ଅନ୍ତର୍ଜାତୀୟ

ଟ୍ରମ୍ପ ଟୁଇଟରକୁ ଫେରିବା ପରେ ଅନ୍ୟ ନିଲମ୍ବିତ ଆକାଉଣ୍ଟକୁ ନେଇ ବଡ ଘୋଷଣା କଲେ ମସ୍କ

ୱାଶିଂଟନ,୨୫ ।୧୧: ଟୁଇଟରର ନୂଆ ମାଲିକ ହେବା ପରେ ଏଲନ ମସ୍କ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ଲଗାତାର ପରିବର୍ତ୍ତନ କରି ଚାଲିଛନ୍ତି । ଏହି କ୍ରମରେ ଗୁରୁବାର ସେ ଟୁଇଟରରୁ ନିଲମ୍ବିତ ହୋଇଥିବା ଆକାଉଣ୍ଟ ଗୁଡିକ ପାଇଁ ‘ସାମାନ୍ୟ କ୍ଷମା’…

ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଅପମାନଜନକ ମନ୍ତବ୍ୟ ଦେଲେ କିମ୍‌ଙ୍କ ଭଉଣୀ

ସିଓଲ,୨୪ା୧୧: ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ନେଇ ଦକ୍ଷିଣ କୋରିଆର ବିବୃତ୍ତି ପରେ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଭଉଣୀ ରାଷ୍ଟ୍ରପତିଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି।କିମଙ୍କ ଭଉଣୀ କିମ ୟୋ ଜୋଙ୍ଗ ଦକ୍ଷିଣ କୋରିଆର ନୂତନ ରାଷ୍ଟ୍ରପତିଙ୍କୁ…

ଅନୱର ଇବ୍ରାହିମ ହେଲେ ମାଲେସିଆର ନୂଆ ପ୍ରଧାନମନ୍ତ୍ରୀ

କ୍ୱାଲାଲାମ୍ପପୁର,୨୪।୧୧: ମାଲେସିଆର ନୂତନ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି ଅନୱର ଇବ୍ରାହିମ। ଦେଶର ନଅ ରାଜ୍ୟର ରାଜାମାନଙ୍କ ସହିତ ଏକ ସ୍ବତନ୍ତ୍ର ବୈଠକ ପରେ ଇବ୍ରାହିମଙ୍କ ନିଯୁକ୍ତି ସ୍ଥିର ହୋଇଥିଲା। ମାଲେସିଆର ସୁଲତାନ ଅବଦୁଲ୍ଲା ଅହମ୍ମଦ ଶାହା ପ୍ରଧାନମନ୍ତ୍ରୀ ଭାବେ ତାଙ୍କ…

ହିଜାବ ଖୋଲି ଇନ୍‌ଷ୍ଟାରେ ଭିଡିଓ ଅପଲୋଡ କରି ଗିରଫ ହେଲେ ଅଭିନେତ୍ରୀ

ତେହରାନ,୨୪।୧୧: ଜଣାଶୁଣା ଅଭିନେତ୍ରୀ ହେଙ୍ଗାମହ ଗାଜିଆନିଙ୍କୁ ଇରାନ ପୋଲିସ ଗିରଫ କରିଛି। ୫୨ ବର୍ଷୀୟା ଅଭିନେତ୍ରୀ ହେଙ୍ଗାମହ ହିଜାବ ହଟାଇ ନିଜର ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। ଏହାସହ ଦେଶରେ ଚାଲିଥିବା ହିଜାବ ବିରୋଧକୁ ସମର୍ଥନ କରି ସେ…

ପାକିସ୍ତାନର ନୂଆ ସେନାଧ୍ୟକ୍ଷ ହେଲେ ଜେନେରାଲ ଆସିମ ମୁନିର…

ନୂଆଦିଲ୍ଲୀ,୨୪।୧୧ : ପାକିସ୍ତାନର ନୂଆ ସେନାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ଜେନେରାଲ ଆସିମ ମୁନିର ଏହି ପଦରେ ନିଯୁକ୍ତ ହେବେ। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମୁନିରଙ୍କ ନାମ ଘୋଷଣା କରିଛନ୍ତି। ସେନାଧ୍ୟକ୍ଷ ଦୌଡ଼ରେ ବହୁ ସାମରିକ ଅଧିକାରୀଙ୍କ ନାମ ଥିଲା। ତେବେ…

ଅସୀମ ମୁନିର ପାକିସ୍ତାନର ପରବର୍ତ୍ତୀ ସେନା ମୁଖ୍ୟ

ଇସଲାମାବାଦ,୨୪।୧୧: ପାକିସ୍ତାନ ନୂତନ ସେନା ମୁଖ୍ୟଙ୍କ ନାଁ ଘୋଷଣା କରାଯାଇଛି। ଜେନେରାଲ ଅସୀମ ମୁନିର୍‌ ପାକିସ୍ତାନର ନୂତନ ସେନା ମୁଖ୍ୟ ହେବେ। ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫ୍‌ ଶରିଫ ତାଙ୍କ ନାମ ଘୋଷଣା କରିଛନ୍ତି। ଫଳରେ ମୁନିର ଜେନେରାଲ ବାଜୱାଙ୍କ ସ୍ଥାନ ନେବେ।…

ପାକିସ୍ତାନରେ ମସଜିଦ ଭାଙ୍ଗି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଯୋଜନାକୁ ନେଇ ପ୍ରଶାସନ ରାଜନେତା ମୁହାଁମୁହିଁ …

ପେଶଓ୍ବାର,୨୪।୧୧ : ପାକିସ୍ତାନର ପେଶୱାରରେ ମସଜିଦ ଭାଙ୍ଗିବାକୁ ନେଇ ପ୍ରଶାସନ ଏବଂ ରାଜନେତା ମୁହାଁମୁହିଁ ହୋଇଛନ୍ତି। ନଗରପାଳ ଏବଂ ଅନେକ ତହସିଲର ମୁଖ୍ୟମାନେ ଜିଲା ପ୍ରଶାସନର ଯୋଜନାକୁ ବିରୋଧ କରୁଛନ୍ତି। ଜିଲା ପ୍ରଶାସନ ମସଜିଦ ଜମିରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ…

ଚାଇନା ନେପାଳର ୩୬ ହେକ୍ଟର ଜମି କରିଛି ଦଖଲ…

ବେଜିଂ/କାଠମାଣ୍ଡୂ,୨୪।୧୧ : ନେପାଳର ଉତ୍ତର ସୀମାରେ ଚାଇନା ୧୦ଟି ସ୍ଥାନରେ ୩୬ ହେକ୍ଟର ଜମି ଦଖଲ କରିଛି। ନେପାଳର କୃଷି ମନ୍ତ୍ରଣାଳୟ ସ୍ବାରା ଜାରି କରାଯାଇଥିବା ସର୍ଭେ ଡକ୍ୟୁମେଣ୍ଟରେ ଏହା ପ୍ରକାଶ ପାଇଛି। ସେହିଭଳି ଗୃହ ମନ୍ତ୍ରଣାଳୟର ଏକ ଅଧ୍ୟୟନରେ ନିଷ୍ପତ୍ତି…

ଇଣ୍ଡୋନେସିଆ ଭୂକମ୍ପ: ମାଟି ତଳୁ ୬ ବର୍ଷର ଶିଶୁ ଜୀବନ୍ତ ଉଦ୍ଧାର…

ଜାକର୍ତ୍ତା,୨୪।୧୧ : ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶର ସିଆନଜୁରରେ ସୋମବାର ୫.୬ ତୀବ୍ରତାଯୁକ୍ତ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ରେକର୍ଡ ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ବିପର୍ଯ୍ୟୟରେ ୨୭୧ ଜଣଙ୍କର ମୃତ୍ୟୁ ହୋଇଛି। ଜାତୀୟ ବିପର୍ଯ୍ୟୟ ଏଜେନ୍ସି କହିଛି…

ୟୁକ୍ରେନ୍‌ ପାଇଁ ସହାୟତା ଘୋଷଣା କଲେ ଆମେରିକା-ବ୍ରିଟେନ…

ଓ୍ବାଶିଂଟନ/ଲଣ୍ଡନ/କ୍ୱିଭ୍‌,୨୪।୧୧ : ଆମେରିକା ୟୁକ୍ରେନକୁ ୪୦ କୋଟି ଡଲାରର ଏକ ସହାୟତା ପ୍ୟାକେଜ ପଠାଉଛି। ହ୍ବାଇଟ ହାଉସ ପକ୍ଷରୁ ଏହି ସୂଚନା ଜାରି ହୋଇଛି। ଏହି ନୂତନ ସହାୟତା ପ୍ୟାକେଜ ସମେତ ଫେବୃଆରୀ ୨୪ ରେ ରୁଷିଆ ଆକ୍ରମଣ ପରେ ଆମେରିକା…

ପୁଣି ଚାଇନାକୁ ଫେରିଲା କରୋନା ମହାମାରୀ…

ବେଜିଂ,୨୪।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ସଙ୍କଟ ଜନକ ହୋଇଛି। ରାଜଧାନୀ ବେଜିଂରେ କରୋନା ଲକଡାଉନ ଅଧୀନରେ କଡା ପ୍ରତିବନ୍ଧକ ଲଗାଯାଇଛି। କରୋନା ଆକ୍ରାନ୍ତଙ୍କ ଦୈନିକ…

ଫିଲିପ୍ସର ଚିକିତ୍ସା ଉପକରଣରେ ତ୍ରୁଟି ଯୋଗୁ ଆମେରିକାରେ ୨୬୦ ଜଣଙ୍କ ମୃତ୍ୟୁ

ଆମଷ୍ଟର୍ଡମ,୨୪ ।୧୧: ଆମେରିକାରେ ଫିଲିପ୍ସର ସ୍ଲିପ ଆପନିଆ ଓ ଭେଣ୍ଟିଲେଟର ଚିକିତ୍ସା ଉପକରଣରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏପ୍ରିଲ ୨୦୨୧ରୁ ଏବେ ପର୍ଯ୍ୟନ୍ତ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେଠାକାର ଖାଦ୍ୟ ଓ ଔଷଧ ପ୍ରଶାସନ କହିଛି ତ୍ରୁଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?