ପୁଣି ଆତଙ୍କ: ଲଗାତାର ୩ ଦିନ ଧରି ଚାଇନାରେ ଦୈନିକ ସଂକ୍ରମଣ ୩୦ ହଜାର ଉପରେ…
ବେଜିଂ,୨୬।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ସଙ୍କଟ ଜନକ ହୋଇଛି। ରାଜଧାନୀ ବେଜିଂରେ କରୋନା ଲକଡାଉନ ଅଧୀନରେ କଡା ପ୍ରତିବନ୍ଧକ ଲଗାଯାଇଛି। କରୋନା ଆକ୍ରାନ୍ତଙ୍କ ଦୈନିକ…
ପୁଣି ଥରିଲା ଆଫଗାନିସ୍ତାନ
କାବୁଲ,୨୬।୧୧:ଆଫଗାନିସ୍ତାନର ଫାୟାଜବାଦରେ ଶନିବାର ୪.୫୪ ମିନିଟ୍ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୨ ରେକର୍ଡ ହୋଇଛି। ସେହିପରି ଆକ୍ଷାଂଶ ୩୬.୪୬ ହୋଇଥିବା ବେଳେ ଦ୍ରାଘିମା ୭୧.୪୨ ରହିଛି। ତେବେ ଏହି ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତିର ସୂଚନା…
ମସ୍କଙ୍କ ବଡ ଘୋଷଣା: କେବଳ ବ୍ଲୁ ନୁହେଁ ୩ଟି ଭିନ୍ନ ଭିନ୍ନ ରଙ୍ଗରେ ହେବ ଟୁଇଟରର ‘ଭେରିଫାଇଡ ବ୍ୟାଜ’
ୱଶିଂଟନ,୨୫ ।୧୧: ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ନୂଆ ମାଲିକ ଏଲନ ମସ୍କ କହିଛନ୍ତି ଟୁଇଟରର ଭେରିଫାଏଡ ସର୍ଭିସରେ ଖୁବଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି । ବିଲେନିୟର ମସ୍କ ଶୁକ୍ରବାର ଘୋଷଣା କରିଛନ୍ତି କି କମ୍ପାନୀ ଟୁଇଟର ଆକାଉଣ୍ଟ ପାଇଁ ଭିନ୍ନ ଭିନ୍ନ…
ନିଜ ଦେଶ ନାଁରେ ମାମଲା କଲେ ଗ୍ରେଟା
ଷ୍ଟକ୍ହୋମ୍,୨୬।୧୧: ଜଳବାୟୁ ପରିବର୍ତ୍ତନ ପୃଥିବୀ ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। ଏହାର ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ବିଶ୍ୱର ସର୍ବାଧିକ ଜଣାଶୁଣା କ୍ଲାଇମେଟ୍ ଆକ୍ଟିଭିଷ୍ଟ ଗ୍ରେଟା ଥନ୍ବର୍ଗ ଏବେ ନିଜ ଦେଶ ସୁଇଡେନ୍ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ…
ବ୍ରାଜିଲର ଦୁଇଟି ସ୍କୁଲରେ ଆଖିବୁଜା ଗୁଳିଚାଳନା, ୩ ମୃତ ୧୧ ଆହତ
ବ୍ରାସିଲିଆ,୨୬ ।୧୧: ବ୍ରାଜିଲର ଦୁଇଟି ସ୍କୁଲରେ ଆଖିବୁଜା ଗୁଳିଚାଳନା ହୋଇଥିବା ସୂଚନା ମିଳିଛି । ଏହି ଗୁଳିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୧ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ସହ କଥା ହୋଇ ଅଧିକାରୀମାନେ କହିଛନ୍ତି,…
ଇଣ୍ଡୋନେସିଆ ଭୂକମ୍ପରେ ବଢୁଛି ମୃତକଙ୍କ ସଂଖ୍ୟା, ଏବେ ପର୍ଯ୍ୟନ୍ତ ୩୧୦ ମୃତ ୨୪ ନିଖୋଜ
ଜାଭା,୨୬ ।୧୧: ଇଣ୍ଡୋନେସିଆ ପଶ୍ଚିମ ଜାଭା ଅଞ୍ଚଳରେ ଥିବା ସିୟାଂଜୁରରେ ସୋମବାର ଆସିଥିବା ଭୁକମ୍ପରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆର ଜାଭାରେ ହୋଇଥିବା ଭୂକମ୍ପରେ ମୃତକଙ୍କ ସଂଖ୍ୟା ଏବେ ୩୧୦ରେ ପହଞ୍ଚିଛି ଏହାସହ ୨୪…
ପୁଟିନ ଅସୁସ୍ଥ!
ମସ୍କୋ,୨୫ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ମିଡିଆ ରିପୋର୍ଟରେ ପୁଣି ଏକ ଦାବି କରାଯାଇଛି । କୁହାଯାଇଛି କି ପୁଟିନ ଏବେ ଗୁରୁତର । ନିକଟରେ କ୍ୟୁବାର ଜଣେ ନେତାଙ୍କ ସହ ବୈଠକ ସମୟରେ ହଠାତ୍ ତାଙ୍କ…
ଘାନାରେ ରତ୍ନମୁଦ ଉତ୍ସବ ଆୟୋଜିତ
ଆକ୍ରା,୨୫।୧୧: ଆଫ୍ରିକୀୟ ଦେଶ ଘାନାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ନିମନ୍ତେ ସେଠାରେ ରହୁଥିବା ଓଡ଼ିଆ ଲୋକମାନେ ଏକ ଘାନା ଓଡ଼ିଆ ସମାଜ ଗଠନ କରିଛନ୍ତି। ଏହି ସମାଜ ପକ୍ଷରୁ ସେଠାରେ ଜଗନ୍ନାଥଙ୍କ ଏକ ଭବ୍ୟ ମନ୍ଦିର…
ପୁଣି ଚାଇନାରେ ଫୁଟିଲା କରୋନା ବୋମା
ବେଜିଂ,୨୫।୧୧: ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ନଭେମ୍ବର ୨୫ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାରେ ୩୨,୯୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ଏହା ୧୨୮୭ ଅଧିକ। ଲଗାତାର…
କୋଠାରେ ଅଗ୍ନିକାଣ୍ଡ: ୧୦ ଜୀବନ୍ତ ଦଗ୍ଧ, ୯ ଆହତ
ବେଜିଂ,୨୫।୧୧: ଚାଇନାର ଜିନଜିଆଙ୍ଗ ଉଇଗରରେ ଏକ ବଡ ଦୁର୍ଘଟଣା ଘଟିଛି। ରାଜଧାନୀ ଉରୁମକିରେ ଥିବା ୨୧ ମହଲା ବିଶିଷ୍ଟ ଆବାସିକ କୋଠାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏହି ଦୁଃଖଦ ଦୁର୍ଘଟଣାରେ ୧୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଅନ୍ୟ ୯ଜଣ…
ଏସିଆର ଧନୀ ବ୍ୟକ୍ତିଙ୍କ ତାଲିକାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ପତ୍ନୀ ଅକ୍ଷତା ମୂର୍ତ୍ତି
ଲଣ୍ଡନ,୨୫ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସହଧର୍ମିଣୀ ଅକ୍ଷରା ମୂର୍ତ୍ତି ବ୍ରିଟେନରେ ‘ଏସିଆର ଧନୀ ବ୍ୟକ୍ତଙ୍କ ତାଲିକା ୨୦୨୨’ରେ ସାମିଲ ହୋଇଛନ୍ତି । ଏହି ତାଲିକାର ଶୀର୍ଷରେ ହିନ୍ଦୁଜା ପରିବାରକୁ ରଖାଯାଇଛି । ସୁନକ ଓ ଅକ୍ଷତା…
ଟ୍ରମ୍ପ ଟୁଇଟରକୁ ଫେରିବା ପରେ ଅନ୍ୟ ନିଲମ୍ବିତ ଆକାଉଣ୍ଟକୁ ନେଇ ବଡ ଘୋଷଣା କଲେ ମସ୍କ
ୱାଶିଂଟନ,୨୫ ।୧୧: ଟୁଇଟରର ନୂଆ ମାଲିକ ହେବା ପରେ ଏଲନ ମସ୍କ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ଲଗାତାର ପରିବର୍ତ୍ତନ କରି ଚାଲିଛନ୍ତି । ଏହି କ୍ରମରେ ଗୁରୁବାର ସେ ଟୁଇଟରରୁ ନିଲମ୍ବିତ ହୋଇଥିବା ଆକାଉଣ୍ଟ ଗୁଡିକ ପାଇଁ ‘ସାମାନ୍ୟ କ୍ଷମା’…
Archives


