ଚାଇନା ସ୍ଥିତି ଭୟଙ୍କର, ମାସକରେ ୧୧ ଲକ୍ଷ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ, ୧୬୦ ନୂଆ କବରସ୍ତାନ ନିର୍ମାଣ…

ବେଜିଂ,୨୪।୧୨ : ଚାଇନାରେ କରୋନା ସଂକ୍ରମଣ ନେଇ ପ୍ରତିଦିନ ନୂଆ ନୂଆ ଭୟଙ୍କର ତଥ୍ୟ ସାମ୍ନାକୁ ଆସୁଛି। ଜିନପିଙ୍ଗ ସରକାର ମଧ୍ୟ କରୋନାର ଆକଳନ ଲୁଚାଇଥିବା ଅଭିଯୋଗ ହୋଇଛି। ସରକାରଙ୍କ କହିବାନୁସାରେ, ଗତ ଏକ ସପ୍ତାହ ମଧ୍ୟରେ କରୋନା ଯୋଗୁଁ କେବଳ ୮ ଜଣଙ୍କର ମୃତ୍ୟୁ ହୋଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କେବଳ ଡିସେମ୍ବର ୨୦ ରେ ଚାଇନାରେ ୩୬ ମିଲିୟନ ମାମଲା ରୁଜୁ ହୋଇଥିଲା।

ଏଥି ସହିତ, ନଭେମ୍ବର ୧୯ ରୁ ଡିସେମ୍ବର ୧୮ପର୍ଯ୍ୟନ୍ତ, ୧୧ ଲକ୍ଷ ଲୋକ ଚାଇନାରେ ମୃତ୍ୟୁ ପ୍ରମାଣପତ୍ର ପାଇଁ ଅନଲାଇନରେ ଆବେଦନ କରିଛନ୍ତି। ମୋଟ ୧୬୦ଟି ନୂଆ କବରସ୍ତାନ ନିର୍ମାଣ ଚାଲିଛି। ସେଥିମଧ୍ୟରୁ ବେଜିଂ ଏବଂ ସାଂଘାଇରେ ୬୦-୬୦ ନୂଆ କବରସ୍ତାନ ନିର୍ମାଣ କରା ଯାଇଥିବାବେଳେ ଚେଙ୍ଗଦୁରେ ୪୦ ଟି ନୂତନ କବରସ୍ତାନ ନିର୍ମାଣ କରାଯାଉଛି। ଏହା ଚାଇନାରେ କରୋନାର ମୃତ୍ୟୁ ତାଣ୍ଡବକୁ ସୂଚାଉଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଟାଲୀରେ ପହଞ୍ଚିଲେ ମୋଦି

ରୋମ୍‌,୧୪ା୬: ୫୦ତମ ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇଟାଲୀରେ ପହଞ୍ଚିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନିଙ୍କ ସହ ସାକ୍ଷାତ...

କୁଏତରେ ଜଳିଯାଇଥିବା ୪୫ ଭାରତୀୟଙ୍କ ମୃତଦେହ ଚିହ୍ନଟ, ଆହତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଦୁବଇ,୧୩।୬: କୁଏତ କର୍ତ୍ତୃପକ୍ଷ ବିଲ୍ଡିଂ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଜଣ ଭାରତୀୟ ଏବଂ ତିନି ଜଣ ଫିଲିପାଇନ୍ସ ନାଗରିକଙ୍କ ମୃତଦେହ ଚିହ୍ନଟ କରିଛନ୍ତି। କୁଏତ...

ଇଟାଲୀ ପହଞ୍ଚିବା ପରେ ମେଲୋନିଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତା କରିବେ ମୋଦି

ନୂଆଦିଲ୍ଲୀ,୧୩।୬: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗୋଷ୍ଠୀର ଶିଖର ସମ୍ମିଳନୀ ଇଟାଲୀର ଆପୁଲିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ...

ଜଳୁଛି ୫,୫୯,୫୪,୨୭,୯୫୦ ଟଙ୍କାର କୋକେନ… ଦେଖନ୍ତୁ କେମିତି ଦେଖାଯାଉଛି ଭିଡିଓ

ଏଲସାଲଭେଡର,୧୬।୬: ଆପଣ ନିଶ୍ଚୟ ଅନେକ ଦାମୀ କାର, ବଡ ଅଟ୍ଟାଳିକା ଇତ୍ୟାଦି ନିଆଁକୁ ଆୟତ୍ତ କରୁଥିବା ଦେଖିଥିବେ, କିନ୍ତୁ ଆପଣ କେବେ ଦେଖିଛନ୍ତି କି ୫...

ଆମଠାରୁ ଭଲ ଆମର ପଡୋଶୀ ଶତ୍ରୁ ଦେଶ, ପାକିସ୍ତାନ ସଂସଦରେ କାହିଁକି ଉଠିଲା ଭାରତ ନିର୍ବାଚନ କଥା

ଇସଲାମାବାଦ/ନୂଆଦିଲ୍ଲୀ,୧୩।୬: ଯଦିଓ ପାକିସ୍ତାନ ସର୍ବଦା ଭାରତକୁ ସମାଲୋଚନା କରିବାର ଅଭ୍ୟାସ ଥାଏ, କିନ୍ତୁ ଅନେକ ଥର ଏହାର ସାଂସଦ (ପାକିସ୍ତାନ ସଂସଦ ବିତର୍କ) ଆମକୁ ପ୍ରଶଂସା...

ଆକାଶରେ ୯ ଘଣ୍ଟା ଉଡ଼ିଲା ବିମାନ, କେଉଁଠି କଲାନି ଅବତରଣ, କାରଣ ଜାଣିଲେ…

ନ୍ୟୁୟର୍କ,୧୩ା୬: ଭାବନ୍ତୁ ଆପଣ ଆପଣଙ୍କ ସମ୍ପର୍କୀୟଙ୍କ ଘରକୁ ବିମାନ ଯୋଗେ ଯାଉଛନ୍ତି। ସେଠାକୁ ଯିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ। ସମ୍ପର୍କୀୟଙ୍କ ପାଇଁ ବହୁତ...

ଇଟାଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ କାନାଡା ପ୍ରଧାନମନ୍ତ୍ରୀ, ରହିଛି ଏସବୁ ଯୋଜନା

ରୋମ୍‌,୧୩ା୬: ଇଟାଲୀରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସାମ୍ନାସାମ୍ନି ହେବେ। ଶୁକ୍ରବାର ଉଭୟ...

ବିଶ଼୍ବରେ ସବୁଠାରୁ ଅଧିକ ଦରମା, ଜାଣନ୍ତୁ କେତେ ଟଙ୍କା ?

ନୂଆଦିଲ୍ଲୀ, ୧୩।୬: ବିଶ଼୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦରମା ପ୍ୟାକେଜ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କର ପ୍ୟାକେଜ ଏତେ ଟଙ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri