ରାଜନୀତିରୁ ସଦରଙ୍କ ସନ୍ନ୍ୟାସ ପରେ ହିଂସା
ବାଗ୍ଦାଦ, ୩୦ା୮: ଇରାକ୍ର ପ୍ରଭାବଶାଳୀ ଶିୟା ବିଦ୍ୱାନ ମୁକ୍ତାଦା ଅଲ୍-ସଦର ରାଜନୀତିରୁ ସନ୍ନ୍ୟାସ ନେବାକୁ ସୋମବାର ଘୋଷଣା କରିଛନ୍ତି। ଫଳରେ ପୂର୍ବରୁ ଦେଶରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଆହୁରି ଘନେଇଛି। ଅଲ୍-ସଦରଙ୍କ ନିଷ୍ପତ୍ତିକୁ ବିରୋଧ କରି ତାଙ୍କ ସମର୍ଥକମାନେ ସରକାରୀ…
ଚାଇନାକୁ ପୁଣି ଫେରିଲା କରୋନା ମହାମାରୀ, ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରୋନିକ ମାର୍କେଟ ଅସ୍ଥାୟୀ ଭାବେ ବନ୍ଦ
ବେଜିଂ,୩୦ ।୮: ପୁଣିଥରେ ଚାଇନାରେ କରୋନା ମହାମାରୀ ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଶେନଝେନର ହୁଆକିୟାଂଗବେଇ ସ୍ଥିତ ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରୋନିକ ରିଟେଲ ମାର୍କେଟକୁ ୪ ଦିନ ପାଇଁ ଲକଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି…
ବିଶ୍ୱର ଏକାକୀ ରହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ
ବ୍ରାସିଲିଆ,୨୯।୮:: ବିଶ୍ୱର ସବୁଠାରୁ ଏକୁଟିଆ ରହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବ୍ରାଜିଲର ରେନ୍ ଫରେଷ୍ଟରୁ ତାଙ୍କ ମୃତଦେହ ମିଳିଛି। ମୃତ ବ୍ୟକ୍ତିଙ୍କ ବାବଦରେ କାହାରି ପାଖରେ କୌଣସି ତଥ୍ୟ ନ ଥିବା ବେଳେ ଦୀର୍ଘ ୨୬ ବର୍ଷ ଧରି ବ୍ୟକ୍ତି ଜଣକ…
ବର୍ଷକ ପରେ ଖୋଲିଲା ସିନେମାଘର
କରାଚୀ,୨୯।୮: ନିକଟରେ ଆଫଗାନିସ୍ଥାନରେ କଠୋରପନ୍ଥୀ ତାଲିବାନୀ ଶାସନକୁ ଏକ ବର୍ଷ ପୂରିଥିବା ବେଳେ ପାଖାପାଖି ବର୍ଷକ ପରେ ଦେଶରେ ସିନେମା ଘର ଖୋଲିଛି। ଏହି ଫିଲ୍ମରେ ତାଲିବାନ ସରକାର ନୂଆ ନିୟମ ଲାଗୁ କରିଛନ୍ତି। ଫିଲ୍ମରେ ମହିଳାଙ୍କର ଅଧିକାଂଶ ଦୃଶ୍ୟ କାଟି…
ବିଲଡିଂରେ ଲଗାଇଲେ ନିଆଁ, ଲୋକେ ଦୌଡିବାରୁ ଚଳାଇଲେ ଆଖିବୁଜା ଗୁଳି: ୪ ମୃତ
ହୌଷ୍ଟନ,୨୯ ।୮: ସାମ୍ନାକୁ ଆସିଛି ଆମେରିକାର ହୌଷ୍ଟନରେ ହୋଇଥିବା ଭିନ୍ନ ଧରଣର ଗୁଳିକାଣ୍ଡ ସମ୍ପର୍କିତ ସୂଚନା । ମିଳିଥିବା ସୂଚନା ଅନୁଯାୟୀ, ହୌଷ୍ଟନରେ ଜଣେ ବ୍ୟକ୍ତି ଏକ ବିଲଡିଂରେ ନିଆଁ ଲଗାଇ ଦେଇଥିଲେ । ଏହା ଦେଖିବା ପରେ ଲୋକେ ଘରୁ…
ବନ୍ୟା ପରେ ମହଙ୍ଗା ମାଡ଼: ପାକିସ୍ତାନରେ ଟମାଟୋ ୫୦୦, ପିଆଜ ୪୦୦ ଟଙ୍କା…
ଇସଲାମାବାଦ, ୨୯।୮ : ପାକିସ୍ତାନର ଲାହୋର ଏବଂ ପଞ୍ଜାବ ସମେତ କେତେକ ପ୍ରଦେଶରେ ବନ୍ୟା ପରିସ୍ଥିତି ଏପରି ଭୟଙ୍କର ରୂପ ନେଇଛି ଯେ ଲୋକମାନେ ଦିନକୁ ଦୁଇବେଳା ଖାଦ୍ୟ ପାଉ ନାହାନ୍ତି। ବନ୍ୟା ଯୋଗୁଁ ବିଭିନ୍ନ ପନିପରିବା ଏବଂ ଫଳର ମୂଲ୍ୟ…
ପୂର୍ବ ଭୂମଧ୍ୟ ସାଗରରେ ଥିବା ଗ୍ୟାସ ଭଣ୍ଡାର ଉପରେ ୟୁରୋପର ନଜର…
କ୍ୱିଭ୍, ୨୯।୮ : ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ୟୁରୋପରେ ଶକ୍ତି ସଙ୍କଟ ସୃଷ୍ଟି କରିଛି। ଏହି ଯୁଦ୍ଧ ୟୁରୋପରେ ପ୍ରାକୃତିକ ଗ୍ୟାସ ମୂଲ୍ୟରେ ଏକ ବଡ ବୃଦ୍ଧି ଘଟାଇଛି। ୟୁରୋପୀୟ ୟୁନିଅନ ରୁଷିଆକୁ ଏହାର ଶକ୍ତି ଭଣ୍ଡାରକୁ ୟୁରୋପ ବିରୁଦ୍ଧରେ ଅସ୍ତ୍ର…
ଏନ୍ଡିଟିଭି: ଚିନ୍ତାରେ ବିଦେଶୀ ଗଣମାଧ୍ୟମ
ଓ୍ବାଶିଂଟନ: ଏସିଆର ଧନିକ ବ୍ୟବସାୟୀ ଗୌତମ ଆଦାନୀ ଏନ୍ଡିଟିଭି (ନ୍ୟୁ ଦିଲ୍ଲୀ ଟେଲିଭିଜନ୍)ର ୨୯ ପ୍ରତିଶତ ଅଂଶଧନ କିଣିବାକୁ ଯାଉଥିବା ଖବର ବର୍ତ୍ତମାନ ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି। ବିଦେଶୀ ମିଡିଆ ସଂସ୍ଥାସବୁ ଭାରତୀୟ ଗଣମାଧ୍ୟମ ପାଇଁ ଚିନ୍ତା ପ୍ରକଟ କରିଛନ୍ତି।…
ପାକିସ୍ତାନର ପରାଜୟ ଟିମ୍ର ଭୁଲ ନୁହେଁ: ପୂର୍ବତନ ମନ୍ତ୍ରୀ
ଇସଲାମାବାଦ,୨୯ ।୮: ପାକିସ୍ତାନର ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୟାଦ ଅହମ୍ମଦ ଚୌଧୁରୀ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ଏସିଆ କପ ଟୁର୍ନାମେଣ୍ଟରେ ଭାରତଠାରୁ ପାକିସ୍ତାନ ପରାଜୟ ସ୍ୱୀକାର କରିବା ପରେ ଫୟାଦ ଅହମ୍ମଦ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।…
ତାଇଓ୍ବାନ୍ ପ୍ରଣାଳୀରେ ଆମେରିକା ଯୁଦ୍ଧଜାହାଜ
ତାଇପେଇ/ବେଜିଂ/ଓ୍ବାଶିଂଟନ,୨୯ା୮: ଆମେରିକାର ଦୁଇଟି ଯୁଦ୍ଧଜାହାଜ ରବିବାର ତାଇଓ୍ବାନ୍ ପ୍ରଣାଳୀରେ ପ୍ରବେଶ କରିଛି। ହାଉସ୍ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ତାଇଓ୍ବାନ୍-ଚାଇନା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ଦୁଇଦେଶ ମଝିରେ ଥିବା ବିସ୍ତୃତ ଜଳରାଶିକୁ କୌଣସି ଆମେରିକୀୟ ଯୁଦ୍ଧଜାହାଜ…
ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା, ୧୦୩୫ ମୃତ, ୧୧୦ ଜିଲା ପ୍ରଭାବିତ, କୋଟି କୋଟି ଟଙ୍କା କ୍ଷତି
ଇସଲାମାବାଦ,୨୯ ।୮: ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗି ରହିଛି । ପ୍ରଥମେ ରାଜନୈତିକ ସଙ୍କଟ ପରେ ଆର୍ଥିକ ସଙ୍କଟ ଆଉ ଏବେ ବନ୍ୟା ସଙ୍କଟ । ପାକିସ୍ତାନବାସୀ ଏମିତି ସବୁ ସମସ୍ୟା ଦେଇ ଗତି କରି ଚାଲିଛନ୍ତି ।…
ଟେକ୍ସାସରେ ପୁଅକୁ ଦେଖା କରିବାକୁ ଯାଇ ଗ୍ୟାରେଜରେ ଶୋଇଥିଲେ ଏଲନ ମସ୍କଙ୍କ ମାଆ
ଟେକ୍ସାସ,୨୯ ।୮: ଏଲନ ମସ୍କ । ବିଶ୍ୱର ଏକ ପରିଚିତ ନାମ । ଏହି ବିଲିୟନେୟାର ବିଜନେସ ମ୍ୟାନ ନିକଟରେ ଟୁଇଟର ଡିଲକୁ ନେଇ ଆସିଥିଲେ ଚର୍ଚ୍ଚାକୁ । ଏବେ ଆମେରିକାର ଟେକ୍ସାସରେ ଏଲନ ମସ୍କଙ୍କୁ ଭେଟିବାକୁ ଯାଇଥିବା ତାଙ୍କ ମାଆ…
Archives


