍ ନାଇଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। କାୟୁମ୍ଙ୍କ ବିରୋଧରେ ପିଟିଆଇରେ...
ଦକ୍ଷିଣ ଆଫ୍ରିକାରେ ବନ୍ୟା: ୩୯୫ ମୃତ
ଡର୍ବାନ୍,୧୬।୪: ଦକ୍ଷିଣ ଆଫ୍ରିକାରେ ଏକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଳୟଙ୍କରୀ ବନ୍ୟା ଆଣିଛି। ଲକ୍ଷ ଲକ୍ଷ ଲୋକଙ୍କ ଘରଦ୍ୱାର ଭାସିଯାଇଛି। ବନ୍ୟା ବିତ୍ପାତରେ ୩୯୫ ଜଣଙ୍କ ମୃତ୍ୟୁ ଘଟିଥିବବେଳେ ୫ ଦିନ ପରେ ବି ଅନେକଙ୍କ ପତ୍ତା ମିଳୁନାହିଁ।...
ପାକିସ୍ତାନ ନ୍ୟାଶନାଲ ଆସେମ୍ଲିର ନୂଆ ସ୍ପିକର ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜା ପରଭେଜ ଅଶରଫ
ଇସଲାମାବାଦ,୧୬ ।୪: ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜା ପରଭେଜ ଅଶରଫଙ୍କୁ ନ୍ୟାଶନାଲ ଆସେମ୍ଲିର ନୂଆ ସ୍ପିକର ନିର୍ବାଚିତ କରାଯାଇଛି । ସେ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି । କାରଣ ସ୍ପିକର ପଦ ପାଇଁ...
ଲକଡାଉନ ନିୟମ ଭାଙ୍ଗି ହଜାର ହଜାର ଗିରଫ, ଗୋଟିଏ ଦିନରେ ୨୩ହଜାର ନୂଆ ସଂକ୍ରମିତ, ମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ
ବେଜିଂ,୧୬ ।୪: ଚାଇନାରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଜିରୋ କୋଭିଡ ନୀତିକୁ ନେଇ ଲୋକେ ବ୍ୟସ୍ତ ବିବ୍ରତ ହୋଇ ପଡିଲେଣି । ସୋସିଆଲ ମିଡିଆରେ ଅନେକ ଲୋକ ଏମିତି ବଞ୍ଚିବା...
Archives


