ପାକିସ୍ତାନର ନୂଆ ସେନାଧ୍ୟକ୍ଷ ହେଲେ ଜେନେରାଲ ଆସିମ ମୁନିର…

ନୂଆଦିଲ୍ଲୀ,୨୪।୧୧ : ପାକିସ୍ତାନର ନୂଆ ସେନାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ଜେନେରାଲ ଆସିମ ମୁନିର ଏହି ପଦରେ ନିଯୁକ୍ତ ହେବେ। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମୁନିରଙ୍କ ନାମ ଘୋଷଣା କରିଛନ୍ତି।

ସେନାଧ୍ୟକ୍ଷ ଦୌଡ଼ରେ ବହୁ ସାମରିକ ଅଧିକାରୀଙ୍କ ନାମ ଥିଲା। ତେବେ ଶେଷରେ ମୁନିରଙ୍କ ନାମରେ ମୋହର ଲାଗିଛି। ସେ ବିଦାୟୀ ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ ବାଜଓ୍ବାଙ୍କ ସ୍ଥାନରେ ଦାୟିତ୍ୱ ସମ୍ଭାଳିବେ ।

ଲ୍ୟୁଟନାଟ ଜେନେରାଲ ଅସିମ ମୁନିର ପାକିସ୍ତାନ ସେନାର ସବୁଠାରୁ ବରିଷ୍ଠ ଅଧିକାରୀ। ପାକିସ୍ତାନର ସେନା ମୁଖ୍ୟ ବାଜୱାଙ୍କ ଅବସର ସମୟରେ ଜେନେରାଲ ମୁନିର ସବୁଠାରୁ ବରିଷ୍ଠ ଅଧିକାରୀ ହେବେ। ଯେହେତୁ ସେନାବାହିନୀର ଉଭୟ ଶୀର୍ଷ ପଦବୀ ପାଇଁ ସୁପାରିଶ ନଭେମ୍ବର ପୂର୍ବରୁ ପଠାଯିବ। ତେଣୁ ସେ ସେହି ନାମରେ ଜେନେରାଲ ମୁନିରଙ୍କ ନାମ ଅନ୍ତର୍ଭୁକ୍ତ କରିବେ କି ନାହିଁ ତାହା ବାଜୱାଙ୍କ ଉପରେ ନିର୍ଭର କରେ।

ମୁନିର ୨୦୧୭ରେ ଡିଜି ମିଲିଟାରୀ ଇଣ୍ଟେଲିଜେନ୍ସ ଭାବରେ କାର୍ଯ୍ୟ କରିଛନ୍ତି। ୨୦୧୮ ମସିହାରେ, ସେ ୮ ମାସ ପାଇଁ ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସଆଇର ମୁଖ୍ୟ ରହିଥିଲେ। ଏହି ସମୟରେ, ଏହିପରି ଅନେକ କାହାଣୀ ସାମ୍ନାକୁ ଆସିଥିଲା, ଯେଉଁ କାରଣରୁ ତାଙ୍କୁ ଜଣେ ବଦନାମ ଆଇଏସଆଇ ଅଧିକାରୀ ଭାବରେ ବିବେଚନା କରାଯାଇଥିଲା ।

ଅକ୍ଟୋବର ୨୦୧୮ ରେ ମୁନିର ଇଣ୍ଟେଲିଜେନ୍ସ ମୁଖ୍ୟ ହୋଇଥିଲେ। ମାତ୍ର ମାତ୍ର ଆଠ ମାସ ପରେ ତାଙ୍କୁ ହଟାଇ ଦିଆଯାଇଥିଲା। ମୁନିର ପାକିସ୍ତାନର ଓପନ ଟ୍ରେନିଂ ସର୍ଭିସ (ଓଟିଏସ) ମାଧ୍ୟମରେ ସେନାରେ ଯୋଗ ଦେଇଥିଲେ। ସୀମାନ୍ତ ଫୋର୍ସ ରେଜିମେଣ୍ଟର ଜେନେରାଲ ମୁନିର ହେଉଛନ୍ତି ବରିଷ୍ଠ ତିନି ତାରକା ଜେନେରାଲ। ତାଙ୍କୁ ଜେନେରାଲ ବାଜୱାଙ୍କର ପ୍ରିୟ ଅଧିକାରୀ ଭାବେ ବିବେଚନା କରାଯାଏ। ଯେତେବେଳେ ଜେନେରାଲ ବାଜୱା ଏକ୍ସ କର୍ପସର କମାଣ୍ଡର ଥିଲେ, ସେତେବେଳେ ଜେନେରାଲ ମୁନିରଙ୍କୁ ବ୍ରିଗେଡିୟର୍‌ ଭାବରେ ପୋଷ୍ଟ କରାଯାଇଥିଲା।

୨୦୧୭ମସିହାରେ, ଜେନେରାଲ ବାଜୱା ତାଙ୍କୁ ମିଲିଟାରୀ ଇଣ୍ଟେଲିଜେନ୍ସର ମୁଖ୍ୟ କରିଥିଲେ ଏବଂ ଗୋଟିଏ ବର୍ଷ ମଧ୍ୟରେ ସେ ମଧ୍ୟ ଆଇଏସଆଇର ମୁଖ୍ୟ ହୋଇଥିଲେ। ମାତ୍ର ଆଠ ମାସ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିର୍ଦ୍ଦେଶରେ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଥିଲା। ଜେନେରାଲ ମୁନିର ଗୁଞ୍ଜାୱାଲା କର୍ପସ କମାଣ୍ଡର ପଦରେ ଦୁଇ ବର୍ଷ ପର୍ଯ୍ୟନ୍ତ ପଦବୀରେ କାର୍ଯ୍ୟ କରିଥିଲେ।
ଜେନେରାଲ ମୁନିରଙ୍କୁ ଦୁଇ ତାରକା ହେବା ପାଇଁ ବହୁତ ସମୟ ଲାଗିଥିଲା ଏବଂ ସେପ୍ଟେମ୍ବର ୨୦୧୮ ରେ ସେ ଏହି ପୋଷ୍ଟକୁ ଆସିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି: ମାତ୍ର ୯୦ଟି ଅଭିଯୋଗରେ ସୀମିତ, ପ୍ରଚାର ଅଭାବ ନା ସମାଧାନ ଉପରୁ ତୁଟିଲାଣି ଭରସା

ଥୁଆମୂଳ ରାମପୁର, ୧୬।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ତଥା ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଲକ ବୈଠକ ସଭା ଗୃହ ଠାରେ ସୋମବାର…

ଅମିତାଭ, ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ, ଦିଆଗଲା ଏଭଳି ଚେତାବନୀ

ମୁମ୍ବାଇ,୧୬ା୧୧: ଗ୍ୟାଙ୍ଗଷ୍ଟର ଗୋଲ୍ଡି ଧିଲୋନ୍‌ଙ୍କଠାରୁ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ ମିଳିଛି। ନିକଟରେ ଦିଲ୍ଲୀ ପୋଲିସ ଗୋଲ୍ଡି ଗ୍ୟାଙ୍ଗ୍‌ର ୨ ସଦସ୍ୟ…

ଶିକ୍ଷକ ନିଯୁକ୍ତି ଦାବି: ସମାଧାନ ନ ହେଲେ ସ୍କୁଲରେ ତାଲା ପକାଇବାକୁ ଗ୍ରାମବାସୀଙ୍କ ଚେତାବନୀ

ଗୁଡାରି, ୧୬।୧୧ (ପ୍ରମୋଦ କୁମାର ପତି): ଗୋଟିଏ ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା। ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢ଼ା…

ସଂସଦ ଭବନରେ ଗୁଞ୍ଜିଲା କଳାହାଣ୍ଡିର ଢାପ ନୃତ୍ୟ: କଳାକାରଙ୍କଠୁ ରାମକାଠି ନେଇ ବଜାଇଲେ ମୋଦି

ଭବାନୀପାଟଣା,୧୬।୧୧(ଉତ୍ତମ କୁମାର ଦାଶ): ଦିଲ୍ଲୀ ସଂସଦ ଭବନରେ ଜାତୀୟ ମଞ୍ଚରେ ଝଲସିଲା କଳାହାଣ୍ଡିର ପାରମ୍ପରିକ ଢାପ ନୃତ୍ୟ। ଜନଜାତୀୟ ଗୌରବ ଦିବସ ଅବସରରେ ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନର…

ଯେଉଁଠି ପ୍ରଥମେ ଭେଟିଥିଲେ ସୋନିଆ-ରାଜୀବ, ସେହି ରେଷ୍ଟୁରାଣ୍ଟକୁ ଗର୍ଲଫ୍ରେଣ୍ଡଙ୍କ ସହ ଯାଇଥିଲେ ରାହୁଲ! ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୧୬।୧୧: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ ଲଭ’ର ଉନ୍ମୋଚନ ଅବସରରେ ପରିବାର ସହ ଜଡ଼ିତ…

IPL ନିଲାମୀ ପୂର୍ବରୁ ବଡ଼ ଟ୍ରେଡ୍‌: ବଦଳିବ ଶାମିଙ୍କ ଠିକଣା, ଲକ୍ଷ୍ନୌ ଛାଡ଼ି ଏହି ଦଳକୁ ଯିବେ!

ନୂଆଦିଲ୍ଲୀ,୧୬।୧୧: IPL ନିଲାମୀ ପୂର୍ବରୁ ଖେଳାଳିଙ୍କ ଅଦଳବଦଳ ପ୍ରକ୍ରିୟା ଜୋର୍‌ ଧରିବାରେ ଲାଗିଛି। ଏହି କ୍ରମରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଏକ ବଡ଼…

ଥାନାରେ ପଶି ପୋଲିସ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ: ଗିରଫ ହୋଇ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ ପଶି ଏସ୍‌ଆଇ ରାଜ କିଶୋର ପାତ୍ର ଏବଂ ହୋମଗାର୍ଡ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ…

ସେହୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କୁ ଲାଗିଲା ବଡ଼ ଝଟ୍‌କା: ଭଲ ପ୍ରଦର୍ଶନ ସତ୍ତ୍ୱେ ଖେଳିପାରିବେନି ଅଣ୍ଡର-୧୯ ବିଶ୍ୱକପ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୬।୧୧: ଭାରତର ପୂର୍ବତନ ବିସ୍ଫୋରକ ଓପନର ବ୍ୟାଟର ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ନିକଟରେ ଅଣ୍ଡର-୧୯ ଏସିଆ କପରେ ନିଜର ଦମଦାର ପ୍ରଦର୍ଶନ ବଳରେ ସମସ୍ତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?