୨୨ କ୍ୟାରେଟରୁ ଅଧିକ ସୁନା ପିନ୍ଧିବା ମନା
କଲମ୍ବୋ,୨୭ା୧୧: ସୁନା ଚୋରା ଚାଲାଣକାରୀଙ୍କ ବିରୋଧରେ ଶ୍ରୀଲଙ୍କା ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଶ୍ରୀଲଙ୍କାରେ ବିମାନ ଯାତ୍ରୀଙ୍କ ଭଳି ଏକ ବଡ଼ ଧରଣର ସୁନା ଚୋରା ଚାଲାଣ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ବର୍ତ୍ତମାନ ସୁନା…
ଝିଅ ହେବେ କି କିମ୍ଙ୍କ ଉତ୍ତରାଧିକାରୀ
ସିଓଲ,୨୭ା୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏଥର ସେ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ନୁହେଁ ବରଂ ତାଙ୍କ ଝିଅଙ୍କ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କିମ୍ ତାଙ୍କ ଝିଅଙ୍କୁ କ୍ଷେପଣାସ୍ତ୍ର…
ବ୍ୟାକ୍ ଫୁଟରେ ଋଷି ସୁନକ, ଲିଜ ଟ୍ରସ୍ଙ୍କ ଭଳି ବିଫଳ ହେବା ନେଇ ଚର୍ଚ୍ଚା ଆରମ୍ଭ…
ଲଣ୍ଡନ,୨୭।୧୧ : ମୂଳ ଭାରତୀୟ ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ତାଙ୍କ ଆଗରେ ପର୍ବତ ଭଳି ଚ୍ୟାଲେଞ୍ଜ ଅଛି। ଏହା ବ୍ୟତୀତ ଟୋରି ସାଂସଦଙ୍କ ଗୋଷ୍ଠୀ ଗଠନ ଏବଂ ବିରୋଧୀ ଲେବର ପାର୍ଟିର ଲୋକପ୍ରିୟତା…
ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୫ ଜଣଙ୍କ ଜୀବନ ଗଲା
ସିଓଲ,୨୭ା୧୧: ଦକ୍ଷିଣ କୋରିଆର ୟାଙ୍ଗୟାଙ୍ଗର ବୌଦ୍ଧ ମନ୍ଦିର ନିକଟରେ ରବିବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ଚିହ୍ନଟ କରାଯାଉଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ୫ ମୃତକଙ୍କ ମଧ୍ୟରେ…
ବିପଦ ମାଡ଼ି ଆସୁଛି : ୪୮୫ ଶହ ବର୍ଷ ଧରି ସାଇବେରିଆର ବରଫ ତଳେ ଶୋଇଥିବା ଭୂତାଣୁକୁ ପୁନର୍ଜୀବିତ କଲେ ବୈଜ୍ଞାନିକ…
ଓ୍ବାଶିଂଟନ,୨୭।୧୧ : ପୁଣି ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ବୈଜ୍ଞାନିକମାନେ ୪୮୫ ଶହ ବର୍ଷ ଧରି ସାଇବେରିଆର ପର୍ମାଫ୍ରୋଷ୍ଟ ବରଫରେ ଶୋଇଥିବା ବହୁ ଭୂତାଣୁକୁ ପୁନର୍ଜୀବିତ କରିଛନ୍ତି। ଏହି ସମସ୍ତ ଭୂତାଣୁ ରୁଷିଆର ଦୂର ପୂର୍ବ ଅଞ୍ଚଳରେ ଅବସ୍ଥିତ ସାଇବେରିଆର…
‘ମୋ ଉପରେ ହୋଇପାରେ ପୁଣିଥରେ ଆକ୍ରମଣ’
ଇସଲାମାବାଦ୍,୨୭।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଶେହଓ୍ବାଜ ଶରିଫ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରାୱଲପିଣ୍ଡିରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ଇମ୍ରାନ କହିଛନ୍ତି, ନିକଟରେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ତିନିଜଣ ଶୁଟର ସମ୍ପୃକ୍ତ ଥିଲେ।…
ଚାଇନାରେ ସଙ୍କଟ: ଦୈନିକ ସଂକ୍ରମଣ ୩୯ ହଜାରରୁ ଅଧିକ…
ବେଜିଂ,୨୭।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଏହାକୁ ନେଇ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ସଙ୍କଟ ଜନକ ହୋଇଛି। ରାଜଧାନୀ ବେଜିଂରେ କରୋନା ଲକଡାଉନ ଅଧୀନରେ…
କିମଙ୍କ ଧମକ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପରମାଣୁ ଶକ୍ତି ହେବା ଆମର ଶେଷ ଲକ୍ଷ୍ୟ
ପୋଙ୍ଗୟାଙ୍ଗ,୨୭ ।୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ସାରା ବିଶ୍ୱକୁ ଏକ ବାର୍ତ୍ତା ଦେଇ କହିଛନ୍ତି, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପରମାଣୁ ଶକ୍ତି ହେବା ଉତ୍ତର କୋରିଆର ଶେଷ ଲକ୍ଷ୍ୟ । ଏଥିପାଇଁ ସେ ବହୁ ସେନା…
ଇମ୍ରାନଙ୍କ ଦଳ ସମସ୍ତ ବିଧାନସଭାରୁ ଦେବେ ଇସ୍ତଫା, ଘୋଷଣା କଲେ ପୂର୍ବତନ ପ୍ରଧାନମନ୍ତ୍ରୀ
ଇସଲାମାବାଦ,୨୭ ।୧୧: ପିଟିଆଇର ଅଧ୍ୟକ୍ଷ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଘୋଷଣା କରିଛନ୍ତି କି ତାଙ୍କ ଦଳ ସମସ୍ତ ବିଧାନସଭାରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଇମ୍ରାନ ଶନିବାର ପାକିସ୍ତାନର ରାୱଲପିଣ୍ଡିରେ ଏକ ସାର୍ବଜନିକ ସଭାରେ ଏହି…
ଏଲନ ମସ୍କଙ୍କ ମ୍ୟାନେମେଣ୍ଟ ଉପରେ ଅସନ୍ତୁଷ୍ଟ ହୋଇ ଏହି ଦେଶର ଶାସକ ଦଳ ଛାଡିଲା ଟୁଇଟର
ଲ୍ୟୁବ୍ଲୟାନା,୨୭ ।୧୧: ଟୁଇଟରର ନୂଆ ମାଲିକ ଏଲନ ମସ୍କ ଏହି ମାଇକ୍ରୋ ବ୍ଲଗିଙ୍ଗ ସାଇଟରେ ଲାଗତାର ପରିବର୍ତ୍ତନ କରି ଚାଲିଛନ୍ତି । ଏଥିରେ ବ୍ଲୁ ଟିକକୁ ଶୁଳ୍କ ଆଧାରିତ ସହିତ ନିଲମ୍ବିତ ଆକାଉଣ୍ଟ ପାଇଁ ‘ସାମାନ୍ୟ କ୍ଷମା’ ଘୋଷଣା ଭଳି ବଡ…
ଜିନ୍ପିଙ୍ଗ୍ଙ୍କ ଜିରୋ-କୋଭିଡ୍ ନୀତି ବିରୋଧରେ ଗଣବିକ୍ଷୋଭ
ବେଜିଂ,୨୭।୧୧: ଆଂଶିକ ଲକ୍ଡାଉନ୍ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କ ଜୀବନ ଯିବା ପରେ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ଜିରୋ-କୋଭିଡ୍ ନୀତି ବିରୋଧରେ ଜିନ୍ଜିଆଙ୍ଗ ପ୍ରଦେଶରେ ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରିଛି। କୋଭିଡ୍ କଟକଣା ଯୋଗୁ…
ଅଲ୍ଟ୍ରା ଲଗ୍ଜୁରି ‘ସୁପର ସବ୍’
ଆମ୍ଷ୍ଟରଡାମ୍, ୨୭।୧୧: ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ପ୍ରତ୍ୟେକଙ୍କ ଇଚ୍ଛା। ସେଥିପାଇଁ ଯାତ୍ରା ରୋମାଞ୍ଚକର ହେବା ଆବଶ୍ୟକ। ଯାତ୍ରୀମାନଙ୍କ ଏହି ଆଶା ପୂରଣ କରିବା ପାଇଁ ବହୁ ଇଞ୍ଜିନିୟର ବିଭିନ୍ନ ପ୍ରକାର ଯାନ ତିଆରି କରିବାରେ ଲାଗିଛନ୍ତି। ଆକାଶ ଯାତ୍ରା ସ୍ବତଃ…
Archives


