Advertisement

ଅନୱର ଇବ୍ରାହିମ ହେଲେ ମାଲେସିଆର ନୂଆ ପ୍ରଧାନମନ୍ତ୍ରୀ

କ୍ୱାଲାଲାମ୍ପପୁର,୨୪।୧୧: ମାଲେସିଆର ନୂତନ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି ଅନୱର ଇବ୍ରାହିମ। ଦେଶର ନଅ ରାଜ୍ୟର ରାଜାମାନଙ୍କ ସହିତ ଏକ ସ୍ବତନ୍ତ୍ର ବୈଠକ ପରେ ଇବ୍ରାହିମଙ୍କ ନିଯୁକ୍ତି ସ୍ଥିର ହୋଇଥିଲା। ମାଲେସିଆର ସୁଲତାନ ଅବଦୁଲ୍ଲା ଅହମ୍ମଦ ଶାହା ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ନାଁ ଘୋଷଣା କରିଥିଲେ। ଏହାପରେ ସେ ଦେଶର ଦଶମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଇବ୍ରାହିମଙ୍କ ନିଯୁକ୍ତି ପରେ ମାଲେସିଆରେ ସୃଷ୍ଟି ହୋଇଥିବା ରାଜନୈତିକ ଅନିଶ୍ଚିତତା ଶେଷ ହୋଇଛି।
ଅନୱର ଇବ୍ରାହିମ ଜଣେ ସୁଧାରବାଦୀ ବିରୋଧୀ ନେତା। ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଅନୱରଙ୍କ ନେତୃତ୍ୱରେ ପାକତନ ହରପନ ମିଳିତ ମେଣ୍ଟ ସର୍ବାଧିକ ୮୨ଟି ଆସନ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ରାଷ୍ଟପତି ବିଶ୍ୱର ସବୁଠାରୁ ନିର୍ଭୀକ ବ୍ୟକ୍ତି: ଟ୍ରମ୍ପ

ନ୍ୟୁୟର୍କ,୪।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ଏବେ ସେ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କୁ...

ଛୁଟି ନେଇ ଚାଷ କର

କଲମ୍ବୋ, ୧୫ା୬: ଅର୍ଥ ଓ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ରାଷ୍ଟ୍ରଦ୍ୱୀପ ଶ୍ରୀଲଙ୍କା ସରକାର ପ୍ରଶାସନିକ ଅଧିକାରୀଙ୍କୁ ଏବେ ଚାଷ କରିବା ପାଇଁ ପ୍ରୋତ୍ସହିତ...

୧୭ ଆମେରିକୀୟ ମିଶନାରୀଙ୍କୁ ଅପହରଣ…

ପୋର୍ଟ-ଓ-ପ୍ରିନ୍ସ୍‌,୧୭।୧୦: ହାଇତିରେ ୧୭ ଜଣ ଆମେରିକୀୟ ମିଶନାରୀଙ୍କୁ ଅପହରଣ କରାଯାଇଛି। ମାରଣାସ୍ତ୍ର ଧରି କିଛି ଅଜଣା ଲୋକ ଖ୍ରୀଷ୍ଟଧର୍ମର ମିଶନାରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ...

ନିଯୁକ୍ତି କ୍ଷେତ୍ରକୁ ଚରିଯିବ ଭାଇରସ୍‌

ଜେନେଭା,୧୦।୪: ମହାମାରୀ କରୋନା(କୋଭିଡ୍‌-୧୯) ଯୋଗୁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଚାଲିଛି ଲକ୍‌ଡାଉନ। ଏହି ଭାଇରସ୍‌ ମୁକାବିଲା ଯୋଗୁ ବ୍ୟାପକ ସଂଖ୍ୟାରେ ନିଯୁକ୍ତି ଦେଇଥିବା...

ଏକ ପ୍ଲେଟ କବାବ ମଗାଇଲେ ମହିଳା: କ୍ରେଡିଟ କାର୍ଡରୁ କଟିଗଲା୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଜେରୁଜେଲମ,୯।୯: ଆମେରିକାର ଜଣେ ମହିଳା ପର୍ଯ୍ୟଟକ ଏକ ପ୍ଲେଟ କବାବ ପାଇଁ ୨ଲକ୍ଷ ୭ହଜାର ଟଙ୍କା ଦେଇଥିବା ଘଟଣା ସମ୍ନାକୁ ଆସିଛି। ଏହି ଘଟଣା ଘଟିଛି...

ଏବେ କାମ କରିବା ସମୟ

ଜାତିସଂଘ,୨୪।୯: ନ୍ୟୁୟର୍କରେ ସୋମବାର ଅନୁଷ୍ଠିତ ଜାତିସଂଘ ଜଳବାୟୁ ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ଉଦ୍‌ବୋଧନ ଦେଇଛନ୍ତି। ଜଳବାୟୁକୁ ନେଇ କଥା କହିବା...

୩୭ ହଜାର ଫୁଟ୍‌ ଉଚ୍ଚରେ ଶୋଇପଡ଼ିଲେ ଦୁଇ ପାଇଲଟ

ଆଡିସ୍‌ ଆବାବା,୨୦।୮: ଇଥିଓପିଆ ଏୟାରଲାଇନ୍ସର ଏକ ବିମାନ ସୁଡାନର ଖର୍ତୁମ୍‌ରୁ ଇଥିଓପିଆ ରାଜଧାନୀ ଆଡିସ୍‌ ଆବାବା ଅଭିମୁଖେ ଯାଉଥିବାବେଳେ ଏହାର ଦୁଇଜଣ ପାଇଲଟ ଶୋଇପଡ଼ିଥିଲେ। ଗତ...

ସୁଉଚ୍ଚ ପର୍ବତର ଉଚ୍ଚତା ମାପିବ ନେପାଳ

କାଠମାଣ୍ଡୁ୨୭।୧୧: ନେପାଳ ଓ ଚାଇନା ଏକାସାଙ୍ଗରେ ଖୁବ୍‌ଶ୍ରୀଘ୍ର ସୁଉଚ୍ଚ ପର୍ବତ କୁହାଯାଉଥିବା ମାଉଣ୍ଟ ଏଭରେଷ୍ଟର ସଠିକ୍‌ ଉଚ୍ଚତା ବିଷୟରେ ସାରା ଦୁନିଆକୁ ଜଣାଇବେ। ଏଥିପାଇଁ ଚାଇନା...

Advertisement
Archives

Model This Week