ଅନ୍ତର୍ଜାତୀୟ

ଦ୍ୱିତୀୟ ଥର ଫ୍ରାନ୍ସ ରାଷ୍ଟ୍ରପତି ଭାବେ ଶପଥ ନେଲେ ମାକ୍‌ରଁ

ପ୍ୟାରିସ,୮।୫: ଏମାନୁଏଲ୍‌ ମାକ୍‌ରଁ ଶନିବାର ଦ୍ୱିତୀୟ ଥର ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣକୁ ଅଧିକ ବଢ଼ିବାକୁ ନ ଦେବା ଦିଗରେ ସେ ପଦକ୍ଷେପ ନେବେ ବୋଲି ପ୍ରଥମ ଶପଥ ନେବା ସହ...

ଖାର୍କିଭ ଦଖଲ ଲକ୍ଷ୍ୟରେ ରୁଷିଆ, ନଷ୍ଟକଲା ଆମେରିକା-ୟୁରୋପୀୟ ଅସ୍ତ୍ର ଭଣ୍ଡାର

କ୍ୱିଭ,୮ ।୫: ମାରିଉପୋଲକୁ ନିଜ କବଜାକୁ ଆଣିବା ପରେ ଏବେ ରୁଷିଆ ସେନାଙ୍କ ଲକ୍ଷ୍ୟରେ ରହିଛି ଡୋନେସ୍କ, ଲୁହାଂନ୍ସ ଓ ଖାର୍କିଭ । ଖାର୍କିବ ଦଖଲ ଟାର୍ଗେଟରେ ଥିବା ରୁଷିଆ ସେନା ଶନିବାର ୟୁକ୍ରେନ ସେନାର ଆକ୍ରମଣକୁ ଦୁର୍ବଳ କରିବାକୁ...

ଶ୍ରୀଲଙ୍କାକୁ ଫସାଇବା ପାଇଁ ଚାଇନାର ଚାଲ୍‌

କଲମ୍ବୋ,୭ା୫: ଋଣ ପରିଶୋଧରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଥିବା ଶ୍ରୀଲଙ୍କା ଉପରେ ଚାଇନା ପୁଣି ଥରେ ଚାଲ୍‌ ଆରମ୍ଭ କରିଛି। ଏକ ରିପୋର୍ଟ ଅନୁଯାୟୀ, ଚାଇନା ସାହାଯ୍ୟ ନାମରେ ଅଧିକ ଋଣ ପ୍ରଦାନ କରି ଏକ ଅଦ୍ୱିତୀୟ ଅର୍ଥନୈତିକ ସଙ୍କଟ...

ତାଲିବାନ୍‌ର ନୂଆ ଆଇନ, ବୁର୍ଖା ନପିନ୍ଧିଲେ ପିତାଙ୍କୁ ଜେଲ୍‌…

କାବୁଲ,୭।୫ : ଆଫଗାନିସ୍ତାନରେ ତାଲିବାନ୍‌ ପକ୍ଷରୁ ନୂଆ ଆଇନ ଜାରି କରାଯାଇଛି। ତାଲିବାନ୍‌ କହିଛି ଯେ, ବିନା ବୁର୍ଖାରେ ମହିଳା ବାହାରକୁ ବାହାରିଲେ ସେମାନଙ୍କର ପିତାଙ୍କୁ ଜେଲ ଦଣ୍ଡାଦେଶ କରାଯିବ। ତାଲିବାନ୍‌ ମୁଖ୍ୟ ହେୟବ୍‌ତୁଲା ଅଖୁନ୍ଦଜାଦା ଏନେଇ ନିର୍ଦ୍ଦେଶ ଜାରି...

କିମ୍‌ ପୁଣି କଲେ ଆଣବିକ ପରୀକ୍ଷଣ…

ସିଓଲ, ୭।୫ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଆଣବିକ ନିରସ୍ତ୍ରିକରଣ ଚୁକ୍ତିକୁ ବେଖାତିର କରି ପୁଣି ସମୁଦ୍ରରରେ ଏକ ଅଜ୍ଞାତ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛନ୍ତି। ଦକ୍ଷିଣ କୋରିଆର ସୈନ୍ୟ ବାହିନୀ ଦାବି କରିଛନ୍ତି ଯେ...

ଶୂନ-କୋଭିଡ ନୀତି ପାଳନ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତିଙ୍କ ଚେତାବନୀ…

ବେଜିଂ, ୭।୫ : ଚାଇନାରେ ଶୂନ-କୋଭିଡ ନୀତି ଜାରି ଯୋଗୁ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ସାଂଘାଇ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ସାଧାରଣ ନାଗରିକଙ୍କ ଏହା ପାଳନ କରିବାକୁ ରାଷ୍ଟ୍ରପତି ଶି ଜିନପିଙ୍ଗ କଡା ଚେତାବନୀ ଦେଇଛନ୍ତି। ଜିନପିଙ୍ଗ...

ବେଲୁଚିସ୍ତାନରେ ଭୂକମ୍ପ ଝଟ୍‌କା: ୨୦୦ ପରିବାର ବାସହୀନ

ଇସଲାମାବାଦ,୭ା୫: ପାକିସ୍ତାନର ବେଲୁଚିସ୍ତାନରେ ବଡ଼ ଧରଣର ଭୂକମ୍ପ ହୋଇଛି। ଭୂକମ୍ପ ପରେ ଖୁଜଦାର ଜିଲାରେ ଅତି କମ୍‌ରେ ୮୦ଟି ଘର ଭୁଶୁଡ଼ି ପଡ଼ିବାରୁ ୨୦୦ରୁ ଅଧିକ ପରିବାର ବାସହୀନ ହୋଇପଡ଼ିଛନ୍ତି। ପାଣିପାଗ ବିଭାଗ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଔରନାଜୀ ନିକଟରେ...

ଟୁଇଟର ଡିଲ୍‌ରେ ନୂଆ ପ୍ରତିବନ୍ଧକ, ଏଲୋନ ମସ୍କଙ୍କ ବିରୋଧରେ ମାମଲା, ୨୦୨୫ ପର୍ଯ୍ୟନ୍ତ ରୋକ ଦାବି …

ଓ୍ବାଶିଂଟନ୍‌, ୭।୫ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର କ୍ରୟ ଘୋଷଣା କରିଥିବା ଏଲୋନ ମସ୍କଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ଫ୍ଲୋରିଡା ପେନ୍‌ସନ ଫଣ୍ଡ୍‌ ଏହି ଡିଲକୁ ବନ୍ଦ କରିବା ପାଇଁ ମସ୍କ ଏବଂ ଟୂଇଟର ବିରୋଧରେ ମାମଲା ରୁଜୁ...

ହାଭାନା ହୋଟେଲରେ ବିସ୍ଫୋରଣ: ୧୮ ମୃତ

ହାଭାନା,୭ ।୫: କ୍ୱିବାର ରାଜଧାନୀ ହାଭାନାର ଏକ ହୋଟେଲରେ ଶୁକ୍ରବାର ରାତିରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ମୃତକଙ୍କ ସଂଖ୍ୟା ୧୮ରେ ପହଞ୍ଚିଥିବା ସୂଚନା ରହିଛି । କ୍ୟୁବାର ରାଷ୍ଟ୍ରପତି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ...

ଟୁଇଟର ସିଇଓ ପରାଗ ଅଗ୍ରୱାଲଙ୍କ ପତ୍ନୀ ବିନିତାଙ୍କୁ ମସ୍କ ଦେଇ ପାରନ୍ତି ବଡ ଦାୟିତ୍ୱ

କାଲିଫର୍ନିଆ,୭ ।୫: ଟୁଇଟରର ନୂଆ ମାଲିକ ହେବାକୁ ଯାଉଥିବା ଏଲନ ମସ୍କ ଏଥିରେ ୪୪ ଅରବ ଡଲାର ଡିଲ କରିଛନ୍ତି । ନ୍ୟୁଜ ଏଜେନ୍ସି ବ୍ଲୁମବର୍ଗର ସୂଚନା ଅନୁଯାୟୀ, ଏଲନ ମସ୍କଙ୍କ ସହ ଭାଗିଦାର ହୋଇ ନିବେଶ କରିବାକୁ ଇଚ୍ଛା...

ଭିକ୍ଟ୍ରି ଡେ’କୁ ନେଇ ପୁଟିନଙ୍କ ମାଷ୍ଟର ପ୍ଲାନ

ମସ୍କୋ,୭ ।୫: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୨ ମାସ ପୂରଣ ହୋଇ ସାରିଲାଣି । ହେଲେ ଏବେବି ରୁଷିଆ ଆକ୍ରମଣ ମୁଡରେ ଥିବା ବେଳେ ୟୁକ୍ରେନ ବି ପ୍ରତିଆକ୍ରମଣ କରିବାକୁ ପଛାଉ ନାହିଁ । ଏବେ ସଭିଙ୍କ ନଜର ମେ’ ୯...

ମାରିଉପୋଲ ଷ୍ଟିଲ ପ୍ଲାଣ୍ଟରୁ ୧୧ ଶିଶୁଙ୍କ ସମେତ ଉଦ୍ଧାର ହେଲେ ୫୦ ଜଣ

କ୍ୱିଭ,୭ ।୫: ୟୁକ୍ରେନର ମାରିଉପୋଲ ଷ୍ଟିଲ ପ୍ଲାଣ୍ଟ ସୁଡଙ୍ଗରେ ଲୁଚି ରହିଥିବା ୧୧ ଶିଶୁଙ୍କ ସମେତ ୫୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅନ୍ୟପଟେ ବିଶାଲ ପରିସରରେ ଲୁଚି ରହି ବନ୍ଦର ସହରକୁ ମସ୍କୋ କବଜାରୁ ରକ୍ଷା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri